Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

51100 of 246 results
267.
Failed to close gconfd logfile; data may not have been properly saved (%s)
2009-02-16
gconfd ଲଗ ଫାଇଲ ବନ୍ଦ କରିବାରେ ବିଫଳ; ତଥ୍ୟ ସଠିକ ଭାବରେ ସଂରକ୍ଷିତ ହୋଇନଥାଇପାରେ (%s)
268.
Could not open saved state file '%s' for writing: %s
2008-10-12
ଲେଖିବା ପାଇଁ ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲ '%s' କୁ ଖୋଲିହେଲା ନାହିଁ: %s
269.
Could not write saved state file '%s' fd: %d: %s
2008-10-12
ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲ '%s' fd: %d: %s କୁ ଲେଖିପାରିଲା ନାହିଁ
270.
Could not flush saved state file '%s' to disk: %s
2009-02-16
ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲ '%s' କୁ ଫ୍ଲାସ କରିପାରିଲା ନାହିଁ: %s
271.
Failed to close new saved state file '%s': %s
2008-10-12
ନୂତନ ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲ '%s' କୁ ବନ୍ଦକରିବାରେ ବିଫଳ: %s
272.
Could not move aside old saved state file '%s': %s
2008-10-12
ପୁରୁଣା ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲ '%s' କୁ ଗୋଟିଏ ପାଖକୁ ଘୁଞ୍ଚାଇହେଲା ନାହିଁ: %s
273.
Failed to move new saved state file into place: %s
2008-10-12
ନୂତନ ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲକୁ ସଠିକ ସ୍ଥାନକୁ ଘୁଞ୍ଚାଇବାରେ ବିଫଳ: %s
274.
Failed to restore original saved state file that had been moved to '%s': %s
2008-10-12
ସଂରକ୍ଷିତ ଅବସ୍ଥାରେ ଥିବା ପ୍ରକୃତ ଫାଇଲ ଯାହାକି '%s' ସ୍ଥାନକୁ ପଠାଯାଇଥିଲା ତାକୁ ପୁନଃସ୍ଥାପନ କରିବାରେ ବିଫଳ: %s
275.
Unable to restore a listener on address '%s', couldn't resolve the database
2008-10-12
ଗୋଟିଏ ଶ୍ରୋତାକୁ ଠିକଣା '%s' ରେ ପୁନଃସ୍ଥାପନ କରିବାରେ ଅସମର୍ଥ, ତଥ୍ୟାବଳୀକୁ ସମାଧାନ କରିହେଲା ନାହିଁ
276.
Error reading saved state file: %s
2008-10-12
ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲକୁ ପଢ଼ିବାରେ ତ୍ରୁଟି: %s
277.
Unable to open saved state file '%s': %s
2008-10-12
ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲ '%s'କୁ ଖୋଲିବାରେ ଅସମର୍ଥ: %s
278.
Failed to log addition of listener to gconfd logfile; won't be able to re-add the listener if gconfd exits or shuts down (%s)
2009-07-02
gconfd ଲଗଫାଇଲ ଶ୍ରୋତାମାନଙ୍କର ମିଶ୍ରଣକୁ ଲଗ କରିବାରେ ବିଫଳ; ପୁଣି ଯୋଗକରିବାରେ ସମର୍ଥ ହେବ ନାହିଁ ଯଦି gconfd ଅବସ୍ଥିତ କିମ୍ବା (%s) କୁ ବନ୍ଦ କରାଯାଇଥାଏ
279.
Failed to log removal of listener to gconfd logfile; might erroneously re-add the listener if gconfd exits or shuts down (%s)
2009-07-02
gconfd ଲଗଫାଇଲରେ ଶ୍ରୋତାମାନଙ୍କର କଢ଼ାକୁ ଲଗ କରିବାରେ ବିଫଳ ହୋଇଛି; ଭୁଲବଶତଃ ଶ୍ରୋତାଙ୍କୁ ପୁଣି ଯୋଗକରିବାରେ ସମର୍ଥ ହେବ ନାହିଁ ଯଦି gconfd ଅବସ୍ଥିତ କିମ୍ବା (%s) କୁ ବନ୍ଦ କରାଯାଇଥାଏ
280.
Failed to get IOR for client: %s
2008-10-12
ଗ୍ରାହକ ପାଇଁ IOR ପାଇବାରେ ବିଫଳ: %s
281.
Failed to open saved state file: %s
2008-10-12
ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲକୁ ଖୋଲିବାରେ ବିଫଳ: %s
282.
Failed to write client add to saved state file: %s
2008-10-12
ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲରେ ଗ୍ରାହକ ଠିକଣା ଲେଖିବାରେ ବିଫଳ: %s
283.
Failed to flush client add to saved state file: %s
2008-10-12
ସଂରକ୍ଷିତ ଅବସ୍ଥାରେ ଥିବା ଫାଇଲରେ ଗ୍ରାହକ ଠିକଣା ବାହାର କରିବାରେ ବିଫଳ: %s
284.
Some client removed itself from the GConf server when it hadn't been added.
