Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 733 results
~
Save As
2011-05-20
ଏପରି ଭାବରେ ସଂରକ୍ଷଣ କରନ୍ତୁ
~
_Bottom Panel
2011-05-20
ତଳ ଫଳକ (_B)
~
Font
2011-05-20
ଅକ୍ଷରରୂପ
~
Show or hide the bottom panel in the current window
2011-05-20
ପ୍ରଚଳିତ ୱିଣ୍ଡୋରେ ତଳ ପଟ୍ଟିକାକୁ ଦର୍ଶାନ୍ତୁ କିମ୍ବା ଲୁଚାନ୍ତୁ
~
Edit tool <i>%s</i>:
2008-09-03
ସାଧନ <i>%s</i>କୁ ସମ୍ପାଦନକରନ୍ତୁ:
~
_Edit Anyway
2008-09-03
ଯେକୌଣସି ପ୍ରକାରେ ସମ୍ପାଦନ କରନ୍ତୁ (_E)
~
A Brand New Tool
2008-09-03
ଗୋଟିଏ ଅଭିନବ ସାଧନ
~
_External Tools...
2008-09-03
ବାହ୍ୟ ସାଧନଗୁଡ଼ିକ (_E)...
~
Edit tool <i>make</i>:
2008-09-03
ସାଧନ <i>make</i>କୁ ସମ୍ପାଦନକରନ୍ତୁ:
~
_Don't Edit
2008-09-03
ସମ୍ପାଦନ କରନ୍ତୁ ନାହିଁ (_D)
~
Co_mmand(s):
2008-09-03
ନିର୍ଦ୍ଦେଶଗୁଡ଼ିକ (_m):
3.
gedit
2009-09-21
gedit
4.
gedit Text Editor
2009-09-21
gedit ପାଠ୍ଯ ସମ୍ପାଦକ
25.
If this value is 0, then no line numbers will be inserted when printing a document. Otherwise, gedit will print line numbers every such number of lines.
2009-03-16
ଏହି ସଂଖ୍ଯା ଶୂନ୍ଯ ଥିଲେ ଦଲିଲ ମୁଦ୍ରଣ ସମୟରେ ଧାଡ଼ି ସଂଖ୍ଯା ଯୋଡ଼ାଯିବ ନାହିଁ. ନହେଲେ,gedit ଏତିକି ଧାଡ଼ିରେ ଥରେ ଧାଡ଼ି ସଂଖ୍ଯା ମୁଦ୍ରଣ କରିବ.
29.
List of VFS schemes gedit supports in write mode. The 'file' scheme is writable by default.
2008-09-03
gedit ଲିଖିତ ଆକାରରେ VFS ଯୋଜନାଗୁଡ଼ିକର ତାଲିକାକୁ ସମର୍ଥନ କରେ. 'ଫାଇଲ' ଯୋଜନାଟି ପୂର୍ବନିର୍ଦ୍ଧାରିତ ଭାବେ ଲେଖାଯୋଗ୍ୟ.
30.
List of active plugins. It contains the "Location" of the active plugins. See the .gedit-plugin file for obtaining the "Location" of a given plugin.
2008-09-03
ସକ୍ରିୟ ପ୍ଲଗଇନମାନଙ୍କର ତାଲିକା. ଏହା ସକ୍ରିୟ ପ୍ଲଗଇନମାନଙ୍କର "ସ୍ଥାନ" କୁ ଧାରଣକରିଥାଏ. ପ୍ରଦତ୍ତ ପ୍ଲଗଇନର "ସ୍ଥାନ"କୁ ପାଇବା ପାଇଁ .gedit-plugin ଫାଇଲକୁ ଦେଖନ୍ତୁ.
34.
Maximum number of actions that gedit will be able to undo or redo. Use "-1" for unlimited number of actions.
2008-09-03
ପଦକ୍ଷେପ ବାତିଲ କିମ୍ବା ପୂର୍ବ ପଦକ୍ଷେପ ପାଇଁ gedit ସକ୍ଷମ ହୋଇପାରୁଥିବା ସର୍ବାଧିକ ସଂଖ୍ୟକ ପଦକ୍ଷେପ. ଅସରନ୍ତି ପଦକ୍ଷେପ ପାଇଁ "-1"କୁ ବ୍ୟବହାର କରନ୍ତୁ.
35.
