Browsing Oriya translation

Don't show this notice anymore
Before translating, be sure to go through Ubuntu Translators instructions and Oriya guidelines.
4857 of 1105 results
48.
Smart Home End
Smart Home End
Translated by Manoj Kumar Giri
Located in data/org.gnome.gedit.gschema.xml.in:147
49.
Sorted list of encodings used by gedit for auto-detecting the encoding of a file. "CURRENT" represents the current locale encoding. Only recognized encodings are used.
ଗୋଟିଏ ଫାଇଲର ସାଙ୍କେତିକରଣକୁ ସ୍ୱୟଂଯାଞ୍ଚ କରିବା ପାଇଁ gedit ଦ୍ୱାରା ବ୍ୟବହୃତ ହେଉଥିବା ସାଙ୍କେତିକରଣର ସଜଡା ତାଲିକା. "CURRENT" ପ୍ରଚଳିତ ଲୋକେଲ ସାଙ୍କେତିକରଣକୁ ପ୍ରକାଶ କରେ. କେବଳ ମାନ୍ୟତାପ୍ରାପ୍ତ ସାଙ୍କେତିକରଣଗୁଡ଼ିକ ବ୍ୟବହୃତ ହୋଇଥାଏ.
Translated by Manoj Kumar Giri
Located in ../data/gedit.schemas.in.h:65
50.
Specifies how the cursor moves when the HOME and END keys are pressed. Use "DISABLED" to always move at the start/end of the line, "AFTER" to move to the start/end of the line the first time the keys are pressed and to the start/end of the text ignoring whitespaces the second time the keys are pressed, "BEFORE" to move to the start/end of the text before moving to the start/end of the line and "ALWAYS" to always move to the start/end of the text instead of the start/end of the line.
ଯେତେବେଳେ HOME ଏବଂ END କିଗୁଡ଼ିକୁ ଦବାଇଲେ ସୂଚକଟି କିପରି ଗତିକରେ ତାହା ଉଲ୍ଲେଖ କରନ୍ତୁ। ଧାଡ଼ିର ଆରମ୍ଭ/ଶେଷରେ ସର୍ବଦା ଗତି କରିବା ପାଇଁ "DISABLED" ବ୍ୟବହାର କରନ୍ତୁ, ପ୍ରଥମ ଥର ପାଇଁ କିକୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ସୂଚକକୁ ଗତି କରାଇବା ପାଇଁ ଏବଂ ଦ୍ୱିତୀୟ ଥର ପାଇଁ କି କୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ଗତି କରାଇବା ପାଇଁ "AFTER" ବ୍ୟବହାର କରନ୍ତୁ, ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପୂର୍ବରୁ ପାଠ୍ୟର ଆରମ୍ଭ/ଶେଷରେ ଗତିକରିବା ପାଇଁ "BEFORE" ବ୍ୟବହାର କରନ୍ତୁ ଏବଂ ସର୍ବଦା ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପରିବର୍ତ୍ତେ ପାଠ୍ୟର ଆରମ୍ଭ/ଶେଷରେ ଗତି କରିବା ପାଇଁ "ALWAYS" ବ୍ୟବହାର କରନ୍ତୁ।
Translated by Manoj Kumar Giri
Located in ../data/gedit.schemas.in.in.h:52
51.
Specifies how to wrap long lines for printing. Use "GTK_WRAP_NONE" for no wrapping, "GTK_WRAP_WORD" for wrapping at word boundaries, and "GTK_WRAP_CHAR" for wrapping at individual character boundaries. Note that the values are case-sensitive, so make sure they appear exactly as mentioned here.
ମୁଦ୍ରଣ ପାଇଁ ଲମ୍ବା ଧାଡ଼ିଗୁଡ଼ିକୁ ମୋଡ଼ିବାର ଧାରା ନିର୍ଦ୍ଦିଷ୍ଟ କରନ୍ତୁ. ଧାଡ଼ି ନ ମୋଡ଼ିବା ପାଇଁ "GTK_WRAP_NONE" ବ୍ଯବହାର କରନ୍ତୁ, ଶବ୍ଦ ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_WORD", ଓ ଅକ୍ଷରର ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_CHAR". ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ.
