Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 246 results
59.
Could not flush file '%s' to disk: %s
2009-02-16
ଫାଇଲ '%s' କୁ ଡ଼ିସ୍କରେ ଫ୍ଲାସ କରି ପାରିଲା ନାହିଁ: %s
60.
Error writing file "%s": %s
2009-03-18
"%s" ଫାଇଲରେ ଲେଖିବା ସମୟରେ ତ୍ରୁଟି: %s
102.
Change GConf system values
2008-10-12
GConf ତନ୍ତ୍ର ମୂଲ୍ୟଗୁଡ଼ିକୁ ପରିବର୍ତ୍ତନ କରନ୍ତୁ
103.
Privileges are required to change GConf system values
2008-10-12
GConf ତନ୍ତ୍ର ମୂଲ୍ୟଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ବିଶେଷାଧିକାର ଆବଶ୍ୟକ
104.
Change GConf mandatory values
2009-03-18
GConf ଜରୁରୀ ମୂଲ୍ୟଗୁଡ଼ିକୁ ପରିବର୍ତ୍ତନ କରନ୍ତୁ
2008-10-12
GConfig ଜରୁରୀ ମୂଲ୍ୟଗୁଡ଼ିକୁ ପରିବର୍ତ୍ତନ କରନ୍ତୁ
2008-10-12
GConfig ଜରୁରୀ ମୂଲ୍ୟଗୁଡ଼ିକୁ ପରିବର୍ତ୍ତନ କରନ୍ତୁ
105.
Privileges are required to change GConf mandatory values
2008-10-12
GConf ଜରୁରୀ ମୂଲ୍ୟଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ବିଶେଷାଧିକାର ଆବଶ୍ୟକ
108.
Backend `%s' failed to return a vtable
2008-10-12
`%s' ପୃଷ୍ଠଭାଗ ଗୋଟିଏ vtable ଫେରାଇବାରେ ବିଫଳ ହେଲା
127.
Failed to log addition of listener %s (%s); will not be able to restore this listener on gconfd restart, resulting in unreliable notification of configuration changes.
2009-03-18
ଶ୍ରୋତା %s (%s)ର ଯୋଗକୁ ଲଗ କରିବାରେ ବିଫଳ; ଏହାକୁ gconfdରେ ପୁନଃସ୍ଥାପନ କରିବାରେ ସମର୍ଥ ହେବ ନାହିଁ, ବିନ୍ୟାସ ପରିବର୍ତ୍ତନଗୁଡ଼ିକର ଅବିଶ୍ୱସ୍ଥ ବିଜ୍ଞପ୍ତି।
141.
Notification on %s doesn't exist
2011-09-09
%s ବିଷୟରେ କୌଣସି ବିଜ୍ଞପ୍ତି ନାହିଁ
142.
D-BUS error: %s
2011-09-09
D-BUS ତ୍ରୁଟି: %s
143.
Unknown error
2011-09-09
ଅଜଣା ତ୍ରୁଟି
144.
Unknown error %s: %s
2011-09-09
ଅଜଣା ତ୍ରୁଟି %s: %s
145.
No D-BUS daemon running
2011-09-09
କୌଣସି D-BUS ଡେମନ ଚାଲୁ ନାହିଁ
146.
Failed to activate configuration server: %s
2011-09-09
ବିନ୍ଯାସ ସର୍ଭରକୁ ସକ୍ରିୟ କରିବାରେ ବିଫଳ: %s
149.
Couldn't get value
2011-09-09
କୌଣସି ମୂଲ୍ୟ ପାଇଲା ନାହିଁ
194.
Not running within active session
2008-10-12
ସକ୍ରିୟ ଅଧିବେଶନ ମଧ୍ୟରେ ଚାଲୁନାହିଁ
195.
Failed to get connection to session: %s
2008-10-12
ଅଧିବେଶନ ସହିତ ସଂଯୋଗ ହେବାରେ ବିଫଳ: %s
196.
GetIOR failed: %s
2011-03-17
GetIOR ବିଫଳ ହୋଇଛି: %s
207.
Failed to contact configuration server; the most common cause is a missing or misconfigured D-Bus session bus daemon. See http://projects.gnome.org/gconf/ for information. (Details - %s)
2011-03-17
ବିନ୍ୟାସ ସର୍ଭର ସହିତ ଯୋଗାଯୋଗ କରିବାରେ ବିଫଳ; କିଛି ସମ୍ଭାବ୍ୟ କାରଣଗୁଡ଼ିକ ହେଉଛି ଗୋଟିଏ ଅନୁପସ୍ଥିତ ଅଥବା ଭୁଲ ଭାବରେ ବିନ୍ୟାସିତ D-Bus ଅଧିବେଶନ ବସ ଡେମନ। ଅଧିକ ସୂଚନା ପାଇଁ http://projects.gnome.org/gconf/ ।(ବିସ୍ତୃତ ବିବରଣୀ - %s)
215.
