Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 428 results
44.
A list of key server URIs to search for remote PGP keys. In later versions a display name can be included, by appending a space and then the name.
2009-09-15
ସୁଦୂର PGP କି ଗୁଡ଼ିକୁ ଖୋଜିବା ପାଇଁ କି ସର୍ଭର URI ଗୁଡ଼ିକର ଗୋଟିଏ ତାଲିକା। ଗୋଟିଏ ଖାଲିସ୍ଥାନ ପରେ ନାମ ଲେଖି, ପରବର୍ତ୍ତି ସଂସ୍କରଣରେ ଗୋଟିଏ ପ୍ରଦର୍ଶନୀ ନାମକୁ ଅନ୍ତର୍ଭୁକ୍ତ କରାଯାଇପାରିବ।
47.
Auto Retrieve Keys
2009-09-15
ସ୍ୱୟଂ ନିଷ୍କାସନ କିଗୁଡ଼ିକ
48.
Auto Sync Keys
2009-09-15
ସ୍ୱୟଂ Sync କିଗୁଡ଼ିକ
49.
Controls the visibility of the expires column for the key manager.
2009-10-20
କି ପରିଚାଳକ ପାଇଁ ସମାପ୍ତ ସ୍ତମ୍ଭର ଦୃଶ୍ୟକୁ ନିୟନ୍ତ୍ରଣ କରିଥାଏ।
50.
Controls the visibility of the trust column for the key manager.
2009-10-20
କି ପରିଚାଳକ ପାଇଁ ବିଶ୍ୱାସ ସ୍ତମ୍ଭର ଦୃଶ୍ୟକୁ ନିୟନ୍ତ୍ରଣ କରିଥାଏ।
51.
Controls the visibility of the type column for the key manager.
2009-10-20
କି ପରିଚାଳକ ପାଇଁ ପ୍ରକାର ସ୍ତମ୍ଭର ଦୃଶ୍ୟକୁ ନିୟନ୍ତ୍ରଣ କରିଥାଏ।
52.
Controls the visibility of the validity column for the key manager.
2009-10-20
କି ପରିଚାଳକ ପାଇଁ ବୈଧତା ସ୍ତମ୍ଭର ଦୃଶ୍ୟକୁ ନିୟନ୍ତ୍ରଣ କରିଥାଏ।
56.
Enable DNS-SD sharing
2009-09-15
DNS-SD ସହଭାଗକୁ ସକ୍ରିୟ କରନ୍ତୁ
57.
Enables DNS-SD (Apple Bonjour) sharing of keys. seahorse-daemon must be running and must be built with HKP and DNS-SD support.
2009-09-15
DNS-SD (Apple Bonjour) କିଗୁଡ଼ିକର ସହଭାଗକୁ ସକ୍ରିୟ କରିଥାଏ। seahorse-daemon ନିଶ୍ଚିତ ଭାବରେ ଚାଲୁଅଛି ଏବଂ ନିଶ୍ଚିତ ଭାବରେ HKP ଏବଂ DNS-SD ସମର୍ଥନ ସହିତ ନିର୍ମିତ।
59.
ID of the default key
2009-09-15
ପୂର୍ବନିର୍ଦ୍ଧାରିତ କିର ID
61.
If set to true, then files encrypted with seahorse will be ASCII armor encoded.
2009-09-15
ଯଦି ଏହା true, ତେବେ seahorse ଦ୍ୱାରା ସଂଗୁପ୍ତ ଫାଇଲଗୁଡ଼ିକ ASCII armor ଦ୍ୱାରା ସାଙ୍କେତିକରଣ କରାଯିବ।
62.
If set to true, then the default key will always be added to an encryption recipients list.
2009-09-15
ଯଦି true ସେଟ କରାଯିବ, ତେବେ ପୂର୍ବନିର୍ଦ୍ଧାରିତ କିକୁ ସର୍ବଦା ଗୋଟିଏ ସଂଗୁପ୍ତ ଗ୍ରହଣକାରୀ ତାଲିକାରେ ଯୋଗ କରାଯିବ।
63.
Last key server search pattern
2009-09-15
ଅନ୍ତିମ କି ସର୍ଭର ସନ୍ଧାନ ପ୍ରକାର
64.
Last key servers used
2009-09-15
ଶେଷରେ ବ୍ୟବହୃତ କି ସର୍ଭରଗୁଡ଼ିକ
65.
Last key used to sign a message.
2009-09-15
ସନ୍ଦେଶରେ ହସ୍ତାକ୍ଷର କରିବା ପାଇଁ ବ୍ୟବହୃତକ ଅନ୍ତିମ କି।
66.
