Browsing Oriya translation

219 of 486 results
219.
Unable to store a value at key '%s', as the configuration server has no writable databases. There are some common causes of this problem: 1) your configuration path file %s/path doesn't contain any databases or wasn't found 2) somehow we mistakenly created two gconfd processes 3) your operating system is misconfigured so NFS file locking doesn't work in your home directory or 4) your NFS client machine crashed and didn't properly notify the server on reboot that file locks should be dropped. If you have two gconfd processes (or had two at the time the second was launched), logging out, killing all copies of gconfd, and logging back in may help. If you have stale locks, remove ~/.gconf*/*lock. Perhaps the problem is that you attempted to use GConf from two machines at once, and ORBit still has its default configuration that prevents remote CORBA connections - put "ORBIIOPIPv4=1" in /etc/orbitrc. As always, check the user.* syslog for details on problems gconfd encountered. There can only be one gconfd per home directory, and it must own a lockfile in ~/.gconfd and also lockfiles in individual storage locations such as ~/.gconf
କି '%s' ରେ ମୂଲ୍ୟକୁ ସଂରକ୍ଷଣ କରିବାରେ ଅସମର୍ଥ, ଯେହେତୁ ବିନ୍ୟା ସର୍ଭରରେ ଲେଖାଯୋଗ୍ୟ ତଥ୍ୟାଧାର ନାହିଁ। ଏହି ସମସ୍ୟାର କିଛି ସାଧାରଣ କାରଣ ଅଛି: 1) ଆପଣଙ୍କର ବିନ୍ୟାସ ପଥ ଫାଇଲ %s/path କୌଣସି ତଥ୍ୟାଧାର ଧାରଣ କରିନଥାଏ କିମ୍ବା ମିଳୁ ନଥିଲା 2) ଭୁଲ ବଶତଃ ଆମେ ଦୁଇଟି gconfd ପଦ୍ଧତି ନିର୍ମାଣ କରିଥିଲେ 3) ଆପଣଙ୍କର ପ୍ରଚାଳନ ତନ୍ତ୍ରଟି ଭୁଲ ଭାବରେ ତେଣୁ NFS ଫାଇଲ ଅପରିବର୍ତ୍ତନୀୟଟି ମୂଳ ସ୍ଥାନ ପଞ୍ଜିକାରେ କାର୍ଯ୍ୟ କରିନଥାଏ କିମ୍ବା 4) ଆପଣଙ୍କର NFS କ୍ଲାଏଣ୍ଟ ମେସିନ ନଷ୍ଟ ହୋଇଥାଏ ଏବଂ ସଠିକ ଭାବରେ ପୁନଃଚାଳନ ସମୟରେ ସର୍ଭରକୁ ଦେଖିପାରିନଥାଏ ସେହି ଫାଇଲର ପରିବର୍ତ୍ତନଟି ଛାଡ଼ି ଦିଆଯାଇଥାଏ। ଯଦି ଆପଣଙ୍କ ପାଖରେ ଦୁଇଟି gconfd ପଦ୍ଧତି ଥାଏ (କିମ୍ବା ଦ୍ୱିତୀୟଟି ଆରମ୍ଭ ହେବା ସମୟରେ ଦୁଇଟି ଥାଏ), ଲଗଆଉଟ କରୁଅଛି, gconfdର ସମସ୍ତ ନକଲକୁ ବନ୍ଦ କରୁଅଛି, ଏବଂ ଲଗବେକରେ ସହାୟକ ହୋଇଥାଏ। ଯଦି ଆପଣଙ୍କ ପାଖରେ stale locks ଥାଏ, ତେବେ ~/.gconf*/*lockକୁ କାଢ଼ିଦିଅନ୍ତୁ। ହୁଏତଃ ସମସ୍ୟାଟି ହେଉଛି GConfକୁ ଦୁଇଟି ମେସିନରୁ ଏକାଥରେ ବ୍ୟବହାର କରିବାକୁ ଚାହାନ୍ତି, ଏବଂ ORBitରେ ଏପର୍ଯ୍ୟନ୍ତ ପୂର୍ବନିର୍ଦ୍ଧାରିତ ବିନ୍ୟାସ ଥାଇପାରେ ଯାହାକି ସୁଦୂର CORBA ସଂଯୋଗକୁ ବାରଣ କରିଥାଏ - /etc/orbitrcରେ "ORBIIOPIPv4=1"କୁ ରଖନ୍ତୁ। ସବୁଥର ପରି, gconfd ସମ୍ମୁଖିନ ହୋଇଥିବା ସମସ୍ୟାର ବିବରଣୀ ପାଇଁ ଚାଳକ .* syslogଙ୍କୁ ଯାଞ୍ଚ କରନ୍ତୁ। ସେଠାରେ କେବଳ ଗୋଟିଏ ଗୋଟିଏ ମୂଳସ୍ଥାନ ପଞ୍ଜିକା ପ୍ରତି ଗୋଟିଏ gconfd ଥାଏ, ଏବଂ ଏହା ଗୋଟିଏ lockfileକୁ ~/.gconfd ରେ ନିଜର କରିଥାଏ ଏବଂ ମଧ୍ୟ lockfileଗୁଡ଼ିକ ବ୍ୟକ୍ତିଗତ ସଂଗ୍ରହାଳୟ ସ୍ଥାନରେ ଥାଏ ଯେପରିକି ~/.gconf
Translated by Manoj Kumar Giri
Located in ../gconf/gconf-sources.c:799
219 of 486 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.