Translations by Subhransu Behera

Subhransu Behera has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 570 results
~
Double Density 5.25" (360KB)
2006-08-27
ଦୁଇଗୁଣ ଘନତ୍ବ ୫.୨୫" (୩୬୦ କିଲୋ-ବାଇଟ୍)
~
DOS (FAT)
2006-08-27
DOS (FAT)
~
The bad blocks checking utility (mbadblocks) reported the following errors: %s.
2006-08-27
ଖରାପ ଅଂଶ ନିରୀକ୍ଷଣ ଉପଯୋଗିତା (mbadblocks) ନିମ୍ନଲିଖିତ ତ୍ରୁଟି ମାନଙ୍କୁ ଜଣାଇଲା: %s।
~
Double Density 3.5" (720KB)
2006-08-27
ଦୁଇଗୁଣ ଘନତ୍ବ ୩.୫" (୭୨୦ କିଲୋ-ବାଇଟ୍)
~
<small><i><b>Note</b>: The mbadblocks utility isn't installed on this system. It must be installed in order to perform a thorough DOS (fat) formatting.</i></small>
2006-08-27
<small><i><b>ଟିପ୍ପଣୀ</b>: mbadblocks ଉପଯୋଗିତାଟି ଏହି ତନ୍ତ୍ରରେ ସ୍ଥାପିତ ହୋଇନାହିଁ।ଗୋଟିଏ ସମ୍ପୂର୍ଣ୍ଣ DOS (fat) ଫର୍ମାଟ ପ୍ରକ୍ରିୟାକୁ ସମ୍ପାଦନ କରିବା ପାଇଁ ଏହାକୁ ସ୍ଥାପନ କରାଯିବା ଉଚିତ।</i></small>
~
Making filesystem on disk... Done
2006-08-27
ଡିସ୍କରେ ଫାଇଲ ତନ୍ତ୍ରକୁ ପ୍ରସ୍ତୁତ କରୁଅଛି ... ସମ୍ପନ୍ନ
~
Error while spawning the mbadblocks command: %s.
2006-08-27
mbadblocks ନିର୍ଦ୍ଦେଶକୁ ପ୍ରଜନନ କରିବା ସମୟରେ ତ୍ରୁଟି: %s।
~
Generic error accessing floppy device %s. Error code %s
2006-08-27
%s ଫ୍ଲପି ଉପକରଣକୁ ଅଭିଗମ କରିବା ସମୟରେ ନିର୍ଦ୍ଦିଷ୍ଟ ତ୍ରୁଟି। ତ୍ରୁଟି ସଙ୍କେତ %s
~
Bad data in cyl %d. Continuing...
2006-08-27
%d ସିଲିଣ୍ଡରରେ ଖରାପ ତଥ୍ଯ। ଆଗକୁ ବଢୁଛି ...
~
Abnormal mbadblocks child process termination.
2006-08-27
ଅସ୍ବାଭାବିକ mbadblocks ନିର୍ଭରକ ପ୍ରକ୍ରିୟା ସମାପ୍ତି।
~
2006-08-27
~
Checking for bad blocks... (this might take a while)
2006-08-27
ଖରାପ ଅଂଶ ମାନଙ୍କ ପାଇଁ ଯାଞ୍ଚ କରୁଅଛି ... (ଏହା କିଛି ସମୟ ନେଇପାରେ)
~
Unable to create filesystem correctly.
2006-08-27
ଫାଇଲତନ୍ତ୍ରକୁ ସଠିକ ଭାବରେ ସ୍ରୁଷ୍ଟି କରିବାରେ ଅସମର୍ଥ।
~
Unable to write to the floppy. Please confirm that it is not write-protected.
2006-08-27
ଫ୍ଲପିରେ ଲେଖିବାରେ ଅସମର୍ଥ। ଦୟାକରି ଆପଣ ଏହା ନିଶ୍ତିତ କରନ୍ତୁ ଯେ ଏହା ଲିଖନ-ପ୍ରତିବନ୍ଧିତ ନୁହେଁ।
~
Abnormal child process termination.
2006-08-27
ଅସ୍ବାଭାବିକ ନିର୍ଭରକ ପ୍ରକ୍ରିୟା ସମାପ୍ତି।
~
Could not determine current floppy geometry.
