Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 531 results
~
Where to put the terminal scrollbar. Possibilities are "left", "right", and "disabled".
2010-02-10
ଟର୍ମିନାଲ ସ୍କ୍ରୋଲବାର କୁ କେଉଁଠାରେ ରଖାୟିବ। ସମ୍ଭାବନା ଗୁଡିକ ହେଉଛି "ବାମ", "ଡାହାଣ", ଏବଂ "ଅକ୍ଷମ ହେବା"।
~
There was a problem with the command for this terminal
2009-09-23
ଏହି ଟର୍ମିନାଲ ନିମନ୍ତେ ଆଦେଶ ସହିତ ଗୋଟିଏ ସମସ୍ଯା ଥିଲା
~
Could not open link
2009-09-23
ସଂଯୋଗକୁ ଖୋଲି ପାରିଲା ନାହିଁ
~
Incompatible factory version; creating a new instance.
2009-09-23
ଅସଙ୍ଗତ କାରଖାନା ସଂସ୍କରଣ; ଗୋଟିଏ ନୂତନ ପରିସ୍ଥିତି ସୃଷ୍ଟି କରୁଅଛି।
~
Automatic Control-H ASCII DEL Escape sequence
2009-03-17
ସ୍ୱୟଂଚାଳିତ Control-H ASCII DEL Escape କ୍ରମ
~
GNOME Terminal is free software; you can redistribute it and/or modify it under the terms of the GNU General Public License as published by the Free Software Foundation; either version 2 of the License, or (at your option) any later version.
2009-03-17
GNOME Terminal is free software; you can redistribute it and/or modify it under the terms of the GNU General Public License as published by the Free Software Foundation; either version 2 of the License, or (at your option) any later version.
~
Where to put the terminal scrollbar. Possibilities are "left", "right", and "disabled".
2009-03-17
ଟର୍ମିନାଲ ସ୍କ୍ରୋଲବାର କୁ କେଉଁଠାରେ ରଖାୟିବ ୤ ସମ୍ଭାବନା ଗୁଡିକ ହେଉଛି "ବାମ", "ଡାହାଣ", ଏବଂ "ଅକ୍ଷମ ହେବା" ୤
~
Factory error: %s
2009-03-17
କାରଖାନା ତ୍ରୁଟି: %s
2.
Use the command line
2009-03-17
ନିର୍ଦ୍ଦେଶ ଧାରାକୁ ବ୍ୟବହାର କରନ୍ତୁ
3.
Disable connection to session manager
2009-03-17
ଅଧିବେଶନ ପରିଚାଳକଙ୍କ ସହ ସମ୍ପର୍କ ବନ୍ଦ କରିଦିଅନ୍ତୁ
4.
Specify file containing saved configuration
2009-03-17
ସଂରକ୍ଷିତ ବିନ୍ୟାସ ଧାରଣ କରିଥିବା ଫାଇଲକୁ ଉଲ୍ଲେଖ କରନ୍ତୁ
5.
FILE
2009-03-17
FILE
6.
Specify session management ID
2009-03-17
ଅଧିବେଶନ ପରିଚାଳନା ID ଉଲ୍ଲେଖ କରନ୍ତୁ
7.
ID
2009-03-17
ID
8.
Session management options:
2009-03-17
ଅଧିବେଶନ ପରିଚାଳନା ବିକଳ୍ପଗୁଡ଼ିକ:
9.
Show session management options
2009-03-17
ଅଧିବେଶନ ପରିଚାଳନା ବିକଳ୍ପଗୁଡ଼ିକୁ ଦର୍ଶାନ୍ତୁ
11.
Add or Remove Terminal Encodings
2009-03-17
ଟର୍ମିନାଲ ଏନକୋଡ କରିବାକୁ ୟୋଗ କର କିମ୍ବା ହଟାଅ
12.
E_ncodings shown in menu:
2010-02-10
ମେନୁରେ ପ୍ରଦର୍ଶିତ ସଙ୍କେତାବଳୀ: (_n)
13.
