Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 274 results
~
Unknown time remaining
2011-07-01
କେତେ ସମୟ ବଳିଛି ଜଣାନାହିଁ
~
Other...
2010-08-08
ଅନ୍ଯାନ୍ଯ ...
~
Other...
2010-08-08
ଅନ୍ଯାନ୍ଯ ...
~
Shutdown Options...
2010-08-08
ବନ୍ଦ କରିବା ବିକଳ୍ପଗୁଡ଼ିକ...
~
Other...
2010-08-08
ଅନ୍ଯାନ୍ଯ ...
~
Text banner message to show on the login window when the user chooser is empty, instead of banner_message_text.
2009-09-23
banner_message_text ବ୍ୟତିତ, ଲଗଇନ ୱିଣ୍ଡୋରେ ଦର୍ଶାଇବାକୁ ଥିବା ପାଠ୍ୟ ପତାକା ସଂଦେଶ ଯେତେବେଳେ ଚାଳକ ଚୟନକର୍ତ୍ତା ଖାଲି ଥାଏ।
~
Set to true to enable the xrandr settings manager plugin.
2009-09-23
xrandr ବିନ୍ୟାସ ପରିଚାଳକ ପ୍ଲଗଇନକୁ ସକ୍ରିୟ କରିବା ପାଇଁ true ସେଟକରନ୍ତୁ।
~
True if the xrandr settings manager plugin is enabled.
2009-07-03
True ଯଦି xrandr ର ବିନ୍ୟାସ ପରିଚାଳକ ପ୍ଲଗଇନଟି ସକ୍ରିୟ ଅଛି.
~
Use an onscreen keyboard
2009-07-03
ଗୋଟିଏ ଅନସ୍କ୍ରିନ କି ବୋର୍ଡ ବ୍ୟବହାର କରନ୍ତୁ
~
Automatically login to the system after selecting options
2009-07-03
ବିକଳ୍ପଗୁଡ଼ିକୁ ବାଛିସାରିବା ପରେ ସ୍ୱୟଂଚାଳିତ ଭାବରେ ତନ୍ତ୍ରରେ ଲଗଇନ ହେବା
~
Set to a list of languages to be shown by default at the login window.
2009-07-03
ଲଗଇନ ୱିଣ୍ଡୋରେ ପୂର୍ବନିର୍ଦ୍ଧାରିତ ବାବରେ ଦର୍ଶାଇବା ପାଇଁ ଗୋଟିଏ ଭାଷା ତାଲିକାରେ ସେଟକରନ୍ତୁ.
~
GNOME Onscreen Keyboard
2009-07-03
GNOME ଅନସ୍କ୍ରିନ କି ବୋର୍ଡ
~
error informing authentication system of preferred username prompt - %s
2009-07-03
ପ୍ରମାଣୀକରଣ ତନ୍ତ୍ରକୁ ପସନ୍ଦଯୋଗ୍ୟ ଚାଳକନାମ ପଚାରିବାର ସୂଚନା ଦେବାରେ ତ୍ରୁଟି - %s
~
Remote Login (Connecting to %s...)
2009-07-03
ସୁଦୂର ଲଗଇନ (%s ସହିତ ସଂଯୋଗ କରୁଅଛି...)
~
Login as a temporary guest
2009-07-03
ଅସ୍ଥାୟୀ ଅତିଥି ଭାବରେ ଲଗଇନ
~
Unknown
2009-07-03
ଅଜଣା
~
error informing authentication system of user's console - %s
2009-07-03
ପ୍ରମାଣୀକରଣ ତନ୍ତ୍ରକୁ ଚାଳକର କୋନସୋଲର ସୂଚନା ଦେବାରେ ତ୍ରୁଟି - %s
~
Text banner message to show on the login window.
2009-07-03
ଲଗଇନ ୱିଣ୍ଡୋରେ ଦର୍ଶାଇବାକୁ ଥିବା ପାଠ୍ୟ ପତାକା ସଂଦେଶ.
~
Can't logout: %s
2009-07-03
ଲଗଆଉଟ କରିପାରିବେ ନାହିଁ: %s
~
Quit...
2009-07-03
ବିଦାୟ ନିଅନ୍ତୁ...
~
Other...
2009-07-03
ଅନ୍ଯାନ୍ଯ...
