Translations by Gora Mohanty

Gora Mohanty has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 440 results
~
Insert the user name at the cursor position
2006-03-17
ଦର୍ଶିକା ସ୍ଥିତିରେ ଚାଳକ ନାମ ଭର୍ତ୍ତି କରନ୍ତୁ
~
Ch_aracter coding:
2006-03-17
ଅକ୍ଷର ସଙ୍କେତ (_a):
~
Enter the _location (URI) of the file you would like to open:
2006-03-17
ଖୋଲିବାକୁ ଚାହୁଁଥିବା ଫାଇଲର ଅବସ୍ଥାନ (ୟୁ.ଆର.ଆଇ.) ଭର୍ତ୍ତି କରନ୍ତୁ: (_l)
~
Open _Location...
2006-03-17
ଅବସ୍ଥାନ ଖୋଲନ୍ତୁ... (_L)
~
Inserts the user name at the cursor position.
2006-03-17
ଦର୍ଶିକା ସ୍ଥିତିରେ ଚାଳକ ନାମ ଭର୍ତ୍ତି କରେ
~
Open a file from a specified location
2006-03-17
ଏକ ଉଲ୍ଲେଖିତ ଅବସ୍ଥାନରୁ ଫାଇଲ ଖୋଲନ୍ତୁ
~
Open Location
2006-03-17
ଅବସ୍ଥାନ ଖୋଲନ୍ତୁ
~
Insert User Na_me
2006-03-17
ଚାଳକ ନାମ ଭର୍ତ୍ତି କରନ୍ତୁ (_m)
~
User name
2006-03-17
ଚାଳକ ନାମ
1.
Edit text files
2006-03-17
ପାଠ୍ଯ ଫାଇଲଗୁଡ଼ିକୁ ସମ୍ପାଦନ କରନ୍ତୁ
2.
Text Editor
2006-03-17
ପାଠ୍ଯ ସମ୍ପାଦକ
5.
A custom font that will be used for the editing area. This will only take effect if the "Use Default Font" option is turned off.
2006-03-17
ଗୋଟିଏ ଇଚ୍ଛାରୂପ ଅକ୍ଷରରୂପ ଯେଉଁଟାକି ସମ୍ପାଦନ ଅଞ୍ଚଳରେ ବ୍ଯବହାର କରାଯିବ. "ପୂର୍ବନିର୍ଦ୍ଧାରିତ ଅକ୍ଷରରୂପ" ଚୟନ ବଛା ନ ହୋଇଥିଲେ ହିଁ ଏହାର ପ୍ରଭାବ ହେବ
6.
Active plugins
2006-03-17
%sକୁ ସକ୍ରିୟ କରନ୍ତୁ
7.
Auto Detected Encodings
2006-03-17
ସ୍ବଂୟ ଖୋଜି ପାଇଥିବା ସଙ୍କେତ
8.
Auto Save
2006-03-17
ସ୍ବଂୟ ସଂରକ୍ଷଣ
9.
Auto Save Interval
2006-03-17
ସ୍ବଂୟ ସଂରକ୍ଷଣ ମଝିରେ ସମୟ
10.
Auto indent
2006-03-17
ସ୍ବଅନୁଛେଦକରଣ
11.
Backup Copy Extension
2006-03-17
ନକଲ ସଂରକ୍ଷଣର ଅନୁଲଗ୍ନ
12.
Body Font for Printing
2006-03-17
ମୁଦ୍ରଣ ପାଇଁ ମୁଖ୍ଯ ଅଂଶର ଅକ୍ଷରରୂପ
14.
Create Backup Copies
2006-03-17
ନକଲ ସଂରକ୍ଷଣଗୁଡ଼ିକୁ ସୃଷ୍ଟି କରନ୍ତୁ
15.
Display Line Numbers
2006-03-17
ଧାଡ଼ି ସଂଖ୍ଯାଗୁଡ଼ିକୁ ପ୍ରଦର୍ଶନ କରନ୍ତୁ
16.
Display Right Margin
2006-03-17
ଡାହାଣ ମାର୍ଜିନ୍ ପ୍ରଦର୍ଶନ କରନ୍ତୁ
17.
Editor Font
2006-03-17
ସମ୍ପାଦକର ଅକ୍ଷରରୂପ
19.
Enable Syntax Highlighting
2006-03-17
ବାକ୍ଯ ବିନ୍ଯାସ ବିଶେଷଦର୍ଶନକୁ ସମର୍ଥ କରନ୍ତୁ
20.
