Browsing Oriya translation

Don't show this notice anymore
Before translating, be sure to go through Ubuntu Translators instructions and Oriya guidelines.
6069 of 499 results
60.
If true, send Up/Down keystrokes for scrolling when using alternate screen or when scrolling is restricted.
(no translation yet)
Located in ../src/gnome-terminal.schemas.in.h:61
61.
If true, the command inside the terminal will be launched as a login shell. (argv[0] will have a hyphen in front of it.)
ୟଦି ସତ୍ଯ, ଟର୍ମିନାଲ ଭିତରେ ଥିବା ଆଦେଶ ଏକ ଲଗଇନ ସେଲ ପରି ପ୍ରାରମ୍ଭ ହେବେ। (argv[0] ସମ୍ମୁଖରେ ଗୋଟିଏ ହାଇଫିନ ରହିବ।)
Translated by Manoj Kumar Giri
Located in ../src/gnome-terminal.schemas.in.h:65
62.
If true, the system login records utmp and wtmp will be updated when the command inside the terminal is launched.
ୟଦି ସତ୍ଯ, ତେବେ ସିଷ୍ଟମ ଲଗଇନ ଅଭିଲେଖଗୁଡିକ utmp ଏବଂ wtmp ଅପଡେଟ ହେବେ ୟେବେ ଟର୍ମନାଲ ଭିତରେ ଆଦେଶ ପ୍ରାରମ୍ଭ ହେବ।
Translated by Manoj Kumar Giri
Located in ../src/org.gnome.Terminal.gschema.xml.h:37
63.
If true, the terminal will use the desktop-global standard font if it's monospace (and the most similar font it can come up with otherwise).
ୟଦି ସତ୍ଯ, ତେବେ ଟର୍ମିନାଲ ଡେସ୍କଟପ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ଫଣ୍ଟ ଉପୟୋଗ କରିବ ୟଦି ଏହା ମନୋସ୍ପେସ ହୋଇଥାଏ, (ଏବଂ ନଚେତ୍ ଏହା ଏହାର ସମାନାନ୍ତର ଫଣ୍ଟକୁ ଆଣିବ)।
Translated by Manoj Kumar Giri
Located in ../src/gnome-terminal.schemas.in.h:97
64.
If true, the theme color scheme used for text entry boxes will be used for the terminal, instead of colors provided by the user.
ୟଦି ସତ୍ଯ, ତେବେ ଉପୟୋଗକର୍ତ୍ତାଙ୍କ ଦ୍ବାରା ୟୋଗାଇ ଦିଆୟାଇଥିବା ରଙ୍ଗଗୁଡିକ ପରିବର୍ତ୍ତେ, ଟେକ୍ସଟ ପ୍ରବେଶ ବକ୍ସଗୁଡିକ ପାଇଁ ଉପୟୋଗ ହେଉଥିବା ଥିମ ରଙ୍ଗ ୟୋଜନା ଟର୍ମିନାଲ ପାଇଁ ଉପୟୋଗ ହେବ।
Translated by Manoj Kumar Giri
Located in ../src/gnome-terminal.schemas.in.h:95
65.
If true, the transparency setting defined in the theme will be used for defining the background type of the terminal, instead of the settings provided by the user.
(no translation yet)
Located in ../src/gnome-terminal.schemas.in.h:97
66.
If true, the value of the custom_command setting will be used in place of running a shell.
ୟଦି ସତ୍ଯ, ତେବେ ଗୋଟିଏ ସେଲକୁ ଚଳାଇବା ସ୍ଥାନରେ ବ୍ଯବସ୍ଥାପିତ_ଆଦେଶ ସେଟିଙ୍ଗର ମୂଲ୍ଯ ଉପୟୋଗ ହେବ।
Translated by Manoj Kumar Giri
Located in src/org.gnome.Terminal.gschema.xml:287
67.
If true, whenever there's new output the terminal will scroll to the bottom.
ୟଦି ସତ୍ଯ, ତେବେ ୟେବେ ବି ଗୋଟିଏ ନୂଆ ଆଉଟପୁଟ ହେବ, ଟର୍ମିନାଲ ତଳକୁ ସ୍କ୍ରୋଲ କରିବ।
Translated by Manoj Kumar Giri
Located in ../src/org.gnome.Terminal.gschema.xml.h:43
68.
Keyboard shortcut key for bringing up the dialog for profile creation. Expressed as a string in the same format used for GTK+ resource files. If you set the option to the special string "disabled", then there will be no keyboard shortcut for this action.
ପ୍ରୋଫାଇଲ ସୃଷ୍ଟି ନିମନ୍ତେ ଡାଏଲଗକୁ ଆଣିବା ପାଇଁ କିବୋର୍ଡ ସର୍ଟକଟ କି। GTK+ ସ୍ବମ୍ବଳ ଫାଇଲଗୁଡିକ ନିମନ୍ତେ ଉପୟୋଗ ହେଉଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ୟଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ "ଅକ୍ଷମହେଲା"କୁ ସେଟ କରନ୍ତି, ତେବେ ଏହି କାର୍ୟ୍ଯ ପାଇଁ କୌଣସି କିବୋର୍ଡ ସର୍ଟକଟ କି ହୋଇ ରହିବ ନାହିଁ।
Translated by Manoj Kumar Giri
Located in ../src/gnome-terminal.schemas.in.h:106
69.
Keyboard shortcut key for closing a tab. Expressed as a string in the same format used for GTK+ resource files. If you set the option to the special string "disabled", then there will be no keyboard shortcut for this action.
ଗୋଟିଏ ଟାବକୁ ବନ୍ଦ କରିବା ପାଇଁ କିବୋର୍ଡ ସର୍ଟକଟ କି। GTK+ ସ୍ବମ୍ବଳ ଫାଇଲଗୁଡିକ ନିମନ୍ତେ ଉପୟୋଗ ହେଉଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ୟଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ "ଅକ୍ଷମହେଲା"କୁ ସେଟ କରନ୍ତି, ତେବେ ଏହି କାର୍ୟ୍ଯ ପାଇଁ କୌଣସି କିବୋର୍ଡ ସର୍ଟକଟ କି ହୋଇ ରହିବ ନାହିଁ।
Translated by Manoj Kumar Giri
Located in ../src/gnome-terminal.schemas.in.h:110
6069 of 499 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.

Contributors to this translation: Manoj Kumar Giri, Subhransu Behera.