Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

17011741 of 1741 results
2163.
Unique identifier for the window to be used when restoring a session
2010-11-25
ଗୋଟିଏ ଅଧିବେଶନକୁ ପୁନଃସ୍ଥାପନ କରିବା ସମୟରେ ୱିଣ୍ଡୋ ପାଇଁ ଗୋଟିଏ ଅନନ୍ଯ ପରିଚୟକ
2164.
Startup ID
2010-11-25
ପ୍ରାରମ୍ଭିକ ପରିଚୟ
2165.
Unique startup identifier for the window used by startup-notification
2010-11-25
ପ୍ରାରମ୍ଭିକରଣ-ସୂଚନା ଦ୍ବାରା ବ୍ଯବହୃତ ୱିଣ୍ଡୋ ପାଇଁ ଅନନ୍ଯ ପ୍ରାରମ୍ଭିକ ପରିଚାୟକ
2166.
If TRUE, users can resize the window
2010-11-25
ଯଦି ସତ (TRUE), ଚାଳକ ୱିଣ୍ଡୋର ଆକାରକୁ ପରିବର୍ତ୍ତନ କରିପାରିବ
2167.
If TRUE, the window is modal (other windows are not usable while this one is up)
2010-11-25
ଯଦି ସତ (TRUE), ୱିଣ୍ଡୋଟି ଗୋଟିଏ ନମୁନା ଅଟେ (ଏହା ବ୍ଯବହ୍ରୁତ ହେଉଥିବା ସମୟରେ ଅନ୍ଯାନ୍ଯ ୱିଣ୍ଡୋ ଗୁଡିକ ବ୍ଯବହାର ଯୋଗ୍ଯ ନୁହଁନ୍ତି)
2168.
Window Position
2010-11-25
ୱିଣ୍ଡୋର ଅବସ୍ଥାନ
2169.
The initial position of the window
2010-11-25
ୱିଣ୍ଡୋର ପ୍ରାରମ୍ଭିକ ଅବସ୍ଥାନ
2170.
Default Width
2010-11-25
ପୂର୍ବନିର୍ଦ୍ଧାରିତ ଓସାର
2171.
The default width of the window, used when initially showing the window
2010-11-25
ସର୍ବପ୍ରଥମେ ୱିଣ୍ଡୋକୁ ପ୍ରଦର୍ଶିତା କରିବା ସମୟରେ ବ୍ଯବହାର କରାଯାଉଥିବା ୱିଣ୍ଡୋର ପୂର୍ବନିର୍ଦ୍ଧାରିତ ଓସାର
2172.
Default Height
2010-11-25
ପୂର୍ବନିର୍ଦ୍ଧାରିତ ଉଚ୍ଚତା
2173.
The default height of the window, used when initially showing the window
2010-11-25
ସର୍ବପ୍ରଥମେ ୱିଣ୍ଡୋକୁ ପ୍ରଦର୍ଶିତା କରିବା ସମୟରେ ବ୍ଯବହାର କରାଯାଉଥିବା ୱିଣ୍ଡୋର ପୂର୍ବନିର୍ଦ୍ଧାରିତ ଉଚ୍ଚତା
2174.
Destroy with Parent
2010-11-25
ମୂଳ ସହିତ ନଷ୍ଟ କରି ଦିଅନ୍ତୁ
2175.
If this window should be destroyed when the parent is destroyed
2010-11-25
ମୂଳ ନଷ୍ଟ ହୋଇଗଲେ ଏହି ୱିଣ୍ଡୋଟି ନଷ୍ଟ ହୋଇଯିବା ଉଚିତ କି
2178.
Icon for this window
2010-11-25
ଏହି ୱିଣ୍ଡୋ ପାଇଁ ଚିତ୍ରସଙ୍କେତ
2183.
Name of the themed icon for this window
2010-11-25
ଏହି ୱିଣ୍ଡୋ ପାଇଁ ପ୍ରସଙ୍ଗିତ ଚିତ୍ରସଙ୍କେତର ନାମ
2184.
Is Active
2010-11-25
ସକ୍ରିୟ ଅଟେ
2185.
Whether the toplevel is the current active window
2010-11-25
ଉଚ୍ଚ ସ୍ତରଟି ସମ୍ପ୍ରତିକ ସକ୍ରିୟଣ ୱିଣ୍ଡୋରେ ଅଛି କି ନାହିଁ
2186.
