Browsing Oriya translation

Don't show this notice anymore
Before translating, be sure to go through Ubuntu Translators instructions and Oriya guidelines.
918 of 455 results
9.
Show session management options
ଅଧିବେଶନ ପରିଚାଳନା ବିକଳ୍ପଗୁଡ଼ିକୁ ଦର୍ଶାନ୍ତୁ
Translated by Manoj Kumar Giri
Located in ../src/eggsmclient.c:254
10.
A_vailable encodings:
ଉପଲବ୍ଧ ସଙ୍କେତାବଳୀ: (_v)
Translated and reviewed by Subhransu Behera
Located in ../src/encodings-dialog.glade.h:2
11.
Add or Remove Terminal Encodings
ଟର୍ମିନାଲ ଏନକୋଡ କରିବାକୁ ୟୋଗ କର କିମ୍ବା ହଟାଅ
Translated by Manoj Kumar Giri
Located in ../src/encodings-dialog.glade.h:1
12.
E_ncodings shown in menu:
ମେନୁରେ ପ୍ରଦର୍ଶିତ ସଙ୍କେତାବଳୀ: (_n)
Translated by Manoj Kumar Giri
Located in ../src/preferences.ui.h:20
13.
A subset of possible encodings are presented in the Encoding submenu. This is a list of encodings to appear there. The special encoding name "current" means to display the encoding of the current locale.
ଏନକେଡିଙ୍ଗ ଉପ ମେନୁରେ ସମ୍ଭାବିତ ଏନକୋଡିଙ୍ଗଗୁଡିକର ଗୋଟିଏ ଉପସେଟ ଉପସ୍ଥିତ ଥାଏ। ସେଠାରେ ପ୍ରତୀତ ହେବା ପାଇଁ ଏହା ଏନକୋଡିଙ୍ଗ ଗୁଡିକର ଗୋଟିଏ ତାଲିକା ଅଟେ। ବିଶେଷ ଏନକୋଡିଙ୍ଗ ନାମ "ଚଳିତ" ଅର୍ଥାତ୍ ଚଳିତ ସ୍ଥାନୀଯର ଏନକୋଡିଙ୍ଗ ଗୁଡିକୁ ପ୍ରଦର୍ଶନ କରିବା ପାଇଁ।
Translated by Manoj Kumar Giri
Located in ../src/gnome-terminal.schemas.in.h:17
14.
A value between 0.0 and 1.0 indicating how much to darken the background image. 0.0 means no darkness, 1.0 means fully dark. In the current implementation, there are only two levels of darkness possible, so the setting behaves as a boolean, where 0.0 disables the darkening effect.
0.0 ଏବଂ 1.0 ମଧ୍ଯରେ ଗୋଟିଏ ମୂଲ୍ଯ ପୃଷ୍ଠଭୂମି ଚିତ୍ରକୁ କେତେ ଗାଢ ରଙ୍ଗର କରାୟିବ ସୂଚିତ କରାଏ। 0.0 ର ଅର୍ଥ କିଛି ବି ଗାଢରଙ୍ଗ ନାହିଁ , 1.0 ର ଅର୍ଥ ପୂର୍ଣ୍ଣ ଗାଢ ରଙ୍ଗ। ଚଳିତ କାର୍ୟ୍ଯ ସମ୍ପାଦନରେ, ଗାଢରଙ୍ଗର କେବଳ ଦୁଇଟି ସ୍ତର ସମ୍ଭବ ଅଟେ, ତେଣୁ ସେଟିଙ୍ଗ ବୁଲିଅନ ପରି ବ୍ଯବହାର କରେ, ୟେଉଁଠାରେ 0.0 ଗାଢରଙ୍ଗ କରିବା ପ୍ରଭାବକୁ ଅକ୍ଷମ କରେ।
Translated by Manoj Kumar Giri
Located in ../src/gnome-terminal.schemas.in.h:89
15.
Accelerator key to detach current tab. Expressed as a string in the same format used for GTK+ resource files. If you set the option to the special string "disabled", then there will be no keybinding for this action.
ଚଳିତ ଟାବରୁ ବେଗବର୍ଦ୍ଧକ କି ବିଚ୍ଛିନ୍ନ କରିବା ପାଇଁ। GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ଯଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ "ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ।
Translated by Manoj Kumar Giri
Located in ../src/gnome-terminal.schemas.in.h:136
16.
Accelerator key to move the current tab to the left. Expressed as a string in the same format used for GTK+ resource files. If you set the option to the special string "disabled", then there will be no keybinding for this action.
ଚଳିତ ଟାବକୁ ବାମକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ କି। GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ଯଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ"ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ।
Translated by Manoj Kumar Giri
Located in ../src/gnome-terminal.schemas.in.h:132
17.
Accelerator key to move the current tab to the right. Expressed as a string in the same format used for GTK+ resource files. If you set the option to the special string "disabled", then there will be no keybinding for this action.
ଚଳିତ ଟାବକୁ ଡାହାଣକୁ ଘୁଞ୍ଚାଇବା ପାଇଁ ବେଗବର୍ଦ୍ଧକ କି। GTK+ ସ୍ବମ୍ବଳ ଫାଇଲଗୁଡିକ ପାଇଁ ଉପୟୋଗ ହୋଇଥିବା ସେହି ସମାନ ଫର୍ମାଟରେ ଗୋଟିଏ ସ୍ଟ୍ରିଙ୍ଗ ପରି ପ୍ରକାଶିତ ହୋଇଥାଏ। ଯଦି ଆପଣ ବିକଳ୍ପକୁ ବିଶେଷ ସ୍ଟ୍ରିଙ୍ଗ"ଅକ୍ଷମହେଲା"କୁ ସ୍ଥିର କରନ୍ତି, ତେବେ ସେଠାରେ ଏହି କାର୍ୟ୍ଯ ପାଇଁ କୌଣସି କିବନ୍ଧନ ରହିବ ନାହିଁ।
Translated by Manoj Kumar Giri
Located in ../src/gnome-terminal.schemas.in.h:134
18.
Accelerator to detach current tab.
ଚଳିତ ଟାବକୁ ବିଚ୍ଛିନ୍ନ କରିବା ପାଇଁ ବେଗବର୍ଦ୍ଧକ।
Translated by Manoj Kumar Giri
Located in ../src/gnome-terminal.schemas.in.h:135
918 of 455 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.

Contributors to this translation: Manoj Kumar Giri, Subhransu Behera.