Translations by Subhransu Behera

Subhransu Behera has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 701 results
~
N-Z|Spanish (Ecuador)
2007-08-14
N-Z|ସ୍ପାନିଶ (ଇକ୍ବାଡୋର)
~
A-M|English (Malta)
2007-08-14
A-M|ଇଂରାଜୀ (ମାଲଟା)
~
A-M|Arabic (Saudi Arabia)
2007-08-14
A-M|ଆରବୀ (ସାଉଦି ଆରବ)
~
Login sound requested on non-local display or the play software cannot be run or the sound does not exist.
2007-08-14
ନିବେଦିତ ଲଗଇନ ଶବ୍ଦକୁ ଅସ୍ଥାନୀୟ ପ୍ରଦର୍ଶନରେ କିମ୍ବା ପ୍ଲେ-ସଫ୍ଟୱେରରେ ଚାଳଇ ପାରିବ ନାହିଁ କିମ୍ବା ସେହି ଶବ୍ଦଟି ଉପଲବ୍ଧ ନାହିଁ।
~
Could not execute the configuration application. Make sure its path is set correctly in the configuration file.
2007-08-14
ବିନ୍ଯାସ ପ୍ରୟୋଗକୁ ଚଳାଇ ପାରିଲା ନାହିଁ। ବିନ୍ଯାସ ଫାଇଲରେ ପଥଟି ସଠିକ ରୂପରେ ସେଟ କରିଯାଇଛି ବୋଲି ନିଶ୍ଚିତ ହୁଅନ୍ତୁ। ପୂର୍ବନିର୍ଦ୍ଧାରିତରୁ ଏହାକୁ ପ୍ରାରମ୍ଭ କରିବା ପାଇଁ ପ୍ରଚେଷ୍ଟା କରୁଅଛି।
~
A-M|French (Luxembourg)
2007-08-14
A-M|ଫରାସୀ (ଲକ୍ସମବର୍ଗ)
~
Could not execute the configuration application. Make sure its path is set correctly in the configuration file. Attempting to start it from the default location.
2007-08-14
ବିନ୍ଯାସ ପ୍ରୟୋଗକୁ ଚଳାଇ ପାରିଲା ନାହିଁ। ବିନ୍ଯାସ ଫାଇଲରେ ପଥଟି ସଠିକ ରୂପରେ ସେଟ କରିଯାଇଛି ବୋଲି ନିଶ୍ଚିତ ହୁଅନ୍ତୁ। ପୂର୍ବନିର୍ଦ୍ଧାରିତରୁ ଏହାକୁ ପ୍ରାରମ୍ଭ କରିବା ପାଇଁ ପ୍ରଚେଷ୍ଟା କରୁଅଛି।
~
N-Z|Serbian (Serbia & Montenegro)
2007-08-14
N-Z|ସର୍ବିୟାନ (ସର୍ବିୟା ଏବଂ ମୋଣ୍ଟେନିଗ୍ରୋ)
~
Cannot write PID file %s: possibly out of diskspace. Error: %s
2007-08-14
%s ପି.ଆଇ.ଡି. ଫାଇଲକୁ ଲେଖି ପାରିବ ନାହିଁ: ସମ୍ଭବତଃ ଡିସ୍କରେ ଖାଲି ସ୍ଥାନ ନାହିଁ। ତୃଟି: %s
~
N-Z|Serbian (Bosnia)
2007-08-14
N-Z|ସର୍ବିୟାନ (ବୋସନିୟା)
~
N-Z|Spanish (Peru)
2007-08-14
N-Z|ସ୍ପାନିଶ (ପେରୁ)
~
Failsafe GNOME
2007-08-14
ଫେଲ-ସେଫ ନୋମ
~
Cannot write PID file %s: possibly out of diskspace. Error: %s
2007-08-14
%s ପି.ଆଇ.ଡି. ଫାଇଲକୁ ଲେଖି ପାରିବ ନାହିଁ: ସମ୍ଭବତଃ ଡିସ୍କରେ ଖାଲି ସ୍ଥାନ ନାହିଁ। ତୃଟି: %s
~
N-Z|Welsh
2007-08-14
N-Z|ୱେଲ୍ସ
~
N-Z|Serbian (Serbia)
2007-08-14
N-Z|ସର୍ବିୟାନ (ସର୍ବିୟା)
~
%s: Fatal X error - Restarting %s
2007-08-14
%s: ମାରାତ୍ମକ X ତୃଟି - %s କୁ ପୁନଃ ପ୍ରାରମ୍ଭ କରୁଅଛି
~
N-Z|Spanish (Paraguay)
2007-08-14
N-Z|ସ୍ପାନିଶ (ପାରାଗୁଏ)
~
%s: BaseXsession empty; using %s
2007-08-14
%s: BaseXsession ଖାଲି ଅଛି; %s ବ୍ଯବହାର କରୁଅଛି
~
Cannot start the session due to some internal error.
