Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

101145 of 145 results
102.
Failed to create a user interface for %s
2014-11-25
%s ପାଇଁ ବ୍ୟବହାରକାରୀ ଅନ୍ତରାପୃଷ୍ଠ ନିର୍ମାଣ କରିବାରେ ବିଫଳ
103.
Connection Settings
2014-11-25
ସଂଯୋଗ ସଂରଚନା
104.
Personal Details
2014-11-25
ବ୍ଯକ୍ତିଗତ ବିବରଣୀ
105.
Cannot save the connection parameters
2014-11-25
ସଂଯୋଗ ପ୍ରାଚଳଗୁଡ଼ିକୁ ସଂରକ୍ଷଣ କରିପାରିବେ ନାହିଁ
106.
Cannot save your personal information on the server
2014-11-25
ସର୍ଭର ଉପରେ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ସଂରକ୍ଷଣ କରିପାରିବେ ନାହିଁ
107.
_Connection Settings
2014-11-25
ସଂଯୋଗ ସଂରଚନା (_C)
108.
_Personal Details
2014-11-25
ବ୍ୟକ୍ତିଗତ ବିବରଣୀ (_P)
109.
A %s account already exists for %s
2013-07-11
ଏକ %s ଖାତା ପୂର୍ବରୁ %s ପାଇଁ ଅଛି
110.
%s account
2013-07-11
%s ଖାତା
111.
Failed to delete credentials from the keyring
2013-07-11
କିରିଙ୍ଗରୁ ପରିଚୟ ପତ୍ର ଅପସାରଣ କରିବାରେ ବିଫଳ
112.
Failed to retrieve credentials from the keyring
2013-07-11
କିରିଙ୍ଗରୁ ପରିଚୟ ପତ୍ର ବାହାର କରିବାରେ ବିଫଳ
113.
No credentials found in the keyring
2013-07-11
କିରିଙ୍ଗରେ କୌଣସି ପରିଚୟପତ୍ର ମିଳିଲା ନାହିଁ
114.
Error parsing result obtained from the keyring:
2013-07-11
କିରିଙ୍ଗରୁ ମିଳିଥିବା ଫଳାଫଳକୁ ବିଶ୍ଳେଷଣ କରିବାରେ ତ୍ରୁଟି:
115.
GOA %s credentials for identity %s
2013-07-11
ପରିଚୟ %s ପାଇଁ GOA %s ପରିଚୟ ପତ୍ର
116.
Failed to store credentials in the keyring
2013-07-11
କିରିଙ୍ଗରେ ପରିଚୟପତ୍ର ଯୋଗ କରିବାରେ ବିଫଳ
117.
The signing certificate authority is not known.
2013-07-11
ପ୍ରମାଣପତ୍ର ହସ୍ତାକ୍ଷର ଅଧିକାରୀଟି ଜଣା ନାହିଁ।
118.
The certificate does not match the expected identity of the site that it was retrieved from.
2013-07-11
ପ୍ରମାଣପତ୍ରଟି ଆଶାକରାଯାଇଥିବା ସାଇଟ ପରିଚୟ ସହିତ ମେଳ ଖାଉ ନାହିଁ ଯେଉଁଥିରୁ ଏହାକୁ ବାହାର କରାଯାଇଥିଲା।
119.
The certificate’s activation time is still in the future.
2014-11-25
ପ୍ରମାଣପତ୍ର ସକ୍ରିୟଣ ସମୟ ଏପର୍ଯ୍ୟନ୍ତ ଭବିଷ୍ୟତରେ ଅଛି।
120.
The certificate has expired.
2013-07-11
ପ୍ରମାଣପତ୍ରର ସମୟ ସମାପ୍ତ
121.
The certificate has been revoked.
2013-07-11
ପ୍ରମାଣପତ୍ରଟିର ସମୟ ସମାପ୍ତ ହୋଇଛି
122.
The certificate’s algorithm is considered insecure.
2014-11-25
ପ୍ରମାଣପତ୍ର ଆଲଗୋରିଦମ୍‌କୁ ଅସୁରକ୍ଷିତ ଭାବରେ ଗ୍ରହଣ କରାଯାଇଛି।
123.
Invalid certificate.
2013-07-11
ଅବୈଧ ପ୍ରମାଣପତ୍ର।
124.
Loading “%s”…
2013-07-11
“%s” କୁ ଧାରଣ କରୁଅଛି…
125.
Windows Live
2013-07-11
Windows Live
126.
