Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 129 results
~
Move window to top right corner
2011-05-31
ୱିଣ୍ଡୋକୁ ଉପରପଟ ଡାହାଣ କୋଣକୁ ଘୁଞ୍ଚାନ୍ତୁ
~
Move window to left side of screen
2011-05-31
ୱିଣ୍ଡୋକୁ ପରଦାର ବାମ ପାଖକୁ ଘୁଞ୍ଚାନ୍ତୁ
~
Move window to top edge of screen
2011-05-31
ୱିଣ୍ଡୋକୁ ପରଦାର ଉପର ପାଖକୁ ଘୁଞ୍ଚାନ୍ତୁ
~
Move window to right side of screen
2011-05-31
ୱିଣ୍ଡୋକୁ ପରଦାର ଡାହାଣ ପାର୍ଶ୍ୱକୁ ଘୁଞ୍ଚାନ୍ତୁ
~
Clicking a window while holding down this modifier key will move the window (left click), resize the window (middle click), or show the window menu (right click). The middle and right click operations may be swapped using the "resize_with_right_button" key. Modifier is expressed as "<Alt>" or "<Super>" for example.
2011-05-31
ଏହି ରୂପାନ୍ତରକ ଚାବିକୁ ଚାପି ୱିଣ୍ଡୋରେ ମାଉସ ଚାବି ଦବାଇଲେ ୱିଣ୍ଡୋ ଘୁଞ୍ଚା ଯାଇପାରିବ (ବାମ ମାଉସ କ୍ଲିକ), ୱିଣ୍ଡୋ ଆକାର ବଦଳା ଯାଇପାରିବ (ମଝି ମାଉସ କ୍ଲିକ), ଅଥବା ୱିଣ୍ଡୋ ତାଲିକା ପ୍ରଦର୍ଶନ କରା ଯାଇପାରିବ (ଡାହାଣ ମାଉସ କ୍ଲିକ)। ବାମ ଏବଂ ଡାହାଣ ପ୍ରୟୋଗଗୁଡ଼ିକୁ "resize_with_right_button" କି ବ୍ୟବହାର କରି ଅଦଳ ବଦଳ କରିହେବ। ଉଦାହରଣ ସ୍ୱରୂପ ପରିବର୍ତ୍ତକକୁ "<Alt>" ଅଥବା "<Super>" ଭାବରେ ପ୍ରକାଶ କରିହେବ।
~
Reverse switch applications
2011-05-31
ପ୍ରୟୋଗଗୁଡ଼ିକୁ ଓଲଟା ଭାବରେ ବଦଳାନ୍ତୁ
~
Reverse switch system controls
2011-05-31
ତନ୍ତ୍ର ନିୟନ୍ତ୍ରଣଗୁଡିକୁ ଓଲଟା ଭାବରେ ବଦଳାନ୍ତୁ
~
Reverse switch windows of an application
2011-05-31
ଗୋଟିଏ ପ୍ରୟୋଗର ୱିଣ୍ଡୋଗୁଡ଼ିକ ମଧ୍ଯରେ ଚାଲନ୍ତୁ
~
Reverse switch windows directly
2011-05-31
ୱିଣ୍ଡୋଗୁଡ଼ିକୁ ଓଲଟା ଦିଗରେ ସିଧାସଳଖ ଭାବରେ ବଦଳାନ୍ତୁ
~
Screenshots
2011-05-31
ପରଦା ପ୍ରତିଛବିଗୁଡ଼ିକ
~
Launchers
2011-05-31
ପ୍ରାରମ୍ଭକର୍ତ୍ତାମାନେ
~
Reverse switch windows of an app directly
2011-05-31
ଗୋଟିଏ ପ୍ରୟୋଗର ୱିଣ୍ଡୋଗୁଡ଼ିକୁ ଓଲଟା ଦିଗରେ ସିଧାସଳଖ ଭାବରେ ବଦଳାନ୍ତୁ
~
Move window to bottom edge of screen
2011-05-31
ୱିଣ୍ଡୋକୁ ପରଦାର ତଳ ପାଖକୁ ଘୁଞ୍ଚାନ୍ତୁ
~
Toggle window always appearing on top
2011-05-31
ହଲୁଥିବା ୱିଣ୍ଡୋ ସର୍ବଦା ଉପରେ ଦେଖାଯାଏ
~
Move window to top left corner
2011-05-31
ୱିଣ୍ଡୋକୁ ଉପରପଟ ବାମ କୋଣକୁ ଘୁଞ୍ଚାନ୍ତୁ
~
Launch Terminal
2011-05-31
ଟର୍ମିନାଲ ଚଳାନ୍ତୁ
~
Move window to bottom right corner
2011-05-31
ୱିଣ୍ଡୋକୁ ଡାହାଣ ପଟ ତଳ କୋଣକୁ ଘୁଞ୍ଚାନ୍ତୁ
~
Move window to bottom left corner
2011-05-31
ୱିଣ୍ଡୋକୁ ବାମପଟ ତଳ କୋଣକୁ ଘୁଞ୍ଚାନ୍ତୁ
~
Reverse switch system controls directly
2011-05-31
ତନ୍ତ୍ର ନିୟନ୍ତ୍ରଣଗୁଡିକୁ ସିଧାସଳଖ ଭାବରେ ଓଲଟା ଦିଗରେ ବଦଳାନ୍ତୁ
~
Action on title bar right-click
2009-09-24
ଶୀର୍ଷକ ପଟିରେ ମାଉସକୁ ଡାହାଣ-କ୍ଲିକ କରିବା ଦ୍ୱାରା ହେଉଥିବା କାର୍ଯ୍ୟ
~
Some applications disregard specifications in ways that result in window manager misfeatures. This option puts Metacity in a rigorously correct mode, which gives a more consistent user interface, provided one does not need to run any misbehaving applications.