Maximum number of actions that gedit will be able to undo or redo. Use "-1" for unlimited number of actions. Deprecated since 2.12.0
2008-09-03
ପଦକ୍ଷେପ ବାତିଲ କିମ୍ବା ପୂର୍ବ ପଦକ୍ଷେପ ପାଇଁ gedit ସକ୍ଷମ ହୋଇପାରୁଥିବା ସର୍ବାଧିକ ସଂଖ୍ୟକ ପଦକ୍ଷେପ. ଅସରନ୍ତି ପଦକ୍ଷେପ ପାଇଁ "-1"କୁ ବ୍ୟବହାର କରନ୍ତୁ. 2.12.0 ରୁ ବିରୋଧ କରାଯାଉଛି
38.
Number of minutes after which gedit will automatically save modified files. This will only take effect if the "Auto Save" option is turned on.
2009-03-16
ମିନିଟର ସଂଖ୍ଯା ଯାହାପରେ gedit ରୂପାନ୍ତରିତ ଫାଇଲଗୁଡ଼ିକୁ ଆପେଆପେ ସଂରକ୍ଷଣ କରିବ। "ସ୍ବୟଂ ସଂରକ୍ଷଣ" ଚୟନ ବଛା ହୋଇଥିଲେ ହିଁ ଏହାର ପ୍ରଭାବ ହେବ।
48.
Smart Home End
2008-09-03
Smart Home End
49.
Sorted list of encodings used by gedit for auto-detecting the encoding of a file. "CURRENT" represents the current locale encoding. Only recognized encodings are used.
2008-09-03
ଗୋଟିଏ ଫାଇଲର ସାଙ୍କେତିକରଣକୁ ସ୍ୱୟଂଯାଞ୍ଚ କରିବା ପାଇଁ gedit ଦ୍ୱାରା ବ୍ୟବହୃତ ହେଉଥିବା ସାଙ୍କେତିକରଣର ସଜଡା ତାଲିକା. "CURRENT" ପ୍ରଚଳିତ ଲୋକେଲ ସାଙ୍କେତିକରଣକୁ ପ୍ରକାଶ କରେ. କେବଳ ମାନ୍ୟତାପ୍ରାପ୍ତ ସାଙ୍କେତିକରଣଗୁଡ଼ିକ ବ୍ୟବହୃତ ହୋଇଥାଏ.
50.
Specifies how the cursor moves when the HOME and END keys are pressed. Use "DISABLED" to always move at the start/end of the line, "AFTER" to move to the start/end of the line the first time the keys are pressed and to the start/end of the text ignoring whitespaces the second time the keys are pressed, "BEFORE" to move to the start/end of the text before moving to the start/end of the line and "ALWAYS" to always move to the start/end of the text instead of the start/end of the line.
2009-03-16
ଯେତେବେଳେ HOME ଏବଂ END କିଗୁଡ଼ିକୁ ଦବାଇଲେ ସୂଚକଟି କିପରି ଗତିକରେ ତାହା ଉଲ୍ଲେଖ କରନ୍ତୁ। ଧାଡ଼ିର ଆରମ୍ଭ/ଶେଷରେ ସର୍ବଦା ଗତି କରିବା ପାଇଁ "DISABLED" ବ୍ୟବହାର କରନ୍ତୁ, ପ୍ରଥମ ଥର ପାଇଁ କିକୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ସୂଚକକୁ ଗତି କରାଇବା ପାଇଁ ଏବଂ ଦ୍ୱିତୀୟ ଥର ପାଇଁ କି କୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ଗତି କରାଇବା ପାଇଁ "AFTER" ବ୍ୟବହାର କରନ୍ତୁ, ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପୂର୍ବରୁ ପାଠ୍ୟର ଆରମ୍ଭ/ଶେଷରେ ଗତିକରିବା ପାଇଁ "BEFORE" ବ୍ୟବହାର କରନ୍ତୁ ଏବଂ ସର୍ବଦା ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପରିବର୍ତ୍ତେ ପାଠ୍ୟର ଆରମ୍ଭ/ଶେଷରେ ଗତି କରିବା ପାଇଁ "ALWAYS" ବ୍ୟବହାର କରନ୍ତୁ।
60.
Style Scheme
2008-09-03
ଶୈଳୀ ଯୋଜନା
63.
The id of a GtkSourceView Style Scheme used to color the text.
