Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

51100 of 528 results
~
3G (UMTS/HSPA)
2011-06-01
3G (UMTS/HSPA)
~
Any
2011-06-01
ଯେକୌଣସି
~
Copyright © 2004-2011 Red Hat, Inc. Copyright © 2005-2008 Novell, Inc. and many other community contributors and translators
2011-06-01
Copyright © 2004-2011 Red Hat, Inc. Copyright © 2005-2008 Novell, Inc. ଏବଂ ଆହୁରି ଅନେକ ସମ୍ପ୍ରଦାୟ ଅବଦାନକାରୀ ଏବଂ ଅନୁବାଦକମାନେ
~
2G (GPRS/EDGE)
2011-06-01
2G (GPRS/EDGE)
~
Infrastructure
2011-06-01
ଅବସଂରଚନା
~
_Device MAC address:
2011-06-01
ଉପକରଣ MAC ଠିକଣା (_D):
~
Error saving connection
2011-06-01
ସଂଯୋଗ ସଂରକ୍ଷଣ କରିବାରେ ତ୍ରୁଟି
~
The property '%s' / '%s' is invalid: %d
2011-06-01
ଗୁଣଧର୍ମ '%s' / '%s' ଅବୈଧ ଅଟେ: %d
~
Prefer 3G (UMTS/HSPA)
2011-06-01
3G (UMTS/HSPA) କୁ ପସନ୍ଦ କରନ୍ତୁ
~
Error: %s
2010-08-14
ତ୍ରୁଟି: %s
~
%s Network
2010-08-14
%s ନେଟୱର୍କ
~
As_k for this password every time
2010-08-14
ପ୍ରତ୍ୟେକ ଥର ଏହି ପ୍ରବେଶ ସଂକେତକୁ ପଚାରନ୍ତୁ (_k)
~
_Disconnect VPN
2010-08-14
VPN ର ସଂଯୋଗ ବିଚ୍ଛିନ୍ନ କରନ୍ତୁ (_D)
~
The default Bluetooth adapter must be enabled before setting up a Dial-Up-Networking connection.
2010-08-14
ପୂର୍ବନିର୍ଦ୍ଧାରିତ ବ୍ଲୁଟୁଥ ଏଡ଼ପଟର ନିଶ୍ଚିତ ଭାବରେ ଗୋଟିଏ ଡାଏଲ-ଅପ-ନେଟୱର୍କିଙ୍ଗ ସଂଯୋଗ ସ୍ଥାପନ କରିବା ପୂର୍ବରୁ ସକ୍ରିୟ ହେବା ଉଚିତ।
~
Use your mobile phone as a network device (PAN/NAP)
2010-08-14
ଆପଣଙ୍କର ମୋବାଇଲ ଫୋନକୁ ନେଟୱର୍କ ଉପକରଣ ଭାବରେ ବ୍ୟବହାର କରନ୍ତୁ (PAN/NAP)
~
Unknown phone device type (not GSM or CDMA)
2010-08-14
ଅଜଣା ଫୋନ ଉପକରଣ ପ୍ରକାର (GSM କିମ୍ବା CDMA ନୁହଁ)
~
Your phone is now ready to use!
2010-08-14
ଆପଣଙ୍କର ଫୋନ ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ!
~
failed to connect to the phone.
2010-08-14
ଫୋନ ସହିତ ସହିତ ସଂଯୋଗ ହେବାରେ ବିଫଳ।
~
unexpectedly disconnected from the phone.
2010-08-14
ଅପ୍ରତ୍ୟାଶିତ ଭାବରେ ଫୋନରୁ ସଂଯୋଗ ବିଚ୍ଛିନ୍ନ ହୋଇଛି।
~
timed out detecting phone details.
2010-08-14
ଫୋନ ବିବରଣୀ ପାଇସାରିବା ପରେ ସମୟ ସମାପ୍ତ ହୋଇଛି।
~
Detecting phone configuration...
2010-08-14
ଫୋନ ସଂରଚନାକୁ ଯାଞ୍ଚ କରୁଅଛି...
~
Access the Internet using your mobile phone (DUN)
2010-08-14
ଆପମଙ୍କର ମୋବାଇଲ ଫୋନ ବ୍ଯବହାର କରି ଇଣ୍ଟର୍ନେଟ ସୁବିଧାକୁ ଉପଲବ୍ଧ କରନ୍ତୁ (DUN)
~
New Mobile Broadband (GSM) connection...
2010-08-14
ନୂତନ ମୋବାଇଲ ବ୍ରୋଡ଼ବ୍ୟାଣ୍ଡ (GSM) ସଂଯୋଗ...
~
Mobile wizard was canceled
2010-08-14
ମୋବାଇଲ ୱିଜାର୍ଡ ବାତିଲ ହୋଇଛି
~
New Mobile Broadband (CDMA) connection...
2010-08-14
ନୂତନ ମୋବାଇଲ ବ୍ରୋଡ଼ବ୍ୟାଣ୍ଡ (CDMA) ସଂଯୋଗ...
