Translations by Subhransu Behera

Subhransu Behera has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 1216 results
1.
Default Display
2006-09-19
ପୂର୍ବନିର୍ଦ୍ଧାରିତ ପ୍ରଦର୍ଶନ
2.
The default display for GDK
2006-09-19
GDK ପାଇଁ ପୂର୍ବନିର୍ଦ୍ଧାରିତ ପ୍ରଦର୍ଶନ
4.
the GdkScreen for the renderer
2008-01-12
ଚିତ୍ରକ ପାଇଁ GdkScreen
5.
Font options
2007-09-19
ଅକ୍ଷରରୂପ ବିକଳ୍ପ
6.
The default font options for the screen
2008-01-12
ପରଦା ପାଇଁ ପୂର୍ବନିର୍ଦ୍ଧାରିତ ଅକ୍ଷରରୂପ ବିକଳ୍ପ
7.
Font resolution
2006-09-19
ଅକ୍ଷରରୂପ ବିଭେଦନ
8.
The resolution for fonts on the screen
2006-09-19
ପରଦାରେ ଅକ୍ଷରରୂପ ପାଇଁ ବିଭେଦନ
10.
Program name
2007-06-18
ପ୍ରୋଗ୍ରାମ ର ନାମ
11.
The name of the program. If this is not set, it defaults to g_get_application_name()
2007-09-19
ପ୍ରୋଗ୍ରାମର ନାମ। ଏହାକୁ ବିନ୍ଯାସ କରାଯାଇ ନ ଥିଲେ, g_get_application_name() ପୂର୍ବନିର୍ଦ୍ଧାରିତ ନାମ ହୋଇଥାଏ।
12.
Program version
2007-06-18
ପ୍ରୋଗ୍ରାମ ର ସଂସ୍କରଣ
13.
The version of the program
2006-09-19
ପ୍ରୋଗ୍ରାମ ର ସଂସ୍କରଣ
14.
Copyright string
2006-09-19
ସ୍ବତ୍ତ୍ବାଧୀକାର ବାକ୍ଯଖଣ୍ଡ
15.
Copyright information for the program
2006-09-19
ପ୍ରୋଗ୍ରାମ ପାଇଁ ସ୍ବତ୍ତ୍ବାଧୀକାର ସୂଚନା
17.
Comments about the program
2008-01-12
ପ୍ରୋଗ୍ରାମ ବିଷୟରେ ଟିପ୍ପଣୀ
18.
Website URL
2008-01-12
ୱେବସାଇଟ ୟୁ.ଆର.ଏଲ.
19.
The URL for the link to the website of the program
2008-01-12
ପ୍ରୋଗ୍ରାମର ୱେବସାଇଟ ସଂଯୋଗ ପାଇଁ ୟୁ.ଆର.ଏଲ.
20.
Website label
2006-09-19
ୱେବସାଇଟ ସୂଚକ
21.
The label for the link to the website of the program. If this is not set, it defaults to the URL
2007-09-19
ପ୍ରୋଗ୍ରାମର ୱେବସାଇଟ ସଂଯୋଗ ପାଇଁ ସୂଚକ। ଏହାକୁ ବିନ୍ଯାସ କରାଯାଇ ନ ଥିଲେ, ୟୁ.ଆର.ଏଲ. ପୂର୍ବନିର୍ଦ୍ଧାରିତ ସୂଚକ ହୋଇଥାଏ
22.
Authors
2008-01-12
ଲେଖକ ମାନେ
23.
List of authors of the program
2008-01-12
ପ୍ରୋଗ୍ରାମ ଲେଖକ ମାନଙ୍କର ତାଲିକା
24.
Documenters
2006-09-19
ଦସ୍ତାବେଜକର୍ତା
25.
List of people documenting the program
2008-01-12
ଏହି ପ୍ରୋଗ୍ରାମର ଦସ୍ତାବେଜୀକରଣ କରୁଥିବା ବ୍ଯକ୍ତି ମାନଙ୍କ ସୂଚୀ
26.
Artists
2007-09-19
ଚିତ୍ରକାର
27.
List of people who have contributed artwork to the program
2007-09-19
ପ୍ରୋଗ୍ରାମର ଚତ୍ରକଳା ପାଇଁ ଅଂଶଦାନ କରିଥିବା ବ୍ଯକ୍ତି ମାନଙ୍କ ନାମ
28.
Translator credits
2007-06-18
ଶୁଭ୍ରାଂଶୁ ବେହେରା <arya_subhransu@yahoo.co.in>
29.
Credits to the translators. This string should be marked as translatable
2006-09-19
ଅନୁବାଦକ ମାନଙ୍କୁ ଶ୍ରେୟ। ଏହି ବାକ୍ଯଖଣ୍ଡକୁ ଅନୁବାଦ ଯୋଗ୍ଯ ବୋଲି ଚିହ୍ନିତ କରାଯିବା ଉଚିତ
31.
