Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 857 results
~
_New Tab
2011-05-18
ନୂତନ ଟ୍ୟାବ (_N)
~
If set to "after-current-tab", then new tabs are inserted after the current tab. If set to "end", then new tabs are appended to the end of the tab list.
2011-05-18
ଯଦି "after_current_tab" ସେଟକରାଯାଏ, ତେବେ ପ୍ରଚଳିତ ଟ୍ୟାବ ପରେ ନୂତନ ଟ୍ୟାବଗୁଡ଼ିକୁ ଭର୍ତ୍ତି କରାଯାଇଥାଏ। ଯଦି "end" ସେଟ କରାଯାଏ, ତେବେ ଟ୍ୟାବ ତାଲିକା ଅନ୍ତରେ ନୂତନ ଟ୍ୟାବଗୁଡ଼ିକ ଯୋଡ଼ିହୋଇଥାଏ।
~
Devices
2011-05-18
ଉପକରଣଗୁଡ଼ିକ
~
The font _description used for the icons on the desktop.
2011-05-18
ଡେସ୍କଟପ ଉପରେ ଥିବା ଚିତ୍ରସଂକେତଗୁଡ଼ିକ ପାଇଁ ବ୍ୟବହୃତ ଅକ୍ଷରରୂପ ବର୍ଣ୍ଣନା (_d)।
~
When a folder is visited this viewer is used unless you have selected another view for that particular folder. Possible values are "list-view", "icon-view" and "compact-view".
2011-05-18
ଯେତେବେଳେ ଫୋଲଡରଟି ଏହି ଦୃଶ୍ୟକୁ ପରିଦର୍ଶନ କରିଥାଏ ଅନ୍ୟଥା ଆପଣ ସେହି ଫୋଲଡର ପାଇଁ ଅନ୍ୟ ଏକ ଦୃଶ୍ୟକୁ ବାଛିଥାଏ। ସମ୍ଭାବ୍ୟ ମୂଲ୍ୟଟି ହେଉଛି "list-view", "icon-view" ଏବଂ "compact-view".
~
Bookmarks
2011-05-18
ଚିହ୍ନିତ ସ୍ଥାନଗୁଡ଼ିକ
~
By Trashed Date
2011-05-18
ଆବର୍ଜନା ପାତ୍ରକୁ ପଠାଯାଇଥିବା ତାରିଖ ଅନୁସାରେ
~
If set to true, then hidden files are shown by default in the file manager. Hidden files are either dotfiles, listed in the folder's .hidden file or backup files ending with a tilde (~).
2011-05-18
ଯଦି true ସେଟ କରାଯାଏ, ତେବେ ଫାଇଲ ପରିଚାଳକରେ ଲୁକ୍କାଇତ ଫାଇଲଗୁଡ଼ିକୁ ଦର୍ଶାଯାଇଥାଏ। ଲୁକ୍କାଇତ ଫାଇଲଗୁଡ଼ିକ ହେଉଛି ଡଟ ଫାଇଲ ଅଥବା ଫୋଲଡରର .hidden ଫାଇଲରେ ତାଲିକାଭୁକ୍ତ ଫାଇଲ କିମ୍ବା ଟିଲଡା (~) ଦ୍ୱାରା ସମାପ୍ତ ହେଉଥିବା ନକଲ ସଂରକ୍ଷଣ ଫାଇଲ।
~
By Access Date
2011-05-18
ଅଭିଗମ୍ୟତା ତାରିଖ ଅନୁସାରେ
~
Speed tradeoff for when to show an image file as a thumbnail. If set to "always" then always thumbnail, even if the folder is on a remote server. If set to "local-only" then only show thumbnails for local file systems. If set to "never" then never bother to thumbnail images, just use a generic icon.