2009-09-24
କିଛି ପ୍ରୟୋଗଗୁଡ଼ିକ ନିର୍ଦ୍ଦେଶଗୁଡ଼ିକୁ ଅନାଦର କରିଥାଏ, ଫଳସ୍ୱରୂପ ୱିଣ୍ଡୋ ପରିଚାଳକ ଭୁଲ ପ୍ରଦର୍ଶନ କରିଥାଏ। ଏହି ବିକଳ୍ପ Metacityକୁ ସଠିକ ଅବସ୍ଥାରେ ରଖିଥାଏ, ଯାହାକି ଅଧିକ ସ୍ଥାୟୀ ଚାଳକ ଅନ୍ତରାପୃଷ୍ଠ ପ୍ରଦାନ କରିଥାଏ, ଏହା ବ୍ୟତୀତ ଜଣେ ଖରାପ ଆଚରଣ କରୁଥିବା ପ୍ରୟୋଗଗୁଡ଼ିକୁ ଚଲାଇନଥାଏ।
~
Action on title bar middle-click
2009-09-24
ଶୀର୍ଷକ ପଟିରେ ମାଉସକୁ ମଝି-କ୍ଲିକ କରିବା ଦ୍ୱାରା ହେଉଥିବା କାର୍ଯ୍ୟ
~
%d stored in GConf key %s is out of range %d to %d
2009-09-24
%d ଯାହାକି GConf କି %s ରେ ସଂରକ୍ଷିତ ତାହା ପରିସର %d ରୁ ବାହାର %d ରେ ଅଛି
~
The format looks like "<Control>a" or "<Shift><Alt>F1". The parser is fairly liberal and allows lower or upper case, and also abbreviations such as "<Ctl>" and "<Ctrl>". If you set the option to the special string "disabled", then there will be no keybinding for this action. This keybinding may be reversed by holding down the "shift" key; therefore, "shift" cannot be one of the keys it uses.
2009-09-24
ସଜ୍ଜିକରଣ ଶୈଳୀ "<Control>a" ଅଥବା "<Shift><Alt>F1" ପରି ଦୃଶ୍ୟମାନ ହୋଇଥାଏ। ବିଶ୍ଳେଷକଟି ବେଶ ଉଦାରମନା ଏବଂ ଛୋଟ ବା ବଡ଼ ଅକ୍ଷରକୁ ଅନୁମତି ଦେଇଥାଏ, ଏବଂ ମଧ୍ଯ"<Ctl>" ଏବଂ "<Ctrl>" ଭଳି ସଂକ୍ଷେପ ମଧ୍ଯ ଗ୍ରହଣ କରେ। ଯଦି ଆପଣ ଏହି ଚୟନକୁ ବିଶେଷ ବାକ୍ଯଖଣ୍ଡ "disabled" ରୂପେ ବିନ୍ଯାସ କରନ୍ତି, ତେବେ ଏହି କାର୍ଯ୍ଯ ପାଇଁ ଚାବିବନ୍ଧନୀ ରହିବ ନାହିଁ। ଏହି କି ବନ୍ଧନ ହୁଏତଃ "shift" କି ଧାରଣ କରି ପ୍ରତ୍ୟାଗମନ କରିଥାଏ; ତେଣୁ, "shift" ବ୍ୟବହାର କରିବାକୁ ଥିବା କି ନୁହଁ।
~
If true, then Metacity works in terms of applications rather than windows. The concept is a bit abstract, but in general an application-based setup is more like the Mac and less like Windows. When you focus a window in application-based mode, all the windows in the application will be raised. Also, in application-based mode, focus clicks are not passed through to windows in other applications. Application-based mode is, however, largely unimplemented at the moment.