Find
2010-08-18
ସନ୍ଧାନ କରନ୍ତୁ
14.
Match _entire word only
2010-08-18
କେବଳ ସମସ୍ତ ଶବ୍ଦକୁ ମେଳାନ୍ତୁ (_e)
15.
Match as _regular expression
2010-08-18
ନିୟମିତ ଅଭିବ୍ୟକ୍ତି ଭାବରେ ମେଳାନ୍ତୁ (_r)
16.
Search _backwards
2010-08-18
ପଛୁଆ ସନ୍ଧାନ କରନ୍ତୁ (_b)
17.
_Match case
2010-08-18
ଅକ୍ଷରରୂପ ମେଳାନ୍ତୁ (_M)
18.
_Search for:
2010-08-18
ଏହା ପାଇଁ ସନ୍ଧାନ କରନ୍ତୁ (_S):
19.
_Wrap around
2010-08-18
ଏହା ଚାରିପଟେ ଗୁଡ଼ାନ୍ତୁ (_W)
20.
A subset of possible encodings are presented in the Encoding submenu. This is a list of encodings to appear there. The special encoding name "current" means to display the encoding of the current locale.
2010-02-10
ଏନକେଡିଙ୍ଗ ଉପ ମେନୁରେ ସମ୍ଭାବିତ ଏନକୋଡିଙ୍ଗଗୁଡିକର ଗୋଟିଏ ଉପସେଟ ଉପସ୍ଥିତ ଥାଏ। ସେଠାରେ ପ୍ରତୀତ ହେବା ପାଇଁ ଏହା ଏନକୋଡିଙ୍ଗ ଗୁଡିକର ଗୋଟିଏ ତାଲିକା ଅଟେ। ବିଶେଷ ଏନକୋଡିଙ୍ଗ ନାମ "ଚଳିତ" ଅର୍ଥାତ୍ ଚଳିତ ସ୍ଥାନୀଯର ଏନକୋଡିଙ୍ଗ ଗୁଡିକୁ ପ୍ରଦର୍ଶନ କରିବା ପାଇଁ।
2009-03-17
ଏନକେଡିଙ୍ଗ ଉପ ମେନୁରେ ସମ୍ଭାବିତ ଏନକୋଡିଙ୍ଗଗୁଡିକର ଗୋଟିଏ ଉପସେଟ ଉପସ୍ଥିତ ଥାଏ ୤ ସେଠାରେ ପ୍ରତୀତ ହେବା ପାଇଁ ଏହା ଏନକୋଡିଙ୍ଗ ଗୁଡିକର ଗୋଟିଏ ତାଲିକା ଅଟେ ୤ ବିଶେଷ ଏନକୋଡିଙ୍ଗ ନାମ "ଚଳିତ" ଅର୍ଥାତ୍ ଚଳିତ ସ୍ଥାନୀଯର ଏନକୋଡିଙ୍ଗ ଗୁଡିକୁ ପ୍ରଦର୍ଶନ କରିବା ପାଇଁ ୤
21.
A value between 0.0 and 1.0 indicating how much to darken the background image. 0.0 means no darkness, 1.0 means fully dark. In the current implementation, there are only two levels of darkness possible, so the setting behaves as a boolean, where 0.0 disables the darkening effect.
