Browsing Oriya translation

48 of 1098 results
48.
Specifies how the cursor moves when the HOME and END keys are pressed. Use "DISABLED" to always move at the start/end of the line, "AFTER" to move to the start/end of the line the first time the keys are pressed and to the start/end of the text ignoring whitespaces the second time the keys are pressed, "BEFORE" to move to the start/end of the text before moving to the start/end of the line and "ALWAYS" to always move to the start/end of the text instead of the start/end of the line.
ଯେତେବେଳେ HOME ଏବଂ END କିଗୁଡ଼ିକୁ ଦବାଇଲେ ସୂଚକଟି କିପରି ଗତିକରେ ତାହା ଉଲ୍ଲେଖ କରନ୍ତୁ। ଧାଡ଼ିର ଆରମ୍ଭ/ଶେଷରେ ସର୍ବଦା ଗତି କରିବା ପାଇଁ "DISABLED" ବ୍ୟବହାର କରନ୍ତୁ, ପ୍ରଥମ ଥର ପାଇଁ କିକୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ସୂଚକକୁ ଗତି କରାଇବା ପାଇଁ ଏବଂ ଦ୍ୱିତୀୟ ଥର ପାଇଁ କି କୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ଗତି କରାଇବା ପାଇଁ "AFTER" ବ୍ୟବହାର କରନ୍ତୁ, ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପୂର୍ବରୁ ପାଠ୍ୟର ଆରମ୍ଭ/ଶେଷରେ ଗତିକରିବା ପାଇଁ "BEFORE" ବ୍ୟବହାର କରନ୍ତୁ ଏବଂ ସର୍ବଦା ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପରିବର୍ତ୍ତେ ପାଠ୍ୟର ଆରମ୍ଭ/ଶେଷରେ ଗତି କରିବା ପାଇଁ "ALWAYS" ବ୍ୟବହାର କରନ୍ତୁ।
Translated by Manoj Kumar Giri
Located in ../data/gedit.schemas.in.in.h:52
48 of 1098 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.