2009-09-24
ଯଦି ଏହା true, ତେବେ metacity ୱିଣ୍ଡୋ ବଦଳରେ ପ୍ରୟୋଗ ଭାବରେ କାମ କରେ। ଏହି ଧାରଣାଟି ଟିକେ ଅମୂର୍ତ୍ତ, କିନ୍ତୁ ସାଧାରଣରେ ପ୍ରୟୋଗ-ଆଧାରିତ ବ୍ଯବସ୍ଥାଟି ଅଧିକ ମାକ୍ ଭଳି ଓ କମ ମାଇକ୍ରୋସଫ୍ଟ ୱିଣ୍ଡୋଜ ଭଳି. ପ୍ରୟୋଗ-ଆଧାରିତ ବ୍ଯବସ୍ଥାରେ ଆପଣ ଗୋଟିଏ ୱିଣ୍ଡୋକୁ କେନ୍ଦ୍ରିତ କଲେ, ପ୍ରୟୋଗର ସବୁ ୱିଣ୍ଡୋଗୁଡ଼ିକ ସାମନାକୁ ଅଣାଯିବ. ପ୍ରୟୋଗ-ଆଧାରିତ ବ୍ଯବସ୍ଥାରେ ମଧ୍ଯ କେନ୍ଦ୍ରୀଭୂତ ମାଉସ୍ ଚାପ ଅଲଗା ପ୍ରୟୋଗର ୱିଣ୍ଡୋଗୁଡ଼ିକ ବଢ଼ାଇ ଦିଆଯାଏ ନାହିଁ. ଏହି ବିନ୍ଯାସର ଅସ୍ତିତ୍ବ କିଛିଟି ସନ୍ଦେହଜନକ. କିନ୍ତୁ, ପ୍ରୟୋଗ-ଆଧାରିତ ଓ ୱିଣ୍ଡୋ-ଆଧାରିତ ଧାରାର ସବୁ ବିସ୍ତୃତ ବିବରଣୀ ପାଇଁ ଅଲଗା ବିନ୍ଯାସ ରଖିବା ଅପେକ୍ଷା, ଏହା ଅଧିକ ଭଲ. ଏହି ସମୟରେ, ପ୍ରୟୋଗ-ଆଧାରିତ ଧାରା ମୁଖ୍ଯତଃ ଅକାର୍ଯ୍ଯକାରୀ ରହିଛି.
~
Number of workspaces. Must be more than zero, and has a fixed maximum to prevent making the desktop unusable by accidentally asking for too many workspaces.
2009-09-24
କାର୍ଯ୍ଯକ୍ଷେତ୍ରର ସଂଖ୍ଯା। ଏହା ଶୂନ୍ଯଠାରୁ ଅଧିକ ହେବା ବାଧ୍ଯ, ଓ ଏହାର ଗୋଟିଏ ସ୍ଥିର ସର୍ବାଧିକ ମୂଲ୍ଯ ଅଛି ଭୁଲ ବଶତଃ ଅତ୍ୟଧିକ କାର୍ଯ୍ଯକ୍ଷେତ୍ର ନିର୍ଦ୍ଦଷ୍ଟ କରି ନିଜ ଡେସ୍କଟପକୁ ନଷ୍ଟ କରିବାରୁ ରୋକିବା ପାଇଁ।
~
A font description string describing a font for window titlebars. The size from the description will only be used if the titlebar_font_size option is set to 0. Also, this option is disabled if the titlebar_uses_desktop_font option is set to true.
2009-09-24
ୱିଣ୍ଡୋ ଶୀର୍ଷକ ପଟିର ଅକ୍ଷରରୂପ ବର୍ଣ୍ଣନା କରୁଥିବା ଗୋଟିଏ ଅକ୍ଷରରୂପ ବର୍ଣ୍ଣନା ବାକ୍ଯଖଣ୍ଡ।titlebar_font_size ବିକଳ୍ପକୁ 0 ସେଟ କରାଯାଇଥିଲେହିଁ ବର୍ଣ୍ଣନାରୁ ଆକାରଟି ବ୍ଯବହାର ହେବ। ଏହା ସହିତ, ଯଦି titlebar_uses_desktop_font ବିକଳ୍ପକୁ true ସେଟ କରାଯାଇଥାଏ ତେବେ ଏହି ବିକଳ୍ପଟି ନିଷ୍କ୍ରିୟ ରହିବ।
~
The format looks like "<Control>a" or "<Shift><Alt>F1". The parser is fairly liberal and allows lower or upper case, and also abbreviations such as "<Ctl>" and "<Ctrl>". If you set the option to the special string "disabled", then there will be no keybinding for this action.
2009-09-24
ସଜ୍ଜିକରଣ ଶୈଳୀ "<Control>a" ଅଥବା "<Shift><Alt>F1" ପରି ଦୃଶ୍ୟମାନ ହୋଇଥାଏ। ବିଶ୍ଳେଷକଟି ବେଶ ଉଦାରମନା ଏବଂ ଛୋଟ ବା ବଡ଼ ଅକ୍ଷରକୁ ଅନୁମତି ଦେଇଥାଏ, ଏବଂ ମଧ୍ଯ"<Ctl>" ଏବଂ "<Ctrl>" ଭଳି ସଂକ୍ଷେପ ମଧ୍ଯ ଗ୍ରହଣ କରେ। ଯଦି ଆପଣ ଏହି ଚୟନକୁ ବିଶେଷ ବାକ୍ଯଖଣ୍ଡ "disabled" ରୂପେ ବିନ୍ଯାସ କରନ୍ତି, ତେବେ ଏହି କାର୍ଯ୍ଯ ପାଇଁ ଚାବିବନ୍ଧନୀ ରହିବ ନାହିଁ।
~
If set to true, and the focus mode is either "sloppy" or "mouse" then the focused window will be automatically raised after a delay specified by the auto_raise_delay key. This is not related to clicking on a window to raise it, nor to entering a window during drag-and-drop.