2009-07-02
କିଛି ଗ୍ରାହକ ନିଜକୁ GConf ସର୍ଭରରୁ କାଢ଼ିଦେଇଥାଏ ଯେତେବେଳେ ଏହାକୁ ଯୋଗ କରାଯାଇନଥାଏ।
285.
Daemon failed to connect to the D-BUS daemon: %s
2011-09-09
ଏହି ଡେମନଟି D-BUS ଡେମନ ସହିତ ସଂଯୁକ୍ତ ହେବାରେ ବିଫଳ ହୋଇଛି: %s
286.
Daemon failed to acquire gconf service: %s
2011-09-09
ଏହି ଡେମନଟି gconf ସର୍ଭିସ ପାଇବାରେ ବିଫଳ ହୋଇଛି: %s
287.
Failed to register server object with the D-BUS bus daemon
2011-09-09
ସର୍ଭର ବସ୍ତୁକୁ D-BUS ବସ ଡେମନ ସହିତ ପଞ୍ଜିକରଣ କରିବାରେ ବିଫଳ ହୋଇଛି
288.
Got a malformed message.
2011-09-09
ଗୋଟିଏ ତ୍ରୁଟିଯୁକ୍ତ ସନ୍ଦେଶ ପାଇଛି।
289.
The GConf daemon is currently shutting down.
2011-09-09
GConf ଡେମନ ବର୍ତ୍ତମାନ ବନ୍ଦକରାଯାଉଅଛି।
290.
Set a key to a value and sync. Use with --type.
2008-10-12
ଗୋଟିଏ ମୂଲ୍ୟ ପାଇଁ ଗୋଟିଏ କି ସେଟକରନ୍ତୁ ଏବଂ sync କରନ୍ତୁ. --type ସହିତ ବ୍ୟବହାର କରନ୍ତୁ.
291.
Print the value of a key to standard output.
2008-10-12
ଗୋଟିଏ କିର ମୂଲ୍ୟ ମାନକ ଫଳାଫଳରେ ମୁଦ୍ରଣକରନ୍ତୁ.
292.
Unset the keys on the command line
2008-10-12
ନିର୍ଦ୍ଦେଶ ନାମାରେ କିଗୁଡ଼ିକୁ ଅବିନ୍ୟାସ କରନ୍ତୁ
293.
Recursively unset all keys at or below the key/directory names on the command line
2009-07-02
ପୁନରାବର୍ତ୍ତି ଭାବରେ ସମସ୍ତ କିଗୁଡ଼ିକୁ ପାଠ୍ୟ ନିର୍ଦ୍ଦେଶ ଉପରେ କି/ଡିରେକ୍ଟୋରୀ ନାମ ତଳେ ବିସ୍ଥାପନ କରନ୍ତୁ
294.
Toggles a boolean key.
2009-02-16
ଗୋଟିଏ ବୁଲିଆନ କି କୁ ଆଗପଛ କରିଥାଏ।
295.
Print all key/value pairs in a directory.
2008-10-12
ଗୋଟିଏ ଡିରେକ୍ଟୋରୀରେ ଥିବା ସମସ୍ତ କି/ମୂଲ୍ୟ ଯୋଡ଼ାକୁ ମୁଦ୍ରଣକରନ୍ତୁ.
296.
Print all subdirectories in a directory.
2008-10-12
ଗୋଟିଏ ଡିରେକ୍ଟୋରୀରେ ଥିବା ସମସ୍ତ ଉପଡିରେକ୍ଟୋରୀଗୁଡ଼ିକୁ ମୁଦ୍ରଣକରନ୍ତୁ.
297.
Print all subdirectories and entries under a directory, recursively.
2008-10-12
ଗୋଟିଏ ଡିରେକ୍ଟୋରୀରେ ଥିବା ସମସ୍ତ ଉପଡିରେକ୍ଟୋରୀ ଏବଂ ଭରଣଗୁଡ଼ିକୁ ପୁନରାବର୍ତ୍ତୀ ଭାବରେ ମୁଦ୍ରଣକରନ୍ତୁ.
298.
Search for a key, recursively.
2008-10-12
ଗୋଟିଏ କି କୁ ପୁନରାବର୍ତ୍ତୀ ଭାବରେ ଖୋଜନ୍ତୁ.
299.
Get the short doc string for a key
2008-10-12
ଗୋଟିଏ କି ପାଇଁ ସଂକ୍ଷିପ୍ତ ତଥ୍ୟ ବାକ୍ୟଖଣ୍ଡ ଆଣନ୍ତୁ
300.
Get the long doc string for a key
2008-10-12
ଗୋଟିଏ କି ପାଇଁ ବିସ୍ତୃତ ତଥ୍ୟ ବାକ୍ୟଖଣ୍ଡ ଆଣନ୍ତୁ
301.
Return 0 if the directory exists, 2 if it does not.
2008-10-12
ଯଦି ଡିରେକ୍ଟୋରୀ ଅବସ୍ଥିତ ଅଛି ତେବେ 0 ଫେରାନ୍ତୁ, ଯଦି ନାହିଁ ତେବେ 2 ଫେରାନ୍ତୁ.
302.
Ignore schema defaults when reading values.