2010-02-10
0.0 ଏବଂ 1.0 ମଧ୍ଯରେ ଗୋଟିଏ ମୂଲ୍ଯ ପୃଷ୍ଠଭୂମି ଚିତ୍ରକୁ କେତେ ଗାଢ ରଙ୍ଗର କରାୟିବ ସୂଚିତ କରାଏ। 0.0 ର ଅର୍ଥ କିଛି ବି ଗାଢରଙ୍ଗ ନାହିଁ , 1.0 ର ଅର୍ଥ ପୂର୍ଣ୍ଣ ଗାଢ ରଙ୍ଗ। ଚଳିତ କାର୍ୟ୍ଯ ସମ୍ପାଦନରେ, ଗାଢରଙ୍ଗର କେବଳ ଦୁଇଟି ସ୍ତର ସମ୍ଭବ ଅଟେ, ତେଣୁ ସେଟିଙ୍ଗ ବୁଲିଅନ ପରି ବ୍ଯବହାର କରେ, ୟେଉଁଠାରେ 0.0 ଗାଢରଙ୍ଗ କରିବା ପ୍ରଭାବକୁ ଅକ୍ଷମ କରେ।
2009-03-17
0.0 ଏବଂ 1.0 ମଧ୍ଯରେ ଗୋଟିଏ ମୂଲ୍ଯ ପୃଷ୍ଠଭୂମି ଚିତ୍ରକୁ କେତେ ଗାଢ ରଙ୍ଗର କରାୟିବ ସୂଚିତ କରାଏ ୤ 0.0 ର ଅର୍ଥ କିଛି ବି ଗାଢରଙ୍ଗ ନାହିଁ , 1.0 ର ଅର୍ଥ ପୂର୍ଣ୍ଣ ଗାଢ ରଙ୍ଗ ୤ ଚଳିତ କାର୍ୟ୍ଯ ସମ୍ପାଦନରେ, ଗାଢରଙ୍ଗର କେବଳ ଦୁଇଟି ସ୍ତର ସମ୍ଭବ ଅଟେ, ତେଣୁ ସେଟିଙ୍ଗ ବୁଲିଅନ ପରି ବ୍ଯବହାର କରେ, ୟେଉଁଠାରେ 0.0 ଗାଢରଙ୍ଗ କରିବା ପ୍ରଭାବକୁ ଅକ୍ଷମ କରେ ୤
22.
Accelerator key to detach current tab. Expressed as a string in the same format used for GTK+ resource files. If you set the option to the special string "disabled", then there will be no keybinding for this action.
2010-02-10
ଚଳିତ ଟାବରୁ ବେଗବର୍ଦ୍ଧକ କି ବିଚ୍ଛିନ୍ନ କରିବା ପାଇଁ। GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ଯଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ "ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ।
2009-03-17
ଚଳିତ ଟାବରୁ ବେଗବର୍ଦ୍ଧକ କି ବିଚ୍ଛିନ୍ନ କରିବା ପାଇଁ, GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ ୤ ୟଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ "ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ ୤
23.
Accelerator key to move the current tab to the left. Expressed as a string in the same format used for GTK+ resource files. If you set the option to the special string "disabled", then there will be no keybinding for this action.
2010-02-10
ଚଳିତ ଟାବକୁ ବାମକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ କି। GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ଯଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ"ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ।
2009-03-17
ଚଳିତ ଟାବକୁ ବାମକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ କି ୤ GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ ୤ ୟଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ "ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ ୤
24.
Accelerator key to move the current tab to the right. Expressed as a string in the same format used for GTK+ resource files. If you set the option to the special string "disabled", then there will be no keybinding for this action.
2010-02-10
ଚଳିତ ଟାବକୁ ଡାହାଣକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ କି। GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ଯଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ"ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ।
2009-03-17
ଚଳିତ ଟାବକୁ ଡାହାଣକୁ ଘୁ଼ଞ୍ଚାଇବା ପାଇଁ ବେଗବର୍ଦ୍ଧକ କି ୤ GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ ୤ ୟଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ "ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ ୤
25.
Accelerator to detach current tab.
2010-02-10
ଚଳିତ ଟାବକୁ ବିଚ୍ଛିନ୍ନ କରିବା ପାଇଁ ବେଗବର୍ଦ୍ଧକ।
2009-03-17
ଚଳିତ ଟାବକୁ ବିଚ୍ଛିନ୍ନ କରିବା ପାଇଁ ବେଗବର୍ଦ୍ଧକ ୤
26.
Accelerator to move the current tab to the left.
2010-02-10
ଚଳିତ ଟାବକୁ ବାମକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ।
2009-03-17
ଚଳିତ ଟାବକୁ ବାମକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ ୤
27.