2009-09-24
ଏହା true ହେଲେ, ଓ କେନ୍ଦ୍ରୀଭୂତ ଧାରା "ଅଯତ୍ନକୃତ" ବା "ମାଉସ" ଥିଲେ, କେନ୍ଦ୍ରିତ ୱିଣ୍ଡୋକୁ କିଛି ସମୟ ପରେ ଆପେଆପେ auto_raise_delay କି କୁ ବ୍ୟବହାର କରି ସାମନାକୁ ଅଣାଯିବ। ଏହା ବୃଦ୍ଧିକରା ପାଇଁ ୱିଣ୍ଡୋ ଉପରେ କ୍ଲିକ କରିବା ସହିତ ସମ୍ପୃକ୍ତ ନୁହଁ, ଅଥବା ଟାଣିବା-ଏବଂ ପକାଇବା ସମୟରେ ୱିଣ୍ଡୋରେ ପ୍ରବେଶ କରି।
~
This option determines the effects of double-clicking on the title bar. Current valid options are 'toggle_shade', which will shade/unshade the window, 'toggle_maximize' which will maximize/unmaximize the window, 'toggle_maximize_horizontally' and 'toggle_maximize_vertically' which will maximize/unmaximize the window in that direction only, 'minimize' which will minimize the window, 'shade' which will roll the window up, 'menu' which will display the window menu, 'lower' which will put the window behind all the others, and 'none' which will not do anything.
2009-09-24
ଏହି ଚୟନ ଶୀର୍ଷକପଟି ଉପରେ ଦୁଇଥର ଦବାଇବାର ପ୍ରଭାବ ନିର୍ଦ୍ଧାରଣ କରିଥାଏ। ସାମ୍ପ୍ରତିକ ବୈଧ ବିକଳ୍ପଗୁଡ଼ିକ ହେଲା 'toggle_shade', ଯାହାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, 'toggle_maximize' ଯାହାକି ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, 'toggle_maximize_horizontally' ଏବଂ 'toggle_maximize_vertically' ଯାହାକି କେବଳ ସେହି ଦିଗରେ ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, 'minimize' ଯାହାକି ୱିଣ୍ଡୋକୁ କ୍ଷୁଦ୍ରତମ କରିବ, 'shade' ଯାହାକି ୱିଣ୍ଡୋକୁ ଉପରକୁ ଗଡ଼ାଇବ, 'menu' ଯାହାକି ୱିଣ୍ଡୋ ତାଲିକାକୁ ଦର୍ଶାଇଥାଏ, 'lower' ଯାହାକି ୱିଣ୍ଡୋକୁ ଅନ୍ୟ ସମସ୍ତଙ୍କ ପଛରେ ରଖିଥାଏ, ଏବଂ 'none' ଯାହାକି କିଛି କରିନଥାଏ।
~
Setting this option to false can lead to buggy behavior, so users are strongly discouraged from changing it from the default of true. Many actions (e.g. clicking in the client area, moving or resizing the window) normally raise the window as a side-effect. Setting this option to false, which is strongly discouraged, will decouple raising from other user actions, and ignore raise requests generated by applications. See http://bugzilla.gnome.org/show_bug.cgi?id=445447#c6. Even when this option is false, windows can still be raised by an alt-left-click anywhere on the window, a normal click on the window decorations, or by special messages from pagers, such as activation requests from tasklist applets. This option is currently disabled in click-to-focus mode. Note that the list of ways to raise windows when raise_on_click is false does not include programmatic requests from applications to raise windows; such requests will be ignored regardless of the reason for the request. If you are an application developer and have a user complaining that your application does not work with this setting disabled, tell them it is _their_ fault for breaking their window manager and that they need to change this option back to true or live with the "bug" they requested.
