Translations by saroj kumar padhy

saroj kumar padhy has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

51100 of 116 results
498.
With this choice no driver download will be performed. In the next steps a locally installed driver will be selected.
2008-08-20
ଏହି ବିକଳ୍ପରେ କୌଣସି ଡ୍ରାଇଭର ଆହରଣ କରାଯିବ ନାହିଂ. ପର ସୋପାନୀ ଗୁଡିକରେ ସ୍ଥାନୀୟ ସ୍ଥାପିତ ହୋଇଥିବା ଡ୍ରାଇଭର ଚୟନ କରାଯିବ.
500.
License:
2008-08-20
ଅନୁମତି ପତ୍ର:
501.
Supplier:
2008-08-20
ଭରଣ କର୍ତା:
515.
Yes, I accept this license
2008-08-20
ହଂ, ମୁଁ ଏହି ଅନୁମତି ପତ୍ରକୁ ଯ୍ଯକୁ ସ୍ବୀକାର କରୁଅଛି
516.
No, I do not accept this license
2008-08-20
ନାହିଁ, ମୁ ଏହି ଅନୁମତି ପତ୍ର ଗ୍ରହଣ କରୁନାହିଁ
517.
<b>License Terms</b>
2008-08-20
<b>ଅନୁମତି ପତ୍ର ଶବ୍ଦ ଗୁଡିକ</b>
518.
Driver details
2008-08-20
ଡ୍ରାଇଭର ବିସ୍ତ୍ରୁତ ବିବରଣୀ
522.
Printer Properties
2008-08-20
ମୁଦ୍ରଣୀ ଗୁଣଧର୍ମ
533.
Print Self-Test Page
2008-08-20
ସ୍ବଂପରୀକ୍ଷଣ ପୃଷ୍ଠାକୁ ମୂଦ୍ରିତ କରନ୍ତୁ
534.
Clean Print Heads
2008-08-20
ମୁଦ୍ରଣ ଶୀର୍ଷ ଗୁଡିକ ସଫା କରନ୍ତୁ
535.
<b>Tests and Maintenance</b>
2008-08-20
<b>ପରୀକ୍ଷଣ ତତ୍ବାବଧାରଣ</b>
553.
Access Control
2008-08-20
ପ୍ରବେଶାନୁମତି ନିୟନ୍ତ୍ରଣ
603.
_Troubleshoot
2008-08-20
ବିଘ୍ନନିବାରଣ (_T)
624.
SMB Browser
2008-08-20
SMB ଖୋଜାଳି
628.
Please Wait
2008-08-20
ଦୟାକରି ଅପେକ୍ଷା କରନ୍ତୁ
647.
Printer off-line
2008-08-20
ମୁଦ୍ରଣୀ ଲାଇନ୍ ଛଡା ହୋଇଛି
661.
Printing troubleshooter
2008-08-20
ମୁଦ୍ରଣ ବିଘ୍ନନିବାରଣକାରି
663.
Server Not Exporting Printers
2008-08-20
ସେବକ ମୁଦ୍ରଣୀ ଗୁଡିକ ରପ୍ତାନୀ କରୁନାହିଂ
664.
Although one or more printers are marked as being shared, this print server is not exporting shared printers to the network.
2008-08-20
ଯଦିଓ ଗୋଟିଏ କିମ୍ଭା ଅଧିକା ମୁଦ୍ରଣୀ ଗୁଡିକ ସହଭାଗ କରାଯାଇଛି, ଏହି ମୁଦ୍ରଣ ସେବକ ସହଭାଗ ହୋଇଥିବା ମୁଦ୍ରଣୀ ଗୁଡିକୁ ଜାଲକରେ ରପ୍ତାନୀ କରୁନାହିଂ.
666.
Install
2008-08-20
ସ୍ଥାପନ କରନ୍ତୁ
667.
Invalid PPD File
2008-08-20
ଅବୈଧ PPD ଫାଇଲ
670.
Missing Printer Driver
2008-08-20
ଅନୁପସ୍ଥିତ ମୂଦ୍ରଣୀ ଡ୍ରାଇଭର
672.
Choose Network Printer
2008-08-20
ଜାଲକ ମୁଦ୍ରଣୀ ବାଛନ୍ତୁ
673.
Please select the network printer you are trying to use from the list below. If it does not appear in the list, select 'Not listed'.
2008-08-20
ଆପଣ ଯେଉଁ ଜାଲକ ମୁଦ୍ରଣୀ ବ୍ଯବହାର କରିବେ ଦୟାକରି ତାହା ତଳେ ଥିବା ତାଲିକାରୁ ଚୟନ କରନ୍ତୁ. ଯଦି ତାହା ତାଲିକାରେ ଦେଖାଯାଉନି, ତେବେ 'ସଂଯୋଜିତ ହୋଇ ନାହିଁ' ଚୟନ କରନ୍ତୁ.
674.
Information
2008-08-20
ସୂଚନା
676.
Choose Printer
2008-08-20
ମୁଦ୍ରଣୀ ବାଛନ୍ତୁ
677.
Please select the printer you are trying to use from the list below. If it does not appear in the list, select 'Not listed'.