PGP Key servers
2009-09-15
PGP କି ସର୍ଭରଗୁଡ଼ିକ
68.
Publish keys to this key server.
2009-09-15
ଏହି କି ସର୍ଭରରେ ପ୍ରକାଶିତ କିଗୁଡ଼ିକ।
73.
Show expires column in key manager
2009-09-15
କି ପରିଚାଳକରେ ସମୟ ସମାପ୍ତି ସ୍ତମ୍ଭକୁ ଦର୍ଶାନ୍ତୁ
74.
Show trust column in key manager
2009-09-15
କି ପରିଚାଳକରେ ବିଶ୍ୱାସ ସ୍ତମ୍ଭକୁ ଦର୍ଶାନ୍ତୁ
75.
Show type column in key manager
2009-09-15
କି ପରିଚାଳକରେ ପ୍ରକାର ସ୍ତମ୍ଭକୁ ଦର୍ଶାନ୍ତୁ
76.
Show validity column in key manager
2009-09-15
କି ପରିଚାଳକରେ ବୈଧତା ସ୍ତମ୍ଭକୁ ଦର୍ଶାନ୍ତୁ
77.
Specify the column to sort the recipients window by. Columns are: 'name' and 'id'. Put a '-' in front of the column name to sort in descending order.
2009-10-20
ଗ୍ରହଣକର୍ତ୍ତାଙ୍କ ୱିଣ୍ଡୋଗୁଡ଼ିକୁ କ୍ରମରେ ସଜାଡ଼ିବା ପାଇଁ ସ୍ତମ୍ଭକୁ ଉଲ୍ଲେଖ କରନ୍ତୁ। ସ୍ତମ୍ଭଗୁଡ଼ିକ ହେଉଛି: 'name' ଏବଂ 'id'.ସ୍ତମ୍ଭ ନାମ ସାମ୍ନାରେ ଅବରୋହୀ କ୍ରମରେ ସଜାଡ଼ିବା ପାଇଁ ଗୋଟିଏ '-' ଚିହ୍ନ ଦିଅନ୍ତୁ।
78.
Specify the column to sort the seahorse key manager main window by. Columns are: 'name', 'id', 'validity', 'expires', 'trust', and 'type'. Put a '-' in front of the column name to sort in descending order.
2009-10-20
seahorse କି ପରିଚାଳକ ମୂକ୍ୟ ୱିଣ୍ଡୋ ଦ୍ୱାରା ସ୍ତମ୍ଭକୁ ଉଲ୍ଲେଖ କରନ୍ତୁ। ସ୍ତମ୍ଭଗୁଡ଼ିକ ହେଉଛି: 'name', 'id', 'validity', 'expires', 'trust', ଏବଂ 'type'। ଅବରୋହୀ କ୍ରମରେ ସଜାଡ଼ିବା ପାଇଁ ଗୋଟିଏ '-' କୁ ସ୍ତମ୍ଭ ନାମ ସାମ୍ନାରେ ରଖନ୍ତୁ।
79.
The ID of the last secret key used to sign a message.
2009-09-15
ସନ୍ଦେଶ ହସ୍ତାକ୍ଷର କରିବାକୁ ବ୍ୟବହୃତ ଗୁପ୍ତ କିର ଅନ୍ତିମ ID।
80.
The column to sort the recipients by
2009-09-15
ଗ୍ରହଣକର୍ତ୍ତାମାନଙ୍କୁ ସଜାଡ଼ିବା ପାଇଁ ସ୍ତମ୍ଭ
81.
The column to sort the seahorse keys by
2009-09-15
seahorse କିଗୁଡ଼ିକୁ ସଜାଡ଼ିବା ପାଇଁ ସ୍ତମ୍ଭ
82.
The key server to publish PGP keys to. Or empty to suppress publishing of PGP keys.
2009-09-15
PGP କିଗୁଡ଼ିକୁ ପ୍ରକାଶ କରିବା ପାଇଁ କି ସର୍ଭର। ଅଥବା PGP କିଗୁଡ଼ିକର ପ୍ରକାଶନକୁ ଦବାଇବା ପାଇଁ ଖାଲିକରନ୍ତୁ।
83.
The last key server a search was performed against or empty for all key servers.
2009-09-15
ଅନ୍ତିମ କି ସର୍ଭର ଯାହା ବିପକ୍ଷରେ ଗୋଟିଏ ସନ୍ଧାନ କରାଯାଇଥିଲା ଅଥବା ସମସ୍ତ କି ସର୍ଭର ପାଇଁ ଖାଲି ରଖାଯାଇଥିଲା।
84.