Resolved address "%s" to a partially writable configuration source at position %d
2008-10-12
ଗୋଟିଏ ଆଂଶିକ ଲିଖନୀୟ ବିନ୍ଯାସ ଉତ୍ସରେ ସମାଧନ କରାଯାଇଥିବା "%s" ଠିକଣାଟି %d ସ୍ଥିତିରେ ଅଛି
218.
Value for `%s' set in a read-only source at the front of your configuration path
2008-10-12
ଆପଣଙ୍କର ରୂପରେଖ ପଥର ସାମ୍ନାରେ ଗୋଟିଏ କେବଳ ପଠନୀୟ ଉତ୍ସରେ ରଖାଯାଇଥିବା '%s' ପାଇଁ ମୂଲ୍ୟ
219.
Unable to store a value at key '%s', as the configuration server has no writable databases. There are some common causes of this problem: 1) your configuration path file %s/path doesn't contain any databases or wasn't found 2) somehow we mistakenly created two gconfd processes 3) your operating system is misconfigured so NFS file locking doesn't work in your home directory or 4) your NFS client machine crashed and didn't properly notify the server on reboot that file locks should be dropped. If you have two gconfd processes (or had two at the time the second was launched), logging out, killing all copies of gconfd, and logging back in may help. If you have stale locks, remove ~/.gconf*/*lock. Perhaps the problem is that you attempted to use GConf from two machines at once, and ORBit still has its default configuration that prevents remote CORBA connections - put "ORBIIOPIPv4=1" in /etc/orbitrc. As always, check the user.* syslog for details on problems gconfd encountered. There can only be one gconfd per home directory, and it must own a lockfile in ~/.gconfd and also lockfiles in individual storage locations such as ~/.gconf
2009-07-02
କି '%s' ରେ ମୂଲ୍ୟକୁ ସଂରକ୍ଷଣ କରିବାରେ ଅସମର୍ଥ, ଯେହେତୁ ବିନ୍ୟା ସର୍ଭରରେ ଲେଖାଯୋଗ୍ୟ ତଥ୍ୟାଧାର ନାହିଁ। ଏହି ସମସ୍ୟାର କିଛି ସାଧାରଣ କାରଣ ଅଛି: 1) ଆପଣଙ୍କର ବିନ୍ୟାସ ପଥ ଫାଇଲ %s/path କୌଣସି ତଥ୍ୟାଧାର ଧାରଣ କରିନଥାଏ କିମ୍ବା ମିଳୁ ନଥିଲା 2) ଭୁଲ ବଶତଃ ଆମେ ଦୁଇଟି gconfd ପଦ୍ଧତି ନିର୍ମାଣ କରିଥିଲେ 3) ଆପଣଙ୍କର ପ୍ରଚାଳନ ତନ୍ତ୍ରଟି ଭୁଲ ଭାବରେ ତେଣୁ NFS ଫାଇଲ ଅପରିବର୍ତ୍ତନୀୟଟି ମୂଳ ସ୍ଥାନ ପଞ୍ଜିକାରେ କାର୍ଯ୍ୟ କରିନଥାଏ କିମ୍ବା 4) ଆପଣଙ୍କର NFS କ୍ଲାଏଣ୍ଟ ମେସିନ ନଷ୍ଟ ହୋଇଥାଏ ଏବଂ ସଠିକ ଭାବରେ ପୁନଃଚାଳନ ସମୟରେ ସର୍ଭରକୁ ଦେଖିପାରିନଥାଏ ସେହି ଫାଇଲର ପରିବର୍ତ୍ତନଟି ଛାଡ଼ି ଦିଆଯାଇଥାଏ। ଯଦି