Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

51100 of 241 results
51.
Class resource of the class group to examine
2011-07-15
ଯାଞ୍ଚ କରିବାକୁ ଥିବା ଶ୍ରେଣୀ ସମୁଦାୟର ଶ୍ରେଣୀ ଉତ୍ସ
52.
CLASS
2011-07-15
CLASS
53.
NUMBER of the workspace to examine or modify
2011-07-15
ଯାଞ୍ଚ କିମ୍ବା ପରିବର୍ତ୍ତନ କରିବାକୁଥିବା କାର୍ଯ୍ୟକ୍ଷେତ୍ର ସଂଖ୍ୟା
54.
NUMBER
2011-07-15
NUMBER
55.
NUMBER of the screen to examine or modify
2011-07-15
ଯାଞ୍ଚ କିମ୍ବା ପରିବର୍ତ୍ତନ କରିବାକୁଥିବା ପରଦା ସଂଖ୍ୟା
56.
Alias of --window
2011-07-15
--ୱିଣ୍ଡୋର ଉପନାମ
57.
List windows of the application/class group/workspace/screen (output format: "XID: Window Name")
2011-07-15
ଏହି ପ୍ରୟୋଗ/ଶ୍ରେଣୀ ସମୁଦାୟ/କାର୍ଯ୍ୟକ୍ଷେତ୍ର/ପରଦାର ୱିଣ୍ଡୋଗୁଡ଼ିକୁ ତାଲିକାଭୁକ୍ତ କରନ୍ତୁ (ନିର୍ଗମ ଶୈଳୀ: "XID: ୱିଣ୍ଡୋ ନାମ")
58.
List workspaces of the screen (output format: "Number: Workspace Name")
2011-07-15
ପରଦାର କାର୍ଯ୍ୟକ୍ଷେତ୍ରକୁ ତାଲିକାଭୁକ୍ତ କରନ୍ତୁ (ନିର୍ଗମ ଶୈଳୀ: "ସଂଖ୍ୟା: କାର୍ଯ୍ୟକ୍ଷେତ୍ର ନାମ")
59.
Change the number of workspaces of the screen to NUMBER
2011-07-15
ପରଦାର କାର୍ଯ୍ୟକ୍ଷେତ୍ର ସଂଖ୍ୟାକୁ NUMBERରେ ପରିବର୍ତ୍ତନକରନ୍ତୁ
60.
Change the workspace layout of the screen to use NUMBER rows
2011-07-15
NUMBER ଧାଡ଼ିଗୁଡ଼ିକୁ ବ୍ୟବହାର କରିବା ପାଇଁ ପରଦାର କାର୍ଯ୍ୟକ୍ଷେତ୍ର ବିନ୍ୟାସକୁ ପରିବର୍ତ୍ତନକରନ୍ତୁ
61.
Change the workspace layout of the screen to use NUMBER columns
2011-07-15
NUMBER ସ୍ତମ୍ଭଗୁଡ଼ିକୁ ବ୍ୟବହାର କରିବା ପାଇଁ ପରଦାର କାର୍ଯ୍ୟକ୍ଷେତ୍ର ବିନ୍ୟାସକୁ ପରିବର୍ତ୍ତନକରନ୍ତୁ
62.
Show the desktop
2011-07-15
ଡେସ୍କଟପକୁ ଦର୍ଶାନ୍ତୁ
63.
Stop showing the desktop
2011-07-15
ଡେସ୍କଟପକୁ ଦର୍ଶାଇବା ବନ୍ଦକରନ୍ତୁ
64.
Move the viewport of the current workspace to X coordinate X
2011-07-15
ସାମ୍ପ୍ରତିକ କାର୍ଯ୍ୟକ୍ଷେତ୍ରର ଦୃଶ୍ୟ ସଂଯୋଗୀକୁ X ଅବସ୍ଥାନର Xକୁ ସ୍ଥାନାନ୍ତର କରନ୍ତୁ
65.
X
2011-07-15
X
66.
Move the viewport of the current workspace to Y coordinate Y
2011-07-15
ସାମ୍ପ୍ରତିକ କାର୍ଯ୍ୟକ୍ଷେତ୍ରର ଦୃଶ୍ୟ ସଂଯୋଗୀକୁ Y ଅବସ୍ଥାନର Yକୁ ସ୍ଥାନାନ୍ତର କରନ୍ତୁ
67.
Y
2011-07-15
Y
68.
Minimize the window
2011-07-15
ୱିଣ୍ଡୋକୁ ଛୋଟକରନ୍ତୁ
69.
Unminimize the window
2011-07-15
ୱିଣ୍ଡୋକୁ ଛୋଟକରନ୍ତୁ ନାହିଁ
70.
Maximize the window
2011-07-15
ୱିଣ୍ଡୋକୁ ବଡ଼କରନ୍ତୁ
71.
Unmaximize the window
2011-07-15
ୱିଣ୍ଡୋକୁ ବଡ଼କରନ୍ତୁ ନାହିଁ
72.
Maximize horizontally the window
2011-07-15
ୱିଣ୍ଡୋକୁ ଭୂସମାନ୍ତରାଳରେ ବଡ଼କରନ୍ତୁ
73.
Unmaximize horizontally the window
2011-07-15
ୱିଣ୍ଡୋକୁ ଭୂସମାନ୍ତରାଳରେ ବଡ଼କରନ୍ତୁ ନାହିଁ
74.
Maximize vertically the window
2011-07-15
ୱିଣ୍ଡୋକୁ ଭୂଲମ୍ବରେ ବଡ଼କରନ୍ତୁ
75.
Unmaximize vertically the window
2011-07-15
ୱିଣ୍ଡୋକୁ ଭୂଲମ୍ବରେ ବଡ଼କରନ୍ତୁ ନାହିଁ
76.
