Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

351400 of 428 results
741.
This is disabled due to security considerations.
2009-02-16
ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ନିଷ୍କ୍ରିୟ କରାଯାଇଛି।
742.
There was an error launching the application.
2009-02-16
ପ୍ରୟୋଗକୁ ଆରମ୍ଭ କରିବାରେ ତ୍ରୁଟି।
743.
This drop target only supports local files.
2009-02-16
ଏହି ଡ୍ରପ ଲକ୍ଷ୍ୟ କେବଳ ସ୍ଥାନୀୟ ଫାଇଲଗୁଡ଼ିକୁ ସମର୍ଥନ କରିଥାଏ।
744.
To open non-local files copy them to a local folder and then drop them again.
2009-02-16
ଅନ୍ୟ ସ୍ଥାନର ଫାଇଲଗୁଡ଼ିକୁ ଖୋଲିବା ପାଇଁ ସେମାନଙ୍କୁ ଗୋଟିଏ ସ୍ଥାନୀୟ ଫାଇଲରେ ନକଲ କରନ୍ତୁ ଏବଂ ତାପରେ ସେମାନଙ୍କୁ ପୁଣିଥରେ ପକାନ୍ତୁ।
745.
To open non-local files copy them to a local folder and then drop them again. The local files you dropped have already been opened.
2009-02-16
ଅନ୍ୟ ସ୍ଥାନର ଫାଇଲଗୁଡ଼ିକୁ ଖୋଲିବା ପାଇଁ ସେମାନଙ୍କୁ ଗୋଟିଏ ସ୍ଥାନୀୟ ଫାଇଲରେ ନକଲ କରନ୍ତୁ ଏବଂ ତାପରେ ସେମାନଙ୍କୁ ପୁଣିଥରେ ଲଗାନ୍ତୁ। ଆପଣ ପକାଇଥିବା ସ୍ଥାନୀୟ ଫାଇଲଗୁଡ଼ିକ ପୂର୍ବରୁ ଖୋଲାଅଛି।
746.
Details:
2009-02-16
ବିବରଣୀ:
748.
Preparing
2009-02-16
ପ୍ରସ୍ତୁତ କରୁଅଛି
749.
File Operations
2009-02-16
ଫାଇଲ ପ୍ରୟୋଗଗୁଡ଼ିକ
750.
Show Details
2011-05-18
ବିସ୍ତୃତ ବିବରଣୀ ଦେଖାନ୍ତୁ
751.
%'d file operation active
%'d file operations active
2010-08-15
%'d ଫାଇଲ ପ୍ରୟୋଗ ସକ୍ରିୟ ଅଛି
%'d ଫାଇଲ ପ୍ରୟୋଗ ସକ୍ରିୟ ଅଛି
2009-02-16
%'d ଫାଇଲ ପ୍ରୟୋଗ ସକ୍ରିୟ ଅଛି
%'d ଫାଇଲ ପ୍ରୟୋଗଗୁଡ଼ିକ ସକ୍ରିୟ ଅଛି
752.
All file operations have been successfully completed
2011-05-18
ସମସ୍ତ ଫାଇଲ ପ୍ରୟୋଗଗୁଡ଼ିକ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଛି
753.
You cannot assign more than one custom icon at a time!
2009-02-16
ଆପଣ ଏକ ସମୟରେ ଏକାଧିକ ଇଚ୍ଛାମୁତାବକ ଚିତ୍ରସଙ୍କେତ ମାନଙ୍କୁ ନ୍ଯସ୍ତ କରିପାରିବେ ନାହିଁ!
762.
%s (%s)
2009-03-11
%s (%s)
767.
%'d item, with size %s
%'d items, totalling %s
2010-08-15
%'d ବସ୍ତୁ, %s ଆକାର ସହିତ
%'d ବସ୍ତୁ, %s ଆକାର ସହିତ
2009-02-16
%'d ବସ୍ତୁ, %s ଆକାର ସହିତ
%'d ବସ୍ତୁ, ସର୍ବମୋଟ %s
771.
Total capacity:
2009-02-16
ସମୁଦାୟ କ୍ଷମତା:
772.
Filesystem type:
2009-02-16
ଫାଇଲତନ୍ତ୍ର ପ୍ରକାର:
796.
Folder access:
2009-02-16
ଫୋଲଡର ଅଭିଗମ୍ୟତା:
797.
File access:
2009-02-16
ଫାଇଲ ଅଭିଗମ୍ୟତା:
805.
Change Permissions for Enclosed Files
2013-03-28
ସଂଲଗ୍ନ ଫାଇଲ ମାନଙ୍କ ପାଇଁ ଅନୁମତି ପରିବର୍ତ୍ତନ କରନ୍ତୁ
806.
Change
2013-03-28
ପରିବର୍ତ୍ତନ କରନ୍ତୁ
808.
You are not the owner, so you cannot change these permissions.
2009-02-16
ଆପଣ ମାଲିକ ନୁହଁନ୍ତି, ତେଣୁ ଆପଣ ଏହି ଅଧିକାରକୁ ପରିବର୍ତ୍ତନ କରିପାରିବ ନାହିଁ।
809.
Security context:
2013-03-28
ସୁରକ୍ଷା ପ୍ରସଙ୍ଗ:
810.
