Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 4071 results
~
Unclassified
2014-10-08
ଅବର୍ଗୀକ୍ରୁତ
~
_Date only:
2014-10-08
କେବଳ ତାରିଖ (_D):
~
Evolution's local mail format has changed.
2014-10-08
Evolution ର ସ୍ଥାନୀୟ ମେଲ ଶୈଳୀ ପରିବର୍ତ୍ତିତ ହୋଇଛି।
~
Personal
2014-10-08
ବ୍ଯକ୍ତିଗତ
~
%s has canceled the following assigned task:
2014-10-08
%s ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ଯକୁ ବାତିଲ କରିଅଛି:
~
Quit Now
2014-10-08
ବର୍ତ୍ତମାନ ବିଦାୟ ନିଅନ୍ତୁ
~
_Manage Subscriptions
2014-10-08
ସଦସ୍ୟତାଗୁଡ଼ିକୁ ପରିଚାଳନା କରନ୍ତୁ (_M)
~
Evolution's local mail format has changed from mbox to Maildir. Your local mail must be migrated to the new format before Evolution can proceed. Do you want to migrate now? An mbox account will be created to preserve the old mbox folders. You can delete the account after ensuring the data is safely migrated. Please make sure there is enough disk space if you choose to migrate now.
2014-10-08
Evolution ର ସ୍ଥାନୀୟ ମେଲ ଶୈଳୀ mbox ରୁ Maildir କୁ ପରିବର୍ତ୍ତିତ ହୋଇଛି। ଆପଣଙ୍କର ସ୍ଥାନୀୟ ମେଲ Evolution ଆଗକୁ ବଢ଼ିବା ପୂର୍ବରୁ ନିଶ୍ଚିତ ଭାବରେ ନୂତନ ଶୈଳୀକୁ ସ୍ଥାନାନ୍ତରିତ ହୋଇଥାଏ। ଆପଣ ବର୍ତ୍ତମାନ ସ୍ଥାନାନ୍ତରିତ ହେବାକୁ ଚାହୁଁଛନ୍ତି କି? ପୁରୁଣା mbox ଫୋଲଡରଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ଗୋଟିଏ mbox ଖାତା ନିର୍ମାଣ ହେବ। ତଥ୍ୟଗୁଡ଼ିକ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ ହେବା ପରେ ଆପଣ ସେହି ଖାତାକୁ ଅପସାରଣ କରିପାରିବେ। ଦୟାକରି ନିଶ୍ଚିତ କରନ୍ତୁ ଯେ ସେଠାରେ ଯଥେଷ୍ଟ ଡିସ୍କ ସ୍ଥାନ ଅଛି ଯଦି ଆପଣ ସ୍ଥାନାନ୍ତରଣ କରିବାକୁ ଚାହୁଁଛନ୍ତି।
~
_Migrate Now
2014-10-08
ବର୍ତ୍ତମାନ ସ୍ଥାନ ପରିବର୍ତ୍ତନ କରନ୍ତୁ (_M)
~
Security:
2014-10-08
ସୁରକ୍ଷା:
~
Start Evolution showing the specified component. Available options are 'mail', 'calendar', 'contacts', 'tasks', and 'memos'
2014-10-08
ଉଲ୍ଲିଖିତ ଉପାଦାନକୁ ଦର୍ଶାଇକରି Evolution କୁ ଆରମ୍ଭ କରନ୍ତୁ। ଉପଲବ୍ଧ ବିକଳ୍ପଗୁଡ଼ିକ ହେଉଛି'ମେଲ', 'କ୍ୟାଲେଣ୍ଡର', 'ସମ୍ପର୍କ', 'କାର୍ଯ୍ୟ', ଏବଂ 'ସ୍ମାରକପତ୍ର'
~
%s through %s has canceled the following assigned task:
2014-10-08
%s କୁ %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ଯକୁ ବାତିଲ କରିଅଛି:
~
PKCS #1 SHA-512 With RSA Encryption
2014-10-08
RSA ସଂଗୁପ୍ତକରଣ ସହିତ PKCS #1 SHA-512
~
Continue Anyway
2014-10-08
ଯେକୌଣସି ପ୍ରକାରେ ଚାଲୁ ରଖ
~
_Always
2014-10-08
ସର୍ବଦା (_A)
~
_Yes
2014-10-08
ହଁ (_Y)
~
Show a collection of pictures that you can drag to your message
2014-10-08
ଆପଣଙ୍କ ସନ୍ଦେଶ ମଧ୍ଯକୁ ଟାଣିପାରୁଥିବା ଛବିଗୁଡ଼ିକୁ ଦର୍ଶାନ୍ତୁ
~
Sending a message with _recipients not entered as mail addresses
2014-10-08
ନେଲ ଠିକଣା ଭାବରେ ଭରଣ ହୋଇନଥିବା ଗ୍ରହଣକର୍ତ୍ତାମାନଙ୍କ ସହିତ ସନ୍ଦେଶ ପଠାଉଛି (_r)
~
Sending a reply to a large _number of recipients
2014-10-08
