Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 64 results
1.
Screenshot
2013-06-07
ଆଶୁଚିତ୍ର
2.
Save images of your desktop or individual windows
2012-02-15
ଆପଣଙ୍କ ଡେସ୍କଟପ୍ କିମ୍ବା ବ୍ଯକ୍ତିଗତ ୱିଣ୍ଡୋର ପ୍ରତିଛବିକୁ ସଂରକ୍ଷଣ କରନ୍ତୁ
3.
Take a Screenshot of the Whole Screen
2013-06-07
ସମ୍ପୂର୍ଣ୍ଣ ପରଦାର ଗୋଟିଏ ଆଶୁଚିତ୍ର ନିଅନ୍ତୁ
4.
Take a Screenshot of the Current Window
2013-06-07
ପ୍ରଚଳିତ ୱିଣ୍ଡୋର ଗୋଟିଏ ଆଶୁଚିତ୍ର ନିଅନ୍ତୁ
6.
Save Screenshot
2012-02-15
ଆଶୁଚିତ୍ରକୁ ସଂରକ୍ଷଣ କରନ୍ତୁ
7.
C_opy to Clipboard
2012-02-15
କ୍ଲିପବୋର୍ଡରେ ନକଲ କରନ୍ତୁ (_o)
8.
_Name:
2012-02-15
ନାମ (_N):
9.
Save in _folder:
2012-02-15
ଫୋଲଡର୍ ରେ ସଂରକ୍ଷଣ କରନ୍ତୁ (_f):
10.
*
2012-02-15
*
11.
Window-specific screenshot (deprecated)
2012-02-15
ୱିଣ୍ଡୋ-ନିର୍ଦ୍ଦିଷ୍ଟ ଆଶୁଚିତ୍ର (ଅଚଳ ହୋଇଛି)
12.
Grab just the current window, rather than the whole desktop. This key has been deprecated and it is no longer in use.
2012-02-15
ସମ୍ପୂର୍ଣ୍ଣ ଡେସ୍କଟପ ପରିବର୍ତ୍ତେ କେବଳ ପ୍ରଚଳିତ ୱିଣ୍ଡୋକୁ ଧାରଣ କରନ୍ତୁ। ଏହି କି ଟିକୁ ଅଚଳ କରାଯାଇଛି ଏବଂ ଏହା ବର୍ତ୍ତମାନ ଆଉ ବ୍ୟବହାର ହେଉନାହିଁ।
13.
Screenshot delay
2012-02-15
ଆଶୁଚିତ୍ର ବିଳମ୍ବ
14.
The number of seconds to wait before taking the screenshot.
2012-02-15
ଆଶୁଚିତ୍ରକୁ ଧାରଣ କରିବା ପାଇଁ ଅପେକ୍ଷା କରିବା ସମୟ, ସେକଣ୍ଡରେ।
15.
Screenshot directory
2012-02-15
ଆଶୁଚିତ୍ର ଡିରେକ୍ଟୋରି
16.
The directory where the screenshots will be saved by default.
2013-06-07
ଯେଉଁ ଡିରେକ୍ଟୋରିରେ ପୂର୍ବନିର୍ଦ୍ଧାରିତ ଭାବରେ ଆଶୁଚିତ୍ରଗୁଡ଼ିକୁ ସଂରକ୍ଷିତ କରାଯିବ।
17.
Last save directory
2013-06-07
ଶେଷଥର ସଂରକ୍ଷଣ କରାଯାଇଥିବା ଡିରେକ୍ଟୋରି
18.
The last directory a screenshot was saved in interactive mode.
2013-06-07
ଡିରେକ୍ଟୋରି ଯେଉଁଥିରେ ଅନ୍ତିମ ଆଶୁଚିତ୍ରକୁ ସଂରକ୍ଷିତ କରା ଯାଇଥିଲା।
19.
Include Border
2012-02-15
ଧାରକୁ ଅନ୍ତର୍ଭୂକ୍ତ କରନ୍ତୁ
20.
Include the window manager border along with the screenshot
2012-02-15
ଆଶୁଚିତ୍ର ସହିତ ୱିଣ୍ଡୋ ପରିଚାଳକ ଧାରକୁ ଅନ୍ତର୍ଭୂକ୍ତ କରନ୍ତୁ
21.
Include Pointer
2012-02-15
ସୂଚକରକୁ ଅନ୍ତର୍ଭୂକ୍ତ କରନ୍ତୁ
22.
Include the pointer in the screenshot
2012-02-15
ଆଶୁଚିତ୍ର ରେ ସୂଚକକୁ ଅନ୍ତର୍ଭୂକ୍ତ କରନ୍ତୁ
23.
Include ICC Profile
2013-06-07
ICC ରୂପରେଖାକୁ ଅନ୍ତର୍ଭୂକ୍ତ କରନ୍ତୁ
24.
Include the ICC profile of the target in the screenshot file
2013-06-07
ଆଶୁଚିତ୍ର ଫାଇଲରେ ଲକ୍ଷ୍ଯସ୍ଥଳର ICC ରୂପରେଖାକୁ ଅନ୍ତର୍ଭୂକ୍ତ କରନ୍ତୁ
25.
Border Effect
2012-02-15
ଧାର ଯୋଗୁଁ ପ୍ରଭାବ
26.
Effect to add to the outside of a border. Possible values are "shadow", "none", and "border".
2012-02-15
ଗୋଟିଏ ଧାରର ବାହାରେ ଯୋଗ କରିବାର ପ୍ରଭାବ। ସମ୍ଭାବ୍ଯ ମୂଲ୍ଯ ଗୁଡିକ "ଛାୟା", "କିଛି ନୁହେଁ", ଏବଂ "ଧାର" ଅଟନ୍ତି।
27.