Focus in Toplevel
2010-11-25
ଉଚ୍ଚ ସ୍ତରରେ ଫୋକସ
2187.
Whether the input focus is within this GtkWindow
2010-11-25
ନିବେଶ ଫୋକସଟି GtkWindow ମଧ୍ଯରେ ଅଛି କି ନାହିଁ
2188.
Type hint
2010-11-25
ଆଭାସକୁ ଟାଇପ କରନ୍ତୁ
2189.
Hint to help the desktop environment understand what kind of window this is and how to treat it.
2010-11-25
ଏହା କେଉଁ ପ୍ରକାରର ୱିଣ୍ଡୋ ଏବଂ ଏହାକୁ କିପରି ବ୍ଯବହାର କରିବେ ତାହା ବୁଝିବା ପାଇଁ ଡେସ୍କଟପ ପରିବେଶ ସହାୟତାର ଆଭାସ
2190.
Skip taskbar
2010-11-25
ସାଧନ ପଟିକୁ ଏଡାଇ ଦିଅନ୍ତୁ
2191.
TRUE if the window should not be in the task bar.
2010-11-25
ସତ (TRUE), ଯଦି ୱିଣ୍ଡୋଟି ସାଧନ ପଟିରେ ନାହିଁ।
2192.
Skip pager
2010-11-25
ପେଜରକୁ ଏଡାଇ ଦିଅନ୍ତୁ
2193.
TRUE if the window should not be in the pager.
2010-11-25
ସତ (TRUE), ଯଦି ୱିଣ୍ଡୋଟି ପେଜରରେ ନାହିଁ।
2194.
Urgent
2010-11-25
ଜରୁରୀ
2195.
TRUE if the window should be brought to the user's attention.
2010-11-25
ସତ (TRUE), ଯଦି ୱିଣ୍ଡୋକୁ ଉପଭୋକ୍ତର ଦ୍ରୁଷ୍ଟିକୁ ଅଣାଯାଏ।
2196.
Accept focus
2010-11-25
ଫୋକସକୁ ଗ୍ରହଣ କରନ୍ତୁ
2197.
TRUE if the window should receive the input focus.
2010-11-25
ସତ (TRUE), ଯଦି ୱିଣ୍ଡୋ ନିବେଶ ଫୋକସକୁ ପାଇଥାଏ।
2198.
Focus on map
2010-11-25
ମ୍ଯାପରେ ଫୋକସ କରନ୍ତୁ
2199.
TRUE if the window should receive the input focus when mapped.
2010-11-25
ସତ (TRUE), ଯଦି ମ୍ଯାପ କରାଯିବା ସମୟରେ ୱିଣ୍ଡୋ ନିବେଶ ଫୋକସକୁ ପାଇଥାଏ।
2200.
Decorated
2010-11-25
ସଜା ଯାଇଛି
2201.
Whether the window should be decorated by the window manager
2010-11-25
ୱିଣ୍ଡୋଟି ୱିଣ୍ଡୋ ପରିଚାଳକ ଦ୍ବାରା ସଜାଯିବା ଉଚିତ କି ନୁହେଁ
2202.
Deletable
2010-11-25
ଅପସାରଣ ଯୋଗ୍ଯ
2203.
Whether the window frame should have a close button
2010-11-25
ୱିଣ୍ଡୋ ଫ୍ରେମ ନିକଟରେ ବନ୍ଦ କରିବା ପାଇଁ ଗୋଟିଏ ବଟନ ରହିବା ଉଚିତ କି ନୁହେଁ
2208.
Gravity
2010-11-25
ସ୍ଥିରତା
2209.
The window gravity of the window
2010-11-25
ୱିଣ୍ଡୋର ୱିଣ୍ଡୋ ସ୍ଥିରତା
2214.
GtkApplication
2011-09-26
GtkApplication
2215.
The GtkApplication for the window
2011-09-26
ୱିଣ୍ଡୋ ପାଇଁ GtkApplication
2222.
Color Profile Title
2011-09-26
ରଙ୍ଗ ରୂପରେଖା ଶୀର୍ଷକ
2223.
The title of the color profile to use
2011-09-26
ବ୍ୟବହାର କରିବାକୁ ଥିବା ରଙ୍ଗ ରୂପରେଖାର ଶୀର୍ଷକ