~
Use compiz as the window manager
2009-07-03
compiz କୁ ୱିଣ୍ଡୋ ପରିଚାଳକ ଭାବରେ ବ୍ୟବହାର କରନ୍ତୁ
~
Automatically logging in...
2009-07-03
ସ୍ବୟଂଚାଳିତ ଲଗଇନ...
~
AT SPI Registry Wrapper
2009-07-03
AT SPI Registry Wrapper
~
Ignored - retained for compatibility
2009-07-03
ଅଗ୍ରାହ୍ୟ କରାଯାଇଛି - ସୁସଂଗତି ପାଇଁ ରଖାଯାଇଛି
~
Exit after a time - for debugging
2009-07-03
ଗୋଟିଏ ସମୟ ପରେ ପ୍ରସ୍ଥାନକରନ୍ତୁ - ତ୍ରୁଟି ନିବାରଣ ପାଇଁ
~
error informing authentication system of user's hostname - %s
2009-07-03
ପ୍ରମାଣୀକରଣ ତନ୍ତ୍ରକୁ ପସନ୍ଦଯୋଗ୍ୟ ଆଧାରନାମ ପଚାରିବାର ସୂଚନା ଦେବାରେ ତ୍ରୁଟି - %s
~
Cannot write PID file %s: possibly out of diskspace: %s
2009-07-03
PID ଫାଇଲ %s କୁ ଲେଖି ପାରିବ ନାହିଁ: ସମ୍ଭବତଃ ଡିସ୍କରେ ଖାଲି ସ୍ଥାନ ନାହିଁ: %s
~
Other...
2009-07-03
ଅନ୍ଯାନ୍ଯ...
~
Log In
2009-07-03
ଲଗଇନ
~
Other...
2009-07-03
ଅନ୍ଯାନ୍ଯ...
~
Cancelling...
2009-07-03
ବାତିଲ କରୁଅଛି...
~
Could not start the X server (your graphical environment) due to some internal error. Please contact your system administrator or check your syslog to diagnose. In the meantime this display will be disabled. Please restart GDM when the problem is corrected.
2009-07-03
କିଛି ଅନ୍ତର୍ନିହିତ କାରଣ ବଶତଃ X ସର୍ଭର (ଆପଣଙ୍କ ଆଲେଖୀକ ପରିବେଶ) କୁ ପ୍ରାରମ୍ଭ କରିପାରିଲା ନାହିଁ. ଦୟାକରି ଆପଣଙ୍କର ତନ୍ତ୍ର ପ୍ରଶାସକଙ୍କ ସହିତ ଯୋଗାଯୋଗ କରନ୍ତୁକିମ୍ବା ଆପଣଙ୍କ ସମସ୍ଯାର କାରଣକୁ ନିରୂପଣ କରିବା ପାଇଁ ତନ୍ତ୍ରର ଲଗକୁ ଯାଞ୍ଚ କରନ୍ତୁ.ସେହି ସମୟରେ ଏହି ପ୍ରଦର୍ଶନଟି ନିଷ୍କ୍ରିୟ ହୋଇଯିବ. ଯେତେବେଳେ ସମସ୍ଯାଟି ସମଧାନ ହୋଇଯିବସେତେବେଳେ ଦୟାକରି gdm କୁ ପୁନଃ ପ୍ରାରମ୍ଭ କରିବେ.
~
error informing authentication system of display xauth credentials - %s
2009-07-03
ପ୍ରମାଣୀକରଣ ତନ୍ତ୍ରକୁ xauth ପ୍ରମାଣପତ୍ରଗୁଡ଼ିକର ପ୍ରଦର୍ଶନର ସୂଚନା ଦେବାରେ ତ୍ରୁଟି - %s
~
error informing authentication system of display string - %s
2009-07-03
ପ୍ରମାଣୀକରଣ ତନ୍ତ୍ରକୁ ବାକ୍ୟଖଣ୍ଡ ପ୍ରଦର୍ଶନର ସୂଚନା ଦେବାରେ ତ୍ରୁଟି - %s
~
error initiating conversation with authentication system - %s
2009-07-03
ପ୍ରମାଣୀକରଣ ତନ୍ତ୍ର ସହିତ ତ୍ରୁଟି ଆରମ୍ଭ କରୁଥିବା ବାର୍ତ୍ତାଳାପ - %s
~
Set to true to use compiz as the window manager.
