Translations by Jim Nelson

Jim Nelson has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 282 results
~
Show each photo for
2013-10-11
ପ୍ରତ୍ୟେକ ଫୋଟୋକୁ ଏହା ପାଇଁ ଦର୍ଶାନ୍ତୁ
~
Generate desktop background slideshow
2013-10-11
ଡେସ୍କଟପ ପୃଷ୍ଠଭୂମି ସ୍ଲାଇଡ ଦୃଶ୍ୟ ସୃଷ୍ଟି କରନ୍ତୁ
~
Your free Flickr account limits how much data you can upload per month. This month, you have %d megabytes remaining in your upload quota.
2013-10-11
ଆପଣଙ୍କର Flickr ଖାତାରେ ଗୋଟିଏ ମାସରେ ତଥ୍ୟ ଧାରଣ ସୀମିତ ଅଛି। ଏହି ମାସ, ଆପଣଙ୍କ ପାଖରେ %d ମେଗା ବାଇଟ ଧାରଣ ସୀମା ବଳିଛି।
~
Set as Desktop Slideshow
2013-10-11
ଡେସ୍କଟପ ସ୍ଲାଇଡ ଦୃଶ୍ୟ ଭାବରେ ସେଟ କରନ୍ତୁ
~
period of time
2013-10-11
ସମୟ ଅବଧି
~
How long each photo is shown on the desktop background
2013-10-11
ଡେସ୍କଟପ ପୃଷ୍ଠଭୂମି ଉପରେ କେତେ ସମୟ ପର୍ଯ୍ୟନ୍ତ ପ୍ରତ୍ୟେକ ଫୋଟୋକୁ ଦର୍ଶାଯାଇ ପାରିବ
1.
A temporary file needed for publishing is unavailable
2013-10-11
ପ୍ରକାଶନ ପାଇଁ ଆବଶ୍ୟକ ଏକ ଅସ୍ଥାୟୀ ଫାଇଲ ଉପଲବ୍ଧ ନାହିଁ
6.
Welcome to the F-Spot library import service. Please select a library to import, either by selecting one of the existing libraries found by Shotwell or by selecting an alternative F-Spot database file.
2013-10-11
F-ସ୍ପଟ ଲାଇବ୍ରେରୀ ଆମଦାନୀ ସର୍ଭିସରେ ସ୍ୱାଗତ। ଆମଦାନୀ କରିବା ପାଇଁ ଏକ ଲାଇବ୍ରେରୀ ବାଛନ୍ତୁ, Shotwell ଦ୍ୱାରା ମିଳିଥିବା ସ୍ଥିତବାନ ଲାଇବ୍ରେରୀ ଅଥବା କୌଣସି ବୈକଳ୍ପିକ F-ସ୍ପଟ ତଥ୍ୟାଧାର ଫାଇଲକୁ ବାଛନ୍ତୁ।
7.
Welcome to the F-Spot library import service. Please select an F-Spot database file.
2013-10-11
F-ସ୍ପଟ ଲାଇବ୍ରେରୀ ଆମଦାନୀ ସର୍ଭିସରେ ସ୍ୱାଗତ। କୌଣସି ବୈକଳ୍ପିକ F-ସ୍ପଟ ତଥ୍ୟାଧାର ଫାଇଲକୁ ବାଛନ୍ତୁ।
8.
Manually select an F-Spot database file to import:
2013-10-11
ଆମଦାନୀ କରିବା ପାଇଁ ହସ୍ତକୃତ ଭାବରେ କୌଣସି F-ସ୍ପଟ ତଥ୍ୟାଧାର ଫାଇଲକୁ ବାଛନ୍ତୁ:
9.
Cannot open the selected F-Spot database file: the file does not exist or is not an F-Spot database
2013-10-11
ବଚ୍ଛିତ F-ସ୍ପଟ ତଥ୍ୟାଧାର ଫାଇଲକୁ ଖୋଲି ପାରିବେ ନାହିଁ: ସେହି ଫାଇଲଟି ଅବସ୍ଥିତ ନାହିଁ ଅଥବା ତାହା ଏକ F-ସ୍ପଟ ତଥ୍ୟାଧାର ନୁହଁ
10.
Cannot open the selected F-Spot database file: this version of the F-Spot database is not supported by Shotwell
2013-10-11
ବଚ୍ଛିତ F-ସ୍ପଟ ତଥ୍ୟାଧାର ଫାଇଲକୁ ଖୋଲି ପାରିବେ ନାହିଁ: F-ସ୍ପଟ ତଥ୍ୟାଧାରର ଏହି ସଂସ୍କରଣଟି Shotwell ଦ୍ୱାରା ସହାୟତା ପ୍ରାପ୍ତ ନୁହଁ
11.