Yahoo
2014-11-25
Yahoo
127.
Expected status 200 when requesting name, instead got status %d (%s)
2014-11-25
ନାମ ଅନୁରୋଧ କରିବା ସମୟରେ ଆଶାକରାଯାଇଥିବା ସ୍ଥିତି 200, ଏହା ପରିବର୍ତ୍ତେ ସ୍ଥିତି %d (%s) ପାଇଛି
128.
Time
2013-07-11
ସମୟ
129.
Time to fire
2013-07-11
ବାହାର କରିବା ସମୟ
130.
initial secret passed before secret key exchange
2013-07-11
ପ୍ରାରମ୍ଭିକ ଗୋପନିୟତାଟି ଗୁପ୍ତ ଚାବି ଆଦାନ ପ୍ରଦାନ ପୂର୍ବରୁ ପାସ ହୋଇଛି
131.
Initial secret key is invalid
2013-07-11
ପ୍ରାରମ୍ଭିକ ଗୁପ୍ତ ଚାବିଟି ଅବୈଧ ଅଟେ
132.
The network realm %s needs some information to sign you in.
2013-07-11
ନେଟୱର୍କ୍‌ realm %s ଆପଣଙ୍କୁ ସାଇନ୍‌ ଇନ୍‌ କରିବା ପୂର୍ବରୁ କିଛି ସୂଚନା ଆବଶ୍ୟକ କରିଥାଏ।
133.
Could not find identity in credential cache: %k
2013-07-11
ପରିଚୟ ପତ୍ର କ୍ୟାଶେରେ ପରିଚୟ ପାଇଲା ନାହିଁ: %k
134.
Could not find identity credentials in cache: %k
2013-07-11
କ୍ୟାଶେରେ ପରିଚୟ ପତ୍ର ପାଇଲା ନାହିଁ: %k
135.
Could not sift through identity credentials in cache: %k
2013-07-11
କ୍ୟାଶେରେ ପରିଚୟ ପତ୍ର ମାଧ୍ଯମରେ ଯାଇ ପାରିବେ ନାହିଁ: %k
136.
Could not finish up sifting through identity credentials in cache: %k
2013-07-11
କ୍ୟାଶେରେ ପରିଚୟ ପତ୍ର ମାଧ୍ଯମରେ ସ୍ଥାନାନ୍ତରିତ ହୋଇପାରିବେ ନାହିଁ: %k
137.
No associated identification found
2013-07-11
କୌଣସି ସମ୍ପୃକ୍ତ ପରିଚୟ ମିଳିଲା ନାହିଁ
138.
Could not create credential cache: %k
2013-07-11
ପରିଚୟ କ୍ୟାଶେ ସୃଷ୍ଟି କରିପାରିବେ ନାହିଁ: %k
139.
Could not initialize credentials cache: %k
2013-07-11
ପରିଚୟ ପତ୍ର କ୍ୟାଶେକୁ ଆରମ୍ଭ କରିପାରିଲା ନାହିଁ: %k
140.
Could not store new credentials in credentials cache: %k
2013-07-11
କ୍ୟାଶେରେ ନୂତନ ପରିଚୟପତ୍ର ରଖିପାରିଲା ନାହିଁ: %k
141.
Could not renew identity: Not signed in
2013-07-11
ନୂତନ ପରିଚୟ ସୃଷ୍ଟି କରିପାରିଲା ନାହିଁ: ସାଇନ୍‌ ଇନ୍‌ ହୋଇନାହିଁ
142.
Could not renew identity: %k
2013-07-11
ନୂତନ ପରିଚୟ ସୃଷ୍ଟି କରିପାରିଲା ନାହିଁ: %k
143.
Could not get new credentials to renew identity %s: %k
2013-07-11
%s ପାଇଁ ନୂତନ ପରିଚୟ ସୃଷ୍ଟି କରିବାକୁ ନୂତନ ପରିଚୟ ପତ୍ର ପାଇଲା ନାହିଁ: %k
144.
Could not erase identity: %k
2013-07-11
ପରିଚୟକୁ ଲିଭାଇ ପାରିଲା ନାହିଁ: %k
145.
Could not find identity
2013-07-11
ପରିଚୟକୁ ଖୋଜି ପାଇଲା ନାହିଁ
146.
Could not create credential cache for identity
2013-07-11
ପରିଚୟ ପାଇଁ ପରିଚୟ ପତ୍ର କ୍ୟାଶେ ସୃଷ୍ଟି କରିପାରିଲା ନାହିଁ