2011-05-18
କୌଣସି ଫାଇଲର ଚିତ୍ରସଂକେତ ଉପରେ ମାଉସ ଚଲାଇବା ସମୟରେ କେତେବେଳେ ଧ୍ୱନି ଫାଇଲଗୁଡ଼ିକର ପ୍ରାକଦର୍ଶନ କରାହେବ ତାହା ପାଇଁ tradeoffକୁ ଗତିଶୀଳ କରାନ୍ତୁ। ଯଦି "always" ସେଟ କରାହୋଇଥାଏ ତେବେ ସର୍ବଦା ଧ୍ୱନି ଚଲାନ୍ତୁ, ସେହି ଫାଇଲଟି ସୁଦୂର ସର୍ଭରରେ ଥିଲେ ମଧ୍ଯ। ଯଦି "local_only" ସେଟ କରାଯାଇଥାଏ ତେବେ କେବଳ ପ୍ରାକଦର୍ଶନକୁ ସ୍ଥାନୀୟ ପାଇଲ ତନ୍ତ୍ରରେ ଚଲାଇଥାଏ। ଯଦି "never" ସେଟ କରାଯାଇଥାଏ ତେବେ ଏହା କଦାପି କ୍ଷୁଦ୍ରଚିତ୍ରକୁ ପ୍ରାକଦର୍ଶନ କରେନାହିଁ, କେବଳ ଗୋଟିଏ ସାଧାରଣ ଚିତ୍ରସଂକେତ ବ୍ୟବହାର କରିଥାଏ।
~
Speed tradeoff for when to show the number of items in a folder. If set to "always" then always show item counts, even if the folder is on a remote server. If set to "local-only" then only show counts for local file systems. If set to "never" then never bother to compute item counts.
2011-05-18
କୌଣସି ଫାଇଲର ଚିତ୍ରସଂକେତ ଉପରେ ମାଉସ ଚଲାଇବା ସମୟରେ କେତେବେଳେ ଧ୍ୱନି ଫାଇଲଗୁଡ଼ିକର ପ୍ରାକଦର୍ଶନ କରାହେବ ତାହା ପାଇଁ tradeoffକୁ ଗତିଶୀଳ କରାନ୍ତୁ। ଯଦି "always" ସେଟ କରାହୋଇଥାଏ ତେବେ ସର୍ବଦା ଧ୍ୱନି ଚଲାନ୍ତୁ, ସେହି ଫାଇଲଟି ସୁଦୂର ସର୍ଭରରେ ଥିଲେ ମଧ୍ଯ। ଯଦି "local_only" ସେଟ କରାଯାଇଥାଏ ତେବେ କେବଳ ପ୍ରାକଦର୍ଶନକୁ ସ୍ଥାନୀୟ ପାଇଲ ତନ୍ତ୍ରରେ ଚଲାଇଥାଏ। ଯଦି "never" ସେଟ କରାଯାଇଥାଏ ତେବେ ଏହା କଦାପି କମ୍ପୁଟର ବସ୍ତୁକୁ ଗଣିନା ଉପରେ ଧ୍ଯାନ ଦେଇନଥାଏ।
~
Speed tradeoff for when to show a preview of text file contents in the file's icon. If set to "always" then always show previews, even if the folder is on a remote server. If set to "local-only" then only show previews for local file systems. If set to "never" then never bother to read preview data.
2011-05-18
କୌଣସି ଫାଇଲର ଚିତ୍ରସଂକେତ ଉପରେ ମାଉସ ଚଲାଇବା ସମୟରେ କେତେବେଳେ ଧ୍ୱନି ଫାଇଲଗୁଡ଼ିକର ପ୍ରାକଦର୍ଶନ କରାହେବ ତାହା ପାଇଁ tradeoffକୁ ଗତିଶୀଳ କରାନ୍ତୁ। ଯଦି "always" ସେଟ କରାହୋଇଥାଏ ତେବେ ସର୍ବଦା ଧ୍ୱନି ଚଲାନ୍ତୁ, ସେହି ଫାଇଲଟି ସୁଦୂର ସର୍ଭରରେ ଥିଲେ ମଧ୍ଯ। ଯଦି "local_only" ସେଟ କରାଯାଇଥାଏ ତେବେ କେବଳ ପ୍ରାକଦର୍ଶନକୁ ସ୍ଥାନୀୟ ପାଇଲ ତନ୍ତ୍ରରେ ଚଲାଇଥାଏ। ଯଦି "never" ସେଟ କରାଯାଇଥାଏ ତେବେ ଏହା କଦାପି ତଥ୍ୟକୁ ପ୍ରାକଦର୍ଶନ କରେନାହିଁ।
~
A list of captions below an icon in the icon view and the desktop. The actual number of captions shown depends on the zoom level. Some possible values are: "size", "type", "date_modified", "date_changed", "date_accessed", "owner", "group", "permissions", "octal_permissions" and "mime_type".
