Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 92 results
1.
Log File Viewer
2012-03-16
ଲଗ ଫାଇଲ ପ୍ରଦର୍ଶିକା
2.
View or monitor system log files
2012-03-16
ତନ୍ତ୍ର ଲଗ ଫାଇଲ ମାନଙ୍କୁ ଦେଖାନ୍ତୁ କିମ୍ବା ସେଗୁଡିକ ଉପରେ ଦ୍ରୁଷ୍ଟି ରଖନ୍ତୁ
3.
Log file to open up on startup
2012-03-16
ପ୍ରାରମ୍ଭରେ ଖୋଲାଯିବାକୁ ଥିବା ଲଗ ଫାଇଲ
4.
Specifies the log file displayed at startup. The default is either /var/adm/messages or /var/log/messages, depending on your operating system.
2012-03-16
ପ୍ରାରମ୍ଭରେ ପ୍ରଦର୍ଶିତ ଲଗ ଫାଇଲକୁ ନିର୍ଦ୍ଦିଷ୍ଟ କରିଥାଏ। ଆପଣଙ୍କ ପ୍ରଚାଳନ ତନ୍ତ୍ର ଉପରେ ନିର୍ଭର କରି, ପୂର୍ବ ନର୍ଦ୍ଧାରିତଟି /var/adm/messages କିମ୍ବା /var/log/messages ମଧ୍ଯରୁ ଗୋଟିଏ ହୋଇଥାଏ।
5.
Size of the font used to display the log
2012-03-16
ଲଗକୁ ପ୍ରଦର୍ଶନ କରିବା ପାଇଁ ବ୍ଯବହ୍ରୁତ ଅକ୍ଷରରୂପର ଆକାର
6.
Specifies the size of the fixed-width font used to display the log in the main tree view. The default is taken from the default terminal font size.
2012-03-16
ପ୍ରମୂଖ ବ୍ରୁକ୍ଷ ଦ୍ରୁଶ୍ଯରେ ଲଗକୁ ପ୍ରଦର୍ଶନ କରିବା ପାଇଁ ବ୍ଯବହ୍ରୁତ ସ୍ଥିର-ଓସାର ବିଶିଷ୍ଟ ଅକ୍ଷରରୂପର ଆକାରକୁ ନିର୍ଦ୍ଦିଷ୍ଟ କରନ୍ତୁ। ପୂର୍ବ ନିର୍ଦ୍ଧାରିତଟି ପୂର୍ବ ନିର୍ଦ୍ଧାରିତ ଟର୍ମିନାଲ ଅକ୍ଷରରୂପର ଆକାରରୁ ନିଆଯାଏ।
7.
Height of the main window in pixels
2012-03-16
ମୂଖ୍ଯ ୱିଣ୍ଡୋର ଉଚ୍ଚତା (ପିକ୍ସେଲ ରେ)
8.
Specifies the height of the log viewer main window in pixels.
2012-03-16
ଲଗ ପ୍ରଦର୍ଶକ ମୂଖ୍ଯ ୱିଣ୍ଡୋର ଉଚ୍ଛତାକୁ (ପିକ୍ସେଲ ରେ) ନିର୍ଦ୍ଦିଷ୍ଟ କରନ୍ତୁ।
9.
Width of the main window in pixels
2012-03-16
ମୂଖ୍ଯ ୱିଣ୍ଡୋର ଓସାର (ପିକ୍ସେଲରେ)
10.
Specifies the width of the log viewer main window in pixels.
2012-03-16
ଲଗ ପ୍ରଦର୍ଶକ ମୂଖ୍ଯ ୱିଣ୍ଡୋର ଓସାର (ପିକ୍ସେଲରେ) କୁ ଉଲ୍ଲେଖ କରିଥାଏ।
11.
Log files to open up on startup
2012-03-16
ପ୍ରାରମ୍ଭରେ ଖୋଲାଯିବାକୁ ଥିବା ଲଗ ଫାଇଲ ମାନ
12.
Specifies a list of log files to open up at startup. A default list is created by reading /etc/syslog.conf.
2012-03-16
ପ୍ରାରମ୍ଭରେ ଖୋଲାଯିବା ଲଗ ଫାଇଲ ମାନଙ୍କର ଗୋଟିଏ ତାଲିକାକୁ ଉଲ୍ଲେଖ କରନ୍ତୁ। /etc/syslog.conf କୁ ପଢି ପୂର୍ବ ନିର୍ଦ୍ଧାରିତ ତାଲିକାଟି ପ୍ରସ୍ତୁତ କରାଯାଏ।
13.
List of saved filters
2013-06-24
ସଂରକ୍ଷିତ ଛାଣକଗୁଡ଼ିକର ତାଲିକା
14.
List of saved regexp filters
2013-06-24
ସଂରକ୍ଷିତ regexp ଛାଣକଗୁଡ଼ିକର ତାଲିକା
15.
_Name:
2012-03-16
ନାମ (_N):
16.
_Regular Expression:
2012-03-16
ନିୟମିତ ଅଭିବ୍ୟକ୍ତିଟି (_R):
17.
Highlight
2012-03-16
ଆଲୋକିତ କରନ୍ତୁ
18.
Hide
2012-03-16
ଲୁଚାନ୍ତୁ
19.
Foreground:
2012-03-16
ପ୍ରଚ୍ଛଦଭୂମି:
20.
Background:
2012-03-16
ପୃଷ୍ଠଭୂମି:
21.
Effect:
2012-03-16
ପ୍ରଭାବ:
22.
This program is free software; you can redistribute it and/or modify it under the terms of the GNU General Public License as published by the Free Software Foundation; either version 2 of the License, or (at your option) any later version.