2007-08-14
କିଛି ଆଭ୍ଯନ୍ତରୀଣ ତୃଟି ଯୋଗୁଁ ଅଧିବେଶନକୁ ପ୍ରାରମ୍ଭ କରିପାରିଲା ନାହିଁ।
~
Didn't understand `%s' (expected integer)
2007-08-14
`%s' କୁ ବୁଝିପାରିଲା ନାହିଁ (ପୂର୍ଣ୍ଣ ସଂଖ୍ଯା ଆଶା କରାଯାଉଥିଲା)
~
N-Z|Spanish (Bolivia)
2007-08-14
N-Z|ସ୍ପାନିଶ (ବୋଲଭିଆ)
~
Login as another user in a window
2007-08-14
ଗୋଟିଏ ୱିଣ୍ଡୋରେ ଅନ୍ଯ ଗୋଟିଏ ଚାଳକ ଭାବରେ ଲଗଇନ କରନ୍ତୁ
~
%s: Could not exec %s
2007-08-14
%s: %s କୁ ଚଳାଇ ପାରିଲା ନାହିଁ
~
Run Xclient script
2007-08-14
Xclient ସ୍କ୍ରିପ୍ଟ ଚଳାନ୍ତୁ
~
Error: GDM (GNOME Display Manager) is not running.
2007-08-14
ତୃଟି: ଜି.ଡି.ଏମ. (ନୋମ ପ୍ରଦର୍ଶନ ପରିଚାଳକ) ଚାଲୁନାହିଁ।
~
N-Z|Walloon
2007-08-14
N-Z|ୱାଲୁନ
~
N-Z|Spanish (Chile)
2007-08-14
N-Z|ସ୍ପାନିଶ (ଚିଲେ)
~
Failed to start the session, so starting a failsafe xterm session. Windows will have focus only if the mouse pointer is above them. To get out of this mode type 'exit' in the window.
2007-08-14
ଅଧିବେଶନ ପ୍ରାରମ୍ଭ କରିବାରେ ବିଫଳ, ତେଣୁ ଗୋଟିଏ ଫେଲ-ସେଫ ଏକ୍ସ-ଟାର୍ମ ଅଧିବେଶନ ପ୍ରାରମ୍ଭ କରୁଅଛି। ୱିଣ୍ଡୋ ଗୁଡିକ ସେତେବେଳେ ଆକର୍ଷିତ ହେବେ ଯେତେବେଳେ ମାଉସ ସୂଚକ ସେମାନଙ୍କ ଉପରେ ଥିବ। ଏହି ଧାରାରୁ ବାହାରକୁ ଯିବା ପାଇଁ ୱିଣ୍ଡୋରେ 'exit' ଟାଇପ କରନ୍ତୁ।
~
Server Authorization directory (daemon/ServAuthDir) is set to %s but is not owned by user %d and group %d. Please correct the ownership or GDM configuration and restart GDM.
2007-08-14
ସେବକ ବୈଧିକରଣ ଡିରେକ୍ଟୋରି (ଡେମନ/ServAuthDir) କୁ %s ଭାବରେ ବିନ୍ଯାସ କରାଯାଇଛି କିନ୍ତୁ ଏହା %d ଚାଳକ ଏବଂ %d ସମୂହ ଦ୍ବାରା ଏହା ଅଧିକୃତ ନୁହେଁ। ଦୟାକରି ସ୍ବାମିତ୍ବକୁ କିମ୍ବା ଜି.ଡି.ଏମ. ବିନ୍ଯାସକୁ ସଠିକ କରନ୍ତୁ ଏବଂ ଜି.ଡି.ଏମ. କୁ ପୁନର୍ଚାଳନ କରନ୍ତୁ।
~
%s: Error forking user session
2007-08-14
%s: ଚାଳକ ଅଧିବେଶନକୁ ଫୋର୍କ କରିବା ସମୟରେ ତୃଟି
~
An internal error occurred. You will not be able to log in. Please try again later or contact your system administrator.