2008-09-03
ଗୋଟିଏ GtkSourceView ଶୈଳୀ ଯୋଜନାର id ପାଠ୍ୟକୁ ରଙ୍ଗେଇବା ପାଇଁ ବ୍ୟବହୃତ ହୋଇଥାଏ.
66.
Undo Actions Limit (DEPRECATED)
2008-09-03
ପଦକ୍ଷେପ ବାତିଲ ପଦକ୍ଷେପ ସୀମା (ଅପସନ୍ଦ)
68.
Whether gedit should automatically save modified files after a time interval. You can set the time interval with the "Auto Save Interval" option.
2009-03-16
gedit କିଛି ସମୟପରେ ଆପେଆପେ ରୂପାନ୍ତରିତ ଫାଇଲଗୁଡ଼ିକୁ ସଂରକ୍ଷଣ କରିବ କି. ଆପଣ "ସ୍ବଂୟ ସଂରକ୍ଷଣର ମଧ୍ଯବର୍ତ୍ତୀ ସମୟ" ଚୟନ ଦ୍ବାରା ମଧ୍ଯବର୍ତ୍ତୀ ସମୟକୁ ନିର୍ଦ୍ଧିଷ୍ଟ କରିପାରିବେ.
69.
Whether gedit should create backup copies for the files it saves. You can set the backup file extension with the "Backup Copy Extension" option.
2009-03-16
gedit ସଂରକ୍ଷଣ କରାଯାଉଥିବା ଫାଇଲର ନକଲ ସୃଷ୍ଟି କରିବ କି. ଆପଣ "ନକଲ ସଂରକ୍ଷଣର ଅନୁଲଗ୍ନ" ଚୟନ ଦ୍ବାରା ନକଲ ଫାଇଲର ଅନୁଲଗ୍ନ ନିର୍ଦ୍ଧିଷ୍ଟ କରିପାରିବେ.
70.
Whether gedit should display line numbers in the editing area.
2009-03-16
gedit ସମ୍ପାଦନ ଅଞ୍ଚଳରେ ଧାଡ଼ି ସଂଖ୍ଯା ପ୍ରଦର୍ଶନ କରିବ କି.
71.
Whether gedit should display the right margin in the editing area.
2009-03-16
gedit ସମ୍ପାଦନ ଅଞ୍ଚଳରେ ଡାହାଣ ମାର୍ଜିନ୍ ପ୍ରଦର୍ଶନ କରିବ କି.
72.
Whether gedit should enable auto indentation.
2009-03-16
gedit ସ୍ବଅନୁଚ୍ଛେଦକରଣ ସମର୍ଥ କରିବ କି.
73.
Whether gedit should enable syntax highlighting.
2009-03-16
gedit ବାକ୍ଯ ବିନ୍ଯାସ ବିଶେଷଦର୍ଶନ ସମର୍ଥ କରିବ କି.
74.
Whether gedit should highlight all the occurrences of the searched text.
2008-09-03
ଖୋଜାଯାଇଥିବା ପାଠ୍ୟର ସମସ୍ତ ଘଟଣାକୁ gedit ଆଲୋକପାତ କରିବା ଉଚିତ କି.
75.
Whether gedit should highlight matching bracket.
2008-09-03
ମେଳକ ବନ୍ଧନିକୁ gedit ଆଲୋକପାତ କରିବା ଉଚିତ କି.
76.
Whether gedit should highlight the current line.
2008-09-03
ପ୍ରଚଳିତ ଧାଡ଼ିକୁ gedit ଆଲୋକପାତ କରିବା ଉଚିତ କି.
77.
Whether gedit should include a document header when printing documents.
2009-03-16
ଦଲିଲ ମୁଦ୍ରଣ ସମୟରେ gedit ଦଲିଲର ଶୀର୍ଷକ ଯୋଡ଼ିବ କି.
78.
Whether gedit should insert spaces instead of tabs.
2009-03-16
gedit ଟ୍ଯାବ ବଦଳରେ ଖାଲି ସ୍ଥାନ ଭର୍ତ୍ତି କରିବ କି.
79.
Whether gedit should print syntax highlighting when printing documents.
2009-03-16
ଦଲିଲ ମୁଦ୍ରଣ ସମୟରେ gedit ବାକ୍ଯ ବିନ୍ଯାସ ବିଶେଷଦର୍ଶନ ମୁଦ୍ରଣ କରିବ କି.
