Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

101150 of 528 results
47.
The VPN connection '%s' failed because of invalid VPN secrets.
2010-08-14
ଅବୈଧ VPN ଗୁପ୍ତ ତଥ୍ୟଗୁଡ଼ିକ ହେତୁ VPN ସଂଯୋଗ '%s' ବିଫଳ ହୋଇଛି।
48.
The VPN connection '%s' failed.
2009-08-05
VPN ସଂଯୋଗ '%s' ବିଫଳ ହୋଇଛି।
49.
The VPN connection '%s' disconnected because the network connection was interrupted.
2010-08-14
VPN ସଂଯୋଗ '%s' ସଂଯୋଗ ବିଛିନ୍ନ ହୋଇଛି କାରଣ ନେଟୱର୍କ ସଂଯୋଗ ବାଧାପ୍ରାପ୍ତ ହୋଇଛି।
50.
The VPN connection '%s' disconnected because the VPN service stopped.
2010-08-14
VPN ସଂଯୋଗ '%s' ସଂଯୋଗ ବିଛିନ୍ନ ହୋଇଛି କାରଣ VPN ସର୍ଭିସ ବନ୍ଦ ହୋଇଯାଇଛି।
51.
The VPN connection '%s' disconnected.
2009-08-05
VPN ସଂଯୋଗ '%s' ବିଚ୍ଛିନ୍ନ ହୋଇଛି।
54.
VPN Login Message
2009-08-05
VPN ଲଗଇନ ସନ୍ଦେଶ
55.
VPN Connection Failed
2009-08-05
VPN ସଂଯୋଗ ବିଫଳ ହୋଇଛି
56.
The VPN connection '%s' failed because the VPN service failed to start. %s
2010-08-14
VPN ସଂଯୋଗ '%s' ବିଫଳ ହୋଇଛି କାରଣ VPN ସର୍ଭିସ ଆରମ୍ଭ ହେବାରେ ବିଫଳ ହୋଇଛି। %s
57.
The VPN connection '%s' failed to start. %s
2009-08-05
VPN ସଂଯୋଗ '%s' ଆରମ୍ଭ ହେବାରେ ବିଫଳ। %s
58.
device not ready (firmware missing)
2014-12-03
ଉପକରଣ ପ୍ରସ୍ତୁତ ନାହିଁ (ଫର୍ମୱେର ଅନୁପସ୍ଥିତ)
2011-06-01
ଉପକରଣଟି ପ୍ରସ୍ତୁତ ନାହିଁ ‍(ଫର୍ମୱେର ଅନୁପସ୍ଥିତ ଅଛି)
59.
device not ready
2009-08-05
ଉପକରଣ ପ୍ରସ୍ତୁତ ନାହିଁ
60.
disconnected
2009-08-05
ସଂଯୋଗ ବିଚ୍ଛିନ୍ନ ହୋଇଛି
61.
Disconnect
2009-08-05
ସଂଯୋଗ ବିଚ୍ଛିନ୍ନ ହୋଇଛି
62.
device not managed
2009-08-05
ଉପକରଣ ପରିଚାଳିତ ନୁହଁ
63.
No network devices available
2009-08-05
କୌଣସି ନେଟୱର୍କ ଉପକରଣ ଉପଲବ୍ଧ ନାହିଁ
64.
_VPN Connections
2009-08-05
VPN ସଂଯୋଗଗୁଡ଼ିକ (_V)
65.
_Configure VPN...
2009-08-05
VPN ବିନ୍ୟାସ କରନ୍ତୁ (_C)...
67.
NetworkManager is not running...
2009-08-05
ନେଟୱର୍କ ପରିଚାଳକ ଚାଲୁନାହିଁ...
68.
Networking disabled
2009-08-05
ନେଟୱର୍କିଙ୍ଗ ନିଷ୍କ୍ରିୟ ହୋଇଛି
69.
Enable _Networking
2009-08-05
ନେଟୱର୍କିଙ୍ଗ ସକ୍ରିୟ କରନ୍ତୁ (_N)
71.
Enable _Mobile Broadband
2010-08-14
ମୋବାଇଲ ବ୍ରୋଡ଼ବ୍ୟାଣ୍ଡକୁ ସକ୍ରିୟ କରନ୍ତୁ (_M)
72.
Enable N_otifications
2010-08-14
ବିଜ୍ଞପ୍ତିଗୁଡ଼ିକୁ ସକ୍ରିୟ କରନ୍ତୁ (_o)
73.
Connection _Information
2009-08-05
ସଂଯୋଗ ସୂଚନା (_I)
74.
Edit Connections...
2009-08-05
ସଂଯୋଗଗୁଡ଼ିକୁ ସମ୍ପାଦନ କରନ୍ତୁ...
75.
_About
2009-08-05
ବିବରଣୀ (_A)
77.