Cannot read the selected F-Spot database file: error while reading tags table
2013-10-11
ବଚ୍ଛିତ F-ସ୍ପଟ ତଥ୍ୟାଧାର ଫାଇଲକୁ ପଢ଼ିପାରିବେ ନାହିଁ: ଟ୍ୟାଗଗୁଡ଼ିକର ସାରଣୀକୁ ପଢ଼ିବା ସମୟରେ ତ୍ରୁଟି
12.
Cannot read the selected F-Spot database file: error while reading photos table
2013-10-11
ବଚ୍ଛିତ F-ସ୍ପଟ ତଥ୍ୟାଧାର ଫାଇଲକୁ ପଢ଼ିପାରିବେ ନାହିଁ: ଫୋଟୋଗୁଡ଼ିକର ସାରଣୀକୁ ପଢ଼ିବା ସମୟରେ ତ୍ରୁଟି
13.
Shotwell has found %d photos in the F-Spot library and is currently importing them. Duplicates will be automatically detected and removed. You can close this dialog and start using Shotwell while the import is taking place in the background.
2013-10-11
Shotwell F-ସ୍ପଟ ଲାଇବ୍ରେରୀରୁ %d ଟି ଫୋଟୋ ପାଇଛି ଏବଂ ବର୍ତ୍ତମାନ ସେଗୁଡିକୁ ଆମଦାନୀ କରୁଅଛି। ନକଲିଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ଚିହ୍ନିକରି ବାହାର କରିଦିଆଯିବ। ଆପଣ ଏହି ସଂଳାପକୁ ବନ୍ଦ କରିପାରିବେ ଏବଂ ପଛରେ ଆମଦାନୀ ହେଉଥିବା ସମୟରେ Shotwell କୁ ବ୍ୟବହାର କରିପାରିବେ।
14.
F-Spot library: %s
2013-10-11
F-ସ୍ପଟ ଲାଇବ୍ରେରୀ: %s
15.
Preparing to import
2013-10-11
ଆମଦାନୀ ପାଇଁ ପ୍ରସ୍ତୁତ କରୁଅଛି
16.
Core Data Import Services
2013-10-11
ମୂଖ୍ୟ ତଥ୍ୟ ଆମଦାନୀ ସର୍ଭିସଗୁଡ଼ିକ
36.
_Password
2013-10-11
ପ୍ରବେଶ ସଂଙ୍କେତ (_P)
38.
Login
2013-10-11
ଲଗଇନ
41.
Photos will appear in:
2013-10-11
ଫୋଟୋଗୁଡ଼ିକ ଏଥିରେ ଦୃଶ୍ୟମାନ ହେବ:
43.
A _new album named:
2013-10-11
ଏହି ନାମରେ ଏକ ନୂତନ ଚିତ୍ର ପୁସ୍ତକ (_n):
45.
_Publish
2013-10-11
ପ୍ରକାଶ କରନ୍ତୁ (_P)
46.
_Logout
2013-10-11
ଲଗଆଉଟ (_L)
48.
500 x 375 pixels
2013-10-11
500 x 375 ପିକସେଲ
49.
1024 x 768 pixels
2013-10-11
1024 x 768 ପିକସେଲ
54.
Username and/or password invalid. Please try again
2013-10-11
ଚାଳକ ନାମ ଏବଂ/ଅଥବା ପ୍ରବେଶ ସଂକେତଟି ଅବୈଧ ଅଟେ। ଦୟାକରି ପୁଣିଥରେ ଚେଷ୍ଟା କରନ୍ତୁ
55.
Invalid User Name or Password
2013-10-11
ଅବୈଧ ଚାଳକ ନାମ ଅଥବା ପ୍ରବେଶ ସଂକେତ
78.
label
2013-10-11
ନାମପଟି
80.
Photo _size:
2013-10-11
ଫୋଟୋ ଆକାର ( _s):
88.
Friends
2013-10-11
ସାଙ୍ଗମାନେ
89.
Private
2013-10-11
ବ୍ଯକ୍ତିଗତ
90.
Shotwell Connect
2013-10-11
Shotwell ସଂଯୋଗ
91.
You are not currently logged into Facebook. If you don't yet have a Facebook account, you can create one during the login process. During login, Shotwell Connect may ask you for permission to upload photos and publish to your feed. These permissions are required for Shotwell Connect to function.
