Browsing Oriya translation

Don't show this notice anymore
Before translating, be sure to go through Ubuntu Translators instructions and Oriya guidelines.
1928 of 721 results
19.
Whether gedit should automatically save modified files after a time interval. You can set the time interval with the "Autosave Interval" option.
gedit କିଛି ସମୟପରେ ଆପେଆପେ ରୂପାନ୍ତରିତ ଫାଇଲଗୁଡ଼ିକୁ ସଂରକ୍ଷଣ କରିବ କି। ଆପଣ "ସ୍ବଂୟ ସଂରକ୍ଷଣର ମଧ୍ଯବର୍ତ୍ତୀ ସମୟ" ଚୟନ ଦ୍ବାରା ମଧ୍ଯବର୍ତ୍ତୀ ସମୟକୁ ନିର୍ଦ୍ଧିଷ୍ଟ କରିପାରିବେ।
Translated by Manoj Kumar Giri
Located in ../data/org.gnome.gedit.gschema.xml.in.h:11
20.
Autosave Interval
ସ୍ବଂୟ ସଂରକ୍ଷଣ ମଧ୍ଯରେ ଅନ୍ତରାଳ
Translated by Manoj Kumar Giri
| msgid "Auto Save Interval"
Located in data/org.gnome.gedit.gschema.xml.in:62
21.
Number of minutes after which gedit will automatically save modified files. This will only take effect if the "Autosave" option is turned on.
ମିନିଟର ସଂଖ୍ଯା ଯାହାପରେ gedit ରୂପାନ୍ତରିତ ଫାଇଲଗୁଡ଼ିକୁ ଆପେଆପେ ସଂରକ୍ଷଣ କରିବ। "ସ୍ବୟଂ ସଂରକ୍ଷଣ" ଚୟନ ବଛା ହୋଇଥିଲେ ହିଁ ଏହାର ପ୍ରଭାବ ହେବ।
Translated by Manoj Kumar Giri
Located in ../data/org.gnome.gedit.gschema.xml.in.h:13
22.
Maximum Number of Undo Actions
ସର୍ବାଧିକ ସଂଖ୍ଯକ ବାତିଲ କରାଯାଇଥିବା ପଦକ୍ଷେପ କାର୍ଯ୍ଯ
Translated by Manoj Kumar Giri
| msgid "Max Number of Undo Actions"
Located in data/org.gnome.gedit.gschema.xml.in:67
23.
Maximum number of actions that gedit will be able to undo or redo. Use "-1" for unlimited number of actions.
ପଦକ୍ଷେପ ବାତିଲ କିମ୍ବା ପୂର୍ବ ପଦକ୍ଷେପ ପାଇଁ gedit ସକ୍ଷମ ହୋଇପାରୁଥିବା ସର୍ବାଧିକ ସଂଖ୍ୟକ ପଦକ୍ଷେପ. ଅସରନ୍ତି ପଦକ୍ଷେପ ପାଇଁ "-1"କୁ ବ୍ୟବହାର କରନ୍ତୁ.
Translated by Manoj Kumar Giri
Located in ../data/org.gnome.gedit.gschema.xml.in.h:15
24.
Line Wrapping Mode
ଧାଡ଼ି ମୋଡ଼ା ଧାରା
Translated and reviewed by Gora Mohanty
Located in data/org.gnome.gedit.gschema.xml.in:77
25.
Specifies how to wrap long lines in the editing area. Use "none" for no wrapping, "word" for wrapping at word boundaries, and "char" for wrapping at individual character boundaries. Note that the values are case-sensitive, so make sure they appear exactly as mentioned here.
ସମ୍ପାଦନ କ୍ଷେତ୍ରରେ ଲମ୍ବା ଧାଡ଼ିଗୁଡ଼ିକୁ ମୋଡ଼ିବାର ଧାରା ନିର୍ଦ୍ଦିଷ୍ଟ କରନ୍ତୁ। ଧାଡ଼ି ନ ମୋଡ଼ିବା ପାଇଁ "none" ବ୍ଯବହାର କରନ୍ତୁ, ଶବ୍ଦ ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "word", ଓ ଅକ୍ଷରର ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "char"। ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ।
Translated by Manoj Kumar Giri
Located in ../data/org.gnome.gedit.gschema.xml.in.h:17
26.
Last split mode choice for line wrapping mode
ଧାଡ଼ି ଆବରଣ ଧାରା ପାଇଁ ଅନ୍ତିମ ପୃଥକିକରଣ ଧାରା ପସନ୍ଦ
Translated by Manoj Kumar Giri
Located in data/org.gnome.gedit.gschema.xml.in:86
27.
Specifies the last split mode used with line wrapping mode, so that when wrapping mode is off we still remember the split mode choice. Use "word" for wrapping at word boundaries, and "char" for wrapping at individual character boundaries.
ଧାଡ଼ି ଆବରଣ ଧାରାରେ ବ୍ୟବହୃତ ଅନ୍ତିମ ପୃଥକିକରଣ ଧାରାକୁ ଉଲ୍ଲେଖ କରିଥାଏ, ଯାହାଫଳରେ ଆବରଣ ଧାରା ଅଫ୍‌ ଥିବା ସମୟରେ ମଧ୍ଯ ତାହା ପୃଥକିକରଣ ଧାରା ପସନ୍ଦକୁ ମନେ ରଖିଥାଏ। ଶବ୍ଦ ସୀମାରେ ଆବୃତ୍ତ କରିବା ପାଇଁ "ଶବ୍ଦ" ବ୍ୟବହାର କରନ୍ତୁ, ଏବଂ ପ୍ରତ୍ୟେକ ଅକ୍ଷର ସୀମାରେ ଆବୃତ୍ତ କରିବା ପାଇଁ "ଅକ୍ଷର" ବ୍ୟବହାର କରନ୍ତୁ।
Translated by Manoj Kumar Giri
Located in ../data/org.gnome.gedit.gschema.xml.in.h:19
28.
Tab Size
ଟାବ ଆକାର
Translated and reviewed by Gora Mohanty
Located in data/org.gnome.gedit.gschema.xml.in:91
1928 of 721 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.

Contributors to this translation: Gora Mohanty, Manoj Kumar Giri, Subhransu Behera.