2006-08-27
ପ୍ରଚଳିତ ଫ୍ଲପି ଜ୍ଯାମିତିକୁ ସ୍ଥିର କରି ପାରିଲା ନାହିଁ।
~
Unable to write to device %s
2006-08-27
%s ଉପକରଣରେ ଲେଖିବାରେ ଅସମର୍ଥ
~
Checking for bad blocks... Done
2006-08-27
ଖରାପ ଅଂଶ ପାଇଁ ନିରୀକ୍ଷଣ କରୁଅଛି ... ସମ୍ପନ୍ନ
~
Problem reading cylinder %d, expected %d, read %d
2006-08-27
%d ସିଲିଣ୍ଡରକୁ ପଢିବା ସମୟରେ ସମସ୍ଯା, %d ଅପେକ୍ଷିତ ଥିଲା, କିନ୍ତୁ %d କୁ ପଢନ୍ତୁ
~
Generic error accessing floppy device %s. Error code %s:%d
2006-08-27
%s ଫ୍ଲପି ଉପକରଣକୁ ଅଭିଗମ କରିବା ସମୟରେ ନିର୍ଦ୍ଦିଷ୍ଟ ତ୍ରୁଟି। ତ୍ରୁଟି ସଙ୍କେତ %s:%d
~
Error closing device %s
2006-08-27
%s ଉପକରଣକୁ ବନ୍ଦ କରିବା ସମୟରେ ତ୍ରୁଟି
~
Unable to access the floppy disk. Please confirm that it is in the drive with the drive door shut.
2006-08-27
ଫ୍ଲପି ଡିସ୍କକୁ ଅଭିଗମ କରିବାରେ ଅସମର୍ଥ। ଦୟାକରି ଏହା ନିଶ୍ଚିତ ହୁଅନ୍ତୁ ଯେ ଏହା ଡ୍ରାଇଭ ଦ୍ବାରକୁ ବନ୍ଦ କରି ଡ୍ରାଇଭରେ ଅଛି।
~
Formatting the disk... Done
2006-08-27
ଡିସ୍କକୁ ଫର୍ମାଟ କରୁଅଛି ... ସମ୍ପନ୍ନ
~
Error while checking the bad blocks.
2006-08-27
ରାପ ଅଂଶ ମାନଙ୍କୁ ନିରୀକ୍ଷଣ କରିବା ସମୟରେ ତ୍ରୁଟି।
~
Verifying the format...
2006-08-27
ସଜ୍ଜିକରଣ ଶୈଳୀକୁ ଯାଞ୍ଚ କରୁଅଛି ...
~
ADVANCED USERS ONLY - Default backend for FAT formatting
2006-08-27
କେବଳ ଉନ୍ନତ ଚାଳକ - FAT ସଂରୂପଣ ପାଇଁ ପୂର୍ବ ନିର୍ଦ୍ଧାରିତ ପ୍ରୁଷ୍ଠଭାଗ
~
Unknown mke2fs starting signature, cancelling.
2006-08-27
ଅଜଣା mke2fs ପ୍ରାରମ୍ଭିକ ହସ୍ତାକ୍ଷର, ବାତିଲ କରୁଅଛି।
~
Making filesystem on disk...
2006-08-27
ଡିସ୍କରେ ଫାଇଲ ତନ୍ତ୍ରକୁ ପ୍ରସ୍ତୁତ କରୁଅଛି ...
~
TRUE to set mkdosfs as the preferred FAT formatting backend or FALSE to set mtools as the preferred FAT formatting backend.
2006-08-27
mkdosfs କୁ ପସନ୍ଦୀୟ FAT ଫରମାଟିଙ୍ଗ ପ୍ରୁଷ୍ଠଭାଗ ରୂପରେ ସେଟ କରିବା ପାଇଁ 'ସତ୍ଯ' କିମ୍ବା mtools କୁ ପସନ୍ଦୀୟ FAT ଫରମାଟିଙ୍ଗ ପ୍ରୁଷ୍ଠଭାଗ ରୂପରେ ସେଟ କରିବା ପାଇଁ 'ମିଥ୍ଯା' କୁ ଦବାନ୍ତୁ
~
ext2 for the linux native filesystem or fat for the DOS filesystem.
2006-08-27
linux ନିବାସୀ ଫାଇଲତନ୍ତ୍ର ପାଇଁ ext2 କିମ୍ବା DOS ଫାଇଲତନ୍ତ୍ର ପାଇଁ fat
~
The filesystem creation utility (%s) reported the following errors: %s (%d)
2006-08-27
ଫାଇଲତନ୍ତ୍ର ସ୍ରୁଷ୍ଟି ଉପଯୋଗିତା (%s) ନିମ୍ନଲିଖିତ ତ୍ରୁଟି ମାନଙ୍କୁ ଜଣାଇଲା: %s (%d)
~
Error while creating a unique filename for the bad blocks list file.
2006-08-27
ଖରାପ ଅଂଶ ସୂଚୀ ଫାଇଲ ପାଇଁ ଗୋଟିଏ ଅନନ୍ଯ ଫାଇଲ ନାମ ଦେବା ସମୟରେ ତ୍ରୁଟି।
~
Internal Error: Unable to seek to the correct location.
