Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 201 results
1.
Smartcard removal action
2011-09-27
ସ୍ମାର୍ଟକାର୍ଡ ବାହାର କରିବା କାର୍ଯ୍ୟ
13.
Middle button emulation
2013-01-23
ମଝି ବଟନ ଏମୁଲେସନ
2011-10-19
ମଝି ବଟନ ଯନ୍ତ୍ରାନୁକରଣ
14.
Enables middle mouse button emulation through simultaneous left and right button click.
2013-01-23
ଏକ ସଙ୍ଗେ ବାମ ଏବଂ ଡ଼ାହାଣ ବଟନ କ୍ଲିକ ମାଧ୍ଯମରେ ମଝି ମାଉସ ବଟନ ଏମୁଲେସନକୁ ସକ୍ରିୟ କରିଥାଏ।
15.
Double click time
2011-09-27
ଦୁଇଥର ଦବାଇବାର ସମୟ
16.
Length of a double click in milliseconds.
2013-01-23
ଦୁଇଥର କ୍ଲିକ କରିବା ମଧ୍ଯବର୍ତ୍ତି ସମୟ ମିଲି ସେକଣ୍ଡରେ।
17.
Drag threshold
2011-09-27
ପ୍ରଭାବ ସୀମା ଟାଣନ୍ତୁ
18.
Distance before a drag is started.
2013-01-23
ଟାଣିବା ଆରମ୍ଭ ହେବା ପୂର୍ବବର୍ତ୍ତୀ ଦୂରତା।
2011-10-19
ଚଣା ଆରମ୍ଭ ହେବା ପୂର୍ବର ଦୂରତା।
25.
Disable touchpad while typing
2009-09-23
ଟାଇପ କରିବା ସମୟରେ ଟଚପ୍ୟାଡ଼କୁ ନିଷ୍କ୍ରିୟ କରନ୍ତୁ
26.
Set this to TRUE if you have problems with accidentally hitting the touchpad while typing.
2009-10-20
ଏହାକୁ TRUE ସେଟ କରନ୍ତୁ ଯଦି ଆପଣଙ୍କର ଟାଇପ କରିବା ସମୟରେ ଟଚପ୍ୟାଡକୁ ହଠାତ ଆଘାତ କରିବାରେ ସମସ୍ୟା ଅଛି।
27.
Enable horizontal scrolling
2009-09-23
ସମାନ୍ତରାଳ ଟଣାକୁ ସକ୍ରିୟ କରନ୍ତୁ
28.
Set this to TRUE to allow horizontal scrolling by the same method selected with the scroll_method key.
2009-10-20
scroll_method କି ସହିତ ସମାନ ପଦ୍ଧତି ଦ୍ୱାରା ଭୂସମାନ୍ତରାଳ ଟଣାକୁ ଅନୁମତି ଦେବା ପାଇଁ ଏହାକୁ TRUE ସେଟ କରନ୍ତୁ।
29.
Select the touchpad scroll method
2009-09-23
ଟଚପ୍ୟାଡ଼ ଟଣା ପଦ୍ଧତିକୁ ବାଛନ୍ତୁ
31.
Enable mouse clicks with touchpad
2009-09-23
ଟଚପ୍ୟାଡ଼ ସହିତ ମାଉସ କ୍ଲିକକୁ ସକ୍ରିୟ କରନ୍ତୁ
32.
Set this to TRUE to be able to send mouse clicks by tapping on the touchpad.
2009-10-20
ଟଚପ୍ୟାଡ ଉପରେ ଟ୍ୟାପ କରିବା ଦ୍ୱାରା ମାଉସ କ୍ଲିକଗୁଡ଼ିକୁ ପଠାଇବା ପାଇଁ ସମର୍ଥ କରିବାକୁ ଏହାକୁ TRUE ସେଟ କରନ୍ତୁ।
33.
Enable touchpad
2011-09-27
ଟଚପ୍ୟାଡ଼କୁ ସକ୍ରିୟ କରନ୍ତୁ
34.
Set this to TRUE to enable all touchpads.