2009-09-24
ଏହି ବିକଳ୍ପକୁ false ସେଟ କରିବା ଫଳରେ ଏହା ତ୍ରୁଟିଯୁକ୍ତ ଆଚରଣ କରିଥାଏ, ତେଣୁ ଚାଳକମାନେ ଏହାକୁ ପୂର୍ବନିର୍ଦ୍ଧାରିତ ମୂଲ୍ୟ true ରୁ ପରିବର୍ତ୍ତନ କରିବା ପାଇଁ ବିରୋଧ କରିଥାନ୍ତି। ଅନେକ କାର୍ଯ୍ୟ(ଯେପରିକି, କ୍ଲାଏଣ୍ଟ କ୍ଷେତ୍ରରେ କ୍ଲିକ କରିବା, ୱିଣ୍ଡୋକୁ ଗତିକରାଇବା ଅଥବା ଆକାର ବଦଳାଇବା) ସାଧାରଣତଃ ପାର୍ଶ୍ୱ ପ୍ରଭାବକୁ ବୃଦ୍ଧି କରିଥାଏ। ଏହି ବିକଳ୍ପକୁ false ସେଟ କରିବା ଫଳରେ, ଯାହାକୁକି ଅତିରିକ୍ତ ବିରୋଧ କରାଯାଇଥାଏ, ତାହା ଅନ୍ୟ ଚାଳକ କାର୍ଯ୍ୟ ଅପେକ୍ଷା ବୃଦ୍ଧି ହୋଇଥାଏ, ଏବଂ ପ୍ରୟୋଗ ଅନୁରୋଧ ଦ୍ୱାରା ସୃଷ୍ଟି ବୃଦ୍ଧିକୁ ଅଗ୍ରାହ୍ୟ କରିଥାଏ। http://bugzilla.gnome.org/show_bug.cgi?id=445447#c6 କୁ ଦେଖନ୍ତୁ। ଯଦିଚ ଯେତେବେଳେ ଏହି ବିକଳ୍ପଟି false ହୋଇଥାଏ, ୱିଣ୍ଡୋଗୁଡ଼ିକ ମଧ୍ଯ alt-left-click ଦ୍ୱାରା ଯେକୌଣସି ଉପାୟରେ ବୃଦ୍ଧି କରିଥାଏ, ୱିଣ୍ଡୋ ସଜ୍ଜିକରଣରେ ଗୋଟିଏ ସାଧାରଣ କ୍ଲିକ, ଅଥବା ପେଜରରୁଗୋଟିଏ ବିଶେଷ ସନ୍ଦେଶ ଦ୍ୱାରା, ଯେପରିକି କାର୍ଯ୍ୟତାଲିକା ଆପଲେଟରୁ ସକ୍ରିୟଣ ଅନୁରୋଧ। ଏହି ବିକଳ୍ପକୁ click-to-focus ଧାରାରେ ବର୍ତ୍ତମାନ ନିଷ୍କ୍ରିୟ କରାହୋଇଛି। ମନେରଖନ୍ତୁ ଯେ ୱିଣ୍ଡୋଗୁଡ଼ିକୁ ବୃଦ୍ଧିକରିବା ପାଇଁ ପଥଗୁଡ଼ିକର ତାଲିକା ଯେତେବେଳେ raise_on_click false ହୋଇଥାଏ ସେତେବେଳେ ଏହା ପ୍ରଗ୍ରାମ ହୋଇଥିବା ଅନୁରୋଧକୁ ଅନ୍ତର୍ଭୁକ୍ତ କରିନଥାଏ; ସେହିପରି ଅନୁରୋଧଗୁଡ଼ିକୁ କାରଣ ଯାହା ହୋଇଥିଲେ ମଧ୍ଯ ଅଗ୍ରାହ୍ୟ କରାଯାଇଥାଏ। ଯଦି ଆପଣ ଜଣେ ପ୍ରୟୋଗ ବିକାଶକାରୀ ଏବଂ ଜଣେ ଚାଳକ ଅଭିଯୋଗ କରିଛି ଯେ ଏହି ସଂରଚନାକୁ ନିଷ୍କ୍ରିୟ କରିବା ଫଳରେ ସେହି ପ୍ରୟୋଗଟି କାର୍ଯ୍ୟ କରିନଥାଏ, ତେବେ ସେମାନଙ୍କୁ କୁହନ୍ତୁ ଯେ ୱିଣ୍ଡୋ ପରିଚାଳକକୁ ଭାଙ୍ଗିବା ସେମାନଙ୍କର ତ୍ରୁଟି ଏବଂ ସେମାନଙ୍କୁ ଏହି ବିକଳ୍ପକୁ ପୁଣି ପଛକୁ କରି true ଭାବରେ ପରିବର୍ତ୍ତନ କରିବା ଉଚିତ ଅଥବା ଅନୁରୋଧ କରିଥିବା ସେହି "bug" ସହିତ ରୁହନ୍ତୁ।
~
Turns on a visual indication when an application or the system issues a 'bell' or 'beep'; useful for the hard-of-hearing and for use in noisy environments.
2009-09-24
ଗୋଟିଏ ପ୍ରୟୋଗ ବା ତନ୍ତ୍ର 'ଘଣ୍ଟି' ବା 'ବିପ' କଲେ, ଏକ ଚାକ୍ଷୁଷ ସୂଚକ ବ୍ଯବହାର କରେ; ଏହା କାଲ ଲୋକଙ୍କ ପାଇଁ ବା କୋଲାହଳପୂର୍ଣ୍ଣ ପରିବେଶରେ ବା 'ଶ୍ରାବ୍ଯ ଘଣ୍ଟି' ଚାଲୁ ନ ଥିଲେ ଉପକାରୀ ହୋଇଥାଏ।
~
Set this to true to resize with the right button and show a menu with the middle button while holding down the key given in "mouse_button_modifier"; set it to false to make it work the opposite way around.
