Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 125 results
~
The port which the server will listen to if the 'use-alternative-port' key is set to true. Valid values are in the range from 5000 to 50000.
2011-05-24
ଯଦି 'use_alternative_port' କିକୁ true ବୋଲି ବିନ୍ୟାସ କରୁଥିବା ସମୟରେ ସର୍ଭର ଯେଉଁ ସଂଯୋଗିକୀକୁ ଧ୍ଯାନ ଦେଇଥାଏ। ବୈଧ ମୂଲ୍ୟଗୁଡ଼ିକ 5000 ରୁ 50000 ପରିସର ମଧ୍ୟରେ ଅଛି।
~
If true, the server will listen to another port, instead of the default (5900). The port must be specified in the 'alternative-port' key.
2011-05-24
ଯଦି true, ତେବେ ସର୍ଭର ପୂର୍ବନିର୍ଦ୍ଧାରିତ (5900) ପରିବର୍ତ୍ତେ, ଅନ୍ୟ ଏକ ସଂଯୋଗିକୀକୁ ଧ୍ୟାନ ଦେବ। ସଂଯୋଗିକୀଟି 'ବୈକଳ୍ପିକ_ସଂଯୋଗିକୀ' ରେ ଉଲ୍ଲେଖ କରାଯିବା ଉଚିତ।
~
Another user is trying to view your desktop.
2009-09-21
ଅନ୍ଯ ଚାଳକ ଆପଣଙ୍କ ଡେସ୍କଟପ ଦେଖିବାକୁ ଚେଷ୍ଟା କରୁଛି।
~
If true, we will not use the XDamage extension of X.org. This extension does not work properly on some video drivers when using 3D effects. Disabling it will make vino work on these environments with a slower rendering as side effect.
2009-09-21
ଯଦି true, ତେବେ ଆମେ X.org ର XDamage ଅନୁଲଗ୍ନକୁ ବ୍ୟବହାର କରିବା ଉଚିତ ନୁହଁ। ଏହି ଅନୁଲଗ୍ନ କିଛି ଭିଡିଓ ଡ୍ରାଇଭର ସହିତ 3D ପ୍ରଭାବଗୁଡ଼ିକୁ ବ୍ୟବହାର କରି ଠିକ ଭାବରେ କାର୍ଯ୍ୟ କରିନଥାଏ। ଏହାକୁ ନିଷ୍କ୍ରିୟ କରିବା ଦ୍ୱାରା ଏହି ପରିବେଶରେ vino କାର୍ଯ୍ୟ ପାର୍ଶ୍ୱ ପ୍ରଭାବ ଆକାରରେ ମନ୍ଥର ଚିତ୍ରଣ କରିଥାଏ।
~
Whether we should use UPNP to forward the port in routers
2009-02-17
ରାଉଟରଗୁଡ଼ିକରେ ସଂୟୋଗିକୀକୁ ଅଗ୍ରସର କରାଇବା ପାଇଁ କାଳେ ଆମେ UPNP କୁ ବ୍ୟାହାର କରିବା ଉଚିତ କି
~
If true, we will use UPNP protocol to automatically forward the port used by vino in the router.
2009-02-17
ଯଦି true, ତେବେ ରାଉଟରରେ vino ଦ୍ୱାରା ବ୍ୟବହାର କରି ସ୍ୱୟଂଚାଳିତ ଭାବରେ ଅଗ୍ରସର କରିବା ପାଇଁ ଆମେ UPNP ପ୍ରୋଟୋକଲ ବ୍ୟବହାର କରିପାରିବୁ।
~
If true, screen will be locked after the last remote client disconnect.
2008-09-19
ଯଦି true, ତେବେ ଶେଷ ସୁଦୂର ଗ୍ରାହକ ସହିତ ସଂଯୋଗ ବିଚ୍ଛିନ୍ନ ହେବା ପରେ ପରଦା ଅପରିବର୍ତ୍ତନୀୟ ହୋଇଯିବ.
~
This key controls the behavior of the status icon. There are three options: "always" - The icon will be always there; "client" - You will see the icon only when there is someone connected, this is the default behavior; "never" - Never shows the icon.