2011-05-18
ଶୀର୍ଷକଗୁଡ଼ିକର ଗୋଟିଏ ତାଲିକା ଚିତ୍ରସଂକେତ ଦୃଶ୍ୟ ଏବଂ ଡେସ୍କଟପ ଭିତରେ ଥିବା ଚିତ୍ରସଂକେତ ତଳେ। ପ୍ରକୃତ ସଂଖ୍ୟକ ଶୀର୍ଷକଗୁଡ଼ିକର ସଂଖ୍ୟା ଛୋଟବଡ଼ ସ୍ତର ଉପରେ ନିର୍ଭର କରିଥାଏ। ସମ୍ବାବ୍ୟ ମୂଲ୍ୟଗୁଡ଼ିକ ହେଉଛି: "size", "type", "date_modified", "date_changed", "date_accessed", "owner", "group", "permissions", "octal_permissions" ଏବଂ "mime_type".
~
The default sort-order for items in the icon view. Possible values are "name", "size", "type" and "mtime".
2011-05-18
ଚିତ୍ରସଂକେତ ଦୃଶ୍ୟରେ ବସ୍ତୁଗୁଡ଼ିକ ପାଇଁ ପୂର୍ବନିର୍ଦ୍ଧାରିତ କ୍ରମ-ସଜ୍ଜା। ସମ୍ଭାବ୍ୟ ମୂଲ୍ୟଗୁଡ଼ିକ ହେଉଛି "ନାମ", "ଆକାର", "ପ୍ରକାର", "mtime"।
~
Browse Network
2011-05-18
ନେଟୱାର୍କ ବ୍ରାଉଜ କରନ୍ତୁ
~
Move to
2010-04-29
ଏଠାକୁ ଯାଆନ୍ତୁ
~
Copy to
2010-04-29
ଏଠାକୁ ନକଲ କରନ୍ତୁ
~
Extra Pane
2010-04-29
ଅତିରିକ୍ତ ପଟ୍ଟିକା
~
_Open with %s
2009-09-21
%s ସହିତ ଖୋଲନ୍ତୁ (_O)
~
The folder already exists in "%F". Replacing it will remove all files in the folder.
2009-02-16
"%F" ରେ ଫୋଲଡ଼ର ପୂର୍ବରୁ ଅଛି। ଏହାକୁ ବଦଳାଇଲେ, ତାହା ମଧ୍ଯରେ ଥିବା ସମସ୍ତ ଫାଇଲଗୁଡ଼ିକ ଅପସାରିତ ହୋଇଯିବ।
~
Stretc_h Icon...
2009-02-16
ଚିତ୍ରସଙ୍କେତକୁ ପ୍ରସାରିତ କରନ୍ତୁ (_h)...
~
Open with Other _Application...
2009-02-16
ଅନ୍ୟ ଏକ ପ୍ରୟୋଗ ଦ୍ୱାରା ଖୋଲନ୍ତୁ (_A)...
~
A file named "%B" already exists. Do you want to replace it?
2009-02-16
"%B" ନାମକ ଫାଇଲ ପୂର୍ବରୁ ଅଛି। ଆପଣ ତାହାକୁ ବଦଳାଇବାକୁ ଚାହାନ୍ତି କି?