2009-09-24
ଆକାର ପରିବର୍ତ୍ତନ କରିବା ପାଇଁ ଡାହାଣ ବଟନ ସହିତ ଏହାକୁ true ସେଟ କରନ୍ତୁ ଏବଂ ମଝି ବଟନ ସହିତ "mouse_button_modifier" ରେ ପ୍ରଦତ୍ତ କି ଧାରଣ କରି ଗୋଟିଏ ତାଲିକା ଦର୍ଶାନ୍ତୁ; ଏହାକୁ ବିପରିତ ଦିଗରେ କାର୍ଯ୍ୟ କରିବା ପାଇଁ false ସେଟ କରନ୍ତୁ
~
This option provides additional control over how newly created windows get focus. It has two possible values; "smart" applies the user's normal focus mode, and "strict" results in windows started from a terminal not being given focus.
2009-09-24
ଏହି ବିକଳ୍ପଟି ନୂତନ ଭାବରେ ନିର୍ମିତ ୱିଣ୍ଡୋଗୁଡ଼ିକରେ କେନ୍ଦ୍ରିଭୁତ କରିବା ପାଇଁ ଅତିରିକ୍ତ ନିୟନ୍ତ୍ରଣ ପ୍ରଦାନ କରିଥାଏ। ଏହାର ଦୁଇଟି ସମ୍ଭାବ୍ୟ ମୂଲ୍ୟ ଅଛି; "smart" ଚାଳକର ସାଧାରଣ ଲକ୍ଷ୍ୟ ଅବସ୍ଥାକୁ ପ୍ରୟୋଗ କରିଥାଏ, ଏବଂ "strict" ଦ୍ୱାରା ଫଳସ୍ୱରୂପ ୱିଣ୍ଡୋଗୁଡ଼ିକୁ ଟର୍ମିନାଲରେ ଲକ୍ଷ୍ୟ କରାଯାଏନାହିଁ।
~
This option determines the effects of right-clicking on the title bar. Current valid options are 'toggle_shade', which will shade/unshade the window, 'toggle_maximize' which will maximize/unmaximize the window, 'toggle_maximize_horizontally' and 'toggle_maximize_vertically' which will maximize/unmaximize the window in that direction only, 'minimize' which will minimize the window, 'shade' which will roll the window up, 'menu' which will display the window menu, 'lower' which will put the window behind all the others, and 'none' which will not do anything.
2009-09-24
ଏହି ବିକଳ୍ପ ଶୀର୍ଷକପଟି ଉପରେ ଡାହାଣ କ୍ଲିକ କରିବା ଦ୍ୱାରା ହେଉଥିବା ପ୍ରଭାବ ନିର୍ଦ୍ଧାରଣ କରିଥାଏ। ସାମ୍ପ୍ରତିକ ବୈଧ ବିକଳ୍ପଗୁଡ଼ିକ ହେଲା 'toggle_shade', ଯାହାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, 'toggle_maximize' ଯାହାକି ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, 'toggle_maximize_horizontally' ଏବଂ 'toggle_maximize_vertically' ଯାହାକି କେବଳ ସେହି ଦିଗରେ ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, 'minimize' ଯାହାକି ୱିଣ୍ଡୋକୁ କ୍ଷୁଦ୍ରତମ କରିବ, 'shade' ଯାହାକି ୱିଣ୍ଡୋକୁ ଉପରକୁ ଗଡ଼ାଇବ, 'menu' ଯାହାକି ୱିଣ୍ଡୋ ତାଲିକାକୁ ଦର୍ଶାଇଥାଏ, 'lower' ଯାହାକି ୱିଣ୍ଡୋକୁ ଅନ୍ୟ ସମସ୍ତଙ୍କ ପଛରେ ରଖିଥାଏ, ଏବଂ 'none' ଯାହାକି କିଛି କରିନଥାଏ।
~
There was an error running <tt>%s</tt>: %s
2009-09-24
<tt>%s</tt> କୁ ଚଲାଇବାରେ ତ୍ରୁଟି ଘଟିଥିଲା: %s
~
Arrangement of buttons on the titlebar. The value should be a string, such as "menu:minimize,maximize,spacer,close"; the colon separates the left corner of the window from the right corner, and the button names are comma-separated. Duplicate buttons are not allowed. Unknown button names are silently ignored so that buttons can be added in future metacity versions without breaking older versions. A special spacer tag can be used to insert some space between two adjacent buttons.
2009-09-24
ଶୀର୍ଷକ ପଟିରେ ଚାବିଗୁଡ଼ିକର ସଜ୍ଜିକରଣ। ଏହି ମୂଲ୍ଯ ଗୌଟିଏ ବାକ୍ଯକଣ୍ଡ ହେବା ଉଚିତ, ଉଦାହରଣ ସ୍ବରୂପ, "ତାଲିକା:କ୍ଷୁଦ୍ରତମ କରନ୍ତୁ,ବୃହତ୍ତମ କରନ୍ତୁ,ବନ୍ଦ କରନ୍ତୁ"; ବିରାମ ଚିହ୍ନଟି ୱିଣ୍ଡୋର ବାମ ଓ ଡାହାଣ କଣକୁ ବିଭାଜନ କରେ, ଏବଂ ଚାବି ନାମଗୁଡ଼ିକ କମା ଦ୍ବାରା ବିଭାଜିତ। ଦ୍ବିଗୁଣିତ ଚାବି ନିଷେଧ। ଅଜଣା ଚାବି ନାମଗୁଡ଼ିକ ଚୁପଚାପ ଅଗ୍ରାହ୍ଯ କରାଯିବ, ଯାହା ଫଳରେ metacity ଆଗାମୀ ସଂସ୍କରଣଗୁଡ଼ିକୁ ପ୍ରଭାବିତ ନ କରି, ନୂଆ ସଂସ୍କରଣଗୁଡ଼ିକରେ ଚାବି ଯୋଡ଼ି ହୋଇପାରିବ।
~
This option determines the effects of middle-clicking on the title bar. Current valid options are 'toggle_shade', which will shade/unshade the window, 'toggle_maximize' which will maximize/unmaximize the window, 'toggle_maximize_horizontally' and 'toggle_maximize_vertically' which will maximize/unmaximize the window in that direction only, 'minimize' which will minimize the window, 'shade' which will roll the window up, 'menu' which will display the window menu, 'lower' which will put the window behind all the others, and 'none' which will not do anything.