2008-09-19
ଏହି କି ଟି ସ୍ଥିତି ଚିତ୍ରସଂକେତର ଆଚରଣକୁ ନିୟନ୍ତ୍ରଣ କରିଥାଏ. ଏହାର ତିନୋଟି ବିକଳ୍ପ ଅଛି: "always" - ଚିତ୍ରସଂକେତଟି ସର୍ବଦା ରହିବ; "client" - କେବଳ କେହିଜଣେ ସଂଯୁକ୍ତ ହେଲେହିଁ ଆପଣ ଚିତ୍ରସଂକେତ ଦେଖିପାରିବେ, ଏହ ହେଉଛି ପୂର୍ବନିର୍ଦ୍ଧାରିତ ଆଚରଣ; "never" - କଦାପି ଚିତ୍ରସଂକେତ ଦର୍ଶାନ୍ତୁ ନାହିଁ.
~
When true, disable the background on receive valid session
2008-09-19
ଯେତେବେଳେ true, ସେତେବେଳେ ବୈଧ ଅଧିବେଶନ ଗ୍ରହଣକରିବାପରେ ପୃଷ୍ଠଭୂମିକୁ ନିଷ୍କ୍ରିୟ କରିଦିଅନ୍ତୁ
1.
There was an error showing the URL "%s"
2009-02-17
URL "%s" କୁ ଦର୍ଶାଇବାରେ ତ୍ରୁଟି ଘଟିଥିଲା
3.
Checking the connectivity of this machine...
2009-02-17
ଏହି ଯନ୍ତ୍ରର ସଂଯୋଜକତା ଯାଞ୍ଚ କରୁଅଛି...
4.
Your desktop is only reachable over the local network.
2009-02-17
ଆପଣଙ୍କର ଡେସ୍କଟପକୁ ସ୍ଥାନୀୟ ନେଟୱର୍କରେ ପହଞ୍ଚିହେବ।
5.
or
2009-09-21
କିମ୍ବା
6.
Others can access your computer using the address %s.
2009-02-17
ଠିକଣା %s କୁ ବ୍ୟବହାର କରି ଅନ୍ୟମାନେ ଆପଣଙ୍କର କମ୍ପୁଟର ମଧ୍ୟରେ ପ୍ରବେଶ କରିପାରିବେ।
7.
Nobody can access your desktop.
2009-02-17
ଆପଣଙ୍କ ଡେସ୍କଟପ ମଧ୍ଯରେ କେହି ପ୍ରବେଶ କରିପାରିବେ ନାହିଁ।
8.
Desktop Sharing
2013-12-14
ଡେସ୍କଟପ ସହଭାଗ
9.
Choose how other users can remotely view your desktop
2009-03-17
ଅନ୍ଯ ଚାଳକମାନେ କିପରି ଦୂରରେ ରହି ଆପଣଙ୍କ ଡେସ୍କଟପକୁ ଦେଖିପାରିବେ ତାହା ବାଛନ୍ତୁ
10.
Desktop Sharing Preferences
2013-12-14
ଡେସ୍କଟପ ସହଭାଗ ପସନ୍ଦଗୁଡ଼ିକ
11.
Sharing
2009-09-21
ସହଭାଗ
12.
Some of these preferences are locked down
2009-09-21
ଏହା ମଧ୍ଯରୁ କିଛି ପସନ୍ଦଗୁଡ଼ିକୁ ଅପରବର୍ତ୍ତିତ କରାଯାଇଛି
14.
Your desktop will be shared
2008-09-19
ଆପଣଙ୍କର ଡେସ୍କଟପକୁ ସହଭାଗ କରାଯିବ
16.
Remote users are able to control your mouse and keyboard
2008-09-19
ସୁଦୂର ଚାଳକମାନେ ଆପଣଙ୍କର ମାଉସ ଏବଂ କିବୋର୍ଡ ନିୟନ୍ତ୍ରଣ କରିବାରେ ସମର୍ଥ
17.
Security
2009-09-21
ସୁରକ୍ଷା
18.
_You must confirm each access to this machine
2009-02-17
ଏହି କମ୍ପୁଟର ମଧ୍ୟରେ ସମସ୍ତ ପ୍ରବେଶକୁ ଆପଣ ନିଶ୍ଚିତ କରନ୍ତୁ (_Y)
20.
Automatically _configure UPnP router to open and forward ports
2013-12-14
ସ୍ୱୟଂଚାଳିତ ଭାବରେ UPnP router କୁ ପୋର୍ଟଗୁଡ଼ିକୁ ଖୋଲିବା ଏବଂ ଅଗ୍ରସର କରାଇବାକୁ ବିନ୍ୟାସ କରନ୍ତୁ
21.