2012-03-16
This program is free software; you can redistribute it and/or modify it under the terms of the GNU General Public License as published by the Free Software Foundation; either version 2 of the License, or (at your option) any later version.
23.
This program is distributed in the hope that it will be useful, but WITHOUT ANY WARRANTY; without even the implied warranty of MERCHANTABILITY or FITNESS FOR A PARTICULAR PURPOSE. See the GNU General Public License for more details.
2012-03-16
This program is distributed in the hope that it will be useful, but WITHOUT ANY WARRANTY; without even the implied warranty of MERCHANTABILITY or FITNESS FOR A PARTICULAR PURPOSE. See the GNU General Public License for more details.
24.
You should have received a copy of the GNU General Public License along with this program; if not, write to the Free Software Foundation, Inc., 51 Franklin Street, Fifth Floor, Boston, MA 02110-1301, USA
2012-03-16
You should have received a copy of the GNU General Public License along with this program; if not, write to the Free Software Foundation, Inc., 51 Franklin Street, Fifth Floor, Boston, MA 02110-1301, USA
25.
translator-credits
2012-03-16
ମନୋଜ କୁମାର ଗିରି <mgiri@redhat.com>
26.
Impossible to open the file %s
2012-03-16
ଫାଇଲ %sକୁ ଖୋଲିବା ଅସମ୍ଭବ
27.
Filter name is empty!
2012-03-16
ଫାଇଲ ନାମଟି ଖାଲି ଅଛି!
28.
Filter name may not contain the ':' character
2012-03-16
ଛାଣକ ନାମ ':' ବର୍ଣ୍ଣକୁ ଧାରଣ କରିନଥାଇପାରେ
29.
Regular expression is empty!
2012-03-16
ନିୟମିତ ଅଭିବ୍ୟକ୍ତିଟି ଖାଲି ଅଛି!
30.
Regular expression is invalid: %s
2012-03-16
ନିୟମିତ ଅଭିବ୍ୟକ୍ତିଟି ଅବୈଧ ଅଟେ: %s
31.
Please specify either foreground or background color!
2012-03-16
ପୃଷ୍ଠଭୂମି ଅଥବା ପ୍ରଚ୍ଛଦ ଭୂମି ରଙ୍ଗକୁ ଦୟାକରି ଉଲ୍ଲେଖ କରନ୍ତୁ!
32.
Edit filter
2012-03-16
ଛାଣକକୁ ସମ୍ପାଦନ କରନ୍ତୁ
33.
Add new filter
2012-03-16
ନୂତନ ଛାଣକ ଯୋଗକରନ୍ତୁ
34.
Filters
2012-03-16
ଛାଣକଗୁଡିକ
35.
_Find:
2012-03-16
ଖୋଜନ୍ତୁ (_F):
36.
Find Previous
2012-03-16
ପୂର୍ବବର୍ତ୍ତୀ ଉପସ୍ଥିତିକୁ ଖୋଜନ୍ତୁ
37.
Find previous occurrence of the search string
2012-03-16
ସନ୍ଧାନ ପଂକ୍ତିର ପୂର୍ବବର୍ତ୍ତୀ ଉପସ୍ଥିତିକୁ ଖୋଜନ୍ତୁ
38.
Find Next
2012-03-16
ପରବର୍ତ୍ତୀ ଉପସ୍ଥିତିକୁ ଖୋଜନ୍ତୁ
39.
Find next occurrence of the search string
2012-03-16
ସନ୍ଧାନ ପଂକ୍ତିର ପରବର୍ତ୍ତୀ ଉପସ୍ଥିତିକୁ ଖୋଜନ୍ତୁ
40.
Clear the search string
2012-03-16
ସନ୍ଧାନ ବାକ୍ୟଖଣ୍ଡକୁ ସଫା କରନ୍ତୁ
41.
Error while uncompressing the GZipped log. The file might be corrupt.
2012-03-16
GZipped ଲଗ ଫାଇଲର ସଙ୍କୋଚନକୁ ହଚାଇବା ସମୟରେ ତ୍ରୁଟି। ଫାଇଲଟି ତ୍ରୁଟିଯୁକ୍ତ ହୋଇଥାଇପାରେ।
42.
You don't have enough permissions to read the file.
2012-03-16
ଏହି ଫାଇଲକୁ ପଢ଼ିବା ପାଇଁ ଆପଣଙ୍କ ନିକଟରେ ଯଥେଷ୍ଟ ଅନୁମତି ନାହିଁ।
43.
The file is not a regular file or is not a text file.
2012-03-16
ଫାଇଲଟି ଗୋଟିଏ ନିୟମିତ ଫାଇଲ ନୁହଁ କିମ୍ବା ପାଠ୍ୟ ଫାଇଲ ନୁହଁ।
44.
This version of System Log does not support GZipped logs.
2012-03-16
ତନ୍ତ୍ର ଲଗର ଏହି ସଂସ୍କରଣ GZipped ଲଗକୁ ସମର୍ଥନ କରିନଥାଏ।
45.
Loading...
2012-03-16
ଧାରଣ କରୁଅଛି...
46.
Show the application's version
2012-03-16
ପ୍ରୟୋଗର ସଂସ୍କରଣକୁ ଦେଖାନ୍ତୁ
47.
[LOGFILE...]
2012-03-16
[LOGFILE...]
48.
- Browse and monitor logs
2012-03-16
- ଲଗ କୁ ଖୋଜନ୍ତୁ ଏବଂ ତା' ଉପରେ ଦ୍ରୁଷ୍ଟି ରଖନ୍ତୁ
49.
Log Viewer
2012-03-16
ଲଗ ପ୍ରଦର୍ଶକ
50.
System Log Viewer
2012-03-16
ତନ୍ତ୍ର ଲଗ ପ୍ରଦର୍ଶକ