Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

51100 of 4071 results
~
Send reply to all recipients?
2014-10-08
ସମସ୍ତ ପ୍ରେରକ ପାଖକୁ ଉତ୍ତର ପଠାଇବେ କି?
~
Send private reply?
2014-10-08
ବ୍ଯକ୍ତିଗତ ଉତ୍ତର ପଠାଇବେ କି?
~
"Report Junk" Failed
2014-10-08
"ଜଙ୍କ ଖବର କରନ୍ତୁ" ବିଫଳ ହୋଇଛି
~
Prompt when replying privately to list messages
2014-10-08
ତାଲିକା ସନ୍ଦେଶକୁ ବ୍ୟକ୍ତିଗତ ଭାବରେ ଉତ୍ତର ଦେବା ସମୟରେ ପଚାରନ୍ତୁ
~
_No
2014-10-08
ନାଁ (_N)
~
Protected
2014-10-08
ସୁରକ୍ଷିତ
~
Allowing a _mailing list to redirect a private reply to the list
2014-10-08
ଏକ ବ୍ୟକ୍ତିଗତ ଉତ୍ତରକୁ ତାଲିକାକୁ ପଠାଇବା ପାଇଁ ଏକ ମେଲ ତାଲିକାକୁ ଅନୁମତି ଦେଉଅଛି (_m)
~
Would you like to close the message window?
2014-10-08
ଆପଣ ସନ୍ଦେଶ ୱିଣ୍ଡୋକୁ ବନ୍ଦ କରିବା ପାଇଁ ଚାହିଁବେ କି?
~
Page Set_up...
2014-10-08
ପୃଷ୍ଠା ବ୍ଯବସ୍ଥାପନ (_u)...
~
_Yes
2014-10-08
ହଁ (_Y)
~
Close
2014-10-08
ବନ୍ଦକରନ୍ତୁ
~
_Back up Evolution Data...
2014-10-08
Evolution ତଥ୍ୟକୁ ନକଲ ସଂରକ୍ଷଣ କରୁଅଛି ...
~
Prompt before sending to recipients not entered as mail addresses
2014-10-08
ମେଲ ଠିକଣା ଭାବରେ ଭରଣ ହୋଇନଥିବା ଗ୍ରହଣକର୍ତ୍ତା ପାଖକୁ ପଠାଇବା ପୂର୍ବରୁ ପଚାରନ୍ତୁ
~
Sending a message with _recipients not entered as mail addresses
2014-10-08
ନେଲ ଠିକଣା ଭାବରେ ଭରଣ ହୋଇନଥିବା ଗ୍ରହଣକର୍ତ୍ତାମାନଙ୍କ ସହିତ ସନ୍ଦେଶ ପଠାଉଛି (_r)
~
Sending a message with an _empty subject line
2014-10-08
ଖାଲି ବିଷୟନାମ ସହିତ ମେଲ ପଠାଉଛି (_e)
~
%s through %s has canceled the following assigned task:
2014-10-08
%s କୁ %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ଯକୁ ବାତିଲ କରିଅଛି:
~
Top secret
2014-10-08
ଅତି ଗୋପନୀୟ
~
Show a collection of pictures that you can drag to your message
2014-10-08
ଆପଣଙ୍କ ସନ୍ଦେଶ ମଧ୍ଯକୁ ଟାଣିପାରୁଥିବା ଛବିଗୁଡ଼ିକୁ ଦର୍ଶାନ୍ତୁ
~
Start Evolution showing the specified component. Available options are 'mail', 'calendar', 'contacts', 'tasks', and 'memos'
2014-10-08
ଉଲ୍ଲିଖିତ ଉପାଦାନକୁ ଦର୍ଶାଇକରି Evolution କୁ ଆରମ୍ଭ କରନ୍ତୁ। ଉପଲବ୍ଧ ବିକଳ୍ପଗୁଡ଼ିକ ହେଉଛି'ମେଲ', 'କ୍ୟାଲେଣ୍ଡର', 'ସମ୍ପର୍କ', 'କାର୍ଯ୍ୟ', ଏବଂ 'ସ୍ମାରକପତ୍ର'
~
You are replying to a message which arrived via a mailing list, but you are replying privately to the sender; not to the list. Are you sure you want to proceed?
