Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 784 results
~
Error Color Text
2012-09-28
ତ୍ରୁଟି ରଙ୍ଗ ପାଠ୍ୟ
~
Open files and block process until files are closed
2012-09-28
ଫାଇଲଗୁଡ଼ିକ ବନ୍ଦ ନହେବା ପର୍ଯ୍ୟନ୍ତ ଫାଇଲଗୁଡ଼ିକୁ ଖୋଲା ରଖନ୍ତୁ ଏବଂ ପ୍ରକ୍ରିୟାକୁ ଅଟକ ରଖନ୍ତୁ
~
The selected format used when inserting the date/time.
2012-09-28
ତାରିଖ/ସମୟ ଭର୍ତ୍ତି କରିବା ସମୟରେ ବଚ୍ଛିତ ଶୈଳୀ ବ୍ୟବହାର କରାଯାଇଥାଏ।
~
The custom format used when inserting the date/time.
2012-09-28
ତାରିଖ/ସମୟ ଭର୍ତ୍ତି କରିବା ସମୟରେ ଇଚ୍ଛାମୁତାବକ ଶୈଳୀ ବ୍ୟବହାର କରାଯାଇଥାଏ।
~
Bracket match found on line: %d
2012-09-28
ଅନଲାଇନରେ ବନ୍ଧନୀ ମେଳ ମିଳିଛି: %d
~
Command Color Text
2012-09-28
ନିର୍ଦ୍ଦେଶ ପାଠ୍ୟ ରଙ୍ଗ
~
The file "%s" was previously saved using compression and will now be saved as plain text.
2012-09-28
ସଙ୍କୋଚନ ବ୍ୟବହାର କରି ଫାଇଲ "%s" ପୂର୍ବରୁ ସଂରକ୍ଷିତ ଏବଂ ବର୍ତ୍ତମାନ ସରଳ ପାଠ୍ୟ ଭାବରେ ସଂରକ୍ଷିତ ହେବ।
~
Bracket match not found
2012-09-28
ଅନଲାଇନରେ ବନ୍ଧନୀ ମେଳ ମିଳିଲା ନାହିଁ
~
The file "%s" was previously saved as plain text and will now be saved using compression.
2012-09-28
ଫାଇଲ "%s" ପୂର୍ବରୁ ସରଳ ପାଠ୍ୟ ଭାବରେ ସଂରକ୍ଷିତ ଏବଂ ବର୍ତ୍ତମାନ ସଙ୍କୋଚନ ବ୍ୟବାହର କରି ସଂରକ୍ଷିତ ହେବ।
~
If the user should be prompted for a format or if the selected or custom format should be used.
2012-09-28
ଯଦି ଚାଳକକୁ କୌଣସି ଶୈଳୀ ପାଇଁ ପଚରାଯାଏ ଅଥବା ଯଦି ବଚ୍ଛିତ ଅଥବା ଇଚ୍ଛାରୂପଣ ଶୈଳୀକୁ ବ୍ୟବହାର କରିବା ପାଇଁ ପଚରାଯାଏ।
~
_New Tab Group
2011-05-20
ନୂତନ ଟ୍ୟାବ ଶ୍ରେଣୀ (_N)
~
Create a new tab group
2011-05-20
ଏକ ନୂଆ ଟ୍ୟାବ ଶ୍ରେଣୀ ସୃଷ୍ଟି କରନ୍ତୁ
~
_Highlight Misspelled Words
2011-05-20
ବନାନ ଭୁଲ ଶବ୍ଦମାନଙ୍କୁ ଆଲୋକିତ କରନ୍ତୁ (_H)
~
Highlighting
2011-05-20
ବିଶେଷଦର୍ଶନ
~
_Save Using Compression
2011-05-20
ସଙ୍କୋଚନ ପ୍ରଣାଳୀକୁ ବ୍ୟବହାର କରି ଫାଇଲକୁ ସଂରକ୍ଷଣ କରନ୍ତୁ (_S)
~
Run gedit in the background
2011-05-20
ପୃଷ୍ଠଭୂମିରେ gedit କୁ ଚଲାନ୍ତୁ
~
Custom Format
2011-05-20
ଇଚ୍ଛାରୂପକ ସଂରୂପ
~
Prompt Type
2011-05-20
ପଚାରିବା ପଦ୍ଧତି
~
Save the file as plain text?
2011-05-20
ଫାଇଲକୁ ସରଳ ପାଠ୍ୟ ଭାବରେ ସଂରକ୍ଷଣ କରିବେ କି?