Change Permissions for Enclosed Files…
2013-03-28
ସଂଲଗ୍ନ ଫାଇଲ ମାନଙ୍କ ପାଇଁ ଅନୁମତି ପରିବର୍ତ୍ତନ କରନ୍ତୁ…
811.
The permissions of “%s” could not be determined.
2013-03-28
“%s” ର ଅଧିକାରକୁ ସ୍ଥିର କରିପାରିଲା ନାହିଁ।
816.
_Revert
2014-09-19
ପ୍ରତ୍ଯାବୃତ କରନ୍ତୁ (_R)
818.
Search for “%s”
2013-03-26
“%s” କୁ ଖୋଜନ୍ତୁ
820.
Unable to complete the requested search
2013-03-28
ଅନୁରୋଧ କରାଯାଇଥିବା ସନ୍ଧାନକୁ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ
824.
Other Type…
2013-03-28
ଅନ୍ଯାନ୍ଯ ପ୍ରକାର ...
826.
Select
2013-03-28
ବାଛନ୍ତୁ
831.
Executable files in this folder will appear in the Scripts menu.
2013-03-28
ଏହି ଫୋଲଡ଼ରରେ ଥିବା ସମସ୍ତ ନିଷ୍ପାଦ୍ୟ ଫାଇଲଗୁଡ଼ିକ ସ୍କ୍ରିପ୍ଟ ତାଲିକାରେ ଦୃଶ୍ୟମାନ ହେବ।
833.
_Redo
2013-03-28
ପୁଣି କରନ୍ତୁ (_R)
834.
_Restore
2009-02-16
ପୁନଃ ସ୍ଥାପନ କରନ୍ତୁ (_R)
835.
Restore selected items to their original position
2011-05-18
ବଚ୍ଛିତ ବସ୍ତୁଗୁଡ଼ିକୁ ସେମାନଙ୍କର ପ୍ରକୃତ ସ୍ଥାନକୁ ଆଣନ୍ତୁ
837.
Delete all items in the Trash
2009-02-16
ଆବର୍ଜନା ପାତ୍ରରୁ ସମସ୍ତ ବସ୍ତୁଗୁଡ଼ିକୁ ଅପସାରଣ କରନ୍ତୁ
852.
_Format…
2013-03-28
ଫର୍ମାଟ କରନ୍ତୁ (_F)…
857.
Open %s
2009-02-16
%s ଖୋଲନ୍ତୁ
858.
_New Tab
2011-05-18
ନୂତନ ଟ୍ୟାବ (_N)
859.
Move Tab _Left
2009-02-16
ଟ୍ୟାବକୁ ବାମ ପଟକୁ ଘୁଞ୍ଚାନ୍ତୁ (_L)
860.
Move Tab _Right
2009-02-16
ଟ୍ୟାବକୁ ଡ଼ାହାଣ ପଟକୁ ଘୁଞ୍ଚାନ୍ତୁ (_R)
861.
_Close Tab
2009-02-16
ଟ୍ୟାବ ବନ୍ଦ କରନ୍ତୁ (_C)
863.
translator-credits
2010-08-15
ଶୁଭ୍ରାଂଶୁ ବେହେରା <arya_subhransu@yahoo.co.in>
2009-02-16
ଶୁଭ୍ରାଂଶୁ ବେହେରା <arya_subhrasu@yahoo.co.in> ମନୋଜ କୁମାର ଗିରି <mgiri@redhat.com>
868.
Unable to display the contents of this folder.
2013-03-28
ଏହି ଫୋଲଡରର ବିଷୟବସ୍ତୁଗୁଡ଼ିକୁ ଦର୍ଶାଇବାବାରେ ଅସମର୍ଥ।
870.
Unable to find the requested file. Please check the spelling and try again.
2013-03-28
ଅନୁରୋଧ କରାଯାଇଥିବା ଫାଇଲ ଖୋଜିବାରେ ଅସମର୍ଥ। ଦୟାକରି ବନାନକୁ ଦେଖନ୍ତୁ ଏବଂ ପୁନର୍ବାର ପ୍ରଚେଷ୍ଟା କରନ୍ତୁ।
871.
“%s” locations are not supported.
2013-03-28
“%s” ଅବସ୍ଥାନଟି ସହାୟତାପ୍ରାପ୍ତ ନୁହଁ।
872.
Unable to handle this kind of location.
2013-03-28
ଏହି ପ୍ରକାର ସ୍ଥାନକୁ ନିୟନ୍ତ୍ରଣ କରିପାରିବ ନାହିଁ।
873.
Unable to access the requested location.
2013-03-28
ଅନୁରୋଧ କରାଯାଇଥିବା ଅବସ୍ଥାନ ଆରମ୍ଭ କରିବାରେ ଅସମର୍ଥ।
875.
Unable to find the requested location. Please check the spelling or the network settings.
2013-03-28
ଅନୁରୋଧ କରାଯାଇଥିବା ସ୍ଥାନକୁ ଖୋଜିପାଇବାରେ ଅସମର୍ଥ। ଦୟାକରି ବନାନ କିମ୍ବା ନେଟୱର୍କ ସଂରଚନା ଯାଞ୍ଚ କରନ୍ତୁ।