~
VPN connection '%s' active
2009-08-05
VPN ସଂଯୋଗ '%s' ସକ୍ରିୟ ଅଛି
~
You are now connected to the CDMA network.
2009-08-05
ଆପଣ ବର୍ତ୍ତମାନ CDMA ନେଟୱର୍କ ସହିତ ସଂଯୁକ୍ତ ଅଛନ୍ତି।
~
_Help
2009-08-05
ସହାୟତା (_H)
~
Automatic (PPP) addresses only
2009-08-05
କେବଳ ସ୍ୱୟଂଚାଳିତ (PPP) ଠିକଣାଗୁଡ଼ିକ
~
You are now connected to the GSM network.
2009-08-05
ଆପମ ବର୍ତ୍ତମାନ GSM ନେଟୱର୍କ ସହିତ ସଂଯୁକ୍ତ ଅଛନ୍ତି।
~
Could not find VPN plugin service for '%s'.
2009-08-05
'%s' ପାଇଁ VPN ପ୍ଲଗଇନ ସର୍ଭିସକୁ ସନ୍ଧାନ କରାଯାଇପାରିଲା ନାହିଁ।
~
Automatic (PPP)
2009-08-05
ସ୍ୱୟଂଚାଳିତ (PPP)
3.
Network Connections
2009-08-05
ନେଟୱର୍କ ସଂଯୋଗଗୁଡ଼ିକ
4.
Manage and change your network connection settings
2009-08-05
ଆପଣଙ୍କର ନେଟୱର୍କ ସଂଯୋଗ ସଂରଚନାକୁ ପରିଚାଳନା କରନ୍ତୁ ଏବଂ ପରିବର୍ତ୍ତନ କରନ୍ତୁ
5.
Disable connected notifications
2010-08-14
ସଂଯୁକ୍ତ ବିଜ୍ଞପ୍ତିଗୁଡ଼ିକୁ ନିଷ୍କ୍ରିୟ କରନ୍ତୁ
7.
Disable disconnected notifications
2010-08-14
ଅସଂଯୁକ୍ତ ବିଜ୍ଞପ୍ତିଗୁଡ଼ିକୁ ନିଷ୍କ୍ରିୟ କରନ୍ତୁ
11.
Suppress networks available notifications
2010-08-14
ନେଟୱର୍କ ଉପଲବ୍ଧ ବିଜ୍ଞପ୍ତିକୁ ଲୁଚାଇ ଦିଅନ୍ତୁ
13.
Stamp
2010-08-14
ଷ୍ଟାମ୍ପ
14.
Used to determine whether settings should be migrated to a new version.
2010-08-14
ବିନ୍ୟାସକୁ ଗୋଟିଏ ନୂତନ ସଂସ୍କରଣକୁ ସ୍ଥାନାନ୍ତରଣ କରିବା ଉଚିତ କି ନୁହଁ ତାହା ନିର୍ଦ୍ଧାରଣ କରୁଅଛି।
15.
Disable WiFi Create
2010-08-14
WiFi ନିର୍ମାଣକୁ ନିଷ୍କ୍ରିୟ କରନ୍ତୁ
29.
C_onnect
2009-08-05
ସଂଯୋଗ କରନ୍ତୁ (_o)
30.
_Network name:
2010-08-14
ନେଟୱର୍କ ନାମ (_N):
39.
Don't show this message again
2009-08-05
ଏହି ସନ୍ଦେଶକୁ ପୁଣିଥରେ ଦର୍ଶାନ୍ତୁ ନାହିଁ
40.
The VPN connection '%s' failed because the network connection was interrupted.
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ ନେଟୱର୍କ ସଂଯୋଗ ବାଧାପ୍ରାପ୍ତ ହୋଇଛି।
41.
The VPN connection '%s' failed because the VPN service stopped unexpectedly.
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ VPN ସର୍ଭିସ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଯାଇଛି।
42.
The VPN connection '%s' failed because the VPN service returned invalid configuration.
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ VPN ସର୍ଭିସ ଅବୈଧ ସଂରଚନାରେ ପରିବର୍ତ୍ତିତ ହୋଇଛି।
43.
The VPN connection '%s' failed because the connection attempt timed out.
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ ସଂଯୋଗର ସମୟ ସମାପ୍ତ ପାଇଁ ପ୍ରୟାସ କରୁଅଛି।
44.
The VPN connection '%s' failed because the VPN service did not start in time.
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ VPN ସର୍ଭିସ ଉଚିତ ସମୟରେ ଆରମ୍ଭ ହୋଇନଥିଲା।
45.
The VPN connection '%s' failed because the VPN service failed to start.
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ VPN ସର୍ଭିସ ଆରମ୍ଭ ହେବାରେ ବିଫଳ ହୋଇଛି।
46.
The VPN connection '%s' failed because there were no valid VPN secrets.
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ ସେଠାରେ କୌଣସି ବୈଧ VPN ଗୁପ୍ତ ତଥ୍ୟ ନଥିଲା।