2011-09-27
ସମସ୍ତ ଟଚପ୍ୟାଡଗୁଡ଼ିକୁ ସକ୍ରିୟ କରିବା ପାଇଁ ଏହାକୁ TRUE ସେଟ କରନ୍ତୁ।
40.
Wacom stylus absolute mode
2013-01-23
ୱାକମ ସ୍ଟାଇଲସ ନିର୍ଦ୍ଦିଷ୍ଟ ଧାରା
41.
Enable this to set the tablet to absolute mode.
2013-01-23
ଟ୍ୟାବଲେଟକୁ ନିର୍ଦ୍ଦିଷ୍ଟ ଧାରାରେ ସେଟ କରିବା ପାଇଁ ଏହାକୁ ସକ୍ରିୟ କରନ୍ତୁୁ।
42.
Wacom tablet area
2013-01-23
ୱାକମ ଟ୍ୟାବଲେଟ କ୍ଷେତ୍ର
43.
Set this to x1, y1 and x2, y2 of the area usable by the tools.
2013-01-23
ଏହାକୁ ଉପକରଣଗୁଡ଼ିକ ଦ୍ୱାରା ବ୍ୟବହାରଯୋଗ୍ୟ ସ୍ଥାନର x1, y1 ଏବଂ x2, y2 ରେ ସେଟ କରନ୍ତୁ।
44.
Wacom tablet aspect ratio
2013-01-23
ୱାକମ ଟ୍ୟାବଲେଟ ପରିମାପ ଅନୁପାତ
45.
Enable this to restrict the Wacom tablet area to match the aspect ratio of the output.
2013-01-23
ୱାକମ ଟ୍ୟାବଲେଟ କ୍ଷେତ୍ରକୁ ଫଳାଫଳର ପରିମାପ ଅନୁପାତ ସହିତ ମେଳାଇବା ପାଇଁ ଏହାକୁ ସକ୍ରିୟ କରନ୍ତୁ।
46.
Wacom tablet rotation
2013-01-23
ୱାକମ ଟ୍ୟାବଲେଟ ଘୂର୍ଣ୍ଣନ
48.
Wacom touch feature
2013-01-23
ୱାକମ ସ୍ପର୍ଷ ବୌଶିଷ୍ଟ୍ଯ
49.
Enable this to move the cursor when the user touches the tablet.
2013-01-23
ବ୍ୟବହାରକାରୀ ଟ୍ୟାବଲେଟକୁ ଛୁଇଁଲା ମାତ୍ରେ ସୂଚକକୁ ଗତି କରାଇବା ପାଇଁ ଏହାକୁ ସକ୍ରିୟ କରନ୍ତୁ।
50.
Wacom stylus pressure curve
2013-01-23
ୱାକମ ଶୈଳୀ ଚାପ ବକ୍ର
51.
Set this to x1, y1 and x2, y2 of the pressure curve applied to the stylus.
2013-01-23
ଏହାକୁ ସୂଚକରେ ପ୍ରୟୋଗ ହୋଇଥିବା ବକ୍ର ଚାପକୁ x1, y1 ଏବଂ x2, y2 ରେ ସେଟ କରନ୍ତୁ।
52.
Wacom stylus button mapping
2013-01-23
ୱାକମ ସୂଚକ ବଟମ ମେଳନ
53.
Set this to the logical button mapping.
2013-01-23
ଏହାକୁ ତାର୍କିକ ବଟନ ମେଳନରେ ସେଟ କରନ୍ତୁ।
54.
Wacom stylus pressure threshold
2013-01-23
ୱାକମ ସୂଚକ ଚାପ ସୀମା
55.
Set this to the pressure value at which a stylus click event is generated.
2013-01-23
ସୂଚକ କ୍ଲିକ ଘଟଣା ସୃଷ୍ଟି ହେବାକୁ ଥିବା ମୂଲ୍ୟରେ ଏହି ଚାପକୁ ସେଟ କରନ୍ତୁ।
56.
Wacom eraser pressure curve
2013-01-23
ୱାକମ ଲିଭାଳି ବକ୍ର ଚାପ
57.