Encodings shown in menu
2006-03-17
ମେନୁରେ ଦେଖା ହୋଇଥିବା ସଙ୍କେତାବଳୀ
21.
Extension or suffix to use for backup file names. This will only take effect if the "Create Backup Copies" option is turned on.
2006-03-17
ନକଲ ସଂରକ୍ଷଣ ଫାଇଲନାମର ଅନୁଲଗ୍ନ. "ନକଲ ସଂରକ୍ଷଣ ସୃଷ୍ଟି କରନ୍ତୁ" ଚୟନ ବଛା ହୋଇଥିଲେ ହିଁ ଏହାର ପ୍ରଭାବ ହେବ
22.
Header Font for Printing
2006-03-17
ମୁଦ୍ରଣ ପାଇଁ ଶୀର୍ଷକର ଅକ୍ଷରରୂପ
25.
If this value is 0, then no line numbers will be inserted when printing a document. Otherwise, gedit will print line numbers every such number of lines.
2006-03-17
ଏହି ସଂଖ୍ଯା ଶୂନ୍ଯ ଥିଲେ ଦଲିଲ ମୁଦ୍ରଣ ସମୟରେ ଧାଡ଼ି ସଂଖ୍ଯା ଯୋଡ଼ାଯିବ ନାହିଁ. ନହେଲେ, ଜିଏଡିଟ୍ ଏତିକି ଧାଡ଼ିରେ ଥରେ ଧାଡ଼ି ସଂଖ୍ଯା ମୁଦ୍ରଣ କରିବ.
26.
Insert spaces
2006-03-17
ଖାଲି ସ୍ଥାନ ଭର୍ତ୍ତି କରନ୍ତୁ
27.
Line Number Font for Printing
2006-03-17
ମୁଦ୍ରଣ ପାଇଁ ଧାଡ଼ି ସଂଖ୍ଯାର ଅକ୍ଷରରୂପ
28.
Line Wrapping Mode
2006-03-17
ଧାଡ଼ି ମୋଡ଼ା ଧାରା
31.
List of encodings shown in Character Coding menu in open/save file selector. Only recognized encodings are used.
2006-03-17
ସଙ୍କେତାବଳୀର ତାଲିକା "ଖୋଲନ୍ତୁ/ସଂରକ୍ଷଣ କରନ୍ତୁ" ଫାଇଲ ଚୟକରେ ଅକ୍ଷର ସଙ୍କେତ ମେନୁରେ ପ୍ରଦର୍ଶିତ ହୋଇଛି. କେବଳ ଚିହ୍ନା ସଙ୍କେତାବଳୀଙ୍କୁ ବ୍ଯବହାର କରାଯିବ.
33.
Maximum Recent Files
2006-03-17
ସାମ୍ପ୍ରତିକ ଫାଇଲଗୁଡ଼ିକର ସର୍ବାଧିକ ସଂଖ୍ଯା
34.
Maximum number of actions that gedit will be able to undo or redo. Use "-1" for unlimited number of actions.
2006-03-17
କାର୍ଯ୍ଯଗୁଡ଼ିକର ସର୍ବାଧିକ ସଂଖ୍ଯା ଯାହାକୁ ଜିଏଡିଟ୍ ପଦକ୍ଷେପ ଆଗକୁ ବା ପଛକୁ କରିପାରିବ
35.
Maximum number of actions that gedit will be able to undo or redo. Use "-1" for unlimited number of actions. Deprecated since 2.12.0
2006-03-17
କାର୍ଯ୍ଯଗୁଡ଼ିକର ସର୍ବାଧିକ ସଂଖ୍ଯା ଯାହାକୁ ଜିଏଡିଟ୍ ପଦକ୍ଷେପ ଆଗକୁ ବା ପଛକୁ କରିପାରିବ
36.
Monospace 12
2006-03-17
Monospace 12
37.
Monospace 9
2006-03-17
Monospace 12
38.
Number of minutes after which gedit will automatically save modified files. This will only take effect if the "Auto Save" option is turned on.
2006-03-17
ମିନିଟର ସଂଖ୍ଯା ଯାହାପରେ ଜିଏଡିଟ୍ ରୂପାନ୍ତରିତ ଫାଇଲଗୁଡ଼ିକୁ ଆପେଆପେ ସଂରକ୍ଷଣ କରିବ. "ସ୍ବୟଂ ସଂରକ୍ଷଣ" ଚୟନ ବଛା ହୋଇଥିଲେ ହିଁ ଏହାର ପ୍ରଭାବ ହେବ.