ଆପଣଙ୍କ ପାଖରେ ଦୁଇଟି gconfd ପଦ୍ଧତି ଥାଏ (କିମ୍ବା ଦ୍ୱିତୀୟଟି ଆରମ୍ଭ ହେବା ସମୟରେ ଦୁଇଟି ଥାଏ), ଲଗଆଉଟ କରୁଅଛି, gconfdର ସମସ୍ତ ନକଲକୁ ବନ୍ଦ କରୁଅଛି, ଏବଂ ଲଗବେକରେ ସହାୟକ ହୋଇଥାଏ। ଯଦି ଆପଣଙ୍କ ପାଖରେ stale locks ଥାଏ, ତେବେ ~/.gconf*/*lockକୁ କାଢ଼ିଦିଅନ୍ତୁ। ହୁଏତଃ ସମସ୍ୟାଟି ହେଉଛି GConfକୁ ଦୁଇଟି ମେସିନରୁ ଏକାଥରେ ବ୍ୟବହାର କରିବାକୁ ଚାହାନ୍ତି, ଏବଂ ORBitରେ ଏପର୍ଯ୍ୟନ୍ତ ପୂର୍ବନିର୍ଦ୍ଧାରିତ ବିନ୍ୟାସ ଥାଇପାରେ ଯାହାକି ସୁଦୂର CORBA ସଂଯୋଗକୁ ବାରଣ କରିଥାଏ - /etc/orbitrcରେ "ORBIIOPIPv4=1"କୁ ରଖନ୍ତୁ। ସବୁଥର ପରି, gconfd ସମ୍ମୁଖିନ ହୋଇଥିବା ସମସ୍ୟାର ବିବରଣୀ ପାଇଁ ଚାଳକ .* syslogଙ୍କୁ ଯାଞ୍ଚ କରନ୍ତୁ। ସେଠାରେ କେବଳ ଗୋଟିଏ ଗୋଟିଏ ମୂଳସ୍ଥାନ ପଞ୍ଜିକା ପ୍ରତି ଗୋଟିଏ gconfd ଥାଏ, ଏବଂ ଏହା ଗୋଟିଏ lockfileକୁ ~/.gconfd ରେ ନିଜର କରିଥାଏ ଏବଂ ମଧ୍ୟ lockfileଗୁଡ଼ିକ ବ୍ୟକ୍ତିଗତ ସଂଗ୍ରହାଳୟ ସ୍ଥାନରେ ଥାଏ ଯେପରିକି ~/.gconf
231.
Key is NULL
2008-10-12
କି ଟି NULL ଅଟେ
234.
Must begin with a slash '/'
2008-10-12
ଗୋଟିଏ ସ୍ଲାଶ '/' ସହିତ ପ୍ରାରମ୍ଭ ହେବା ଉଚିତ
235.
Can't have two slashes '/' in a row
2008-10-12
ଗୋଟିଏ ଧାଡିରେ ଦୁଇଟି ସ୍ଲାଶ '/' ରହିପାରିବେ ନାହିଁ
236.
Can't have a period '.' right after a slash '/'
2008-10-12
ଗୋଟିଏ ସ୍ଲାଶ '/' ପରେ ଗୋଟିଏ '.' ପୂର୍ଣ୍ଣବିରତି ରହି ପାରିବ ନାହିଁ
237.
'\%o' is not an ASCII character and thus isn't allowed in key names
2008-10-12
'\%o' ଟି ଗୋଟିଏ ASCII ଅକ୍ଷର ନୁହଁ ଏବଂ ସେଥିପାଇଁ କି ନାମରେ ଅନୁମତିପ୍ରାପ୍ତ ନୁହଁ
239.
Key/directory may not end with a slash '/'
2008-10-12
Key/directory ଗୋଟିଏ ସ୍ଲାଶ '/' ସହିତ ସମାପ୍ତ ହୋଇ ନ ପାରେ
240.
Failure shutting down configuration server: %s
2008-10-12
ରୂପରେଖ ସର୍ଭରକୁ ବନ୍ଦ କରିବା ସମୟରେ ତ୍ରୁଟି: %s
248.
gconfd compiled with debugging; trying to load gconf.path from the source directory
2009-07-02
gconfd ତ୍ରୁଟି ନିବାରଣ ସହିତ ସଂକଳିତ ହୋଇଥାଏ; gconf.pathକୁ ଉତ୍ସ ଡିରେକ୍ଟୋରୀରୁ ଧାରଣ କରାଯାଇଥାଏ
249.
No configuration files found. Trying to use the default configuration source `%s'
2009-07-02
କୌଣସି ବିନ୍ୟାସ ଫାଇଲ ମିଳିଲା ନାହିଁ। ପୂର୍ବନିର୍ଦ୍ଧାରିତ ବିନ୍ୟାସ ଉତ୍ସକୁ ବ୍ୟବହାର କରିବାକୁ ଚେଷ୍ଟା କରୁଅଛି `%s'
250.
No configuration sources in the source path. Configuration won't be saved; edit %s%s
2009-07-02
No configuration sources in the source path. Configuration won't be saved; edit %s%s
251.