2008-10-12
ମୂଲ୍ୟଗୁଡ଼ିକୁ ପଢ଼ିବା ସମୟରେ ପୂର୍ବନିର୍ଦ୍ଧାରିତ ବିବରଣିକାକୁ ଅଗ୍ରାହ୍ୟ କରନ୍ତୁ.
303.
Dump to standard output an XML description of all entries under a directory, recursively.
2009-07-02
ପୁନରାବର୍ତ୍ତି ଭାବରେ, ଗୋଟିଏ ଡିରେକ୍ଟୋରୀ ଅନ୍ତର୍ଗତ ସମସ୍ତ ଭରଣଗୁଡ଼ିକର ମାନକ ଫଳାଫଳ XML ବର୍ଣ୍ଣନାରେ ପକାନ୍ତୁ।
304.
Load from the specified file an XML description of values and set them relative to a directory.
2009-07-02
ନିର୍ଦ୍ଦିଷ୍ଟ ଫାଇଲରୁ ଧାରଣ କରାଯାଇଥିବା XML ବର୍ଣ୍ଣନା ଯାହାକି ମୂଲ୍ୟର ବର୍ଣ୍ଣନା ଏବଂ ସେମାନଙ୍କୁ ଗୋଟିଏ ଡିରେକ୍ଟୋରୀ ଅପେକ୍ଷା ସେଟ କରିଥାଏ।
305.
Unload a set of values described in an XML file.
2008-10-12
XML ଫାଇଲରେ ବର୍ଣ୍ଣନା କରାଯାଇଥିବା ମୂଲ୍ୟଗୁଡ଼ିକର ଗୋଟିଏ ସେଟକୁ ଅପସାରଣ କରନ୍ତୁ.
306.
Get the name of the default source
2008-10-12
ପୂର୍ବନିର୍ଦ୍ଧାରିତ ଉତ୍ସର ନାମ ଖୋଜନ୍ତୁ
307.
Shut down gconfd. DON'T USE THIS OPTION WITHOUT GOOD REASON.
2008-10-12
gconfd କୁ ବନ୍ଦକରନ୍ତୁ. DON'T USE THIS OPTION WITHOUT GOOD REASON.
308.
Return 0 if gconfd is running, 2 if not.
2008-10-12
ଯଦି gconfd ଚାଲୁଅଛି ତେବେ 0 ଫେରାନ୍ତୁ, ଯଦି ନାହିଁ ତେବେ 2 ଫେରାନ୍ତୁ.
309.
Launch the configuration server (gconfd). (Normally happens automatically when needed.)
2008-10-12
ବିନ୍ୟାସ ସର୍ଭର (gconfd) କୁ ଆରମ୍ଭକରନ୍ତୁ. (ସାଧାରଣତଃ ଆବଶ୍ୟକ ହେଲେ ସ୍ୱୟଂଚାଳିତ ଭାବରେ ଘଟିଥାଏ)
310.
Specify the type of the value being set, or the type of the value a schema describes. Unique abbreviations OK.
2008-10-12
ନିର୍ଦ୍ଧାରିତ ମୂଲ୍ୟର ପ୍ରକାର, କିମ୍ବା ବିବରଣିକା ବର୍ଣ୍ଣନା କରୁଥିବା ମୂଲ୍ୟର ପ୍ରକାର ଉଲ୍ଲେଖ କରନ୍ତୁ. ଅନନ୍ୟ ସଂଙ୍କେତାକ୍ଷର OK.
311.
int|bool|float|string|list|pair
2008-10-12
int|bool|float|string|list|pair
312.
Print the data type of a key to standard output.
2008-10-12
ମାନକ ଫଳାଫଳ ପାଇଁ ଗୋଟିଏ କି ର ତଥ୍ୟ ପ୍ରକାରକୁ ମୁଦ୍ରଣକରନ୍ତୁ.
313.
Get the number of elements in a list key.
2008-10-12
ତାଲିକା କିରେ ଥିବା ଉପାଦାନମାନଙ୍କର ସଂଖ୍ଯା ନିରୁପଣ କରନ୍ତୁ.
314.
Get a specific element from a list key, numerically indexed.
2008-10-12
ତାଲିକା କିରୁ ସଂଖ୍ୟାତ୍ମକ ଭାବରେ ଅନୁକ୍ରମିତ ଗୋଟିଏ ନିର୍ଦ୍ଦିଷ୍ଟ ଉପାଦାନ ଆଣନ୍ତୁ.
315.
Specify the type of the list value being set, or the type of the value a schema describes. Unique abbreviations OK.
2009-07-02
ସେଟ କରାଯାଇଥିବା ତାଲିକା ମୂଲ୍ୟର ପ୍ରକାର, କିମ୍ବା ଯୋଜନାରେ ବର୍ଣ୍ଣନା କରାଯାଇଥିବା ମୂଲ୍ୟର ପ୍ରକାର ଉଲ୍ଲେଖ କରନ୍ତୁ। ଅନନ୍ୟ ସଂକେତାକ୍ଷର OK.
316.
int|bool|float|string
2008-10-12
int|bool|float|string