~
No other applications are available to view this file. If you copy this file onto your computer, you may be able to open it.
2009-02-16
ଏହି ଫାଇଲକୁ ଦେଖିବା ପାଇଁ ଅନ୍ୟ କୌଣସି ପ୍ରୟୋଗ ନାହିଁ। ଯଦି ଆପଣ ଏହି ଫାଇଲକୁ ଆପଣଙ୍କ କମ୍ପୁଟରରେ ନକଲ କରନ୍ତି, ତେବେ ଆପଣ ଏହାକୁ ଖୋଲିବାରେ ସକ୍ଷମ ହୋଇପାରନ୍ତି।
~
No other actions are available to view this file. If you copy this file onto your computer, you may be able to open it.
2009-02-16
ଏହି ଫାଇଲକୁ ଦେଖିବା ପାଇଁ ଅନ୍ୟ କୌଣସି ପ୍ରୟୋଗ ନାହିଁ। ଯଦି ଆପଣ ଏହି ଫାଇଲକୁ ଆପଣଙ୍କ କମ୍ପୁଟରରେ ନକଲ କରନ୍ତି, ତେବେ ଆପଣ ଏହାକୁ ଖୋଲିବାରେ ସକ୍ଷମ ହୋଇପାରନ୍ତି।
~
The source folder already exists in "%B". Merging will ask for confirmation before replacing any files in the folder that conflict with the files being copied.
2009-02-16
"%B"ରେ ଉତ୍ସ ଫୋଲଡ଼ର ପୂର୍ବରୁ ଅବସ୍ଥିତ ଅଛି। ଫୋଲଡ଼ରରେ କୌଣସି ଫାଇଲକୁ ବଦଳାଇବା ପୂର୍ବରୁ ମିଶ୍ରଣ କରିବା ପାଇଁ ନିଶ୍ଚିତକରଣ ଆବଶ୍ୟକ ଯାହାକି ନକଲ ହୋଇଥିବା ଫାଇଲଗୁଡ଼ିକ ସହିତ ଦ୍ୱନ୍ଦ ଘଟାଇଥାଏ।
~
The source folder already exists in "%B". Merging will ask for confirmation before replacing any files in the folder that conflict with the files being moved.
2009-02-16
"%B"ରେ ଉତ୍ସ ଫୋଲଡ଼ର ପୂର୍ବରୁ ଅବସ୍ଥିତ ଅଛି। ଫୋଲଡ଼ରରେ କୌଣସି ଫାଇଲକୁ ବଦଳାଇବା ପୂର୍ବରୁ ମିଶ୍ରଣ କରିବା ପାଇଁ ନିଶ୍ଚିତକରଣ ଆବଶ୍ୟକ ଯାହାକି ନକଲ ହୋଇଥିବା ଫାଇଲଗୁଡ଼ିକ ସହିତ ଦ୍ୱନ୍ଦ ଘଟାଇଥାଏ।
~
A folder named "%B" already exists. Do you want to merge the source folder?
2009-02-16
"%B" ନାମକ ଫାଇଲ ପୂର୍ବରୁ ଅବସ୍ଥିତ ଅଛି। ଆପଣ ଉତ୍ସ ଫୋଲଡ଼ର ସହିତ ମିଶ୍ରଣ କରିବାକୁ ଚାହାନ୍ତି କି?
~
A folder named "%B" already exists. Do you want to replace it?
2009-02-16
"%B" ନାମକ ଫୋଲଡ଼ର ପୂର୍ବରୁ ଅଛି। ଆପଣ ତାହାକୁ ବଦଳାଇବାକୁ ଚାହାନ୍ତି କି?
~
The file already exists in "%F". Replacing it will overwrite its content.
