Translations by Hariram Pansari

Hariram Pansari has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

129 of 29 results
1.
About GNOME
2006-06-15
ନୋମ ବିଷୟରେ
3.
News
2006-06-15
ସମ୍ବାଦ
5.
Friends of GNOME
2006-06-15
ନୋମର ବନ୍ଧୁ
6.
Contact
2006-06-15
ସମ୍ପର୍କ
7.
The Mysterious GEGL
2006-06-15
ରହସ୍ଯମୟ ଜି.ଇ.ଜି.ଏଲ୍.
9.
Wanda The GNOME Fish
2006-06-15
ନୋମ ମାଛ, ୱାଣ୍ଡା
12.
About the GNOME Desktop
2006-06-15
ନୋମ ଡେସ୍କଟପ୍ ବିଷୟରେ
14.
Welcome to the GNOME Desktop
2006-06-15
ନୋମ ଡେସ୍କଟପକୁ ସ୍ବାଗତ
15.
Brought to you by:
2006-06-15
ଦ୍ବାରା ପ୍ରସ୍ତୁତ :
17.
Version
2006-06-15
ସଂସ୍କରଣ
18.
Distributor
2006-06-15
ବିତରଣକାରୀ
19.
Build Date
2006-06-15
ନିର୍ମାଣ ତାରିଖ
21.
GNOME also includes a complete development platform for applications programmers, allowing the creation of powerful and complex applications.
2006-06-15
ପ୍ରୟୋଗ ଲେଖକ ପାଇଁ ଗୋଚିଏ ସମ୍ପୂର୍ଣ୍ଣ ବିକାସ ମଞ୍ଚ ମଧ୍ଯ ନୋମରେ ସମ୍ମିଳିତ, ଯେଉଁଟାକି ଶକ୍ତିଶାଳୀ ଓ ଜଟିଳ ପ୍ରୟୋଗ ସୃଷ୍ତି କରିବାକୁ ଦିଏ.
22.
GNOME includes most of what you see on your computer, including the file manager, web browser, menus, and many applications.
2006-06-15
ଆପଣଙ୍କ କମ୍ପ୍ଯୁଟରରେ ଅଧିକାଂଶ ଦୃଶ୍ଯମାନ ବସ୍ତୁ ନୋମରେ ସମ୍ମିଳିତ, ଫାଇଲ ପରିଚାଳକ, ୱେବ ଖୋଜାଳୀ, ମେନୁଗୁଡ଼ିକ ଓ ଅନେକ ପ୍ରୟୋଗ ସହ.
23.
GNOME is a Free, usable, stable, accessible desktop environment for the Unix-like family of operating systems.
2006-06-15
ୟୂନିକ୍ସ ଭଳି ପ୍ରଚାଳନ ତନ୍ତ୍ରର ପାଇଁ ନୋମ ଗୋଟିଏ ମୁକ୍ତ, ସୁସ୍ଥିର, ସୁଗମ ଡେସ୍କଟପ୍ ପରିବେଶ.
24.
GNOME's focus on usability and accessibility, regular release cycle, and strong corporate backing make it unique among Free Software desktops.
2006-06-15
ନୋମର ବ୍ଯବହାରଯୋଗ୍ଯତା ଓ ସୁଗମତା ପ୍ରତି ଧ୍ଯାନ, ନିୟମିତ ପ୍ରକାଶନ, ଓ ଦୃଢ଼ ବାଣିଜ୍ଯ ସହଯୋଗ ତାହାକୁ ମୁକ୍ତ ସଫ୍ଟୱେର ଡେସ୍କଟପ ମଧ୍ଯରେ ଅନନ୍ଯ ସ୍ଥାନ ପ୍ରଦାନ କରେ.
25.
GNOME's greatest strength is our strong community. Virtually anyone, with or without coding skills, can contribute to making GNOME better.
2006-06-15
ନୋମର ସବୁଠାରୁ ବଡ଼ ଶକ୍ତି ହେଲା ଆମର ଦୃଢ଼ ଗୋଷ୍ଠୀ. ପ୍ରାୟ ଯେ କେହି ନୋମର ଉନ୍ନତିରେ ଯୋଗଦାନ ଦେଇ ପାରନ୍ତି, କାରିକା ଲେଖିବାର ଦକ୍ଷତା ଥାଉ କି ନାହିଁ.
26.
Hundreds of people have contributed code to GNOME since it was started in 1997; many more have contributed in other important ways, including translations, documentation, and quality assurance.
2006-06-15
୧୯୯୭ ମସିହାରୁ ନୋମର ଆରମ୍ଭଠାରୁ, ଶହ ଶହ ଲୋକ କାରିକା ଲେଖିବାରେ ଯୋଗଦାନ ଦେଇଛନ୍ତି; ଆହୁରି ଅନେକ ଲୋକ ଅନ୍ଯ ମହତ୍ତ୍ବପୂର୍ଣ ଭାବରେ ଯୋଗଦାନ ଦେଇଛନ୍ତି, ଯେପରି କି ଅନୁବାଦ, ଦଲିଲିକରଣ, ଓ ଗୁଣବତ୍ତା ସ୍ବୀକୃତି.
28.
Error reading file '%s': %s
2006-06-15
'%s' ଫାଇଲ ପଢ଼ିବାରେ ତ୍ରୁଟି: %s
29.
Error rewinding file '%s': %s
2006-06-15
'%s' ଫାଇଲ ପଛକୁ ଘୂରାଇବାରେ ତ୍ରୁଟି : %s
30.
No name
2006-06-15
କୌଣସି ନାମ ନାହିଁ
31.
File '%s' is not a regular file or directory.
2006-06-15
'%s' ଫାଇଲ ସାଧାରଣ ଫାଇଲ ବା ଡିରେକ୍ଟୋରି ନୂହେଁ.
33.
No filename to save to
2006-06-15
ସଂରକ୍ଷଣ ପାଇଁ କୌଣସି ଫାଇଲ ନାମ ଦିଆଯାଇ ନାହିଁ
34.
Starting %s
2006-06-15
%s ପ୍ରାରମ୍ଭ ହେଉଛି
35.
No URL to launch
2006-06-15
ଚଳାଇବା ପାଇଁ କୌଣସି ୟୁ.ଆର.ଏଲ. ନାହିଁ
36.
Not a launchable item
2006-06-15
ଚଳନୀୟ ବସ୍ତୁ ନୁହେଁ
37.
No command (Exec) to launch
2006-06-15
ଚଳାଇବା ପାଇଁ କୌଣସୀ ନିର୍ଦେଶ (ନିଷ୍ପାଦନ) ନାହିଁ
38.
Bad command (Exec) to launch
2006-06-15
ନିର୍ଦେଶ ଭୁଲ ନିର୍ଦେଶ (ନିଷ୍ପାଦନ)
39.
Unknown encoding of: %s
2006-06-15
%sର ସଙ୍କେତ ଅଜଣା