Disconnected
2009-08-05
ଅସଂଯୋଜିତ
81.
You are now connected to '%s'.
2009-08-05
ଆପଣ ବର୍ତ୍ତମାନ '%s' ସହିତ ସଂଯୁକ୍ତ ଅଛନ୍ତି।
82.
Preparing network connection '%s'...
2009-08-05
ନେଟୱର୍କ ସଂଯୋଗ '%s' ପ୍ରସ୍ତୁତ କରୁଅଛି...
83.
User authentication required for network connection '%s'...
2010-08-14
ନେଟୱର୍କ ସଂଯୋଗ '%s' ପାଇଁ ଚାଳକ ବୈଧିକରଣ ଆବଶ୍ୟକ...
84.
Requesting a network address for '%s'...
2010-08-14
'%s' ପାଇଁ ନେଟୱର୍କ ଠିକଣା ଅନୁରୋଧ କରୁଅଛି...
85.
Network connection '%s' active
2009-08-05
ନେଟୱର୍କ ସଂଯୋଗ '%s' ସକ୍ରିୟ ଅଛି
86.
Starting VPN connection '%s'...
2009-08-05
VPN ସଂଯୋଗ ଆରମ୍ଭ କରୁଅଛି '%s'...
87.
User authentication required for VPN connection '%s'...
2010-08-14
VPN ସଂଯୋଗ '%s' ପାଇଁ ଚାଳକ ବୈଧିକରଣ ଆବଶ୍ୟକ...
88.
Requesting a VPN address for '%s'...
2010-08-14
'%s' ପାଇଁ VPN ଠିକଣା ଅନୁରୋଧ କରୁଅଛି...
90.
No network connection
2009-08-05
କୌଣସି ନେଟୱର୍କ ସଂଯୋଗ ନାହିଁ
91.
NetworkManager Applet
2009-08-05
ନେଟୱର୍କ ପରିଚାଳକ ଆପଲେଟ
92.
Wrong PUK code; please contact your provider.
2010-08-14
ଭୁଲ PUK ସଂକେତ; ଦୟାକରି ଆପଣଙ୍କର ପ୍ରଦାତାଙ୍କ ସହିତ ଯୋଗାଯୋଗ କରନ୍ତୁ।
93.
Wrong PIN code; please contact your provider.
2010-08-14
ଭୁଲ PIN ସଂକେତ; ଦୟାକରି ଆପଣଙ୍କର ପ୍ରଦାତାଙ୍କ ସହିତ ଯୋଗାଯୋଗ କରନ୍ତୁ।
94.
Sending unlock code...
2010-08-14
ଅନଲକ ସଂକେତ ପଠାଉଅଛି...
95.
Mobile Broadband (%s)
2010-08-14
ମୋବାଇଲ ବ୍ରୋଡ଼ବ୍ୟାଣ୍ଡ (%s)
96.
Mobile Broadband
2010-08-14
ମୋବାଇଲ ବ୍ରୋଡ଼ବ୍ୟାଣ୍ଡ
97.
Available
2010-08-14
ଉପଲବ୍ଧ
99.
Connection Established
2009-08-05
ସଂଯୋଗ ସ୍ଥାପନ ହୋଇସାରିଛି
104.
You are now connected to the mobile broadband network.
2010-08-14
ଆପମ ବର୍ତ୍ତମାନ ମୋବାଇଲ ବ୍ରୋଡବ୍ୟାଣ୍ଡ ନେଟୱର୍କ ସହିତ ସଂଯୁକ୍ତ ଅଛନ୍ତି।
105.
Preparing mobile broadband connection '%s'...
2010-08-14
ମୋବାଇଲ ବ୍ରୋଡ଼ବ୍ୟାଣ୍ଡ ସଂଯୋଗ ପ୍ରସ୍ତୁତ କରୁଅଛି '%s'...
106.
Configuring mobile broadband connection '%s'...
2010-08-14
ମୋବାଇଲ ବ୍ରୋଡ଼ବ୍ୟାଣ୍ଡ ସଂଯୋଗ ସଂରଚନା କରୁଅଛି '%s'...
107.
User authentication required for mobile broadband connection '%s'...
2010-08-14
ମୋବାଇଲ ବ୍ରୋଡ଼ବ୍ୟାଣ୍ଡ ସଂଯୋଗ ପାଇଁ ଚାଳକ ବୈଧିକରଣ ଆବଶ୍ୟକ '%s'...
108.
Mobile broadband connection '%s' active
2010-08-14
ମୋବାଇଲ ବ୍ରୋଡ଼ବ୍ୟାଣ୍ଡ ସଂଯୋଗ '%s' ସକ୍ରିୟ ଅଛି
109.
Auto Ethernet
2009-08-05
ସ୍ୱୟଂଚାଳିତ ଇଥରନେଟ