ଅଧିକ ସଂଖ୍ୟକ ଗ୍ରହଣକର୍ତ୍ତାଙ୍କ ପାଖକୁ ଉତ୍ତର ପଠାଉଛି (_n)
~
_Exit Evolution
2014-10-08
Evolution ରୁ ପ୍ରସ୍ଥାନ କରନ୍ତୁ (_E)
~
Receive new items from all accounts
2014-10-08
ସମସ୍ତ ଖାତାଗୁଡ଼ିକରୁ ନୂତନ ବସ୍ତୁଗୁଡ଼ିକୁ ଗ୍ରହଣ କରନ୍ତୁ
~
Send queued items in all accounts
2014-10-08
ସମସ୍ତ ଖାତାଗୁଡ଼ିକରେ ଧାଡ଼ିରେ ଥିବା ବସ୍ତୁଗୁଡ଼ିକୁ ପଠାନ୍ତୁ
~
Protected
2014-10-08
ସୁରକ୍ଷିତ
~
Top secret
2014-10-08
ଅତି ଗୋପନୀୟ
~
N_ever
2014-10-08
କେବେ ନୁହେଁ (_e)
~
%s through %s has canceled the following meeting:
2014-10-08
%s କୁ %s ମାଧ୍ଯମରେ ନିମ୍ନଲିଖିତ ସଭାକୁ ବାତିଲ କରିଅଛି:
~
PKCS #1 SHA-256 With RSA Encryption
2014-10-08
RSA ସଂଗୁପ୍ତକରଣ ସହିତ PKCS #1 SHA-256
~
PKCS #1 SHA-384 With RSA Encryption
2014-10-08
RSA ସଂଗୁପ୍ତକରଣ ସହିତ PKCS #1 SHA-384
~
Close and Restore Evolution
2014-10-08
Evolutionକୁ ବନ୍ଦ କରି ପୁନଃପ୍ରାରମ୍ଭ କରନ୍ତୁ
~
Show deleted messages with a line through them
2014-10-08
ଅପସାରିତ ସନ୍ଦେଶଗୁଡ଼ିକୁ ରେଖାଙ୍କନ ସହିତ ଦର୍ଶାନ୍ତୁ।
~
Close
2014-10-08
ବନ୍ଦକରନ୍ତୁ
~
Select _All
2014-10-08
ସବୁ ବାଛନ୍ତୁ (_A)
~
User
2014-10-08
ବ୍ୟବହାରକାରୀ
~
Page Set_up...
2014-10-08
ପୃଷ୍ଠା ବ୍ଯବସ୍ଥାପନ (_u)...
~
_Back up Evolution Data...
2014-10-08
Evolution ତଥ୍ୟକୁ ନକଲ ସଂରକ୍ଷଣ କରୁଅଛି ...
~
R_estore Evolution Data...
2014-10-08
Evolution ତଥ୍ୟକୁ ପୁନଃସ୍ଥାପନ କରୁଅଛି (_e)...
~
Allowing a _mailing list to redirect a private reply to the list
2014-10-08
ଏକ ବ୍ୟକ୍ତିଗତ ଉତ୍ତରକୁ ତାଲିକାକୁ ପଠାଇବା ପାଇଁ ଏକ ମେଲ ତାଲିକାକୁ ଅନୁମତି ଦେଉଅଛି (_m)
~
Prompt before sending to recipients not entered as mail addresses
2014-10-08
ମେଲ ଠିକଣା ଭାବରେ ଭରଣ ହୋଇନଥିବା ଗ୍ରହଣକର୍ତ୍ତା ପାଖକୁ ପଠାଇବା ପୂର୍ବରୁ ପଚାରନ୍ତୁ
~
Sending a message with an _empty subject line
2014-10-08
ଖାଲି ବିଷୟନାମ ସହିତ ମେଲ ପଠାଉଛି (_e)
~
Sending a message with only _Bcc recipients defined
2014-10-08
କେବଳ Bcc ଗ୍ରହଣକର୍ତ୍ତାଙ୍କ ସହିତ ସନ୍ଦେଶ ପଠାଉଛି (_B)
~
_Keep signature above the original message on replying
2014-10-08
ଉତ୍ତର ଦେବା ସମୟରେ ପ୍ରକୃତ ସନ୍ଦେଶ ଉପରେ ହସ୍ତାକ୍ଷର ରଖନ୍ତୁ (_K)
~
To help avoid email accidents and embarrassments, ask for confirmation before taking the following checkmarked actions:
2014-10-08
ଇମେଲ ଘଟଣା ଏବଂ ହତାଶାକୁ ଏଡ଼ାଇବା ପାଇଁ ସହାୟତା କରିବାକୁ, ନିମ୍ନଲିଖିତ ଯାଞ୍ଚ ଚିହ୍ନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ:
~
_Load images only in messages from contacts
2014-10-08
ସମ୍ପର୍କ ମାନଙ୍କ ପାଖରୁ ଆସୁଥିବା ସନ୍ଦେଶରେ ପ୍ରତିଛବି ଧାରଣ କରନ୍ତୁ (_L)
~
R_eceive All
2014-10-08
ସମସ୍ତଙ୍କୁ ଗ୍ରହଣ କରନ୍ତୁ (_e)
~
_Print
2014-10-08
ମୁଦ୍ରଣ କରନ୍ତୁ (_P)
~
_Send All
2014-10-08
ସମସ୍ତଙ୍କୁ ପଠାନ୍ତୁ (_S)
~
Would you like to close the message window?
2014-10-08
ଆପଣ ସନ୍ଦେଶ ୱିଣ୍ଡୋକୁ ବନ୍ଦ କରିବା ପାଇଁ ଚାହିଁବେ କି?
~
_No
2014-10-08
ନାଁ (_N)
~
Confidential
2014-10-08
ଗୋପନୀୟ
~
Secret
2014-10-08
ଗୁପ୍ତ