A logo for the about box. If this is not set, it defaults to gtk_window_get_default_icon_list()
2008-01-12
ବିବରଣୀ ବାକ୍ସ ପାଇଁ ଗୋଟିଏ ପ୍ରତୀକ। ଏହାକୁ ବିନ୍ଯାସ କରାଯାଇ ନ ଥିଲେ, gtk_window_get_default_icon_list() ପୂର୍ବନିର୍ଦ୍ଧାରିତ ହୋଇଥାଏ।
33.
A named icon to use as the logo for the about box.
2008-01-12
ବିବରଣୀ ବାକ୍ସରେ ପ୍ରତୀକ ଭାବରେ ବ୍ଯବହାର କରିବା ପାଇଁ ଗୋଟିଏ ନାମିତ ଚିତ୍ରସଙ୍କେତ
34.
Wrap license
2008-01-12
ଲାଇସେନ୍ସକୁ ପରିବେଷ୍ଟିତ କରନ୍ତୁ
35.
Whether to wrap the license text.
2008-01-12
ଲାଇସେନ୍ସ ପାଠ୍ଯକୁ ପରିବେଷ୍ଟିତ କରାଯିବ କି ନାହିଁ
36.
Accelerator Closure
2008-01-12
ତ୍ବରକ ସମାପ୍ତି
2006-09-19
ତ୍ବରକ ପରିସମାପ୍ତି
37.
The closure to be monitored for accelerator changes
2007-09-19
ତ୍ବରକ ପରିବର୍ତ୍ତନ ପାଇଁ ଦୃଷ୍ଟି ରଖାଯିବା ସମାପ୍ତି
2006-09-19
ତ୍ବରକ ପରିବର୍ତ୍ତନ ପାଇଁ ଦୃଷ୍ଟି ରଖାଯିବା ପରିସମାପ୍ତି ବିତର୍କ
38.
Accelerator Widget
2006-09-19
ତ୍ବରକ ୱିଜେଟ
39.
The widget to be monitored for accelerator changes
2006-09-19
ତ୍ବରକ ପରିବର୍ତ୍ତନ ପାଇଁ ଦୃଷ୍ଟି ରଖାଯିବା ୱିଜେଟ
40.
Name
2006-09-19
ନାମ
41.
A unique name for the action.
2008-01-12
କାର୍ଯ୍ଯ ପାଇଁ ଗୋଟିଏ ଅନନ୍ଯ ନାମ।
2006-09-19
କାର୍ଯ୍ଯ ପାଇଁ ଗୋଟିଏ ଅନନ୍ଯ ନାମ
42.
Label
2006-09-19
ସୂଚକ
43.
The label used for menu items and buttons that activate this action.
2008-01-12
ଏହି କାର୍ଯ୍ଯକୁ ସକ୍ରିୟ କରୁଥିବା ତାଲିକା ବସ୍ତୁ ଏବଂ ବଟନ ମାନଙ୍କ ପାଇଁ ବ୍ଯବହାର କରାଯାଉଥିବା ସୂଚକ।
2006-09-19
ଏହି କାର୍ଯ୍ଯକୁ ସକ୍ରିୟ କରୁଥିବା ବଟନ ଏବଂ ତାଲିକା ବସ୍ତୁ ପାଇଁ ବ୍ଯବହୃତ ହେଉଥିବା ସୂଚକ।
44.
Short label
2006-09-19
କ୍ଷୁଦ୍ର ସୂଚକ
45.
A shorter label that may be used on toolbar buttons.
2007-09-19
ଗୋଟିଏ କ୍ଷୁଦ୍ର ସୂଚକ ଯାହାକୁ ସାଧନ ପଟି ବଟନ ମାନଙ୍କରେ ବ୍ଯବହାର କରିହେବ।
2006-09-19
ସାଧନ ପଟି ବଟନରେ ବ୍ଯବହୃତ ହୋଇ ପାରିବା ଗୋଟିଏ କ୍ଷୁଦ୍ର ସୂଚକ
46.
Tooltip
2006-09-19
ଉପକରଣ ସୂଚନା
47.
A tooltip for this action.
2008-01-12
ଏହି କାର୍ଯ୍ଯ ପାଇଁ ଗୋଟିଏ ଉପକରଣ ସୂଚନା
2006-09-19
ଏହି କାର୍ଯ୍ଯ ପାଇଁ ଉପକରଣ ସୂଚନା।
48.
Stock Icon
2006-09-19
ଷ୍ଟୋକ ଚିତ୍ରସଙ୍କେତ
49.
The stock icon displayed in widgets representing this action.
2006-09-19
ଏହି କାର୍ଯ୍ଯକୁ ବର୍ଣ୍ଣନା କରୁଥିବା ଷ୍ଟୋକ ଚିତ୍ରସଙ୍କେତରେ ପ୍ରଦର୍ଶିତ ୱିଜେଟ