Error loading some configuration sources: %s
2008-10-12
କିଛି ବିନ୍ଯାସ ଉତ୍ସକୁ ଧାରଣ କରିବାରେ ତ୍ରୁଟି: %s
252.
No configuration source addresses successfully resolved. Can't load or store configuration data
2009-07-02
କୌଣସି ବିନ୍ୟାସ ଉତ୍ସ ଠିକଣାକୁ ସଫଳତାର ସହିତ ସମାଧାନ କରାଯାଇ ନାହିଁ। ବିନ୍ୟାସ ତଥ୍ୟକୁ ଧାରଣ କରିପାରିବେ ନାହିଁ କିମ୍ବା ସଂରକ୍ଷଣ କରିପାରିବେ ନାହିଁ
253.
No writable configuration sources successfully resolved. May be unable to save some configuration changes
2009-07-02
କୌଣସି ଲେଖାଯୋଗ୍ୟ ବିନ୍ୟାସଗୁଡ଼ିକ ସଫଳତାର ସହିତ ସମାଧାନ ହୋଇନାହିଁ। ହୁଏତଃ କିଛି ବିନ୍ୟାସ ପରିବର୍ତ୍ତନକୁ ସଂରକ୍ଷଣ କରିବାରେ ଅସମର୍ଥ
254.
Could not connect to session bus: %s
2008-10-12
ଅଧିବେଶନ ପରିପଥ ସହିତ ସଂଯୁକ୍ତ ହୋଇପାରିଲା ନାହିଁ: %s
255.
Failed to get bus name for daemon, exiting: %s
2008-10-12
ଡେମନ ପାଇଁ ପରିପଥ ନାମ ନିରୁପଣ କରିପାରିଲା ନାହିଁ, ପ୍ରସ୍ଥାନ କରୁଅଛି: %s
256.
Could not connect to system bus: %s
2008-10-12
ତନ୍ତ୍ର ପରିପଥ ସହିତ ସଂଯୁକ୍ତ ହୋଇପାରିଲା ନାହିଁ: %s
257.
starting (version %s), pid %u user '%s'
2008-10-12
(ସଂସ୍କରଣ %s), pid %u ଚାଳକ '%s' କୁ ଆରମ୍ଭକରାଯାଉଛି
258.
Failed to get object reference for ConfigServer
2009-02-16
ConfigServer ପାଇଁ ବସ୍ତୁ ସନ୍ଦର୍ଭ ପାଇବାରେ ଅସମର୍ଥ
259.
Failed to write byte to pipe file descriptor %d so client program may hang: %s
2009-02-16
ବାଇଟରୁ ଫାଇଲ ବର୍ଣ୍ଣନାକାରୀ %d କୁ ଲେଖିବାରେ ଅସଫଳ, ତେଣୁ କ୍ଲାଏଣ୍ଟ ପ୍ରଗ୍ରାମ ଅଚଳ ହୋଇପାରେ: %s
260.
Error releasing lockfile: %s
2008-10-12
lockfile କୁ ଜାରୀକରିବା ସମୟରେ ତ୍ରୁଟି: %s
261.
Exiting
2008-10-12
ପ୍ରସ୍ଥାନକରୁଅଛି
262.
SIGHUP received, reloading all databases
2008-10-12
SIGHUP କୁ ଗ୍ରହଣକରାସରିଛି, ସମସ୍ତ ତଥ୍ୟାବଳୀକୁ ପୁନର୍ଧାରଣ କରାଯାଉଛି
263.
GConf server is not in use, shutting down.
2008-10-12
GConf ସର୍ଭରଟି ବ୍ୟବହାର ହେଉନାହିଁ, ତେଣୁ ବନ୍ଦକରାଯାଉଅଛି.
264.
Error obtaining new value for `%s': %s
2008-10-12
`%s' ପାଇଁ ନୂତନ ମୂଲ୍ୟ ପାଇବାରେ ତ୍ରୁଟି: %s
265.
Returning exception: %s
2008-10-12
ବ୍ୟତିକ୍ରମ ଫେରାଉଅଛି: %s
266.
Failed to open gconfd logfile; won't be able to restore listeners after gconfd shutdown (%s)
2009-02-16
gconfd ଲଗ ଫାଇଲ ଖୋଲିବାରେ ବିଫଳ ହୋଇଛି; gconfd ବନ୍ଦ ହୋଇଗଲା ପରେ ଶ୍ରୋତାମାନଙ୍କୁ ପୁନଃସ୍ଥାପନ କରିବାରେ ସମର୍ଥ ହୋଇନପାରେ (%s)