2013-10-11
ଆପଣ ବର୍ତ୍ତମାନ Facebook ରେ ଲଗଇନ କରି ନାହାନ୍ତି। ଯଦି ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ Facebook ଖାତା ନାହିଁ, ତେବେ ଆପଣ ଲଗଇନ ସମୟରେ ଏକ ଖାତା ନିର୍ମାଣ କରିପାରିବେ। ଲଗଇନ ସମୟରେ, Shotwell ସଂଯୋଗ ହୁଏତଃ ଆପଣଙ୍କୁ ଫୋଟୋ ଧାରଣ ପାଇଁ ଅନୁମତି ମାଗିପାରେ। ଏହି ଅନୁମତିଗୁଡ଼ିକ Shotwell ସଂଯୋଗ ପାଇଁ ଆବଶ୍ୟକ ହୋଇଥାଏ।
92.
Standard (720 pixels)
2013-10-11
ମାନକ (720 ପିକସେଲ)
93.
Large (2048 pixels)
2013-10-11
ବଡ଼ (2048 ପିକସେଲ)
94.
Creating album...
2013-10-11
ଆଲବମ ନିର୍ମାଣ କରୁଅଛି ...
95.
A file required for publishing is unavailable. Publishing to Facebook can't continue.
2013-10-11
ପ୍ରକାଶନ ପାଇଁ ଆବଶ୍ୟକ ଫାଇଲ ଉପଲବ୍ଧ ନାହିଁ। Facebook ରେ ପ୍ରକାଶନ ଆଗକୁ ବଢ଼ି ପାରିବ ନହିଁ।
96.
You are logged into Facebook as %s.
2013-10-11
ଆପଣ Facebook ରେ %s ଭାବରେ ଲଗଇନ ହୋଇଛନ୍ତି।
97.
Where would you like to publish the selected photos?
2013-10-11
ବଚ୍ଛିତ ଫୋଟୋଗୁଡ଼ିକୁ ଆପଣ କେଉଁଠି ପ୍ରକାଶ କରିବାକୁ ଚାହୁଁଛନ୍ତି?
98.
Upload _size:
2013-10-11
ଧାରଣ ଆକାର (_s):
99.
Just me
2013-10-11
କେବଳ ମୁଁ
100.
Everyone
2013-10-11
ସମସ୍ତେ
101.
You are not currently logged into Flickr. Click Login to log into Flickr in your Web browser. You will have to authorize Shotwell Connect to link to your Flickr account.
2013-10-11
ଆପଣ ବର୍ତ୍ତମାନ Flickr ରେ ଲଗଇନ ହୋଇନାହାନ୍ତି। Flickr ରେ ଲଗଇନ ହେବା ପାଇଁ ଆପଣଙ୍କ ୱେବ ବ୍ରାଉଜରରେ ଲଗଇନକୁ କ୍ଲିକ କରନ୍ତୁ। Flickr ଖାତାସହିତ ସଂଯୁକ୍ତ ହେବା ପାଇଁ ଆପଣଙ୍କୁ Shotwell କୁ ବୈଧିକୃତ କରିବାକୁ ହେବ।
102.
You have already logged in and out of Flickr during this Shotwell session. To continue publishing to Flickr, quit and restart Shotwell, then try publishing again.
2013-10-11
ଏହି Shotwell ଅଧିବେଶନରେ ଆପଣ ପୂର୍ବରୁ Flickr ରେ ଲଗଇନ କରି ଲଗଆଉଟ ହୋଇ ସାରିଛନ୍ତି। Flickr ରେ ପ୍ରକାଶନକୁ ଆଗେଇବା ପାଇଁ, Shotwell ରୁ ବିଦାୟ ନିଅନ୍ତୁ ଏବଂ ପୁନଃଚାଳନ କରନ୍ତୁ, ତାପରେ ପୁଣିଥରେ ପ୍ରକାଶନ କରନ୍ତୁ।
103.
A file required for publishing is unavailable. Publishing to Flickr can't continue.
2013-10-11
ପ୍ରକାଶନ ପାଇଁ ଆବଶ୍ୟକୀୟ ଏକ ଫାଇଲ ଉପଲବ୍ଧ ନାହିଁ। Flickr ରେ ପ୍ରକାଶନକୁ ଆଗେଇ ପାରିବେ ନାହିଁ।
104.
You are logged into Flickr as %s.
2013-10-11
ଆପଣ Flickr ରେ %s ଭାବରେ ଲଗଇନ କରିଛନ୍ତି।
106.
Your Flickr Pro account entitles you to unlimited uploads.
2013-10-11
ଆପଣଙ୍କର Flickr ପ୍ରୋ ଖାତାରେ ଅସୀମିତ ଧାରଣ କ୍ଷମତା ଅଛି।
107.
Photos _visible to:
2013-10-11
ଫୋଟୋଗୁଡ଼ିକ ଏହାକୁ ଦୃଶ୍ୟମାନ (_v):
108.
Videos _visible to:
2013-10-11
ଭିଡ଼ିଓଗୁଡ଼ିକ ଏହାକୁ ଦୃଶ୍ୟମାନ (_v):