2009-07-03
compiz କୁ ୱିଣ୍ଡୋ ପରିଚାଳକ ଭାବରେ ବ୍ୟବହାର କରିବା ପାଇଁ true ସେଟକରନ୍ତୁ.
~
Set to a list of keyboard layouts to be shown by default at the login window.
2009-07-03
ଲଗଇନ ୱିଣ୍ଡୋରେ ପୂର୍ବନିର୍ଦ୍ଧାରିତ ବାବରେ ଦର୍ଶାଇବା ପାଇଁ ଗୋଟିଏ କି ବୋର୍ଡ ବିନ୍ୟାସ ତାଲିକାରେ ସେଟକରନ୍ତୁ.
1.
/dev/urandom is not a character device
2009-07-03
/dev/urandom ଟି ଗୋଟିଏ ସମ୍ପ୍ରତିକ ଉପକରଣ ନୁହଁ
2.
Display ID
2009-07-03
ID ପ୍ରଦର୍ଶନକରନ୍ତୁ
3.
ID
2010-08-08
ID
4.
GNOME Display Manager Slave
2009-07-03
GNOME ପ୍ରଦର୍ଶନ ପରିଚାଳକ ଅଧୀନ
5.
could not find user "%s" on system
2009-07-03
ତନ୍ତ୍ରରେ ଚାଳକ "%s" କୁ ଖୋଜି ପାଉନାହିଁ
6.
Unable to initialize login system
2009-07-03
ଲଗଇନ ତନ୍ତ୍ରକୁ ଆରମ୍ଭକରିବାରେ ଅସମର୍ଥ
7.
Unable to authenticate user
2009-07-03
ଚାଳକକୁ ବୈଧିକ୍ରୁତ କରିବାରେ ଅସମର୍ଥ
8.
Unable to authorize user
2009-07-03
ଚାଳକକୁ ପ୍ରାଧିକୃତ କରିବାରେ ଅସମର୍ଥ
9.
Unable to establish credentials
2009-07-03
ପ୍ରମାଣପତ୍ରଗୁଡ଼ିକୁ ପ୍ରତିସ୍ଥାପନ କରିବାରେ ଅସମର୍ଥ
10.
Unable to open session
2010-08-08
ଅଧିବେଶନ ଖୋଲିବାରେ ଅସମର୍ଥ
11.
Could not start the X server (your graphical environment) due to an internal error. Please contact your system administrator or check your syslog to diagnose. In the meantime this display will be disabled. Please restart GDM when the problem is corrected.
2010-12-26
କିଛି ଅନ୍ତର୍ନିହିତ କାରଣ ବଶତଃ X ସର୍ଭର (ଆପଣଙ୍କ ଆଲେଖୀକ ପରିବେଶ) କୁ ପ୍ରାରମ୍ଭ କରିପାରିଲା ନାହିଁ. ଦୟାକରି ଆପଣଙ୍କର ତନ୍ତ୍ର ପ୍ରଶାସକଙ୍କ ସହିତ ଯୋଗାଯୋଗ କରନ୍ତୁକିମ୍ବା ଆପଣଙ୍କ ସମସ୍ଯାର କାରଣକୁ ନିରୂପଣ କରିବା ପାଇଁ ତନ୍ତ୍ରର ଲଗକୁ ଯାଞ୍ଚ କରନ୍ତୁ.ସେହି ସମୟରେ ଏହି ପ୍ରଦର୍ଶନଟି ନିଷ୍କ୍ରିୟ ହୋଇଯିବ. ଯେତେବେଳେ ସମସ୍ଯାଟି ସମଧାନ ହୋଇଯିବସେତେବେଳେ ଦୟାକରି GDM କୁ ପୁନଃ ପ୍ରାରମ୍ଭ କରିବେ.
13.
Server was to be spawned by user %s but that user doesn't exist
2009-07-03
ଚାଳକ %s ଦ୍ୱାରା ସର୍ଭର ସୃଷ୍ଟି ହେବାର ଥିଲା କିନ୍ତୁ ସେହି ଚାଳକଟି ଅବସ୍ଥିତ ନାହିଁ