Translated and reviewed by Gora Mohanty
Located in ../data/gedit.schemas.in.in.h:53
52.
Specifies how to wrap long lines in the editing area. Use "GTK_WRAP_NONE" for no wrapping, "GTK_WRAP_WORD" for wrapping at word boundaries, and "GTK_WRAP_CHAR" for wrapping at individual character boundaries. Note that the values are case-sensitive, so make sure they appear exactly as mentioned here.
ସମ୍ପାଦନ ଅଞ୍ଚଳରେ ଲମ୍ବା ଧାଡ଼ିଗୁଡ଼ିକୁ ମୋଡ଼ିବାର ଧାରା ନିର୍ଦ୍ଦିଷ୍ଟ କରନ୍ତୁ. ଧାଡ଼ି ନ ମୋଡ଼ିବା ପାଇଁ "GTK_WRAP_NONE" ବ୍ଯବହାର କରନ୍ତୁ, ଶବ୍ଦ ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_WORD", ଓ ଅକ୍ଷରର ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_CHAR". ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ.
Translated and reviewed by Gora Mohanty
Located in ../data/gedit.schemas.in.in.h:54
53.
Specifies the font to use for a document's body when printing documents.
ମୁଦ୍ରଣ ସମୟରେ ଦଲିଲର ମୁଖ୍ଯ ଅଂଶ ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ.
Translated and reviewed by Gora Mohanty
Located in ../data/org.gnome.gedit.gschema.xml.in.h:70
54.
Specifies the font to use for line numbers when printing. This will only take effect if the "Print Line Numbers" option is non-zero.
ମୁଦ୍ରଣ ସମୟରେ ଧାଡ଼ି ସଂଖ୍ଯା ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ. "ଧାଡ଼ି ସଂଖ୍ଯା ମୁଦ୍ରଣ କରନ୍ତୁ" ଚୟନ ଶୂନ୍ଯ ନ ହୋଇଥିଲେ ହିଁ ଏହାର ପ୍ରଭାବ ହେବ.
Translated and reviewed by Gora Mohanty
Located in ../data/org.gnome.gedit.gschema.xml.in.h:76
55.
Specifies the font to use for page headers when printing a document. This will only take effect if the "Print Header" option is turned on.
ଦଲିଲ ମୁଦ୍ରଣ ସମୟରେ ପୃଷ୍ଠା ଶୀର୍ଷକ ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ. "ଶୀର୍ଷକ ମୁଦ୍ରଣ କରନ୍ତୁ" ଚୟନ ଶୂନ୍ଯ ନ ହୋଇଥିଲେ ହିଁ ଏହାର ପ୍ରଭାବ ହେବ.
Translated and reviewed by Gora Mohanty
Located in ../data/org.gnome.gedit.gschema.xml.in.h:73
56.
Specifies the maximum number of recently opened files that will be displayed in the "Recent Files" submenu.
ସାମ୍ପ୍ରତିକ କାଳରେ ଖୋଲାଯାଇଥିବା ଫାଇଲଗୁଡ଼ିକର ସର୍ବାଧିକ ସଂଖ୍ଯା ନିର୍ଦ୍ଦିଷ୍ଟ କରେ, ଯାହାକି "ସାମ୍ପ୍ରତିକ ଫାଇଲ" ଉପମେନୁରେ ପ୍ରଦର୍ଶିତ ହେବ.
Translated and reviewed by Gora Mohanty
Located in ../data/org.gnome.gedit.gschema.xml.in.h:59
57.
Specifies the number of spaces that should be displayed instead of Tab characters.
ଟାବ୍ ବଦଳରେ ପ୍ରଦର୍ଶିତ କରାଯିବା ଖାଲି ସ୍ଥାନର ସଂଖ୍ଯା ନିର୍ଦ୍ଦିଷ୍ଟ କରେ.
Translated and reviewed by Gora Mohanty
Located in data/org.gnome.gedit.gschema.xml.in:92
4857 of 1105 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.

Contributors to this translation: Gora Mohanty, Manoj Kumar Giri, Subhransu Behera.