80.
Whether gedit should restore the previous cursor position when a file is loaded.
2008-09-03
ଗୋଟିଏ ଫାଇଲ ଧାରଣକରୁଥିବା ସମୟରେ gedit ପୂର୍ବ ସୂଚକ ସ୍ଥାନକୁ ପୁନଃସ୍ଥାପନ କରିବା ଉଚିତ କି.
81.
Whether the bottom panel at the bottom of editing windows should be visible.
2008-09-03
ସମ୍ପାଦନ ୱିଣ୍ଡୋର ତଳେଥିବା ନିମ୍ନ ପଟ୍ଟିକା ଦୃଶ୍ୟମାନ ହେବା ଉଚିତ କି.
82.
Whether the side pane at the left of the editing window should be visible.
2008-09-03
ସମ୍ପାଦନ ୱିଣ୍ଡୋର ବାମରେଥିବା ପାର୍ଶ୍ୱପଟ୍ଟିକା ଦୃଶ୍ୟମାନ ହେବା ଉଚିତ କି.
85.
Whether to use the system's default fixed width font for editing text instead of a font specific to gedit. If this option is turned off, then the font named in the "Editor Font" option will be used instead of the system font.
2009-03-16
gedit ରେ ଉଲ୍ଲେଖ କରାଯାଇଥିବା ଅକ୍ଷର ରୂପ ପରିବର୍ତ୍ତେ ପାଠ୍ୟ ସମ୍ପାଦନ କରିବା ପାଇଁ ତନ୍ତ୍ରର ପୂର୍ବନିର୍ଦ୍ଧାରିତ ସ୍ଥିର ଓସାରକୁ ବ୍ୟବହାର କରିବା ଉଚିତ କି ନୁହଁ। ଯଦି ଏହି ବିକଳ୍ପକୁ ଅଫ କରିଦିଆଯାଏ, "Editor Font" ବିକଳ୍ପରେ ନାମିତ ଅକ୍ଷରରୂପକୁ ତାହା ପରିବର୍ତ୍ତେ ବ୍ୟବହାର କରିବା ଉଚିତ।
90.
_Cancel Logout
2009-03-16
ଲଗଆଉଟକୁ ବାତିଲ କରନ୍ତୁ (_C)
2008-09-03
ଲଗଆଉଟକୁ ବାତିଲ କରନ୍ତୁ
2008-09-03
ଲଗଆଉଟକୁ ବାତିଲ କରନ୍ତୁ
93.
If you don't save, changes from the last %ld second will be permanently lost.
If you don't save, changes from the last %ld seconds will be permanently lost.
2010-06-21
ସଂରକ୍ଷଣ ନ କଲେ ପୂର୍ବ %ld ସେକେଣ୍ଡର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
ସଂରକ୍ଷଣ ନ କଲେ ପୂର୍ବ %ld ସେକେଣ୍ଡର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
100.
Changes to document "%s" will be permanently lost.
2008-09-03
ଦଲିଲ "%s"ରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ସବୁଦିନପାଇଁ ନଷ୍ଟ ହୋଇଯିବ.
101.
Save changes to document "%s" before closing?
2009-03-16
ବନ୍ଦ କରିବା ପୂର୍ବରୁ ପରିବର୍ତ୍ତନକୁ "%s" ଦଲିଲରେ ସଂରକ୍ଷଣ କରାଯିବ କି?
102.
Saving has been disabled by the system administrator.
2008-09-03
ତନ୍ତ୍ର ପ୍ରଶାସକଙ୍କ ଦ୍ୱାରା ସଂରକ୍ଷଣ ନିଷ୍କ୍ରିୟ ହୋଇଯାଇଛି.
103.
Changes to %d document will be permanently lost.
Changes to %d documents will be permanently lost.
2010-06-21
ଦଲିଲ %dରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ସବୁଦିନପାଇଁ ନଷ୍ଟ ହୋଇଯିବ.
ଦଲିଲ %dରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ସବୁଦିନପାଇଁ ନଷ୍ଟ ହୋଇଯିବ.
2008-09-03
ଦଲିଲ %dରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ସବୁଦିନପାଇଁ ନଷ୍ଟ ହୋଇଯିବ.
%d ଦଲିଲଗୁଡ଼ିକରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ସବୁଦିନପାଇଁ ନଷ୍ଟ ହୋଇଯିବ.