Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 428 results
~
The application launcher “%s” has not been marked as trusted. If you do not know the source of this file, launching it may be unsafe.
2013-03-28
ଏହି ପ୍ରୟୋଗ ଆରମ୍ଭକର୍ତ୍ତା “%s” କୁ ବିଶ୍ୱସ୍ତ ଭାବରେ ଚିହ୍ନଟ କରାହୋଇନାହିଁ। ଯଦି ଆପଣ ଏହି ଫାଇଲର ଉତ୍ସକୁ ଜାଣି ନାହାନ୍ତି ତେବେ, ଏହାକୁ ଆରମ୍ଭ କରିବା ଅସୁରକ୍ଷିତ ହୋଇପାରେ।
~
Warning
2013-03-28
ଚେତାବନୀ
~
Author
2013-03-28
ଲେଖକ
~
Access and organize your files.
2013-03-28
ଆପଣଙ୍କ ଫାଇଲଗୁଡ଼ିକୁ ଅଭିଗମ୍ୟ କରନ୍ତୁ ଏବଂ ସଙ୍ଗଠନ କରନ୍ତୁ।
~
Source
2013-03-28
ଉତ୍ସ
~
Always manage the desktop (ignore the GSettings preference).
2013-03-28
ସର୍ବଦା ଡେସ୍କଟପକୁ ପରାଚାଳନା କରନ୍ତୁ (GSettings ପସନ୍ଦ କୁ ଏଡାଇ ଦିଅନ୍ତୁ)।
~
Disclaimer
2013-03-28
ସ୍ୱୀକାର
~
Resize Icon…
2013-03-28
ଚିତ୍ରସଙ୍କେତର ଆକାର ପରିବର୍ତ୍ତନ କରନ୍ତୁ…
~
There is no application installed for “%s” files. Do you want to search for an application to open this file?
2013-03-28
“%s” ପାଇଲଗୁଡ଼ିକ ପାଇଁ କୌଣସି ପ୍ରୟୋଗ ସ୍ଥାପିତ ହୋଇନାହିଁ। ଏହି ଫାଇଲକୁ ଖୋଲିବା ପାଇଁ ଆପଣ କୌଣସି ପ୍ରୟୋଗକୁ ଖୋଜୁଛନ୍ତି କି?
~
Created By
2013-03-28
ଏହା ଦ୍ବାରା ସୃଷ୍ଟି
~
Could not display “%s”.
2013-03-28
“%s” କୁ ପ୍ରଦର୍ଶନ କରି ପାରିବ ନାହିଁ।
~
_Quit
2013-03-28
ବିଦାୟ ନିଅନ୍ତୁ (_Q)
~
A string containing the saved geometry and coordinates string for navigation windows.
2011-05-18
ପଥପ୍ରଦର୍ଶକ ୱିଣ୍ଡୋଗୁଡ଼ିକ ପାଇଁ ସଂରକ୍ଷିତ ଜ୍ୟାମିତି ଏବଂ ନିର୍ଦ୍ଦେଶାଙ୍କ ବାକ୍ୟ ଖଣ୍ଡ ଧାରଣ କରିଥିବା ଗୋଟିଏ ବାକ୍ୟ।
~
If set, Nautilus will append URIs of selected files and treat the result as a command line for bulk renaming. Bulk rename applications can register themselves in this key by setting the key to a space-separated string of their executable name and any command line options. If the executable name is not set to a full path, it will be searched for in the search path.
2011-05-18
ଯଦି ସେଟ କରାଯାଏ, Nautilus ବଚ୍ଛିତ ଫାଇଲଗୁଡ଼ିକର URI ମାନଙ୍କୁ ଯୋଡ଼ିବ ଏବଂ ତାହାକୁ ଏକ ସଂଙ୍ଗେ ନାମପରିବର୍ତ୍ତ ପାଇଁ ଏକ ନିର୍ଦ୍ଦେଶ ଭାବରେ ବ୍ୟବହାର କରିବ। ଏକ ସଂଙ୍ଗେ ନାମପରିବର୍ତ୍ତ କରୁଥିବା ପ୍ରୟୋଗମାନେ ଖାଲି ସ୍ଥାନ ଦ୍ୱାରା ପୃଥକ ନିଷ୍ପାଦନ ଯୋଗ୍ୟ ନାମ ଏବଂ କୌଣସି ନିର୍ଦ୍ଦେଶ ବିକଳ୍ପମାନଙ୍କ ଦ୍ୱାରା ନିଜକୁ ଏହି କି ରେ ପଞ୍ଜିକୃତ କରିପାରିବେ। ଯଦି ସେହି ନିଷ୍ପାଦନ ଯୋଗ୍ୟ ନାମକୁ ଗୋଟିଏ ସମ୍ପୂର୍ଣ୍ଣ ପଥ ଦ୍ୱାରା ସେଟ କରାନଯାଏ, ତେବେ ଏହାକୁ ସନ୍ଧାନ ପଥରେ ଖୋଜାଯିବ।
~
Sidebar
2011-05-18
ପାର୍ଶ୍ୱପଟି
~
Fade the background on change
2011-05-18
ପରିବର୍ତ୍ତନ ସମୟରେ ପୃଷ୍ଠଭୂମିକୁ ରଙ୍ଗହୀନ କରନ୍ତୁ
~
Bulk rename utility
2011-05-18
ଏକସଙ୍ଗେ ନାମ ପରିବର୍ତ୍ତନ କରୁଥିବା ସାଧନ
~
If set to true, then Nautilus will use a fade effect to change the desktop background.
2011-05-18
ଯଦି true ସେଟ କରାଯାଏ, ତେବେ Nautilus ଡେସ୍କଟପ ପୃଷ୍ଠଭୂମି ପରିବର୍ତ୍ତନ କରିବା ପାଇଁ ରଙ୍ଗହୀନ ପ୍ରଭାବକୁ ବ୍ୟବହାର କରିବ।
~
Prefere_nces
2010-08-15
ପସନ୍ଦ (_n)
~
Desktop
2010-08-15
ଡେସ୍କଟପ
~
Unable to mark launcher trusted (executable)
2009-03-11
ଆରମ୍ଭକର୍ତ୍ତା ବିଶ୍ୱାସକୁ ଚିହ୍ନଟ କରିବାରେ ଅସମର୍ଥ (ନିଷ୍ପାଦନଯୋଗ୍ୟ)
~
Untrusted application launcher
2009-03-11
ଅବିଶ୍ୱସ୍ଥ ପ୍ରୟୋଗ ଆରମ୍ଭକର୍ତ୍ତା
~
If this is set to true, an icon linking to the Network Servers view will be put on the desktop.
2009-03-11
ଯଦି ଏହାକୁ true ସେଟ କରାଯାଏ, ତେବେ ନେଟୱର୍କ ସର୍ଭର ଦୃଶ୍ୟ ସହିତ ଗୋଟିଏ ଚିତ୍ରସଂକେତକୁ ଡେସ୍କଟପରେ ରଖାଯାଇଥାଏ।
~
Unable to rename desktop icon
2009-02-16
ଡେସ୍କଟପ ଚିତ୍ରସଂକେତର ନାମ ବଦଳାଇବାରେ ଅସମର୍ଥ
~
If this is set to true, icons linking to mounted volumes will be put on the desktop.
2009-02-16
ଯଦି true ସେଟ କରାଯାଏ, ତେବେ ସ୍ଥାପିତ ଆକାର ସହିତ ସଂଯୁକ୍ତ ଚିତ୍ରସଂକେତକୁ ଡେସ୍କଟପରେ ରଖିବ।
~
Trash icon visible on desktop
2009-02-16
ଆବର୍ଜନା ପାତ୍ର ଚିତ୍ରସଂକେତ ଡେସ୍କଟପରେ ଦୃଶ୍ଯମାନ
~
New _Window
2009-02-16
ନୂତନ ୱିଣ୍ଡୋ (_W)
~
If this is set to true, an icon linking to the home folder will be put on the desktop.
2009-02-16
ଯଦି true ସେଟ କରାଯାଏ, ତେବେ ମୂଳସ୍ଥାନ ଫୋଲଡ଼ର ସହିତ ସଂଯୁକ୍ତ ଚିତ୍ରସଂକେତକୁ ଡେସ୍କଟପରେ ରଖିବ।
~
Empty Trash
2009-02-16
ଆବର୍ଜନା ପାତ୍ରକୁ ଖାଲି କରନ୍ତୁ
~
approximately %'d hour
approximately %'d hours
2009-02-16
ପାଖାପାଖି %'d ଘଣ୍ଟା
ପାଖାପାଖି %'d ଘଣ୍ଟା
~
The font description used for the icons on the desktop.
2009-02-16
ଡେସ୍କଟପ ଉପରେ ଥିବା ଚିତ୍ରସଂକେତଗୁଡ଼ିକ ପାଇଁ ବ୍ୟବହୃତ ଅକ୍ଷରରୂପ ବର୍ଣ୍ଣନା।
~
Network servers icon name
2009-02-16
ନେଟୱାର୍କ ସର୍ଭର ଚିତ୍ରସଂକେତ ନାମ
~
This name can be set if you want a custom name for the network servers icon on the desktop.
2009-02-16
ଡେସ୍କଟପରେ ନେଟୱର୍କ ସର୍ଭର ଚିତ୍ରସଂକେତ ପାଇଁ ଯଦି ଆପଣ ଗୋଟିଏ ଇଚ୍ଛାମୁତାବକ ନାମ ଚାହାନ୍ତି ତେବେ ଏହି ନାମକୁ ସେଟ କରାଯାଇପାରିବ।
~
An integer specifying how parts of overlong file names should be replaced by ellipses on the desktop. If the number is larger than 0, the file name will not exceed the given number of lines. If the number is 0 or smaller, no limit is imposed on the number of displayed lines.
2009-02-16
An integer specifying how parts of overlong file names should be replaced by ellipses on the desktop. If the number is larger than 0, the file name will not exceed the given number of lines. If the number is 0 or smaller, no limit is imposed on the number of displayed lines.
~
This name can be set if you want a custom name for the home icon on the desktop.
2009-02-16
ଡେସ୍କଟପରେ ମୂଳସ୍ଥାନ ଚିତ୍ରସଂକେତ ପାଇଁ ଯଦି ଆପଣ ଗୋଟିଏ ଇଚ୍ଛାମୁତାବକ ନାମ ଚାହାନ୍ତି ତେବେ ଏହି ନାମକୁ ସେଟ କରାଯାଇପାରିବ।
1.
Run Software
2013-03-21
ସଫଟୱେର ଚଲାନ୍ତୁ
4.
Access and organize files
2011-05-18
ଫାଇଲମାନଙ୍କୁ ଅଭିଗମ କରନ୍ତୁ ଏବଂ ସଙ୍ଗଠନ କରନ୍ତୁ
5.
Nautilus, also known as Files, is the default file manager of the GNOME desktop. It provides a simple and integrated way of managing your files and browsing your file system.
2014-09-19
Nautilus, ଯାହାକି ଫାଇଲ ନାମରେ ମଧ୍ଯ ପରିଚିତ, ତାହା ହେଉଛି GNOME ଡେସ୍କଟପର ପୂର୍ବନିର୍ଦ୍ଧାରିତ ଫାଇଲ ପରିଚାଳକ।ଏହା ଆପଣଙ୍କର ଫାଇଲଗୁଡ଼ିକୁ ପରିଚାଳନା କରିବା ଏବଂ ଫାଇଲତନ୍ତ୍ରକୁ ବ୍ରାଉଜ କରିବା ପାଇଁ ସରଳ ଏବଂ ସନ୍ନିହିତ ଉପାୟ ପ୍ରଦାନ କରିଥାଏ।
6.
Nautilus supports all the basic functions of a file manager and more. It can search and manage your files and folders, both locally and on a network, read and write data to and from removable media, run scripts, and launch applications. It has three views: Icon Grid, Icon List, and Tree List. Its functions can be extended with plugins and scripts.
2014-09-19
Nautilus ଫାଇଲ ପରିଚାଳନା ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ କାର୍ଯ୍ଯଗୁଡ଼ିକୁ ସହାୟତା କରିଥାଏ। ଏହା ଆପଣଙ୍କର ଫାଇଲ ଏବଂ ଫୋଲଡରଗୁଡ଼ିକୁ ସନ୍ଧାନ ଏବଂ ପରିଚାଳନା କରିପାରିବ, ଉଭୟ ସ୍ଥାନୀୟ ଭାବରେ ଏବଂ ନେଟୱର୍କ ଉପରେ, କଢ଼ାଯୋଗ୍ଯ ମେଡିଆରେ ତଥ୍ୟ ପଢ଼ିପାରିବଏବଂ ଲେଖିପାରିବ, ସ୍କ୍ରିପ୍ଟ ଚଲାଇ ପାରିବ, ଏବଂପ୍ରୟୋଗଗୁଡ଼ିକୁ ଆରମ୍ଭ କରିପାରିବ। ଏଥିରେ ତିନୋଟି ଦୃଶ୍ୟ ଅଛି: ଚିତ୍ର ସଂକେତ ଗ୍ରୀଡ, ଏବଂ ଟ୍ରୀ ତାଲିକା। ଏହାରକାର୍ଯ୍ୟଗୁଡ଼ିକୁ ପ୍ଲଗଇନ ଏବଂ ସ୍କ୍ରିପ୍ଟଗୁଡ଼ିକ ସହିତ ବିସ୍ତାର କରାଯାଇପାରିବ।
11.
Files
2011-05-18
ଫାଇଲଗୁଡିକ
12.
folder;manager;explore;disk;filesystem;
2013-03-21
ଫୋଲଡର;ପରିଚାଳକ;ଅନ୍ୱେଷଣ;ଡିସ୍କ;ଫାଇଲତନ୍ତ୍ର;
18.
If set to true, then Nautilus browser windows will always use a textual input entry for the location toolbar, instead of the pathbar.
2009-02-16
ଯଦି true ସେଟ କରାଯାଏ, ତେବେ Nautilus ବ୍ରାଉଜର ୱିଣ୍ଡୋ ପଥପଟି ପରିବର୍ତ୍ତେ ସର୍ବଦା ଅବସ୍ଥାନ ସାଧନପଟି ପାଇଁ ପାଠ୍ୟ ନିବେଶ ଭରଣ ବ୍ୟବହାର କରିବ।
28.
If set to true, then Nautilus will ask for confirmation when you attempt to delete files, or empty the Trash.
2009-02-16
ଯଦି true ସେଟ କରାଯାଏ, ତେବେ କୌଣସି ଫାଇଲ ଅପସାରଣ କରିବାକୁ ଚେଷ୍ଟା କରିବା ସମୟରେ, କିମ୍ବା ଆବର୍ଜନା ପାତ୍ରକୁ ଖାଲି କରିବା ପୂର୍ବରୁ Nautilus ନିଶ୍ଚିତକରଣ ମାଗିବ।
29.
When to show number of items in a folder
2009-02-16
ଗୋଟିଏ ଫୋଲଡ଼ରରେ ଥିବା ବସ୍ତୁଗୁଡ଼ିକର ସଂଖ୍ୟାକୁ କେତେବେଳେ ଦର୍ଶାଯିବା ଉଚିତ
31.
Type of click used to launch/open files
2009-02-16
ଫାଇଲଗୁଡ଼ିକୁ ଆରମ୍ଭ କରିବା/ଖୋଲିବା ପାଇଁ ବ୍ୟବହୃତ କ୍ଲିକର ପ୍ରକାର
33.
What to do with executable text files when activated
2009-02-16
ସକ୍ରିୟ ହେବା ପରେ ନିଷ୍ପାଦ୍ୟ ପାଠ୍ୟ ଫାଇଲଗୁଡ଼ିକ ସହିତ କଣ କରିବା ଉଚିତ
43.
When to show thumbnails of files
2013-03-26
ଗୋଟିଏ ଫାଇଲଗୁଡ଼ିକର କ୍ଷୁଦ୍ରଚିତ୍ରକୁ କେତେବେଳେ ଦର୍ଶାଯିବା ଉଚିତ
68.
Text Ellipsis Limit
2009-02-16
ପାଠ୍ୟ ଅଧ୍ୟାହାର ସୀମା
73.
Use tree view
2013-03-28
ବୃକ୍ଷ ଦୃଶ୍ୟ ବ୍ୟବହାର କରନ୍ତୁ
78.
Whether the navigation window should be maximized by default.
2011-05-18
ପଥପ୍ରଦର୍ଶକ ୱିଣ୍ଡୋର ଆକାର ପୂର୍ବନିର୍ଦ୍ଧାରିତ ଭାବରେ ବୃଦ୍ଧି କରିବା ଉଚିତ କି ନୁହଁ।