The router must have the UPnP feature enabled
2009-02-17
ରାଉଟରରେ UPnP ଗୁଣଟିକୁ ସକ୍ରିୟ କରାଯାଇଛି
22.
Show Notification Area Icon
2013-12-14
ବିଜ୍ଞପ୍ତି କ୍ଷେତ୍ର ଚିତ୍ରସଂକେତକୁ ଦର୍ଶାନ୍ତୁ
23.
Al_ways
2013-12-14
ସର୍ବଦା ସ୍ଥାନାନ୍ତରିତ କରନ୍ତୁ (_w)
24.
_Only when someone is connected
2013-12-14
କେବଳ ଯଦି କୌଣସି ବ୍ୟକ୍ତି ସଂଯୁକ୍ତ ହୋଇଥାଏ (_O)
25.
_Never
2013-12-14
କଦାପି ନୁହଁ (_N)
26.
Enable remote access to the desktop
2013-12-14
ଡେସ୍କଟପରେ ସୁଦୂର ପ୍ରବେଶାନୁମତିକୁ ସକ୍ରିୟ କରନ୍ତୁ
27.
If true, allows remote access to the desktop via the RFB protocol. Users on remote machines may then connect to the desktop using a VNC viewer.
2013-12-14
ସତ ଥିଲେ, RFB ପ୍ରୋଟୋକଲ ଦ୍ବାରା ଡେସ୍କଟପକୁ ଦୂରରୁ ପ୍ରବେଶାନୁମତି ଦିଏ। ଏହା ଫଳରେ, ଦୂର ଯନ୍ତ୍ରର ଚାଳକ ଗୋଟିଏ VNC ଦର୍ଶକ ବ୍ଯବହାର କରି ଡେସ୍କଟପକୁ ସଂଯୋଗ କରିପାରିବେ।
31.
If true, remote users accessing the desktop are only allowed to view the desktop. Remote users will not be able to use the mouse or keyboard.
2008-09-19
ଯଦି true, ଡେସ୍କଟପକୁ ବ୍ଯବହାର କରୁଥିବା ଦୂର ଚାଳକକୁ କେବଳ ଡେସ୍କଟପ ଦେଖିବାକୁ ଅନୁମତି ଦିଆଯାଏ. ଦୂର ଚାଳକ ମାଉସ୍ ବା କିବୋର୍ଡ ବ୍ଯବହାର କରିପାରିବେ ନାହିଁ.
32.
Network interface for listening
2009-02-17
ଶୁଣିବା ପାଇଁ ନେଟୱର୍କ ଅନ୍ତରାପୃଷ୍ଠ
33.
If not set, the server will listen on all network interfaces. Set this if you want to accept connections only from some specific network interface. For example, eth0, wifi0, lo and so on.
2013-12-14
ଯଦି ସେଟ କରାହୋଇନାହିଁ, ସର୍ଭର ସମସ୍ତ ନେଟୱର୍କ ଅନ୍ତରାପୃଷ୍ଠଗୁଡ଼ିକୁ ଶୁଣିବ। ଯଦି ଆପଣ କିଛି ନିର୍ଦ୍ଦିଷ୍ଟ ନେଟୱର୍କ ଅନ୍ତରାପୃଷ୍ଠର ସଂଯୋଗ ଗ୍ରହଣ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ସେଟ କରନ୍ତୁ। ଉଦାହରଣ ସ୍ୱରୂପ: eth0, wifi0, lo ଏବଂ ସେହିପରି।
34.
Listen on an alternative port
2011-05-24
ଗୋଟିଏ ବୈକଳ୍ପିକ ସଂଯୋଗିକୀ ଉପରେ ଧ୍ୟାନଦିଅନ୍ତୁ
35.
If true, the server will listen on another port, instead of the default (5900). The port must be specified in the 'alternative-port' key.
2013-12-14
ଯଦି true, ତେବେ ସର୍ଭର ପୂର୍ବନିର୍ଦ୍ଧାରିତ (5900) ପରିବର୍ତ୍ତେ, ଅନ୍ୟ ଏକ ସଂଯୋଗିକୀକୁ ଧ୍ୟାନ ଦେବ। ସଂଯୋଗିକୀଟି 'ବୈକଳ୍ପିକ_ସଂଯୋଗିକୀ' ରେ ଉଲ୍ଲେଖ କରାଯିବା ଉଚିତ।
36.