2009-09-24
ଏହି ବିକଳ୍ପ ଶୀର୍ଷକପଟି ଉପରେ ମଝି କ୍ଲିକ କରିବା ଦ୍ୱାରା ହେଉଥିବା ପ୍ରଭାବ ନିର୍ଦ୍ଧାରଣ କରିଥାଏ। ସାମ୍ପ୍ରତିକ ବୈଧ ବିକଳ୍ପଗୁଡ଼ିକ ହେଲା 'toggle_shade', ଯାହାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, 'toggle_maximize' ଯାହାକି ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, 'toggle_maximize_horizontally' ଏବଂ 'toggle_maximize_vertically' ଯାହାକି କେବଳ ସେହି ଦିଗରେ ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, 'minimize' ଯାହାକି ୱିଣ୍ଡୋକୁ କ୍ଷୁଦ୍ରତମ କରିବ, 'shade' ଯାହାକି ୱିଣ୍ଡୋକୁ ଉପରକୁ ଗଡ଼ାଇବ, 'menu' ଯାହାକି ୱିଣ୍ଡୋ ତାଲିକାକୁ ଦର୍ଶାଇଥାଏ, 'lower' ଯାହାକି ୱିଣ୍ଡୋକୁ ଅନ୍ୟ ସମସ୍ତଙ୍କ ପଛରେ ରଖିଥାଏ, ଏବଂ 'none' ଯାହାକି କିଛି କରିନଥାଏ।
~
Error setting compositor status: %s
2009-09-24
ଅକ୍ଷର ଯୋଜକ ସ୍ଥିତିକୁ ସେଟ କରିବା ସମୟରେ ତ୍ରୁଟି: %s
~
This option determines the effects of double-clicking on the title bar. Current valid options are 'toggle_shade', which will shade/unshade the window, 'toggle_maximize' which will maximize/unmaximize the window, 'toggle_maximize_horizontally' and 'toggle_maximize_vertically' which will maximize/unmaximize the window in that direction only, 'minimize' which will minimize the window, 'shade' which will roll the window up, 'menu' which will display the window menu, 'lower' which will put the window behind all the others, and 'none' which will not do anything.
2009-07-02
ଏହି ଚୟନ ଶୀର୍ଷକପଟି ଉପରେ ଦୁଇଥର ଦବାଇବାର ପ୍ରଭାବ ନିର୍ଦ୍ଧିଷ୍ଟ କରେ. ସାମ୍ପ୍ରତିକ ବୈଧ ମୂଲ୍ଯଗୁଡ଼ିକ ହେଲା 'toggle_shade' ଯେଉଁଟାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, 'toggle_maximize' ଯେଉଁଟାକି ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, ଓ 'none' ଯେଉଁଟାକି କିଛି କରିବ ନାହିଁ.
~
Number of workspaces. Must be more than zero, and has a fixed maximum to prevent making the desktop unusable by accidentally asking for too many workspaces.
2009-07-02
କାର୍ଯ୍ଯକ୍ଷେତ୍ରର ସଂଖ୍ଯା. ଏହା ଶୂନ୍ଯଠାରୁ ଅଧିକ ହେବା ବାଧ୍ଯ, ଓ ଏହାର ଗୋଟିଏ ସ୍ଥିର ସର୍ବାଧିକ ମୂଲ୍ଯ ଅଛି (ଭୁଲରେ ୩୪୦ ଲକ୍ଷ କାର୍ଯ୍ଯକ୍ଷେତ୍ର ନିର୍ଦ୍ଦଷ୍ଟ କରି ନିଜ ଡେସ୍କଟପକୁ ନଷ୍ଟ କରିବାରୁ ରୋକିବା ପାଇଁ)
~
Action on title bar right-click
2009-07-02
ଶୀର୍ଷକ ପଟିରେ ମାଉସ୍ କୁ ଯୁଗ୍ନ ଭାବରେ ଦବାଇଲେ କି କାମ ଚାଳନ ହେବ
~
%d stored in GConf key %s is out of range %d to %d
2009-07-02
%d ଯାହାକି GConf କି %s ମଧ୍ଯରେ ସଂରକ୍ଷିତ ଥାଏ, ପରିସର %d ବାହାରୁ %dରେ ଅଛି
~
If true, then Metacity works in terms of applications rather than windows. The concept is a bit abstract, but in general an application-based setup is more like the Mac and less like Windows. When you focus a window in application-based mode, all the windows in the application will be raised. Also, in application-based mode, focus clicks are not passed through to windows in other applications. Application-based mode is, however, largely unimplemented at the moment.