A file named "%s" already exists in "%s"
2013-06-07
"%s" ନାମକ ଫାଇଲ ପୂର୍ବରୁ "%s" ରେ ଅଛି
28.
Overwrite existing file?
2013-06-07
ସ୍ଥିତବାନ ଫାଇଲକୁ ନବଲିଖନ କରିବେ କି?
29.
Unable to capture a screenshot
2013-06-07
ଆଶୁଚିତ୍ରକୁ ନେବାରେ ଅସମର୍ଥ
30.
Error creating file. Please choose another location and retry.
2013-06-07
ଫାଇଲ ସୃଷ୍ଟି କରିବାରେ ତ୍ରୁଟି। ଦୟାକରି ଅନ୍ୟ ଏକ ସ୍ଥାନ ବାଛନ୍ତୁ ଏବଂ ପୁଣି ଚେଷ୍ଟାକରନ୍ତୁ।
31.
Error creating file
2013-06-07
ଫାଇଲ ନିର୍ମାଣ କରିବାରେ ତ୍ରୁଟି
32.
Screenshot taken
2012-02-15
ପରଦା ପ୍ରତିଛବି ଗ୍ରହଣ କରାଯାଇଛି
33.
All possible methods failed
2013-06-07
ସମସ୍ତ ସମ୍ଭାବ୍ୟ ଉପାୟ ବିଫଳ ହୋଇଛି
34.
Send the grab directly to the clipboard
2013-06-07
କ୍ଲିପବୋର୍ଡ ମଧ୍ଯକୁ ସିଧାସଳଖ ଭାବରେ ଧାରଣ କରି ପଠାନ୍ତୁ
35.
Grab a window instead of the entire screen
2012-02-15
ସମଗ୍ର ପରଦା ପରିବର୍ତ୍ତେ ଗୋଟିଏ ୱିଣ୍ଡୋକୁ ଛଡାଇ ନିଅନ୍ତୁ
36.
Grab an area of the screen instead of the entire screen
2012-02-15
ସମଗ୍ର ପରଦା ପରିବର୍ତ୍ତେ ଗୋଟିଏ ୱିଣ୍ଡୋକୁ ଧାରଣ କରନ୍ତୁ
37.
Include the window border with the screenshot
2012-02-15
ଆଶୁଚିତ୍ର ସହିତ ୱିଣ୍ଡୋ ଧାରକୁ ଅନ୍ତର୍ଭୂକ୍ତ କରନ୍ତୁ
38.
Remove the window border from the screenshot
2012-02-15
ଆଶୁଚିତ୍ରରୁ ୱିଣ୍ଡୋ ଧାରକୁ କାଢିଦିଅନ୍ତୁ
39.
Take screenshot after specified delay [in seconds]
2012-02-15
ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପରେ [ସେକେଣ୍ଡ ରେ] ଆଶୁଚିତ୍ରକୁ ନିଅନ୍ତୁ
40.
seconds
2012-02-15
ସେକେଣ୍ଡ
41.
Effect to add to the border (shadow, border or none)
2012-02-15
ଧାର ସହିତ ଯୋଗ କରାଯିବା ପ୍ରଭାବ (ଛାୟା, ଧାର କିମ୍ୱା କିଛିନୁହଁ)
42.
effect
2012-02-15
ପ୍ରଭାବ
43.
Interactively set options
2012-02-15
ପାରସ୍ପରିକ କ୍ରିୟାକ୍ଷମ ଭାବେ ବିକଳ୍ପ ଗୁଡିକୁ ସଜାଡନ୍ତୁ
44.
Take a picture of the screen
2012-02-15
ଏହି ପରଦାର ଗୋଟିଏ ପ୍ରତିକ୍ରୁତି ଆଙ୍କନ୍ତୁ
45.
Conflicting options: --window and --area should not be used at the same time.
2012-02-15
ଦ୍ୱନ୍ଦମୟ ବିକଳ୍ପଗୁଡ଼ିକ: --window ଏବଂ --କ୍ଷେତ୍ରକୁ ଏକ ସମୟରେ ବ୍ୟବହାର କରିବା ଉଚିତ ନୁହଁ।
46.
Conflicting options: --area and --delay should not be used at the same time.
2013-06-07
ଦ୍ୱନ୍ଦମୟ ବିକଳ୍ପଗୁଡ଼ିକ: --area ଏବଂ --delay କୁ ଏକ ସମୟରେ ବ୍ୟବହାର କରିବା ଉଚିତ ନୁହଁ।
47.
UI definition file for the screenshot program is missing. Please check your installation of gnome-utils
2012-02-15
ଆଶୁଚିତ୍ର ପ୍ରୋଗ୍ରାମ ପାଇଁ UI ସଂଜ୍ଞା ଫାଇଲଟି ଅନୁପସ୍ଥିତ। ଦୟାକରି ଆପଣଙ୍କର gnome-utils ର ସ୍ଥାପନକୁ ନିରୀକ୍ଷଣ କରନ୍ତୁ
48.
Select a folder
2012-02-15
ଗୋଟିଏ ଫୋଲଡର୍ କୁ ଚୟନ କରନ୍ତୁ
49.
Screenshot.png
2012-02-15
ଆଶୁଚିତ୍ର.png
50.
Screenshot from %s.png
2013-06-07
ଆଶୁଚିତ୍ର %s.png
51.
Screenshot from %s - %d.png
2013-06-07
ଆଶୁଚିତ୍ର %s - %d.png