Alternative port number
2008-09-19
ବୈକଳ୍ପିକ ସଂଯୋଗିକୀ ସଂଖ୍ୟା
37.
The port which the server will listen to if the 'use-alternative-port' key is set to true. Valid values are in the range of 5000 to 50000.
2013-12-14
ଯଦି 'use_alternative_port' କିକୁ true ବୋଲି ବିନ୍ୟାସ କରୁଥିବା ସମୟରେ ସର୍ଭର ଯେଉଁ ସଂଯୋଗିକୀକୁ ଧ୍ଯାନ ଦେଇଥାଏ। ବୈଧ ମୂଲ୍ୟଗୁଡ଼ିକ 5000 ରୁ 50000 ସୀମା ମଧ୍ୟରେ ଅଛି।
39.
If true, remote users accessing the desktop are required to support encryption. It is highly recommended that you use a client which supports encryption unless the intervening network is trusted.
2008-09-19
ଯଦି true, ଡେସ୍କଟପକୁ ବ୍ଯବହାର କରୁଥିବା ଦୂର ଚାଳକକୁ ଗୁପ୍ତ ସଙ୍କେତ ସହାୟକ କରିବାକୁ ବାଧ୍ଯ କରାଯିବ. ଏହା ବିଶେଷତଃ ଭାବରେ ସୁପାରିଶ କରାଯାଏ କି ଯଦି ମଝିରେ ସ୍ଥିତ ନେଟୱର୍କ ଉପରେ ନିର୍ଭର କରିହେବ ନାହିଁ, ଆପଣ ଗୁପ୍ତ ସଙ୍କେତ ସହାୟକ କରୁଥିବା ଗ୍ରାହକ ବ୍ଯବହାର କରନ୍ତୁ.
41.
Lists the authentication methods with which remote users may access the desktop. There are two possible authentication methods; "vnc" causes the remote user to be prompted for a password (the password is specified by the vnc-password key) before connecting and "none" which allows any remote user to connect.
2013-12-14
ଡେସ୍କଟପକୁ ପ୍ରବେଶ ପାଇବାକୁ ଦୂର ଚାଳକ ଦ୍ବାରା ବ୍ଯବହାର କରାଯାଇପାରିବା ବୈଧିକରଣ ଧାରାଗୁଡ଼ିକ ଉଲ୍ଲେଖିତ କରେ। ଦୁଇଟି ବୈଧିକରଣ ଧାରା ସମ୍ଭବ; "vnc" ଯେଉଁଟାକି ଦୂର ଚାଳକକୁ ସଂଯୋଗ କରିବା ପୁର୍ବରୁ ପ୍ରବେଶ ସଙ୍କେତ ପଚାରେ (ପ୍ରବେଶ ସଙ୍କେତଟି vnc_password ଚାବି ଦ୍ବାରା ଉଲ୍ଲେଖିତ), ଓ "none" ଯେଉଁଟାକି ଯେକୌଣସି ଦୂର ଚାଳକକୁ ସଂଯୋଗ କରିବାକୁ ଅନୁମତି ଦିଏ।
43.
The password which the remote user will be prompted for if the "vnc" authentication method is used. The password specified by the key is base64 encoded. The special value of 'keyring' (which is not valid base64) means that the password is stored in the GNOME keyring.
2013-12-14
"vnc" ବୈଧିକରଣ ଧାରାରେ ବ୍ଯବହୃତ ପ୍ରବେଶ ସଙ୍କେତ ଯେଉଁଟାକି ଦୂର ଚାଳକକୁ ପଚାରାଯିବ। ଏହି କି ଦ୍ବାରା ଉଲ୍ଲେଖିତ ପ୍ରବେଶ ସଙ୍କେତଟି ଆଧାର64 ସଙ୍କେତରେ ସଞ୍ଚିତ ହୁଏ। 'କିରିଙ୍ଗ' ର ସେହି ବିଶିଷ୍ଟ ମୂଲ୍ୟ (ଯାହାକି ବୈଧ ଆଧାର 64 ନୁହଁ) ଏହା ଅର୍ଥ ସେହି ପ୍ରବେଶ ସଂକେତଟି GNOME କିରିଙ୍ଗରେ ସଂରକ୍ଷିତ ହୋଇଥାଏ।
45.
