Browsing Oriya translation

27 of 46 results
27.

Joystick
This module helps to check if your joystick is working correctly.
If it delivers wrong values for the axes, you can try to solve this with the calibration.
This module tries to find all available joystick devices by checking /dev/js[0-4] and /dev/input/js[0-4]
If you have another device file, enter it in the combobox.
The Buttons list shows the state of the buttons on your joystick, the Axes list shows the current value for all axes.
NOTE: the current Linux device driver (Kernel 2.4, 2.6) can only autodetect

2-axis, 4-button joystick

3-axis, 4-button joystick

4-axis, 4-button joystick

Saitek Cyborg 'digital' joysticks

(For details you can check your Linux source/Documentation/input/joystick.txt)

Joystick
ଆପଣଙ୍କର joystick ସଠିକ ଭାବରେ କାର୍ଯ୍ୟ କରୁଛି କି ନାହିଁ ଯାଞ୍ଚ କରିବା ପାଇଁ ଏହି ଏକକାଂଶଟି ସହାୟତା କରିଥାଏ।
ଅକ୍ଷଗୁଡ଼ିକ ପାଇଁ ଯଦି ଏହା ଭୁଲ ମୂଲ୍ୟ ପ୍ରଦାନ କରିଥାଏ, ମାପ ଦ୍ୱାରା ଆପଣ ଏହାକୁ ସମାଧାନ କରିବା ପାଇଁ ଚେଷ୍ଟାକରିପାରିବେ।
ଏହି ଏକକାଂଶ /dev/js[0-4] ଏବଂ /dev/input/js[0-4]କୁ ଯାଞ୍ଚ କରି ସମସ୍ତ ଉପଲବ୍ଧ joystick ଉପକରଣଗୁଡ଼ିକୁ ଖୋଜି ପାଇବାକୁ ଚେଷ୍ଟାକରିଥାଏ
ଯଦି ଆପଣଙ୍କ ପାଖରେ ଅନ୍ୟ ଏକ ଉପକରଣ ଫାଇଲ ଅଛି, କମ୍ବୋବକ୍ସରେ ତାହାକୁ ଭରଣ କରନ୍ତୁ।
ବଟନ ତାଲିକା ଆପଣଙ୍କ joystickରେ ଥିବା ସ୍ଥିତିକୁ ଦର୍ଶାଇଥାଏ, ଅକ୍ଷ ତାଲିକା ସମସ୍ତ ଅକ୍ଷଗୁଡ଼ିକର ବର୍ତ୍ତମାନ ସ୍ଥିତିକୁ ଦର୍ଶାଇଥାଏ।
NOTE: ସାମ୍ପ୍ରତିକ Linux ଉପକରଣ ଡ୍ରାଇଭର (କର୍ଣ୍ଣଲ 2.4, 2.6) ହିଁ କେବଳ

2-ଅକ୍ଷ, 4-ବଟନ joystick

3-ଅକ୍ଷ, 4-ବଟନ joystick

4-ଅକ୍ଷ, 4-ବଟନ joystick

Saitek Cyborg 'ସାଂଖିକ' joysticks

କୁ ସ୍ୱୟଂଯାଞ୍ଚ କରିପାରିବ(ବିସ୍ତୃତ ବିବରଣୀ ପାଇଁ ଆପଣ ଆପଣଙ୍କ Linux ଉତ୍ସ/ଦଲିଲିକରଣ/ନିବେଶ/joystick.txtକୁ ଯାଞ୍ଚ କରିପାରିବେ)
Translated by Manoj Kumar Giri
Located in joystick.cpp:85
27 of 46 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.