Browsing Oriya translation

4 of 297 results
4.
You want to install Boxes if you just want a very safe and easy way to try out new operating systems or new (potentially unstable) versions of your favorite operating system(s), or need to connect to a remote machine (for example, in your office).
ଆପଣ ବକ୍ସ ସ୍ଥାପନ କରିବାକୁ ଚାହୁଁଛନ୍ତି ଯଦି ଆପଣ ନୂତନ ପ୍ରଚାଳନ ତନ୍ତ୍ରକୁ ପରୀକ୍ଷା କରିବା ପାଇଁ ଅତି ସୁରକ୍ଷିତ ଏବଂ ସହଜମୟ ଉପାୟ ଚାହୁଁଛନ୍ତି ଅଥବା ଆପଣଙ୍କର ମନପସନ୍ଦ ପ୍ରଚାଳନ ତନ୍ତ୍ରର ନୂତନ (ବିଶେଷ ଭାବରେ ଅସ୍ଥାୟୀ) ସଂସ୍କରଣକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ଅଥବା କୌଣସି ଏକ ଦୂରବର୍ତ୍ତୀ ମେସିନ ସହିତ ସଂଯୋଗ ସ୍ଥାପନ କରିବାକୁ ଚାହୁଁଛନ୍ତି (ଉଦାହରଣ ସ୍ୱରୂପ, ଆପଣଙ୍କର ଅଫିସରେ)।
Translated by Manoj Kumar Giri
Located in data/org.gnome.Boxes.appdata.xml.in:17
4 of 297 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.