Start moving the window via the keyboard
2011-07-15
କି ବୋର୍ଡ ମାଧ୍ଯମରେ ୱିଣ୍ଡୋକୁ ଗତିକରାଇବା ଆରମ୍ଭକରନ୍ତୁ
77.
Start resizing the window via the keyboard
2011-07-15
କି ବୋର୍ଡ ମାଧ୍ଯମରେ ୱିଣ୍ଡୋକୁ ଆକାର ବଦଳାଇବା ଆରମ୍ଭକରନ୍ତୁ
78.
Activate the window
2011-07-15
ୱିଣ୍ଡୋକୁ ସକ୍ରିୟକରନ୍ତୁ
79.
Close the window
2011-07-15
ୱିଣ୍ଡୋକୁ ବନ୍ଦକରନ୍ତୁ
80.
Make the window fullscreen
2011-07-15
ୱିଣ୍ଡୋକୁ ସମ୍ପୂର୍ଣ୍ଣ ପରଦାରେ ରଖନ୍ତୁ
81.
Make the window quit fullscreen mode
2011-07-15
ୱିଣ୍ଡୋକୁ ସମ୍ପୂର୍ଣ୍ଣ ପରଦା ଅବସ୍ଥାରୁ ବିଦାୟ ଦିଅନ୍ତୁ
82.
Make the window always on top
2011-07-15
ୱିଣ୍ଡୋକୁ ସର୍ବଦା ଉପରେ ରଖନ୍ତୁ
83.
Make the window not always on top
2011-07-15
ୱିଣ୍ଡୋକୁ ସର୍ବଦା ଉପରେ ରଖନ୍ତୁ ନାହିଁ
84.
Make the window below other windows
2011-07-15
ୱିଣ୍ଡୋକୁ ଅନ୍ୟ ୱିଣ୍ଡୋ ତଳେ ରଖନ୍ତୁ
85.
Make the window not below other windows
2011-07-15
ୱିଣ୍ଡୋକୁ ଅନ୍ୟ ୱିଣ୍ଡୋ ତଳେ ରଖନ୍ତୁ ନାହିଁ
86.
Shade the window
2011-07-15
ୱିଣ୍ଡୋକୁ ଅପ୍ରକାଶିତ ରଖନ୍ତୁ
87.
Unshade the window
2011-07-15
ୱିଣ୍ଡୋକୁ ପ୍ରକାଶିତ ରଖନ୍ତୁ
88.
Make the window have a fixed position in the viewport
2011-07-15
ଦୃଶ୍ୟ ସଂଯୋଗୀରେ ୱିଣ୍ଡୋକୁ ଗୋଟିଏ ସ୍ଥାୟୀ ଅବସ୍ଥାନରେ ରଖନ୍ତୁ
89.
Make the window not have a fixed position in the viewport
2011-07-15
ଦୃଶ୍ୟ ସଂଯୋଗୀରେ ୱିଣ୍ଡୋକୁ ଗୋଟିଏ ସ୍ଥାୟୀ ଅବସ୍ଥାନରେ ରଖନ୍ତୁ ନାହିଁ
90.
Make the window not appear in pagers
2011-07-15
ୱିଣ୍ଡୋକୁ ପେଜରରେ ଦର୍ଶାନ୍ତୁ ନାହିଁ
91.
Make the window appear in pagers
2011-07-15
ୱିଣ୍ଡୋକୁ ପେଜରରେ ଦର୍ଶାନ୍ତୁ
92.
Make the window not appear in tasklists
2011-07-15
ୱିଣ୍ଡୋକୁ କାର୍ଯ୍ୟ ତାଲିକାରେ ଦର୍ଶାନ୍ତୁ ନାହିଁ
93.
Make the window appear in tasklists
2011-07-15
ୱିଣ୍ଡୋକୁ କାର୍ଯ୍ୟ ତାଲିକାରେ ଦର୍ଶାନ୍ତୁ
94.
Make the window visible on all workspaces
2011-07-15
ୱିଣ୍ଡୋକୁ ସମସ୍ତ କାର୍ଯ୍ୟକ୍ଷେତ୍ରରେ ଦର୍ଶାନ୍ତୁ
95.
Make the window visible on the current workspace only
2011-07-15
ୱିଣ୍ଡୋକୁ କେବଳ ଏହି କାର୍ଯ୍ୟକ୍ଷେତ୍ରରେ ଦର୍ଶାନ୍ତୁ
96.
Move the window to workspace NUMBER (first workspace is 0)
2011-07-15
ୱିଣ୍ଡୋକୁ କାର୍ଯ୍ୟକ୍ଷେତ୍ର NUMBER କୁ ସ୍ଥାନାନ୍ତର କରନ୍ତୁ (ପ୍ରଥମ କାର୍ଯ୍ୟକ୍ଷେତ୍ର ଟି ହେଲା 0)
97.
Change the X coordinate of the window to X
2011-07-15
ୱିଣ୍ଡୋର X ସ୍ଥାନାଙ୍କକୁ Xକୁ ପରିବର୍ତ୍ତନ କରନ୍ତୁ
98.
Change the Y coordinate of the window to Y
2011-07-15
ୱିଣ୍ଡୋର Y ସ୍ଥାନାଙ୍କକୁ Yକୁ ପରିବର୍ତ୍ତନ କରନ୍ତୁ
99.
Change the width of the window to WIDTH
2011-07-15
ୱିଣ୍ଡୋର ଓସାରକୁ WIDTHକୁ ପରିବର୍ତ୍ତନ କରନ୍ତୁ
100.
WIDTH
2011-07-15
WIDTH