Browsing Oriya translation

Don't show this notice anymore
Before translating, be sure to go through Ubuntu Translators instructions and Oriya guidelines.
817 of 901 results
8.
This session runs the Xclients script
ଏହି ଅଧିବେଶନ Xclients ସ୍କ୍ରିପ୍ଟକୁ ଚଳାଇଥାଏ
Translated by Subhransu Behera
9.
Failed to start the X server (your graphical interface). It is likely that it is not set up correctly. You will need to log in on a console and reconfigure the X server. Then restart GDM.
X ସେବକ (ଆପଣଙ୍କ ଆଲେଖୀକ ଅନ୍ତରାପ୍ରୁଷ୍ଠ) କୁ ପ୍ରାରମ୍ଭ କରିବାରେ ଅସଫଳ। ସମ୍ଭବତଃ ଏହା ସଠିକ ରୂପରେ ବ୍ଯବସ୍ଥାପିତ ହୋଇନାହିଁ। X ସେବକକୁ ପୁନଃ ବିନ୍ଯାସ କରିବା ପାଇଁ ଆପଣଙ୍କୁ ଗୋଟିଏ କୋନଶୋଲରେ ଲଗଇନ ହେବା ପାଇଁ ପଡିବ। ତାପରେ ଜିି.ଡି.ଏମ. କୁ ପୁନଃପ୍ରାରମ୍ଭ କରନ୍ତୁ।
Translated and reviewed by Subhransu Behera
10.
Would you like to try to configure the X server? Note that you will need the root password for this.
ଆପଣ X ସେବକକୁ ବିନ୍ଯାସ କରିବା ପାଇଁ ଚାହୁଁଛନ୍ତି କି? ଏହା ଦ୍ରୁଷ୍ଟି ରଖନ୍ତୁ ଯେ ଏଥିପାଇଁ ଆପଣଙ୍କ ନିକଟରେ ରୁଟ ପ୍ରବେଶ ସଙ୍କେତ ଥିବା ଉଚିତ।
Translated and reviewed by Subhransu Behera
11.
Please type in the root (privileged user) password.
ଦୟାକରି ରୁଟ (ବିଶେଷାଧିକାର ପ୍ରାପ୍ତ ଚାଳକ) ପ୍ରବେଶ ସଙ୍କେତକୁ ଟାଇପ କରନ୍ତୁ।
Translated and reviewed by Subhransu Behera
12.
Trying to restart the X server.
X ସେବକକୁ ପ୍ରାରମ୍ଭ କରିବା ପାଇଁ ପ୍ରଚେଷ୍ଟା କରୁଅଛି।
Translated and reviewed by Subhransu Behera
13.
The X server is now disabled. Restart GDM when it is configured correctly.
X ସେବକଟି ବର୍ତମାନ ନିଷ୍କ୍ରିୟ ଅଛି। ଏହା ସଠିକ ରୂପରେ ବିନ୍ଯାସ ହୋଇଗଲେ ଜି.ଡି.ଏମ. କୁ ପୁନଃପ୍ରାରମ୍ଭ କରନ୍ତୁ।
Translated and reviewed by Subhransu Behera
14.
Failed to start the X server (your graphical interface). It is likely that it is not set up correctly. Would you like to view the X server output to diagnose the problem?
X ସେବକ (ଆପଣଙ୍କ ଆଲେଖୀକ ଅନ୍ତରାପ୍ରୁଷ୍ଠ) କୁ ପ୍ରାରମ୍ଭ କରିବାରେ ବିଫଳ। ସମ୍ଭବତଃ ଏହା ସଠିକ ରୂପରେ ବ୍ଯବସ୍ଥାପିତ ହୋଇନାହିଁ। ଏହି ସମସ୍ଯାର କାରଣକୁ ନିରୁପଣ କରିବା ପାଇଁ ଆପଣ X ସେବକ ନିର୍ଗମକୁ ଦେଖିବା ପାଇଁ ଚାହିଁବେ କି?
Translated and reviewed by Subhransu Behera
15.
Would you like to view the detailed X server output as well?
ଆପଣ ବିସ୍ତ୍ରୁତ X ସେବକ ନିର୍ଗମକୁ ମଧ୍ଯ ଦେଖିବା ପାଇଁ ଚାହିଁବେ କି?
Translated and reviewed by Subhransu Behera
16.
Failed to start the X server (your graphical interface). It seems that the pointer device (your mouse) is not set up correctly. Would you like to view the X server output to diagnose the problem?
X ସେବକ (ଆପଣଙ୍କ ଆଲେଖୀକ ଅନ୍ତରାପ୍ରୁଷ୍ଠ) କୁ ପ୍ରାରମ୍ଭ କରିବାରେ ବିଫଳ। ସମ୍ଭବତଃ ସୂଚକ ଯନ୍ତ୍ର (ଆପଣଙ୍କ ମାଉସ) ସଠିକ ରୂପରେ ବ୍ଯବସ୍ଥାପିତ ହୋଇନାହିଁ। ଏହି ସମସ୍ଯାର କାରଣକୁ ନିରୁପଣ କରିବା ପାଇଁ ଆପଣ X ସେବକ ନିର୍ଗମକୁ ଦେଖିବା ପାଇଁ ଚାହିଁବେ କି?
Translated and reviewed by Subhransu Behera
17.
Would you like to try to configure the mouse? Note that you will need the root password for this.
ଆପଣ ମାଉସକୁ ବିନ୍ଯାସ କରିବା ପାଇଁ ଚାହିଁବେ କି? ଏହା ଦ୍ରୁଷ୍ଟି ରଖନ୍ତୁ ଯେ ଏଥିପାଇଁ ଆପଣଙ୍କୁ ରୁଟ ପ୍ରବେଶ ସଙ୍କେତର ଆବଶ୍ଯକତା ପଡିପାରେ।
Translated and reviewed by Subhransu Behera
817 of 901 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.

Contributors to this translation: Manoj Kumar Giri, Subhransu Behera.