2009-07-02
ଏହା ସତ ହେଲେ, ମେଟାସିଟି ୱିଣ୍ଡୋ ବଦଳରେ ପ୍ରୟୋଗର ଭାବରେ କାମ କରେ. ଏହି ଧାରଣାଟି ଟିକେ ଅମୂର୍ତ୍ତ, କିନ୍ତୁ ସାଧାରଣରେ ପ୍ରୟୋଗ-ଆଧାରିତ ବ୍ଯବସ୍ଥାଟି ଅଧିକ ମାକ୍ ଭଳି ଓ କମ ମାଇକ୍ରୋସଫ୍ଟ ୱିଣ୍ଡୋଜ ଭଳି. ପ୍ରୟୋଗ-ଆଧାରିତ ବ୍ଯବସ୍ଥାରେ ଆପଣ ଗୋଟିଏ ୱିଣ୍ଡୋକୁ କେନ୍ଦ୍ରିତ କଲେ, ପ୍ରୟୋଗର ସବୁ ୱିଣ୍ଡୋଗୁଡ଼ିକ ସାମନାକୁ ଅଣାଯିବ. ପ୍ରୟୋଗ-ଆଧାରିତ ବ୍ଯବସ୍ଥାରେ ମଧ୍ଯ କେନ୍ଦ୍ରୀଭୂତ ମାଉସ୍ ଚାପ ଅଲଗା ପ୍ରୟୋଗର ୱିଣ୍ଡୋଗୁଡ଼ିକ ବଢ଼ାଇ ଦିଆଯାଏ ନାହିଁ. ଏହି ବିନ୍ଯାସର ଅସ୍ତିତ୍ବ କିଛିଟି ସନ୍ଦେହଜନକ. କିନ୍ତୁ, ପ୍ରୟୋଗ-ଆଧାରିତ ଓ ୱିଣ୍ଡୋ-ଆଧାରିତ ଧାରାର ସବୁ ବିସ୍ତୃତ ବିବରଣୀ ପାଇଁ ଅଲଗା ବିନ୍ଯାସ ରଖିବା ଅପେକ୍ଷା, ଏହା ଅଧିକ ଭଲ. ଏହି ସମୟରେ, ପ୍ରୟୋଗ-ଆଧାରିତ ଧାରା ମୁଖ୍ଯତଃ ଅକାର୍ଯ୍ଯକାରୀ ରହିଛି.
~
Action on title bar middle-click
2009-07-02
ଶୀର୍ଷକ ପଟିରେ ମାଉସ୍ କୁ ଯୁଗ୍ନ ଭାବରେ ଦବାଇଲେ କି କାମ ଚାଳନ ହେବ
~
If true, ignore the titlebar_font option, and use the standard application font for window titles.
2009-07-02
ଏହା ସତ ହେଲେ, ଶୀର୍ଷକପଟି_ଅକ୍ଷରରୂପ ପସନ୍ଦକୁ ଏଡ଼ାଇ, ୱିଣ୍ଡୋ ଶୀର୍ଷକ ପାଇଁ ସାଧାରଣ ପ୍ରୟୋଗ ଅକ୍ଷରରୂପ ବ୍ଯବହାର କରନ୍ତୁ.
~
Error setting compositor status: %s
2009-07-02
ମିଶ୍ରଣ ପ୍ରକ୍ରିୟା ସ୍ଥିତି ବିନ୍ୟାସ କରିବାରେ ତ୍ରୁଟି: %s
~
Move window to center of screen
2009-07-02
ୱିଣ୍ଡୋକୁ ପରଦାର କେନ୍ଦ୍ରକୁ ଘୁଞ୍ଚାନ୍ତୁ
~
If set to true, and the focus mode is either "sloppy" or "mouse" then the focused window will be automatically raised after a delay specified by the auto_raise_delay key. This is not related to clicking on a window to raise it, nor to entering a window during drag-and-drop.
2009-07-02
ଏହା ସତ ହେଲେ, ଓ କେନ୍ଦ୍ରୀଭୂତ ଧାରା "sloppy" କିମ୍ବା "mouse" ଥିଲେ, କେନ୍ଦ୍ରିତ ୱିଣ୍ଡୋକୁ କିଛି ସମୟ ପରେ ଆପେଆପେ ସାମନାକୁ ଅଣାଯିବ (auto_raise_delay କି ଦ୍ବାରା ନିର୍ଦ୍ଦିଷ୍ଟ କରାଯାଏ)
~
Whether to resize with the right button
2009-07-02
ଡ଼ାହାଣ ବଟନ ଦ୍ୱାରା ଆକାର ପରିବର୍ତ୍ତନ କରାଯିବ କି