2006-08-27
ଆଭ୍ଯନ୍ତରୀଣ ତ୍ରୁଟି: ସଠିକ ଅବସ୍ଥାନକୁ ଅନ୍ବେଷଣ କରିବାରେ ବିଫଳ।
~
Default filesystem type
2006-08-27
ପୂର୍ବ ନିର୍ଦ୍ଧାରିତ ଫାଇଲତନ୍ତ୍ର ପ୍ରକାର
~
Verifying the format... Done
2006-08-27
ସଜ୍ଜିକରଣ ଶୈଳୀକୁ ଯାଞ୍ଚ କରୁଅଛି ... ସମ୍ପନ୍ନ
~
Floppy Formatter
2006-08-27
ଫ୍ଲପି ଫର୍ମାଟର
~
Failed to open device %s for badblock checking
2006-08-27
ଖରାପ ଅଂଶ ନିରୀକ୍ଷଣ ପାଇଁ %s ଉପକରଣକୁ ଖୋଲିବାରେ ବିଫଳ
~
Checking for bad blocks...
2006-08-27
ଖରାପ ଅଂଶ ମାନଙ୍କ ପାଇଁ ଯାଞ୍ଚ କରୁଅଛି ...
~
Error while filling the bad blocks list file.
2006-08-27
ଖରାପ ଅଂଶ ସୂଚୀ ଫାଇଲକୁ ଭର୍ତ୍ତି କରିବା ସମୟରେ ତ୍ରୁଟି।
~
Read Error: Problem reading cylinder %d, expected %d, read %d
2006-08-27
ପଠନ ତ୍ରୁଟି: %d ସିଲିଣ୍ଡରକୁ ପଢିବା ସମୟରେ ସମସ୍ଯା, %d ଅପେକ୍ଷିତ ଥିଲା, କିନ୍ତୁ %d କୁ ପଢନ୍ତୁ
~
Formatting the disk...
2006-08-27
ଡିସ୍କକୁ ଫର୍ମାଟ କରୁଅଛି
~
0 for the quick format, 1 for a standard one (adds a low-level format) and finally 2 for a thorough format (adds a bad blocks scan).
2006-08-27
୦ - ଶୀଘ୍ର ଫର୍ମାଟ କରିବା ପାଇଁ, ୧ - ଗୋଟିଏ ସାଧାରଣ ଫର୍ମାଟ ପାଇଁ (ଗୋଟିଏ ନିମ୍ନ ସ୍ତରୀୟ ଫର୍ମାଟକୁ ଯୋଗ କରିଥାଏ) ଏବଂ ସର୍ବଶେଷରେ ଗୋଟିଏ ସମ୍ପୂର୍ଣ୍ଣ ଫର୍ମାଟ ପାଇଁ ୨ (ଗୋଟିଏ ଖରାପ ଅଂଶ କ୍ରମବୀକ୍ଷଣକୁ ଯୋଗ କରିଥାଏ)।
~
Insufficient permissions to open floppy device %s.
2006-08-27
%s ଫ୍ଲପି ଉପକରଣକୁ ଖୋଲିବା ପାଇଁ ପର୍ଯ୍ଯାପ୍ତ ଅନୁମତି ନାହିଁ।
~
Error formatting track #%d
2006-08-27
ଟ୍ରାକ # %d କୁ ଫର୍ମାଟ କରିବା ସମୟରେ ତ୍ରୁଟି
~
I don't know what this is, but it's very wrong.
2006-08-27
ଏହା କଣ ବୋଲି ମୁଁ ଜାଣି ନାହିଁ, କିନ୍ତୁ ଏଥିରେ ବହୁତ ଭୂଲ ଥିବା ପରି ଜଣା ଯାଉଛି।
~
Format floppy disks
2006-08-27
ଫ୍ଲପି ଡିସ୍କକୁ ଫର୍ମାଟ କରନ୍ତୁ
~
Error while spawning the (%s) command: %s.
2006-08-27
(%s) ନିର୍ଦ୍ଦେଶକୁ ପ୍ରଜନନ କରିବା ସମୟରେ ତ୍ରୁଟି: %s।
~
Internal Error: Weird value (%ld) in do_test
2006-08-27
ଆଭ୍ଯନ୍ତରୀଣ ତ୍ରୁଟି: ଅସଙ୍ଗତ ମୂଲ୍ଯ (%ld) 'ପରୀକ୍ଷଣ_କରନ୍ତୁ' ରେ
~
Error during completion of formatting
2006-08-27
ଫର୍ମାଟିଙ୍ଗ ର ସମ୍ପାଦନ ସମୟରେ ତ୍ରୁଟି
~
Default formatting mode
2006-08-27
ପୂର୍ବ ନିର୍ଦ୍ଧାରିତ ଫର୍ମାଟ କରିବା ଧାରା