2006-03-17
ମିନିଟର ସଂଖ୍ଯା ଯାହାପରେ ଜିଏଡିଟ୍ ରୂପାନ୍ତରିତ ଫାଇଲଗୁଡ଼ିକୁ ଆପେଆପେ ସଂରକ୍ଷଣ କରିବ. "ସ୍ବୟଂ ସଂରକ୍ଷଣ" ଚୟନ ବଛା ହୋଇଥିଲେ ହିଁ ଏହାର ପ୍ରଭାବ ହେବ.
39.
Print Header
2006-03-17
ଶୀର୍ଷକ ମୁଦ୍ରଣ କରନ୍ତୁ
40.
Print Line Numbers
2006-03-17
ଧାଡ଼ି ସଂଖ୍ଯା ମୁଦ୍ରଣ କରନ୍ତୁ
41.
Print Syntax Highlighting
2006-03-17
ବାକ୍ଯ ବିନ୍ଯାସ ବିଶେଷଦର୍ଶନ ମୁଦ୍ରଣ କରନ୍ତୁ
42.
Printing Line Wrapping Mode
2006-03-17
ଧାଡ଼ି ମୋଡ଼ା ଧାରାର ମୁଦ୍ରଣ
44.
Right Margin Position
2006-03-17
ଡାହାଣ ମାର୍ଜିନ୍ ର ସ୍ଥିତି
45.
Sans 11
2006-03-17
Sans Regular 11
46.
Sans 8
2006-03-17
ସ୍ପେନୀୟ
51.
Specifies how to wrap long lines for printing. Use "GTK_WRAP_NONE" for no wrapping, "GTK_WRAP_WORD" for wrapping at word boundaries, and "GTK_WRAP_CHAR" for wrapping at individual character boundaries. Note that the values are case-sensitive, so make sure they appear exactly as mentioned here.
2006-03-17
ମୁଦ୍ରଣ ପାଇଁ ଲମ୍ବା ଧାଡ଼ିଗୁଡ଼ିକୁ ମୋଡ଼ିବାର ଧାରା ନିର୍ଦ୍ଦିଷ୍ଟ କରନ୍ତୁ. ଧାଡ଼ି ନ ମୋଡ଼ିବା ପାଇଁ "GTK_WRAP_NONE" ବ୍ଯବହାର କରନ୍ତୁ, ଶବ୍ଦ ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_WORD", ଓ ଅକ୍ଷରର ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_CHAR". ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ.
52.
Specifies how to wrap long lines in the editing area. Use "GTK_WRAP_NONE" for no wrapping, "GTK_WRAP_WORD" for wrapping at word boundaries, and "GTK_WRAP_CHAR" for wrapping at individual character boundaries. Note that the values are case-sensitive, so make sure they appear exactly as mentioned here.
2006-03-17
ସମ୍ପାଦନ ଅଞ୍ଚଳରେ ଲମ୍ବା ଧାଡ଼ିଗୁଡ଼ିକୁ ମୋଡ଼ିବାର ଧାରା ନିର୍ଦ୍ଦିଷ୍ଟ କରନ୍ତୁ. ଧାଡ଼ି ନ ମୋଡ଼ିବା ପାଇଁ "GTK_WRAP_NONE" ବ୍ଯବହାର କରନ୍ତୁ, ଶବ୍ଦ ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_WORD", ଓ ଅକ୍ଷରର ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "GTK_WRAP_CHAR". ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ.
53.
Specifies the font to use for a document's body when printing documents.
2006-03-17
ମୁଦ୍ରଣ ସମୟରେ ଦଲିଲର ମୁଖ୍ଯ ଅଂଶ ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ.
54.
Specifies the font to use for line numbers when printing. This will only take effect if the "Print Line Numbers" option is non-zero.
2006-03-17
ମୁଦ୍ରଣ ସମୟରେ ଧାଡ଼ି ସଂଖ୍ଯା ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ. "ଧାଡ଼ି ସଂଖ୍ଯା ମୁଦ୍ରଣ କରନ୍ତୁ" ଚୟନ ଶୂନ୍ଯ ନ ହୋଇଥିଲେ ହିଁ ଏହାର ପ୍ରଭାବ ହେବ.