2014-10-08
ଆପଣ ବ୍ୟକ୍ତିଗତ ଭାବରେ ଏକ ସନ୍ଦେଶକୁ ଉତ୍ତର ଦେଉଛନ୍ତି ଯାହାକି ମେଲ ତାଲିକା ମାଧ୍ଯମରେ ଆସିଥାଏ, କିନ୍ତୁ ଆପଣ ବ୍ୟକ୍ତିଗତ ଭାବରେ ଉତ୍ତର ଦେଇଛନ୍ତି; ତାଲିକାକୁ ଫେରାଇ ନଥାଏ।ଆପଣ ଆଗକୁ ବଢ଼ିବା ପାଇଁ ଚାହୁଁଛନ୍ତି କି?
~
Sending a message with only _Bcc recipients defined
2014-10-08
କେବଳ Bcc ଗ୍ରହଣକର୍ତ୍ତାଙ୍କ ସହିତ ସନ୍ଦେଶ ପଠାଉଛି (_B)
~
To help avoid email accidents and embarrassments, ask for confirmation before taking the following checkmarked actions:
2014-10-08
ଇମେଲ ଘଟଣା ଏବଂ ହତାଶାକୁ ଏଡ଼ାଇବା ପାଇଁ ସହାୟତା କରିବାକୁ, ନିମ୍ନଲିଖିତ ଯାଞ୍ଚ ଚିହ୍ନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ:
~
Sending a reply to a large _number of recipients
2014-10-08
ଅଧିକ ସଂଖ୍ୟକ ଗ୍ରହଣକର୍ତ୍ତାଙ୍କ ପାଖକୁ ଉତ୍ତର ପଠାଉଛି (_n)
~
PKCS #1 SHA-384 With RSA Encryption
2014-10-08
RSA ସଂଗୁପ୍ତକରଣ ସହିତ PKCS #1 SHA-384
~
Back up current Evolution data
2014-10-08
ସାମ୍ପ୍ରତିକ Evolution ତଥ୍ୟର ନକଲ ସଂରକ୍ଷଣ କରନ୍ତୁ
~
Prompt when replying to many recipients
2014-10-08
ଅନେକ ଗ୍ରହଣକର୍ତ୍ତାମାନଙ୍କୁ ଉତ୍ତର ପଠାଇବା ସମୟରେ ପଚାରନ୍ତୁ
~
'{0}' has delegated the meeting. Do you want to add the delegate '{1}'?
2014-10-08
'{0}' ସଭାର ପ୍ରତିନିଧିତ୍ତ୍ୱ କରିଥିଲେ। ଆପଣ ସେହି ପ୍ରତିନିଧିଙ୍କୁ ଯୋଗ କରିବାକୁ ଚାହୁଁଛନ୍ତି କି '{1}'?
~
Whether to flush Outbox after filtering is done. Outbox flush will happen only when there was used any 'Forward to' filter action and approximately one minute after the last action invocation.
2014-10-08
ଯେତେବେଳେ ଆଉଟବକ୍ସକୁ ଫିଲଟର କରିସାରିବା ପରେ ସଫାକରାଯାଇଥାଏ। ଆଉଟବକ୍ସ ସଫାକରିବା କେବଳ ସେତେବେଳେ କାର୍ଯ୍ୟକାରୀ ହୋଇଥାଏ ଯେତେବେଳେ କୌଣସି 'ଅଗ୍ରସର କରନ୍ତୁ' ଛଣା କାର୍ଯ୍ୟ ବ୍ୟବହାର ହୋଇଥାଏ ଏବଂ ଶେଷ କାର୍ୟ୍ୟ ଆରମ୍ଭ ହେବା ପାଖାପାଖି ଗୋଟିଏ ମିନଟ ପରେହୋଇଥାଏ।
~
%s has published the following task:
2014-10-08
%s ନିମ୍ନଲିଖିତ କାର୍ଯ୍ୟକୁ ପ୍ରକାଶିତ କରିଅଛି:
~
Please respond on behalf of %s
2014-10-08
%s ପାଇଁ ଦୟାକରି ଉତ୍ତର ଦିଅନ୍ତୁ
~
_Load images only in messages from contacts
2014-10-08
ସମ୍ପର୍କ ମାନଙ୍କ ପାଖରୁ ଆସୁଥିବା ସନ୍ଦେଶରେ ପ୍ରତିଛବି ଧାରଣ କରନ୍ତୁ (_L)
~
_Keep signature above the original message on replying
2014-10-08
ଉତ୍ତର ଦେବା ସମୟରେ ପ୍ରକୃତ ସନ୍ଦେଶ ଉପରେ ହସ୍ତାକ୍ଷର ରଖନ୍ତୁ (_K)
~
Close and Restore Evolution
2014-10-08
Evolutionକୁ ବନ୍ଦ କରି ପୁନଃପ୍ରାରମ୍ଭ କରନ୍ତୁ
~
Preview data to be imported
2014-10-08
ଆମଦାନୀ କରିବାକୁ ଥିବା ପ୍ରାକ ସନ୍ଦେଶ
~
If you delete the folder, all of its contents and its subfolders' contents will be deleted permanently.