Accelerator to move the current tab to the right.
2010-02-10
ଚଳିତ ଟାବକୁ ଡାହାଣକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ।
2009-03-17
ଚଳିତ ଟାବକୁ ଡାହାଣକୁ ଘୁ଼ଞ୍ଚାଇବା ପାଇଁ ବେଗବର୍ଦ୍ଧକ ୤
28.
An Pango font name. Examples are "Sans 12" or "Monospace Bold 14".
2010-02-10
ଗୋଟିଏ ପାଙ୍ଗୋ ଫଣ୍ଟ ନାମ। ଉଦାହରଣଗୁଡିକ ହେଉଛି "Sans 12" କିମ୍ବା "Monospace Bold 14".
2009-03-17
ଗୋଟିଏ ପାଙ୍ଗୋ ଫଣ୍ଟ ନାମ ୤ ଉଦାହରଣଗୁଡିକ ହେଉଛି"ସାନସ୍ 12" କିମ୍ବା "ମନୋସ୍ପ୍ସେ ଗାଢ 14"୤
31.
Characters that are considered "part of a word"
2010-02-10
ଅକ୍ଷରଗୁଡିକ ଯାହାକି ବିଚାରକୁ ନିଆୟାଏ "ଗୋଟିଏ ଶବ୍ଦର ଅଂଶ"
2009-03-17
ଅକ୍ଷରଗୁଡିକ ୟାହାକି ବିଚାରକୁ ନିଆୟାଏ "ଗୋଟିଏ ଶବ୍ଦର ଅଂଶ"
32.
Custom command to use instead of the shell
2009-03-17
ସେଲ ପରିବର୍ତ୍ତେ ଉପୟୋଗ କରିବା ପାଇଁ ବ୍ଯବସ୍ଥାପିତ ଆଦେଶ ଗୁଡିକ
34.
Default color of bold text in the terminal
2010-08-18
ଟର୍ମିନାଲରେ ଗାଢ଼ ପାଠ୍ୟର ପୂର୍ବନିର୍ଦ୍ଧାରିତ ରଙ୍ଗ
35.
Default color of bold text in the terminal, as a color specification (can be HTML-style hex digits, or a color name such as "red"). This is ignored if bold_color_same_as_fg is true.
2010-08-18
ଟର୍ମିନାଲରେ ଗାଢ଼ ପାଠ୍ୟର ପୂର୍ବନିର୍ଦ୍ଧାରିତ ରଙ୍ଗ,ଗୋଟିଏ ରଙ୍ଗ ନିର୍ଦ୍ଦେଶକରଣ ସ୍ବରୂପ ( HTML-ଶୈଳୀର ଛଅଅଂକ ବିଶିଷ୍ଟ ହୋଇପାରେ, କିମ୍ବା ଗୋଟିଏ ରଙ୍ଗର ନାମ ହୋଇପାରେ ଯେମିତି କି "ଲାଲ")। ଯଦି bold_color_same_as_fg ଟି true ହୋଇଥାଏ ତେବେ ଏହାକୁ ଅଗ୍ରାହ୍ୟ କରାଯାଇଥାଏ।
36.
Default color of terminal background
2009-03-17
ଟର୍ମିନାଲ ପୃଷ୍ଠଭୂମିର ଡିଫଲ୍ଟ ରଙ୍ଗ
37.
Default color of terminal background, as a color specification (can be HTML-style hex digits, or a color name such as "red").
2010-02-10
ଟର୍ମିନାଲ ପୃଷ୍ଠଭୂମିର ଡିଫଲ୍ଟ ରଙ୍ଗ, ଗୋଟିଏ ରଙ୍ଗ ନିର୍ଦ୍ଦେଶକରଣ ସ୍ବରୂପ ( HTML-ଶୈଳୀର ଛଅଅଂକ ବିଶିଷ୍ଟ ହୋଇପାରେ, ଗୋଟିଏ ରଙ୍ଗର ନାମ ହୋଇପାରେ ୟେମିତି କି "ଲାଲ")