~
Switch to the previous tab group
2011-05-20
ପୂର୍ବବର୍ତ୍ତୀ ଟ୍ୟାବ ଶ୍ରେଣୀକୁ ବଦଳ କରନ୍ତୁ
~
The command color text
2011-05-20
ନିର୍ଦ୍ଦେଶ ରଙ୍ଗ ପାଠ୍ୟ
~
P_revious Tab Group
2011-05-20
ପୂର୍ବ ଟ୍ୟାବ ଶ୍ରେଣୀ (_r)
~
Save the file using compression?
2011-05-20
ସଙ୍କୋଚନ ପ୍ରଣାଳୀକୁ ବ୍ୟବହାର କରି ଫାଇଲକୁ ସଂରକ୍ଷଣ କରିବେ କି?
~
The error color text
2011-05-20
ତ୍ରୁଟି ରଙ୍ଗ ପାଠ୍ୟ
~
Switch to the next tab group
2011-05-20
ପରବର୍ତ୍ତୀ ଟ୍ୟାବ ଶ୍ରେଣୀକୁ ବଦଳ କରନ୍ତୁ
~
Selected Format
2011-05-20
ବଚ୍ଛିତ ସଜ୍ଜିକରଣଶୈଳୀ
~
Version to Ignore
2011-05-20
ଅଗ୍ରାହ୍ୟ କରିବା ପାଇଁ ଥିବା ସଂସ୍କରଣ
~
Nex_t Tab Group
2011-05-20
ପରବର୍ତ୍ତୀ ଟ୍ୟାବ ଶ୍ରେଣୀ (_t)
~
Whether gedit should highlight matching brackets.
2011-05-20
ମେଳକ ବନ୍ଧନିଗୁଡ଼ିକୁ gedit ଆଲୋକପାତ କରିବା ଉଚିତ କି।
~
Notebook Show Tabs Mode
2011-05-20
ଟିପାଖାତା ଟ୍ଯାବଗୁଡିକର ଅବସ୍ଥା ଦର୍ଶାନ୍ତୁ
~
Display right _margin at column:
2011-05-20
ଡ଼ାହାଣ ସୀମାରେଖାକୁ ସ୍ତମ୍ଭରେ ଦର୍ଶାନ୍ତୁ (_m):
~
_Save As Plain Text
2011-05-20
ସାଧାରଣ ପାଠ୍ୟ ଭାବରେ ସଂରକ୍ଷଣ କରନ୍ତୁ (_S)
~
[FILE...] [+LINE[:COLUMN]]
2011-05-20
[FILE...] [+LINE[:COLUMN]]
~
Specifies when to show the notebook tabs. Use "never" to never show the tabs, "always" to always show the tabs, and "auto" to show the tabs only when there is more than one tab. Note that the values are case-sensitive, so make sure they appear exactly as mentioned here.
2011-05-20
କେତେବେଳେ ଟିପାଖାତା ଟ୍ୟାବଗୁଡ଼ିକୁ ଦର୍ଶାଯିବ ତାହା ଉଲ୍ଲେଖ କରନ୍ତୁ। ଟ୍ୟାବଗୁଡ଼ିକୁ ନଦର୍ଶାଇବା ପାଇଁ "never" ବ୍ଯବହାର କରନ୍ତୁ, ଟ୍ୟାବଗୁଡ଼ିକୁ ସର୍ବଦା ଦର୍ଶାଇବା ପାଇଁ "always", ଏବଂ ଗୋଟିଏରୁ ଅଧିକ ଟ୍ୟାବ ଥିଲେ ଦର୍ଶାଇବା ପାଇଁ "auto" ବ୍ୟବହାର କରନ୍ତୁ। ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ।
~
Run gedit in standalone mode
2011-05-20
gedit କୁ ଷ୍ଟାଣ୍ଡଏଲନ ଧାରାରେ ଚଲାନ୍ତୁ
~
GEOMETRY
2011-05-20
GEOMETRY
3.
gedit
2009-09-21
gedit
6.
Automatic indent
2011-05-20
ସ୍ବଅନୁଛେଦକରଣ
7.
Automatically Detected Encodings
2011-05-20
ସ୍ବଂୟ ଖୋଜି ପାଇଥିବା ସଙ୍କେତଗୁଡ଼ିକ
8.
Autosave
2011-05-20
ସ୍ବଂୟ ସଂରକ୍ଷଣ
9.
Autosave Interval
2011-05-20
ସ୍ବଂୟ ସଂରକ୍ଷଣ ମଧ୍ଯରେ ଅନ୍ତରାଳ
22.
If this value is 0, then no line numbers will be inserted when printing a document. Otherwise, gedit will print line numbers every such number of lines.
