Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 387 results
~
<i>x</i>
2011-03-21
<i>x</i>
~
_Mode
2010-05-23
ଧାରା (_M)
~
_Programming
2009-02-04
କାର୍ଯ୍ୟକ୍ରମ (_P)
~
_Basic
2008-09-05
ମୌଳିକ (_B)
~
_Advanced
2008-09-05
ଉନ୍ନତ (_A)
~
_Financial
2008-09-05
ଆର୍ଥିକ (_F)
1.
Inverse
2011-03-21
ପ୍ରତିକୂଳ
2.
Factorize
2011-03-21
ବିଭକ୍ତିକରଣ
3.
Factorial
2011-03-21
ଗୁଣନାଙ୍କ
5.
Subscript
2011-03-21
ପାଦାଙ୍କ
6.
Superscript
2011-03-21
ଉର୍ଦ୍ଧଲିପି
7.
Scientific Exponent
2011-03-21
ବୈଜ୍ଞାନିକ ଘାତ
8.
Memory
2011-03-21
ସ୍ମୃତିସ୍ଥାନ
9.
x
2011-03-21
x
10.
Absolute Value
2010-05-23
ପରମ ମୂଲ୍ଯ
11.
Exponent
2011-03-21
ଘାତ
12.
Store
2010-05-23
ସଞ୍ଚୟ କରନ୍ତୁ
13.
Compounding Term
2009-02-04
ଚକ୍ରବୃଦ୍ଧି ଅବଧି
14.
C_alculate
2009-02-04
ହିସାବ କରନ୍ତୁ (_a)
15.
Present _Value:
2009-02-04
ବର୍ତ୍ତମାନର ମୂଲ୍ଯ (_V):
16.
Periodic Interest _Rate:
2009-02-04
ସାମୟିକ ସୁଧ ଅନୁପାତ (_R):
17.
Calculates the number of compounding periods necessary to increase an investment of present value to a future value, at a fixed interest rate per compounding period.
2009-08-26
ଗୋଟିଏ ସାଧାରଣ ବାର୍ଷିକ ଅବଧିରେ ଆବଶ୍ୟକୀୟ ଦେୟ ଅବଧି ସଂଖ୍ୟା ଗଣନା କରନ୍ତୁ, ଭବିଷ୍ୟତ ମୂଲ୍ୟ ସଂଗ୍ରହ କରିବା ପାଇଁ, ସ୍ଥିର ଶୁଧ ହାହରେ।
18.
_Future Value:
2009-02-04
ଭବିଷ୍ଯତ ମୂଲ୍ଯ (_F):
19.
Double-Declining Depreciation
2009-02-04
ଦ୍ବିଗୁଣ ହ୍ରାସ ହେଉଥିବା ବିକଳନ
20.
Calculates the depreciation allowance on an asset for a specified period of time, using the double-declining balance method.
2009-08-26
ଉଲ୍ଲିଖିତ ସମୟସୀମା ମଧ୍ଯରେ ସାମଗ୍ରୀଗୁଡ଼ିକର କ୍ଷୟ ଭତ୍ତା ଗଣନା କରନ୍ତୁ, double-declining ସମତୁଲ ପଦ୍ଧତି ବ୍ୟବହାର କରି।
21.
C_ost:
2009-02-04
ମୂଲ୍ୟ (_o):
22.
_Life:
2009-02-04
ଜୀବନ (_L):
23.
_Period:
2009-02-04
ଅବଧି (_P):
24.
Future Value
2009-02-04
ଭବିଷ୍ଯତ ମୂଲ୍ଯ
25.
Calculates the future value of an investment based on a series of equal payments at a periodic interest rate over the number of payment periods in the term.
2009-08-26
ଗୋଟିଏ ସାଧାରଣ ବାର୍ଷିକ ଅବଧିରେ ଆବଶ୍ୟକୀୟ ଦେୟ ଅବଧି ସଂଖ୍ୟା ଗଣନା କରନ୍ତୁ, ଭବିଷ୍ୟତ ମୂଲ୍ୟ ସଂଗ୍ରହ କରିବା ପାଇଁ, ଅବଧି ଶୁଧ ହାହରେ।
26.
_Periodic Payment:
2009-02-04
ସାମୟିକ ପରିଶୋଧ (_P):
27.
_Number of Periods:
2010-05-23
ଅବଧି ସଂଖ୍ୟା (_N):
28.
Gross Profit Margin
2009-02-04
ସମୁଦାୟ ଲାଭ ସୀମା
29.
Calculates the resale price of a product, based on the product cost and the wanted gross profit margin.
2009-08-26
ଗୋଟିଏ ବସ୍ତୁର ପୁନଃବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ, ଉତ୍ପାଦ ମୂଲ୍ୟ ଏବଂ ଆବଶ୍ୟକୀୟ ଲାଭ ସୀମା ଉପରେ ଆଧାରିତ।
30.
_Margin:
2009-02-04
ସୀମା (_M):
31.