2008-08-20
ଆପଣ ଯେଉଁ ମୁଦ୍ରଣୀ ବ୍ଯବହାର କରିବେ ଦୟାକରି ତାହା ତଳେ ଥିବା ତାଲିକାରୁ ଚୟନ କରନ୍ତୁ. ଯଦି ତାହା ତାଲିକାରେ ଦେଖାଯାଉନି, ତେବେ 'ସଂଯୋଜିତ ହୋଇ ନାହିଁ' ଚୟନ କରନ୍ତୁ.
678.
Choose Device
2008-08-20
ଯନ୍ତ୍ର ବାଛନ୍ତୁ
679.
Please select the device you want to use from the list below. If it does not appear in the list, select 'Not listed'.
2008-08-20
ଆପଣ ଯେଉଁ ଯନ୍ତ୍ର ବ୍ଯବହାର କରିବେ ଦୟାକରି ତାହା ତଳେ ଥିବା ତାଲିକାରୁ ଚୟନ କରନ୍ତୁ. ଯଦି ତାହା ତାଲିକାରେ ଦେଖାଯାଉନି, ତେବେ 'ସଂଯୋଜିତ ହୋଇ ନାହିଁ' ଚୟନ କରନ୍ତୁ.
680.
Debugging
2008-08-20
ତ୍ରୁଟିମୁକ୍ତ କରୁଅଛି
682.
Enable Debugging
2008-08-20
ତ୍ରୁଟିମୁକ୍ତ କରିବା ବିକଳ୍ପଟୀ ସକ୍ରିୟ କରନ୍ତୁ
683.
Debug logging enabled.
2008-08-20
ତ୍ରୁଟିମୁକ୍ତ ବୀବରଣି ସକ୍ରିୟ ହୋଇଗଲା.
684.
Debug logging was already enabled.
2008-08-20
ତ୍ରୁଟିମୁକ୍ତ ବୀବରଣି ପୂର୍ବରୁ ସକ୍ରିୟ ହୋଇଯାଇଛି.
687.
Error log messages
2008-08-20
ତ୍ରୁଟି ବିବରଣୀ ସନ୍ଦେଶ ଗୁଡିକ
688.
There are messages in the error log.
2008-08-20
ତ୍ରୁଟି ବିବରଣୀରେ ସନ୍ଦେଶ ଗୁଡିକ ରହିଛି.
693.
Printer Location
2008-08-20
ମୁଦ୍ରଣୀ ଅବସ୍ଥାନ
694.
Is the printer connected to this computer or available on the network?
2008-08-20
ମୁଦ୍ରଣୀଟି କମ୍ପ୍ଯୁଟର ସହିତ ନା ଉପଲବ୍ଧ ଜାଲକ ସହିତ ସଂଯୋଗ କରାଯାଇଛି?
695.
Locally connected printer
2008-08-20
ସ୍ଥାନୀୟ ସଂଯୋଗ ହୋଇଥିବା ମୁଦ୍ରଣୀ
696.
Queue Not Shared
2008-08-20
କ୍ରମ ସହଭାଗ ହୋଇନାହିଂ
697.
The CUPS printer on the server is not shared.
2008-08-20
ସେବକରେ ଥିବା CUPS ମୁଦ୍ରଣୀ ସହଭାଗ ହୋଇନାହିଂ.
698.
Status Messages
2008-08-20
ସ୍ଥିତି ସନ୍ଦେଶ ଗୁଡିକ
699.
There are status messages associated with this queue.
2008-08-20
ଏହି କ୍ରମ ସହ ସ୍ଥିତି ସନ୍ଦେଶ ଗୁଡିକ ସହଯୋଗୀ ହୋଇରହିଛି.
701.
Errors are listed below:
2008-08-20
ତ୍ରୁଟି ଗୁଡିକର ତାଲିକା ତଳେ ଦିଆଯାଇଛି:
702.
Warnings are listed below:
2008-08-20
ଚେତାବନୀ ଗୁଡିକର ତାଲିକା ତଳେ ଦିଆଯାଇଛି:
703.
Test Page
2008-08-20
ପରୀକ୍ଷଣ ପୃଷ୍ଠା
704.
Now print a test page. If you are having problems printing a specific document, print that document now and mark the print job below.
2008-08-20
ବର୍ତ୍ତମାନ ଗୋଟିଏ ପରୀକ୍ଷଣ ପ୍ରୁଷ୍ଠାକୁ ମୁଦ୍ରଣ କରନ୍ତୁ. ଯଦି ନିର୍ଦ୍ଦିଷ୍ଟ ଦଲିଲ ମୁଦ୍ରଣରେ ତ୍ରୁଟି ରହୁଛି, ସେହି ଦଲାଲକୁ ବର୍ତ୍ତମାନ ମୁଦ୍ରଣ କରାନ୍ତୁ ଏବଂ ତଳେଥିବା ମୁଦ୍ରଣ କାମଟିକୁ ଚିହ୍ନଟ କରନ୍ତୁ.
705.
Cancel All Jobs
2008-08-20
ସବୁ କାମଗୁଡିକ ବାତିଲ କରନ୍ତୁ
706.
Test
2008-08-20
ପରୀକ୍ଷଣ କରନ୍ତୁ
707.
Did the marked print jobs print correctly?
2008-08-20
ଚିହ୍ନିତ ମୁଦ୍ରଣ କାମଗୁଡିକ ସଠିକ ଭାବରେ ମୁଦ୍ରିତ ହୋଇଛିକି?
708.
Yes
2008-08-20
ହଂ