2009-03-16
ଏହି ସଂଖ୍ଯା ଶୂନ୍ଯ ଥିଲେ ଦଲିଲ ମୁଦ୍ରଣ ସମୟରେ ଧାଡ଼ି ସଂଖ୍ଯା ଯୋଡ଼ାଯିବ ନାହିଁ. ନହେଲେ,gedit ଏତିକି ଧାଡ଼ିରେ ଥରେ ଧାଡ଼ି ସଂଖ୍ଯା ମୁଦ୍ରଣ କରିବ.
26.
List of VFS schemes gedit supports in write mode. The 'file' scheme is writable by default.
2008-09-03
gedit ଲିଖିତ ଆକାରରେ VFS ଯୋଜନାଗୁଡ଼ିକର ତାଲିକାକୁ ସମର୍ଥନ କରେ. 'ଫାଇଲ' ଯୋଜନାଟି ପୂର୍ବନିର୍ଦ୍ଧାରିତ ଭାବେ ଲେଖାଯୋଗ୍ୟ.
27.
List of active plugins. It contains the "Location" of the active plugins. See the .gedit-plugin file for obtaining the "Location" of a given plugin.
2008-09-03
ସକ୍ରିୟ ପ୍ଲଗଇନମାନଙ୍କର ତାଲିକା. ଏହା ସକ୍ରିୟ ପ୍ଲଗଇନମାନଙ୍କର "ସ୍ଥାନ" କୁ ଧାରଣକରିଥାଏ. ପ୍ରଦତ୍ତ ପ୍ଲଗଇନର "ସ୍ଥାନ"କୁ ପାଇବା ପାଇଁ .gedit-plugin ଫାଇଲକୁ ଦେଖନ୍ତୁ.
28.
List of encodings shown in the Character Encoding menu in open/save file selector. Only recognized encodings are used.
2011-05-20
ସଙ୍କେତାବଳୀର ତାଲିକା ଖୋଲନ୍ତୁ/ସଂରକ୍ଷଣ କରନ୍ତୁ ଫାଇଲ ଚୟକରେ ଅକ୍ଷର ସଙ୍କେତ ମେନୁରେ ପ୍ରଦର୍ଶିତ ହୋଇଛି. କେବଳ ଚିହ୍ନା ସଙ୍କେତାବଳୀଙ୍କୁ ବ୍ଯବହାର କରାଯିବ।
29.
Maximum Number of Undo Actions
2011-05-20
ସର୍ବାଧିକ ସଂଖ୍ଯକ ବାତିଲ କରାଯାଇଥିବା ପଦକ୍ଷେପ କାର୍ଯ୍ଯ
31.
Maximum number of actions that gedit will be able to undo or redo. Use "-1" for unlimited number of actions.
2008-09-03
ପଦକ୍ଷେପ ବାତିଲ କିମ୍ବା ପୂର୍ବ ପଦକ୍ଷେପ ପାଇଁ gedit ସକ୍ଷମ ହୋଇପାରୁଥିବା ସର୍ବାଧିକ ସଂଖ୍ୟକ ପଦକ୍ଷେପ. ଅସରନ୍ତି ପଦକ୍ଷେପ ପାଇଁ "-1"କୁ ବ୍ୟବହାର କରନ୍ତୁ.
32.
Maximum number of actions that gedit will be able to undo or redo. Use "-1" for unlimited number of actions. Deprecated since 2.12.0
2008-09-03
ପଦକ୍ଷେପ ବାତିଲ କିମ୍ବା ପୂର୍ବ ପଦକ୍ଷେପ ପାଇଁ gedit ସକ୍ଷମ ହୋଇପାରୁଥିବା ସର୍ବାଧିକ ସଂଖ୍ୟକ ପଦକ୍ଷେପ. ଅସରନ୍ତି ପଦକ୍ଷେପ ପାଇଁ "-1"କୁ ବ୍ୟବହାର କରନ୍ତୁ. 2.12.0 ରୁ ବିରୋଧ କରାଯାଉଛି
35.
Number of minutes after which gedit will automatically save modified files. This will only take effect if the "Autosave" option is turned on.
2011-05-20
ମିନିଟର ସଂଖ୍ଯା ଯାହାପରେ gedit ରୂପାନ୍ତରିତ ଫାଇଲଗୁଡ଼ିକୁ ଆପେଆପେ ସଂରକ୍ଷଣ କରିବ। "ସ୍ବୟଂ ସଂରକ୍ଷଣ" ଚୟନ ବଛା ହୋଇଥିଲେ ହିଁ ଏହାର ପ୍ରଭାବ ହେବ।
45.
Smart Home End
2008-09-03
Smart Home End