This key specifies the e-mail address to which the remote desktop URL should be sent if the user clicks on the URL in the Desktop Sharing preferences dialog.
2013-12-14
ଏହି କି ଇ-ମେଲ ଠିକଣା ଉଲ୍ଲେଖିତ କରେ, ଯେଉଁଟାକି ଦୂର ଡେସ୍କଟପ URL ପଠାଇବାକୁ ବ୍ଯବହାର କରାଯିବ, ଯଦି ଦୂର ଡେସ୍କଟପ ପସନ୍ଦରେ ସ୍ଥିତ URLରେ ଚାଳକ ମାଉସ୍ ଚାବି ଦବାଏ।
46.
Lock the screen when last user disconnect
2008-09-19
ଶେଷ ସୁଦୂର ଗ୍ରାହକ ସହିତ ସଂଯୋଗ ବିଚ୍ଛିନ୍ନ ହେବା ମାତ୍ରେ ପରଦାକୁ ଅପରିବର୍ତ୍ତନୀୟ କରିଦିଅନ୍ତୁ
47.
If true, the screen will be locked after the last remote client disconnects.
2013-12-14
ଯଦି true, ତେବେ ଶେଷ ସୁଦୂର ଗ୍ରାହକ ସହିତ ସଂଯୋଗ ବିଚ୍ଛିନ୍ନ ହେବା ପରେ ପରଦା ଅପରିବର୍ତ୍ତନୀୟ ହୋଇଯିବ.
48.
When the status icon should be shown
2008-09-19
କେତେବେଳେ ସ୍ଥିତି ଚିତ୍ରସଂକେତକୁ ଦର୍ଶାଯିବ
49.
This key controls the behavior of the status icon. There are three options: "always" - the icon will always be present; "client" - the icon will only be present when someone is connected (this is the default behavior); "never" - the icon will not be present.
2013-12-14
ଏହି କି ଟି ସ୍ଥିତି ଚିତ୍ରସଂକେତର ଆଚରଣକୁ ନିୟନ୍ତ୍ରଣ କରିଥାଏ। ଏହାର ତିନୋଟି ବିକଳ୍ପ ଅଛି: "ସର୍ବଦା" - ଚିତ୍ରସଂକେତଟି ସର୍ବଦା ରହିବ; "କ୍ଲାଏଣ୍ଟ" - କେବଳ କେହିଜଣେ ସଂଯୁକ୍ତ ହେଲେହିଁ ଆପଣ ଚିତ୍ରସଂକେତ ଦେଖିପାରିବେ, ଏହ ହେଉଛି ପୂର୍ବନିର୍ଦ୍ଧାରିତ ଆଚରଣ; "କଦାପି ନୁହଁ" - କଦାପି ଚିତ୍ରସଂକେତ ଦର୍ଶାନ୍ତୁ ନାହିଁ।
50.
Whether to disable the desktop background when a user is connected
2013-12-14
ବ୍ୟବହାରକାରୀ ସଂଯୁକ୍ତ ହେବା ମାତ୍ରେ ଡେସ୍କଟପ୍‌ ପୃଷ୍ଠଭୂମିକୁ ନିଷ୍କ୍ରିୟ କରିବା ଉଚିତ କି
51.
When true, disable the desktop background and replace it with a single block of color when a user successfully connects.
2013-12-14
true ଥିବା ସମୟରେ, ଡେସ୍କଟପ୍‌ ପୃଷ୍ଠଭୂମିକୁ ନିଷ୍କ୍ରିୟ କରନ୍ତୁ ଏବଂ ତାହାକୁ କୌଣସି ବ୍ୟବହାରକାରୀ ସଫଳତାର ସହିତ ସଂଯୋଗ ହେବା ମାତ୍ରେ ଗୋଟିଏ ରଙ୍ଗ ବିଶିଷ୍ଟ ବ୍ଲକରେ ପରିବର୍ତ୍ତନ କରନ୍ତୁ।
52.
Whether a UPnP router should be used to forward and open ports
2013-12-14
ପୋର୍ଟ୍‌ଗୁଡ଼ିକୁ ଅଗ୍ରସର କରିବା ଏବଂ ଖୋଲିବା ପାଇଁ ଆମେ UPnP କୁ ବ୍ୟବହାର କରିବା ଉଚିତ କି