Set this to x1, y1 and x2, y2 of the pressure curve applied to the eraser.
2013-01-23
ଲିଭାଳିରେ ପ୍ରୟୋଗ ହୋଇଥିବା ବକ୍ର ଚାପରେ ଏହାକୁ x1, y1 ଏବଂ x2, y2 ରେ ସେଟ କରନ୍ତୁ।
58.
Wacom eraser button mapping
2013-01-23
ୱାକମ ଲିଭାଳି ବଟନ ମେଳକ
59.
Wacom eraser pressure threshold
2013-01-23
ୱାକମ ଲିଭାଳି ଚାପ ପ୍ରଭାବସୀମା
60.
Set this to the pressure value at which an eraser click event is generated.
2013-01-23
ଲିଭାଳି କ୍ଲିକ ଘଟଣା ସୃଷ୍ଟି ହେବାକୁ ଥିବା ମୂଲ୍ୟରେ ଏହି ଚାପକୁ ସେଟ କରନ୍ତୁ।
61.
Wacom button action type
2013-01-23
ୱାକମ ବଟନ କାର୍ଯ୍ୟ ପ୍ରକାର
62.
The type of action triggered by the button being pressed.
2013-01-23
ବଟନ ଦ୍ୱାରା ଦବା ହୋଇଥିବା କାର୍ଯ୍ୟର ପ୍ରକାର।
63.
Key combination for the custom action
2013-01-23
ଇଚ୍ଛାରୂପଣ କାର୍ଯ୍ୟ ପାଇଁ କି ଯୁଗଳ
64.
The keyboard shortcut generated when the button is pressed for custom actions.
2013-01-23
ଇଚ୍ଛାରୂପଣ କାର୍ଯ୍ୟଗୁଡ଼ିକ ପାଇଁ ବଟନ ଦବାଇବା ସମୟରେ ସୃଷ୍ଟି ହୋଇଥିବା କିବୋର୍ଡ ସଂକ୍ଷିପ୍ତ ପଥ।
65.
Key combinations for a touchring or touchstrip custom action
2013-09-09
touchring କିମ୍ବା touchstrip ଇଚ୍ଛାରୂପଣ କାର୍ଯ୍ୟ ପାଇଁ କି ଯୁଗଳ
66.
The keyboard shortcuts generated when a touchring or touchstrip is used for custom actions (up followed by down).
2013-01-23
touchring ଅଥବା touchstrip କୁ ଇଚ୍ଛାରୂପଣ କାର୍ଯ୍ୟଗୁଡ଼ିକରେ ବ୍ୟବହାର କରିବା ସମୟରେ ସୃଷ୍ଟି ହୋଇଥିବା କିବୋର୍ଡ ସଂକ୍ଷିପ୍ତ ପଥ (ତଳୁ ଉପର)।
67.
Button label for OLED display.
2015-01-06
OLED ପ୍ରଦର୍ଶକ ପାଇଁ ବଟନ ନାମପଟି।
68.
Label will be rendered to OLED display belonging to the button
2015-01-06
ଏହି ବଟନ ଅଧିନତ ନାମପଟିକୁ OLED ପ୍ରଦର୍ଶକରେ ଚିତ୍ରଣ କରାଯିବ
69.
The duration a display profile is valid
2013-01-23
ପ୍ରଦର୍ଶନୀ ରୂପରେଖା ବୈଧତା ଅବଧି
70.
This is the number of days after which the display color profile is considered invalid.
2013-01-23
ପ୍ରଦର୍ଶନୀ ରଙ୍ଗ ରୂପରେଖା ବୈଧତା ସମୟ ସୀମା ଦିନ ସଂଖ୍ୟା।
71.
The duration a printer profile is valid
2011-09-27
ମୁଦ୍ରଣୀ ରୂପରେଖା ବୈଧ ଥିବା ସମୟ
72.
This is the number of days after which the printer color profile is considered invalid.
2013-01-23
ମୁଦ୍ରଣୀ ରଙ୍ଗ ରୂପରେଖା ବୈଧତା ସମୟ ସୀମା ଦିନ ସଂଖ୍ୟା।