Translations by Pro Neon 267

Pro Neon 267 has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

128 of 28 results
5.
Current %s password:
2021-10-27
ସାମ୍ପ୍ରତିକ %s ପ୍ରବେଶ ସଙ୍କେତ:
6.
Current password:
2021-10-27
ସାମ୍ପ୍ରତିକ ପ୍ରବେଶ ସଙ୍କେତ:
7.
New %s password:
2021-10-27
ନୂତନ %s ପ୍ରବେଶ ସଙ୍କେତ:
8.
New password:
2021-10-27
ନୂତନ ପ୍ରବେଶ ସଙ୍କେତ:
9.
Retype new %s password:
2021-10-27
ନୂତନ %s ପ୍ରବେଶ ସଙ୍କେତକୁ ପୁନର୍ବାର ଟାଇପ କରନ୍ତୁ:
10.
Retype new password:
2021-10-27
ନୂତନ ପ୍ରବେଶ ସଙ୍କେତକୁ ପୁନର୍ବାର ଟାଇପ କରନ୍ତୁ:
13.
Password change has been aborted.
2021-10-27
ପ୍ରବେଶ ସଙ୍କେତ ପରିବର୍ତ୍ତନକୁ ପ୍ରତ୍ୟାଖାନ କରାଯାଇଛି।
59.
No password has been supplied.
2021-10-27
କୌଣସି ପ୍ରବେଶ ସଙ୍କେତ ପ୍ରଦାନ କରାଯାଇ ନାହିଁ।
60.
The password has not been changed.
2021-10-27
ପ୍ରବେଶ ସଙ୍କେତକୁ ପରିବର୍ତ୍ତନ କରା ଯାଇ ନାହିଁ।
66.
The account is locked due to %u failed logins.
2021-10-27
%u ବିଫଳତା ଲଗଇନ କାରଣରୁ ଖାତା ଅପରିବର୍ତ୍ତନଶୀଳ ହୋଇଯାଇଛି।
76.
There were too many logins for '%s'.
2021-10-27
'%s' ପାଇଁ ଅତ୍ଯଧିକ ସଂଖ୍ଯକ ଲଗଇନ ହୋଇଛି।
77.
You have no mail.
2021-10-27
ଆପଣଙ୍କର କୌଣସି ଚିଠି ନାହିଁ।
89.
The default security context is %s.
2021-10-27
ପୂର୍ବନିର୍ଦ୍ଧାରିତ ସୁରକ୍ଷା ପ୍ରସଙ୍ଗ ହେଉଛି %s।
92.
There is no default type for role %s.
2021-10-27
ଭୂମିକା %s ପାଇଁ କୌଣସି ପୂର୍ବନିର୍ଦ୍ଧାରିତ ପ୍ରକାର ନାହିଁ।
94.
This is not a valid security context.
2021-10-27
ଏହା ଗୋଟିଏ ବୈଧ ସୁରକ୍ଷା ପ୍ରସଙ୍ଗ ନୁହେଁ।
95.
A valid context for %s could not be obtained.
2021-10-27
%s ପାଇଁ ଏକ ବୈଧ ପ୍ରସଙ୍ଗ ହାସଲ ହୋଇ ପାରିଲା ନାହିଁ।
96.
Security context %s has been assigned.
2021-10-27
%s ସୁରକ୍ଷା ପ୍ରସଙ୍ଗ ନ୍ଯସ୍ତ କରାଯାଇଛି।
97.
Key creation context %s has been assigned.
2021-10-27
କୀ ନିର୍ମାଣ ପ୍ରସଙ୍ଗ %s ନ୍ଯସ୍ତ କରାଯାଇଛି।
101.
The account is temporarily locked (%ld seconds left).
2021-10-27
ଖାତା ଅସ୍ଥୟୀ ଭାବରେ ଅପରିବର୍ତ୍ତନଶୀଳ ହୋଇଯାଇଛି (%ld ସେକେଣ୍ଡସ୍ ବଳିଛି)।
112.
Access has been granted (last access was %ld seconds ago).
2021-10-27
ପ୍ରବେଶ ଗ୍ରହଣୀୟ ହୋଇଛି (ପୂର୍ବ ପ୍ରବେଶ ହୋଇଥିଲା %ld ସେକଣ୍ଡ ପୂର୍ବରୁ)।
113.
Your account has expired; please contact your system administrator.
2021-10-27
ଆପଣଙ୍କର ଖାତା ଅଚଳ ହୋଇଯାଇଛି; ଦୟାକରି ଆପଣଙ୍କର ତନ୍ତ୍ର ପ୍ରଶାସକଙ୍କ ସହିତ ଯୋଗାଯୋଗ କରନ୍ତୁ।
114.
You are required to change your password immediately (administrator enforced).
2021-10-27
ଆପଣ ଆପଣଙ୍କର ପ୍ରବେଶ ସଙ୍କେତକୁ ଯଥାଶୀଘ୍ର ବଦଳାଇବା ଆବଶ୍ଯକ (ରୁଟ୍ ହେବା ବାଧ୍ଯତାମୂଳକ)।
115.
You are required to change your password immediately (password expired).
2021-10-27
ଆପଣ ଆପଣଙ୍କର ପ୍ରବେଶ ସଙ୍କେତକୁ ଯଥାଶୀଘ୍ର ବଦଳାଇବା ଆବଶ୍ଯକ (ପ୍ରବେଶ ସଙ୍କେତର ବୈଧତା ସରି ଯାଇଛି)।
116.
Warning: your password will expire in %d day.
Warning: your password will expire in %d days.
2021-10-27
ଚେତାବନୀ: ଆପଣଙ୍କ ପ୍ରବେଶ ସଙ୍କେତ %d ଦିନରେ ଅକାମି ହୋଇଯିବ।
ଚେତାବନୀ: ଆପଣଙ୍କ ପ୍ରବେଶ ସଙ୍କେତ %d ଦିନରେ ଅକାମି ହୋଇଯିବ।
117.
Warning: your password will expire in %d days.
2021-10-27
ଚେତାବନୀ: ଆପଣଙ୍କ ପ୍ରବେଶ ସଙ୍କେତ %d ଦିନରେ ଅକାମି ହୋଇଯିବ।
119.
You must choose a shorter password.
2021-10-27
ଆପଣ ଗୋଟିଏ ଛୋଟ ପ୍ରବେଶ ସଙ୍କେତ ଚୟନ କରିବା ଉଚିତ।
120.
You must choose a longer password.
2021-10-27
ଆପଣ ଗୋଟିଏ ଲମ୍ବା ପ୍ରବେଶ ସଙ୍କେତ ଚୟନ କରିବା ଉଚିତ।
122.
You must wait longer to change your password.
2021-10-27
ପ୍ରବେଶ ସଙ୍କେତକୁ ବଦଳାଇବା ପାଇଁ ଆପଣ ଅଧିକ ସମୟ ଅପେକ୍ଷା କରିବା ଉଚିତ।