Periodic Payment
2009-02-04
ସାମୟିକ ପରିଶୋଧ
32.
Calculates the amount of the periodic payment of a loan, where payments are made at the end of each payment period.
2009-02-04
ଅବଧିକ ଦେୟ ଋଣର ପରିମାଣ ହିସାବ କରନ୍ତୁ, ଯେଉଁଥିରେ ପ୍ରତ୍ୟେକ ଦେୟ ଅବଧି ଶେଷରେ ଋଣ ପୈଠ କରାଯାଇଥାଏ।
33.
_Principal:
2009-02-04
ମୂଳ ଧନ (_P):
34.
_Term:
2009-02-04
ଅବଧି (_T):
35.
Present Value
2009-02-04
ବର୍ତ୍ତମାନର ମୂଲ୍ଯ
36.
Calculates the present value of an investment based on a series of equal payments discounted at a periodic interest rate over the number of payment periods in the term.
2009-08-26
ସମାନ ଅନୁପାତର କ୍ରମିକ ନିବେଶ ଯେଉଁଥିରେ ସାମୟିକ ଶୁଧ ହାର ଛାଡ଼କରାଯାଇଥାଏ ତାହା ଉପରେ ଆଧାରିତ ନିବେଶର ବର୍ତ୍ତମାନ ମୂଲ୍ୟ ଗଣନା କରନ୍ତୁ।
37.
Periodic Interest Rate
2009-02-04
ସାମୟିକ ସୁଧ ଅନୁପାତ
38.
Calculates the periodic interest necessary to increase an investment to a future value, over the number of compounding periods.
2009-08-26
ଗୋଟିଏ ନିବେଶର ଭବିଷ୍ୟତ ମୂଲ୍ୟକୁ ବୃଦ୍ଧିକରିବା ପାଇଁ, ସମୟ ଅନୁସାରେ ଆବଶ୍ୟକୀୟ ପୁନଃପୌନିକ ଶୁଧ ଗଣନା କରନ୍ତୁ।
39.
Straight-Line Depreciation
2009-02-04
ସରଳ-ରେଖା ବିକଳନ
40.
_Cost:
2009-02-04
ମୂଲ୍ୟ (_C):
41.
_Salvage:
2009-02-04
ଉଦ୍ଧାର (_S):
42.
Calculates the straight-line depreciation of an asset for one period. The straight-line method of depreciation divides the depreciable cost evenly over the useful life of an asset. The useful life is the number of periods, typically years, over which an asset is depreciated.
2009-08-26
ସରଳ-ରେଖା କ୍ଷୟକୁ ଏକ ସମୟରେ ଗଣନା କରନ୍ତୁ। କ୍ଷୟର ସରଳ-ରେଖା ପଦ୍ଧତିକୁ କ୍ଷୟ ମୂଲ୍ୟରେ ବିଭକ୍ତ କରି ବ୍ୟବହାର ଉପଯୋଗୀ କରିଥାଏ। ବ୍ୟବହାର ଉପଯୋଗୀ ହେଉଛି ଅବଧି ସଂଖ୍ୟା, ବର୍ଷ ଆକାରରେ, ଯେଉଁ ସମୟରେ ସମ୍ବଳ କ୍ଷୟହୋଇଥାଏ।
43.
Sum-of-the-Years'-Digits Depreciation
2011-03-21
Sum-of-the-Years'-Digits ବିକଳନ
44.
Calculates the depreciation allowance on an asset for a specified period of time, using the Sum-of-the-Years'-Digits method. This method of depreciation accelerates the rate of depreciation, so that more depreciation expense occurs in earlier periods than in later ones. The useful life is the number of periods, typically years, over which an asset is depreciated.
2011-03-21
Sum-Of-The-Years'-Digits ପଦ୍ଧତିରେ, ଉଲ୍ଲିଖିତ ସମୟସୀମା ମଧ୍ଯରେ ସାମଗ୍ରୀଗୁଡ଼ିକର କ୍ଷୟ ଭତ୍ତା ଗଣନା କରନ୍ତୁ। କ୍ଷୟର ଏହି ପଦ୍ଧତି କ୍ଷତି ହାରକୁ ବୃଦ୍ଧିକରିଥାଏ, ତେଣୁ ପୂର୍ବ ସମୟରେ ପରବର୍ତ୍ତୀ ସମୟ ଅପେକ୍ଷା ଅଧିକ କ୍ଷତି ଘଟିଥାଏ। ବ୍ୟବହାର ଉପଯୋଗୀ ସମୟ ହେଉଛି ଅବଧି ସଂଖ୍ୟା, ସାଧାରଣତଃ ବର୍ଷ ଆକାରରେ, ଯେଉଁ ସମୟ ମଧ୍ଯରେ ସାମଗ୍ରୀଗୁଡ଼ିକ କ୍ଷୟ ହୋଇଥାଏ।
45.
Payment Period
2009-02-04
ପରିଶୋଧ ସମୟ