The last search pattern searched for against a key server.
2009-09-15
ଗୋଟିଏ କି ସର୍ଭରକୁ ଖୋଜିବା ପାଇଁ ବ୍ୟବହୃତ ଅନ୍ତିମ ସନ୍ଧାନ ପ୍ରକାର।
88.
This specifies the default key to use for certain operations, mainly signing.
2009-09-15
କିଛି ପ୍ରୟୋଗ ପାଇଁ ବ୍ୟବହାର ହେବାକୁ ଥିବା ପୂର୍ବନିର୍ଦ୍ଧାରିତ କିକୁ ଉଲ୍ଲେଖ କରନ୍ତୁ, ମୂଖ୍ୟତଃ ହସ୍ତାକ୍ଷର କରୁଅଛି।
91.
Whether or not keys should be automatically retrieved from key servers.
2009-09-15
କି ସର୍ଭରରୁ ସ୍ୱୟଂଚାଳିତ ଭାବରେ କିଗୁଡ଼ିକୁ କଢ଼ାଯାଇଥିଲା କି ନାହିଁ।
92.
Whether or not modified keys should be automatically synced with the default key server.
2009-09-15
ପୂର୍ବନିର୍ଦ୍ଧାରିତ କି ସର୍ଭର ସହିତ ପରିବର୍ତ୍ତିତ କିଗୁଡ଼ିକ ସ୍ୱୟଂଚାଳିତ ଭାବରେ ସମକାଳିନ କରାଯାଏ କି ନାହିଁ।
94.
Whether to always encrypt to default key
2009-09-15
ପୂର୍ବନିର୍ଦ୍ଧାରିତ କିକୁ ସର୍ବଦା ସଂଗୁପ୍ତ ରଖିବା ଉଚିତ କି ନୁହଁ
95.
Whether to use ASCII Armor
2009-09-15
ASCII Armorକୁ ବ୍ୟବହାର କରିବା ଉଚିତ କି ନୁହଁ
96.
All Keys
2009-09-15
ସମସ୍ତ କିଗୁଡ଼ିକ
97.
Selected Recipients
2009-09-15
ବଚ୍ଛିତ ଗ୍ରହଣକାରୀ
98.
Search Results
2009-04-13
ସନ୍ଧାନ ଫଳାଫଳ
99.
Search _for:
2009-09-15
ଏହା ପାଇଁ ସନ୍ଧାନ କରନ୍ତୁ (_f):
100.
_Sign message as:
2009-09-15
ସନ୍ଦେଶକୁ ଏହିପରି ହସ୍ତାକ୍ଷର କରନ୍ତୁ (_S):
101.
None (Don't Sign)
2009-09-15
କେହିନୁହଁ (ହସ୍ତାକ୍ଷର କରନ୍ତୁ ନାହିଁ)
103.
Key ID
2009-09-15
କି ID
104.
Add Password Keyring
2009-09-15
ପ୍ରବେଶ ସଂକେତ କିରିଙ୍ଗକୁ ଯୋଗକରନ୍ତୁ
105.
New Keyring Name:
2009-04-13
ନୂତନ କି ରିଙ୍ଗ ନାମ:
106.
Please choose a name for the new keyring. You will be prompted for an unlock password.
2009-09-15
ନୂତନ କିରିଙ୍ଗ ପାଇଁ ଗୋଟିଏ ନାମ ବାଛନ୍ତୁ। ପ୍ରବେଶସଂକେତକୁ ଖୋଲିବା ପାଇଁ ଆପଣଙ୍କୁ ପଚରାଯିବ।
107.
The host name or address of the server.
2009-09-15
ସର୍ଭରର ଆଧାର ନାମ ଅଥବା ଠିକଣା।
109.
Add Key Server
2009-09-15
କି ସର୍ଭର ଯୋଗ କରନ୍ତୁ
110.
Host:
2009-04-13
ଆଧାର:
111.
Key Server Type:
2009-09-15
କି ସର୍ଭର ପ୍ରକାର:
112.
The port to access the server on.
2009-09-15
ସର୍ଭରକୁ ଅଭିଗମ୍ୟ କରିବା ପାଇଁ ସଂଯୋଗିକୀ।
113.
Search was not specific enough. Server '%s' found too many keys.
2009-10-20
ସନ୍ଧାନ ଯଥେଷ୍ଟ ନିର୍ଦ୍ଧିଷ୍ଟ ନୁହଁ। ସର୍ଭର '%s' ରେ ଅତ୍ୟଧିକ କି ମିଳିଛି।