2007-08-14
ଗୋଟିଏ ଆଭ୍ଯନ୍ତରୀଣ ତୃଟି ଘଟିଲା। ଆପଣ ଲଗଇନ କରିପାରିବେ ନାହିଁ। ଦୟାକରି ପୁନର୍ବାର ପ୍ରଚେଷ୍ଟା କରନ୍ତୁ କିମ୍ବା ଆପଣଙ୍କର ତନ୍ତ୍ର ପ୍ରଶାସକଙ୍କ ସହିତ ଯୋଗାଯୋଗ କରନ୍ତୁ।
~
%s: Cannot start greeter trying default: %s
2007-08-14
%s: ପୂର୍ବନିର୍ଦ୍ଧାରିତକୁ ପ୍ରଚେଷ୍ଟା କରି ଶୁଭେଚ୍ଛକକୁ ପ୍ରାରମ୍ଭ କରିପାରିବ ନାହିଁ: %s
~
New Login in a Window
2007-08-14
ଗୋଟିଏ ୱିଣ୍ଡୋରେ ନୂତନ ଲଗଇନ
~
If you don't apply, the changes made will be disregarded.
2007-08-14
ଆପଣ ପ୍ରୟୋଗ ନ କଲେ, ହୋଇଥିବା ପରିବର୍ତ୍ତନ ମାନଙ୍କୁ ଆଗ୍ରହ୍ଯ କରିଦିଆଯିବ।
~
%s: Cannot create pipe
2007-08-14
%s: ପାଇପ ସୃଷ୍ଟି କରିପାରିବ ନାହିଁ
~
Suspend command
2007-08-14
ସ୍ଥଗିତ ନିର୍ଦ୍ଦେଶ
~
Probe the network
2007-08-14
ନେଟୱାର୍କରେ ଖୋଜନ୍ତୁ
~
GDM (GNOME Display Manager) is not running.
2007-08-14
ଜି.ଡି.ଏମ. (ନୋମ ପ୍ରଦର୍ଶନ ପରିଚାଳକ) ଚାଲୁନାହିଁ।
~
N-Z|Spanish (Guatemala)
2007-08-14
N-Z|ସ୍ପାନିଶ (ଗ୍ବାଟେମାଲା)
~
Failsafe Terminal
2007-08-14
ଫେଲ-ସେଫ ଟର୍ମିନାଲ
~
N-Z|Spanish (Venezuela)
2007-08-14
N-Z|ସ୍ପାନିଶ (ଭେନେଜୁଏଲା)
~
N-Z|Punjabi
2007-08-14
N-Z|ପଞ୍ଜାବୀ
~
Theme archives
2007-08-14
ପ୍ରସଙ୍ଗ ଆର୍କାଇଭ
~
Apply the changes to commands before closing?
2007-08-14
ବନ୍ଦ କରିବା ପୂର୍ବରୁ ନିର୍ଦ୍ଦେଶ ଦ୍ବାରା ହୋଇଥିବା ପରବର୍ତ୍ତନ ଗୁଡିକ ପ୍ରୟୋଗ କରନ୍ତୁ?
~
N-Z|Serbian (Montenegro)
2007-08-14
N-Z|ସର୍ବିୟାନ (ମୋଣ୍ଟେନିଗ୍ରୋ)
~
There was an error loading the theme %s
2007-08-14
%s ପ୍ରସଙ୍ଗ କରିବା ସମୟରେ ଗୋଟିଏ ତୃଟି ପରିଲିଖିତ ହେଲା
~
-s sleep value (default 8)
2007-08-14
-s ସୁପ୍ତ ମୂଲ୍ଯ (ପୂର୍ବନିର୍ଦ୍ଧାରିତ ୮)
~
N-Z|Spanish (Nicaragua)
2007-08-14
N-Z|ସ୍ପାନିଶ (ନିକାରଗୁଆ)
~
Text contains invalid UTF-8
2007-08-14
ପାଠ୍ଯ ଅବୈଧ UTF-8 ଅକ୍ଷର ଧାରଣ କରିଅଛି
~
A-M|German (Luxembourg)
2007-08-14
A-M|ଜର୍ମାନୀ (ଲକ୍ସମବର୍ଗ)