2009-02-16
"%F" ରେ ଫାଇଲ ପୂର୍ବରୁ ଅଛି। ଏହାକୁ ବଦଳାଇଲେ, ତାହାର ସୂଚୀ ନବଲିଖିତ ହୋଇଯିବ।
~
Could not use system package installer
2009-02-16
ତନ୍ତ୍ର ପ୍ୟାକେଜ ସ୍ଥାପକକୁ ବ୍ୟବହାର କରୁନାହିଁ
~
If you choose to empty the trash, all items in it will be permanently lost. Please note that you can also delete them separately.
2009-02-16
ଯଦି ଆପଣ ଆବର୍ଜନା ପାତ୍ରକୁ ଖାଲି କରିବାକୁ ଚାହୁଁଛନ୍ତି, ତେବେ ତାହା ମଧ୍ଯରେ ଥିବା ସମସ୍ତ ବସ୍ତୁ ସବୁଦିନ ପାଇଁ ନଷ୍ଟ ହୋଇଯିବ। ଦୟାକରି ମନେରଖନ୍ତୁ ଯେ ଆପଣ ସେମାନଙ୍କୁ ପୃଥକ ଭାବରେ ଅପସାରଣ କରିପାରିବେ।
1.
File is not a valid .desktop file
2009-02-16
ଫାଇଲଟି ଗୋଟିଏ ବୈଧ .desktop ଫାଇଲ ନୁହଁ
2.
Unrecognized desktop file Version '%s'
2009-02-16
ଅଚିହ୍ନା ଡେସ୍କଟପ ଫାଇଲ ସଂସ୍କରଣ '%s'
3.
Starting %s
2009-02-16
%s କୁ ଆରମ୍ଭ କରୁଅଛି
4.
Application does not accept documents on command line
2009-02-16
ନିର୍ଦ୍ଦେଶନାମାରେ ପ୍ରୟୋଗଟି ଦଲିଲ ଗ୍ରହଣ କରେନାହିଁ
5.
Unrecognized launch option: %d
2009-02-16
ଅଚିହ୍ନା ଆରମ୍ଭ ବିକଳ୍ପ: %d
6.
Can't pass document URIs to a 'Type=Link' desktop entry
2009-02-16
ଦଲିଲ URI ଗୁଡ଼ିକୁ 'ପ୍ରକାର=ସଂଯୋଗ' ଡେସ୍କଟପ ଭରଣକୁ ପଠାଯାଇପାରିବ ନାହିଁ
7.
Not a launchable item
2009-02-16
ଗୋଟିଏ ଆରମ୍ଭ କରିବା ବସ୍ତୁ ନୁହଁ
8.
Disable connection to session manager
2009-02-16
ଅଧିବେଶନ ପରିଚାଳକଙ୍କ ପ୍ରତି ସଂଯୋଗ ନିଷ୍କ୍ରିୟ କରନ୍ତୁ
9.
Specify file containing saved configuration
2009-02-16
ସଂରକ୍ଷିତ ବିନ୍ୟାସ ଧାରଣ କରିଥିବା ଫାଇଲକୁ ଦର୍ଶାନ୍ତୁ
10.
FILE
2009-02-16
ଫାଇଲ
11.
Specify session management ID
2009-02-16
ଅଧିବେଶନ ପରିଚାଳନ ID ଉଲ୍ଲେଖ କରନ୍ତୁ
12.
ID
2009-02-16
ID
13.
Session management options:
2009-09-21
ଅଧିବେଶନ ପରିଚାଳନା ବିକଳ୍ପଗୁଡ଼ିକ:
14.
Show session management options
2009-09-21
ଅଧିବେଶନ ପରିଚାଳନା ବିକଳ୍ପଗୁଡ଼ିକୁ ଦର୍ଶାନ୍ତୁ
39.
Eclipse
2010-08-15
ଇକ୍ଲିପ୍ସ
67.
Ruby
2010-08-15
ରୁବି
96.
Justification
2010-08-15
ଯଥାର୍ଥତା
98.
Line wrap
2010-08-15
ରେଖାକୁ ଆବ୍ରୁତ କରନ୍ତୁ