Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 772 results
~
No _Devices Selected
2013-12-14
କୌଣସି ଉପକରଣ ବଛାହୋଇନାହିଁ (_D)
~
Resyncing
2013-12-14
ପୁନଃସନ୍ତୁଳନ
~
Error stopping RAID array
2013-12-14
RAID ଆରେକୁ ବନ୍ଦ କରିବାରେ ତ୍ରୁଟି
~
Stripe
2013-12-14
ରେଖା
~
RAID ARRAY IS MISCONFIGURED
2013-12-14
RAID ଆରେ ଭୁଲ ଭାବରେ ବିନ୍ୟାସିତ ହୋଇଛି
~
Data Scrubbing and Repair
2013-12-14
ତଥ୍ୟ ପରିସ୍କାର ଏବଂ ସଜଡ଼ା
~
Frozen
2013-12-14
ସ୍ଥିର ହୋଇଛି
~
Error starting RAID array
2013-12-14
RAID ଆରେକୁ ଆରମ୍ଭ କରିବାରେ ତ୍ରୁଟି
~
Stripe of Mirrors
2013-12-14
ପ୍ରତିବିମ୍ବଗୁଡ଼ିକର ଧାରା
~
Dedicated Parity
2013-12-14
ନିର୍ଦ୍ଦିଷ୍ଟ ଯୁଗଳ
~
Data Scrubbing
2013-12-14
ତଥ୍ୟ ପରିଷ୍କାର
~
Split-Brain
2013-12-14
ମସ୍ତିଷ୍କ ପୃଥକିକରଣ
~
ARRAY IS DEGRADED
2013-12-14
ଆରେ ଖରାପ ହୋଇଛି
~
An error occurred when adding a disk to the RAID Array
2013-12-14
RAID ଆରେରେ ଡିସ୍କ ଯୋଡ଼ିବା ସମୟରେ ଏକ ତ୍ରୁଟି ଘଟିଛି
~
Data Scrubbing
2013-12-14
ତଥ୍ୟ ପରିସ୍କାର
~
Recovering
2013-12-14
ପୁନର୍ଲାଭ କରୁଅଛି
~
An error occurred when requesting data redundancy check
2013-12-14
ତଥ୍ୟ ଅଧିକତା ଯାଞ୍ଚକୁ ଅନୁରୋଧ କରିବା ସମୟରେ ଗୋଟିଏ ତ୍ରୁଟି ପରିଲିଖିତ ହେଲା
~
_Repair mismatched blocks, if possible
2013-12-14
ସମ୍ଭବ ହେଲେ, ମେଳ ଖାଉନଥିବା ବ୍ଲକଗୁଡ଼ିକୁ ସଜାଡ଼ନ୍ତୁ (_R)
~
%d _Device Selected (%s)
%d _Devices Selected (%s)
2013-12-14
%d ଉପକରଣକୁ ବଛାହୋଇଛି (%s) (_D)
%d ଉପକରଣଗୁଡ଼ିକୁ ବଛାହୋଇଛି (%s) (_D)
~
Double Distributed Parity
2013-12-14
ଦୁଇଟି ବଣ୍ଟିତ ଯୁଗଳ
~
A RAID array is degraded.
2013-12-14
ଗୋଟିଏ RAID ଆରେକୁ ଅବନତ କରାଯାଇଛି।
~
RAID Problems Detected
2013-12-14
RAID ସମସ୍ୟାଗୁଡ଼ିକ ଚିହ୍ନଟ ହୋଇଛି
~
Error setting bitmap for the RAID array
2013-12-14
RAID ଆରେ ପାଇଁ ବିଟ ପ୍ରତିଚିତ୍ର ସେଟ କରିବାରେ ତ୍ରୁଟି
~
As storage devices can develop bad blocks at any time it is valuable to regularly read all blocks on all disks in a RAID array so as to catch such bad blocks early. The RAID array will remain operational for the duration of the operation but performance will be impacted. For more information about data scrubbing, see the <a href='https://raid.wiki.kernel.org/index.php/RAID_Administration'>RAID Administration</a> article.