2014-10-08
ଯଦି ଆପଣ ଏହି ଫୋଲଡରକୁ ଅପସାରଣ କରନ୍ତି, ତେବେ ଏହାର ସମସ୍ତ ଉପଫୋଲଡ଼ରର ବିଷୟବସ୍ତୁଗୁଡ଼ିକ ସବୁଦିନପାଇଁ ଅପସାରିତ ହୋଇଯିବ।
~
%s through %s has sent back the following assigned task response:
2014-10-08
%s କୁ %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟର ଉତ୍ତରକୁ ପଛକୁ ପଠାଇଛି:
~
_Print
2014-10-08
ମୁଦ୍ରଣ କରନ୍ତୁ (_P)
~
Show deleted messages with a line through them
2014-10-08
ଅପସାରିତ ସନ୍ଦେଶଗୁଡ଼ିକୁ ରେଖାଙ୍କନ ସହିତ ଦର୍ଶାନ୍ତୁ।
~
Import Outlook Express messages from DBX file
2014-10-08
Outlook Expressସନ୍ଦେଶଗୁଡ଼ିକୁ DBX ଫାଇଲରୁ ଆମଦାନୀ କରନ୍ତୁ
~
Continue Anyway
2014-10-08
ଯେକୌଣସି ପ୍ରକାରେ ଚାଲୁ ରଖ
~
Importing Outlook Express data
2014-10-08
ଆଉଟଲୁକ ତୀବ୍ର ତଥ୍ୟକୁ ଆମଦାନୀ କରୁଅଛି
~
%s through %s has assigned you a task:
2014-10-08
%s ମାଧ୍ଯମରେ %s ଆପଣଙ୍କୁ ଗୋଟିଏ କାର୍ଯ୍ୟଭାର ନ୍ୟସ୍ତ କରିଅଛି:
~
Ti_me and date:
2014-10-08
ସମୟ ଏବଂ ତାରିଖ (_m):
~
It disables/enables the repeated prompts to warn that you are trying sending a private reply to a message which arrived via a mailing list, but the list sets a Reply-To: header which redirects your reply back to the list
2014-10-08
ସନ୍ଧାନ ଫୋଲଡରରୁ ସନ୍ଦେଶକୁ ଅପସାରଣ କରିବା ଫଳରେ ତାହା ସବୁଦିନ ପାଇଁ ଅପସାରିତ ହୋଇଥାଏ ବୋଲି ଚେତାବନୀ ଦେବା ପ୍ରମ୍ପ୍ଟକୁ ଏହା ନିଷ୍କ୍ରିୟ/ସକ୍ରିୟ କରିଥାଏ, କିନ୍ତୁ ତାଲିକାଟି ଏହାକୁ ଉତ୍ତର ଦିଅନ୍ତୁ: ଶୀର୍ଷକକୁ ସେଟ କରିଥାଏ ଯାହାକି ଆପଣଙ୍କର ତାଲିକାକୁ ଉତ୍ତର ଦିଅନ୍ତୁ ନିର୍ଦ୍ଦେଶ ଦେଇଥାଏ
~
Select _All
2014-10-08
ସବୁ ବାଛନ୍ତୁ (_A)
~
Confidential
2014-10-08
ଗୋପନୀୟ
~
You are replying to a message which was sent to many recipients. Are you sure you want to reply to ALL of them?
2014-10-08
ସନ୍ଦେଶକୁ ପୁନଃ ଅନୁସନ୍ଧାନ କରିବା ଦ୍ୱାରା ତାହା ଗ୍ରହଣକର୍ତ୍ତାଙ୍କ ମେଲବାକ୍ସରୁ ଅପସାରିତ ହୋଇଥାଏ। ଆପଣ ସମସ୍ତଙ୍କୁ ଉତ୍ତର ଦେବେ ବୋଲି ଆପଣ ନିଶ୍ଚିତ କି?
~
User
2014-10-08
ବ୍ୟବହାରକାରୀ
~
N_ever
2014-10-08
କେବେ ନୁହେଁ (_e)
~
%s through %s has proposed the following task assignment changes:
2014-10-08
%s କୁ %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟଭାର ପରିବର୍ତ୍ତନଗୁଡ଼ିକୁ ପ୍ରସ୍ତାବିତ କରିଅଛି: