Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

301350 of 428 results
654.
Choose the order of information to appear in this folder:
2009-02-16
ଏହି ଫୋଲଡରରେ ଦେଖାଯିବା ସୂଚନା ମାନଙ୍କର କ୍ରମକୁ ଚୟନ କରନ୍ତୁ:
658.
Folders
2013-03-28
ଫୋଲଡରଗୁଡିକ
665.
The link “%s” is broken. Move it to Trash?
2013-03-28
ସଂଯୋଗ “%s” ଟି ଭାଙ୍ଗିଯାଇଛି। ଏହାକୁ ଆବର୍ଜନାପାତ୍ର ମଧ୍ଯକୁ ପଠାଇବେ କି?
666.
The link “%s” is broken.
2013-03-28
ସଂଯୋଗ “%s” ଟି ଭାଙ୍ଗିଯାଇଛି।
667.
This link cannot be used because it has no target.
2013-03-28
ଏହି ସଂଯୋଗକୁ ବ୍ୟବହାର କରାଯାଇପାରିବ ନାହିଁ, କାରଣ ଏହାର କୌଣସି ଲକ୍ଷ୍ୟ ନାହିଁ।
670.
Do you want to run “%s”, or display its contents?
2013-03-28
ଆପଣ “%s” କୁ ଚଲାଇବାକୁ ଚାହୁଁଛନ୍ତି ଅଥବା ଏହାର ବିଷୟବସ୍ତୁଗୁଡ଼ିକୁ ଦର୍ଶାଇବାକୁ ଚାହୁଁଛନ୍ତି?
671.
“%s” is an executable text file.
2013-03-28
“%s” ଟି ଗୋଟିଏ ନିଷ୍ପାଦ୍ୟ ପାଠ୍ୟ ଫାଇଲ।
672.
Run in _Terminal
2009-02-16
ଟର୍ମିନାଲରେ ଚଲାନ୍ତୁ (_T)
673.
_Display
2009-02-16
ପ୍ରଦର୍ଶନ (_D)
674.
This will open %d separate tab.
This will open %d separate tabs.
2009-02-16
ଏହା %d ଟି ପୃଥକ ଟ୍ୟାବ ଖୋଲିବ।
ଏହା %d ଟି ପୃଥକ ଟ୍ୟାବ ଖୋଲିବ।
676.
The file is of an unknown type
2009-02-16
ଫାଇଲଟି ଗୋଟିଏ ଅଜଣା ପ୍ରକାରର
677.
There is no application installed for “%s” files
2013-03-28
“%s” ଫାଇଲଗୁଡ଼ିକ ପାଇଁ କୌଣସି ପ୍ରୟୋଗ ସ୍ଥାପିତ ହୋଇନାହିଁ
678.
_Select Application
2010-04-29
ପ୍ରୟୋଗ ଚୟନ କରନ୍ତୁ (_S)
679.
There was an internal error trying to search for applications:
2009-02-16
ପ୍ରୟୋଗଗୁଡ଼ିକୁ ସନ୍ଧାନ କରିବା ପାଇଁ ଗୋଟିଏ ଆଭ୍ୟନ୍ତରୀଣ ତ୍ରୁଟି ଚେଷ୍ଟା କରୁଅଛି:
680.
Unable to search for application
2009-02-16
ପ୍ରୟୋଗ ସନ୍ଧାନ କରିବାରେ ଅସମର୍ଥ
683.
Unable to access location
2013-03-28
ଅବସ୍ଥାନ ଅଭିଗମ୍ୟ କରିବାରେ ଅସମର୍ଥ
684.
Unable to start location
2009-09-21
ଅବସ୍ଥାନ ଆରମ୍ଭ କରିବାରେ ଅସମର୍ଥ
685.
Opening “%s”.
2013-03-28
“%s” କୁ ଖୋଲୁଅଛି।
687.
Error while adding “%s”: %s
2013-03-26
“%s” କୁ ଯୋଗ କରିବା ସମୟରେ ତ୍ରୁଟି: %s
688.
Could not add application
2009-02-16
ପ୍ରୟୋଗ ଯୋଗକରାଯାଇପାରିବ ନାହିଁ
689.
Could not forget association
2011-05-18
ସଙ୍ଗଠନକୁ ଭୁଲିପାରିଲା ନାହିଁ
690.
Forget association
2011-05-18
ସଙ୍ଗଠନକୁ ଭୁଲିଯାଆନ୍ତୁ
691.
Error while setting “%s” as default application: %s
2013-03-26
“%s” କୁ ପୂର୍ବନିର୍ଦ୍ଧାରିତ ପ୍ରୟୋଗ ଭାବରେ ବିନ୍ୟାସ କରିବା ସମୟରେ ତ୍ରୁଟି: %s
692.
Could not set as default
2011-05-18
ପୂର୍ବନିର୍ଦ୍ଧାରିତ ଭାବରେ ସେଟ କରିପାରିଲା ନାହିଁ
693.
%s document
2009-02-16
%s ଦଲିଲ
694.
Open all files of type “%s” with
2013-03-26
“%s” ପ୍ରକାରର ସମସ୍ତ ଫାଇଲଗୁଡ଼ିକୁ ଖୋଲନ୍ତୁ
695.
Select an application to open “%s” and other files of type “%s”
2013-03-26
“%s” ଏବଂ “%s” ପ୍ରକାରର ଅନ୍ୟ ଫାଇଲଗୁଡ଼ିକୁ ଖୋଲିବା ପାଇଁ ଗୋଟିଏ ପ୍ରୟୋଗ ବାଛନ୍ତୁ
696.
_Add
2010-08-15
ଯୋଗ କରନ୍ତୁ (_A)
2009-02-16
ଯୋଗକରନ୍ତୁ (_A)
697.
Set as default
2011-05-18
ପୂର୍ବନିର୍ଦ୍ଧାରିତ ଭାବରେ ସେଟ କରନ୍ତୁ
706.
Close tab
2009-02-16
ଟ୍ୟାବ ବନ୍ଦ କରନ୍ତୁ
710.
Merge folder “%s”?
2013-03-21
ଫୋଲଡର "%s" କୁ ମିଶାଇବେ କି?
711.
Merging will ask for confirmation before replacing any files in the folder that conflict with the files being copied.
2011-05-18
ଫୋଲଡ଼ରରେ କୌଣସି ଫାଇଲକୁ ବଦଳାଇବା ପୂର୍ବରୁ ମିଶ୍ରଣ କରିବା ପାଇଁ ନିଶ୍ଚିତକରଣ ଆବଶ୍ୟକ ଯାହାକି ନକଲ ହୋଇଥିବା ଫାଇଲଗୁଡ଼ିକ ସହିତ ଦ୍ୱନ୍ଦ ଘଟାଇଥାଏ।
712.
An older folder with the same name already exists in “%s”.
2013-03-21
“%s" ରେ ସମାନ ନାମ ବିଶିଷ୍ଟ ଗୋଟିଏ ଫୋଲଡ଼ର ପୂର୍ବରୁ ଅବସ୍ଥିତ ଅଛି।
713.
A newer folder with the same name already exists in “%s”.
2013-03-21
“%s" ରେ ସମାନ ନାମ ବିଶିଷ୍ଟ ଗୋଟିଏ ଫୋଲଡ଼ର ପୂର୍ବରୁ ଅବସ୍ଥିତ ଅଛି।
714.
Another folder with the same name already exists in “%s”.
2013-03-21
“%s" ରେ ସମାନ ନାମ ବିଶିଷ୍ଟ ଅନ୍ୟ ଏକ ଫୋଲଡ଼ର ପୂର୍ବରୁ ଅବସ୍ଥିତ ଅଛି।
715.
Replace folder “%s”?
2013-03-21
ଫୋଲଡର“%s" କୁ ବଦଳାଇବେ କି?
716.
Replacing it will remove all files in the folder.
2011-05-18
ଏହାକୁ ବଦଳାଇଲେ, ତାହା ମଧ୍ଯରେ ଥିବା ସମସ୍ତ ଫାଇଲଗୁଡ଼ିକ ଅପସାରିତ ହୋଇଯିବ।
717.
A folder with the same name already exists in “%s”.
2013-03-21
“%s" ରେ ସମାନ ନାମ ବିଶିଷ୍ଟ ଗୋଟିଏ ଫୋଲଡ଼ର ପୂର୍ବରୁ ଅବସ୍ଥିତ ଅଛି।
718.
Replace file “%s”?
2013-03-21
ଫାଇଲ “%s" କୁ ବଦଳାଇବେ କି?
719.
Replacing it will overwrite its content.
2011-05-18
ଏହାକୁ ବଦଳାଇବା ଫଳରେ ତାହାର ସୂଚୀ ନବଲିଖିତ ହୋଇଯିବ।
720.
An older file with the same name already exists in “%s”.
2013-03-21
“%s" ରେ ସମାନ ନାମ ବିଶିଷ୍ଟ ଗୋଟିଏ ପୁରୁଣା ଫାଇଲ ପୂର୍ବରୁ ଅବସ୍ଥିତ ଅଛି।
721.
A newer file with the same name already exists in “%s”.
2013-03-21
"%s" ରେ ସମାନ ନାମ ବିଶିଷ୍ଟ ଗୋଟିଏ ନୂତନ ଫାଇଲ ପୂର୍ବରୁ ଅବସ୍ଥିତ ଅଛି।
722.
Another file with the same name already exists in “%s”.
2013-03-21
"%s" ରେ ସମାନ ନାମ ବିଶିଷ୍ଟ ଅନ୍ୟ ଏକ ଫାଇଲ ପୂର୍ବରୁ ଅବସ୍ଥିତ ଅଛି।
725.
Original file
2011-05-18
ପ୍ରକୃତ ଫାଇଲ
728.
Last modified:
2011-05-18
ଶେଷଥର ପରିବର୍ତ୍ତିତ:
730.
Replace with
2011-05-18
ଏହା ସହିତ ବଦଳାଅ
731.
Merge
2011-05-18
ମିଶ୍ରଣ କରନ୍ତୁ
734.
File conflict
2011-05-18
ଫାଇଲ ଭିନ୍ନତା
740.
Sorry, but you cannot execute commands from a remote site.
2009-02-16
କ୍ଷମା କରିବେ, କିନ୍ତୁ ଆପଣ ସୁଦୂର ସାଇଟରୁ ନିର୍ଦ୍ଦେଶ ନିଷ୍ପାଦନ କରିପାରିବେ ନାହିଁ।