2013-12-14
ଯେପରି ସଂରକ୍ଷଣ ଉପକରଣ ଯେକୌଣସି ସମୟରେ ଖରାପ ବ୍ଲକଗୁଡ଼ିକୁ ବିକାଶ କରିପାରେ, ତେଣୁ ନିୟମିତ ଭାବରେ ସମସ୍ତ ବ୍ଲକଗୁଡ଼ିକୁ ସମସ୍ତ ଡିସ୍କଗୁଡ଼ିକ ଉପରେ RAID ଆରେରେ ପଢ଼ିବା ଉଚିତ ଯାହା ଫଳରେ ଏହିପରି ଖରାପ ବ୍ଲକଗୁଡ଼ିକୁ ଅତିଶିଘ୍ର ଧରିପାରିବେ। RAID ଆରେ ପ୍ରୟୋଗ ସମୟରେ କାର୍ଯ୍ୟରତ ରହିବ କିନ୍ତୁ କାର୍ଯ୍ୟଦକ୍ଷତା ପ୍ରଭାବିତ ହେବ। ତଥ୍ୟ ପରିଷ୍କାର ବିଷୟରେ ଅଧିକ ସୂଚନା ପାଇଁ, <a href='https://raid.wiki.kernel.org/index.php/RAID_Administration'>RAID ପ୍ରଶାସନ</a> ପତ୍ରିକାକୁ ଦେଖନ୍ତୁ।
~
Removing a disk from a RAID array may degrade it
2013-12-14
RAID ଆରେରୁ ଏକ ଡିସ୍କକୁ ବାହାର କରିବା ଫଳରେ ତାହା ହୁଏତଃ ଖରାପ କରିପାରେ
~
An error occurred when removing a disk from the RAID Array
2013-12-14
RAID ଆରେରୁ ଡିସ୍କକୁ ବାହାର କରିବା ସମୟରେ ଏକ ତ୍ରୁଟି ଘଟିଛି
~
Stop RAID Array
2013-09-16
RAID ଆରେକୁ ଅଟକାନ୍ତୁ
~
Done
2013-09-16
ସମ୍ପନ୍ନ
~
Click to select multiple disks to perform operations on
2013-09-16
ପ୍ରୟୋଗଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏକାଧିକ ଡିସ୍କଗୁଡ଼ିକୁ ବାଛିବା ପାଇଁ କ୍ଲିକ କରନ୍ତୁ
~
Detach Loop Device
2013-09-16
ଲୁପ ଉପକରଣକୁ ଅଲଗା କରନ୍ତୁ
~
Usable Size
2013-09-16
ବ୍ୟବହାରଯୋଗ୍ୟ ଆକାର
~
Are you sure you want to remove the disk?
2013-09-16
ଏହି ଡିସ୍କକୁ ଅପସାରଣ କରିବାକୁ ଚାହୁଁଛନ୍ତି ବୋଲି ଆପଣ ନିଶ୍ଚିତ କି?
~
Disk
2013-09-16
ଡିସ୍କ
~
More actions
2013-09-16
ଅଧିକ କାର୍ଯ୍ୟଗୁଡ଼ିକ
~
Existing content on the devices will be erased
2013-09-16
ଉପକରଣଗୁଡ଼ିକ ଉପରେ ସ୍ଥିତବାନ ବିଷୟବସ୍ତୁକୁ ଲିଭାନ୍ତୁ
~
Eject the medium in the drive
2013-09-16
ଡ୍ରାଇଭରେ ମାଧ୍ଯମକୁ ବାହାର କରନ୍ତୁ
~
%s RAID Array
2013-09-16
%s RAID ଆରେ
~
Position
2013-09-16
ଅବସ୍ଥାନ
~
State
2013-09-16
ସ୍ଥିତି
~
RAID Arrays
2013-09-16
RAID ଆରେ
~
Power off the drive
2013-09-16
ଡ୍ରାଇଭକୁ ବନ୍ଦ କରନ୍ତୁ
~
Number of Disks
2013-09-16
ଡିସ୍କ ସଂଖ୍ୟା
~
Delete partition
2013-09-16
ବିଭାଜନକୁ ଅପସାରଣ କରନ୍ତୁ
~
Write-mostly
2013-09-16
Write-mostly
~
Are you sure you want to use the disks for a RAID array?
2013-09-16
RAID ଆରେ ପାଇଁ ଡିସ୍କକୁ ବ୍ୟବହାର କରିବେ ବୋଲି ଆପଣ ନିଶ୍ଚିତ କି?
~
Create RAID
2013-09-16
RAID ନିର୍ମାଣ କରନ୍ତୁ
~
If set, some OSes may hide the contents of the partition in their user interfaces
2013-09-16
ଯଦି ସେଟ କରାଯାଇଥାଏ, ତେବେ କିଛି OSes ହୁଏତଃ ବିଭାଜନର ବିଷୟବସ୍ତୁକୁ ବ୍ୟବହାରକାରୀ ଅନ୍ତରାପୃଷ୍ଠରେ ଲୁଚାଇଥାଏ
~
Start RAID Array
2013-09-16
RAID ଆରେକୁ ଆରମ୍ଭ କରନ୍ତୁ
~
_Devices
2013-09-16
ଉପକରଣଗୁଡ଼ିକ (_D)
~
RAID _Level
2013-09-16
RAID ସ୍ତର (_L)