Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 117 results
~
Password change aborted.
2009-12-22
ପ୍ରବେଶ ସଙ୍କେତ ପରିବର୍ତ୍ତିନକୁ ପ୍ରତ୍ୟାଖାନ କରାଯାଇଛି।
~
Key Creation Context %s Assigned
2009-12-22
କି ନିର୍ମାଣ୍ଣ ପ୍ରସଙ୍ଗ %s ନ୍ଯସ୍ତ କରାଯାଇଛି
~
You must wait longer to change your password
2009-12-22
ପ୍ରବେଶ ସଙ୍କେତକୁ ବଦଳାଇବା ପାଇଁ ଆପଣ ଅଧିକ ସମୟ ଅପେକ୍ଷା କରିବା ଉଚିତ
~
Security Context %s Assigned
2009-12-22
%s ସୁରକ୍ଷା ପ୍ରସଙ୍ଗ ନ୍ଯସ୍ତ କରାଯାଇଛି
~
You must choose a longer password
2009-12-22
ଆପଣ ଗୋଟିଏ ଲମ୍ବା ପ୍ରବେଶ ସଙ୍କେତ ଚୟନ କରିବା ଉଚିତ
~
Warning: your password will expire in %d days
2009-12-22
ଚେତାବନୀ: ଆପଣଙ୍କ ପ୍ରବେଶ ସଙ୍କେତ %d ଦିନରେ ଅକାମି ହୋଇଯିବ
~
Retype new STRESS password:
2009-12-22
ନୂତନ STRESS ପ୍ରବେଶ ସଙ୍କେତକୁ ପୁନର୍ବାର ଟାଇପ କରନ୍ତୁ:
~
Enter new STRESS password:
2009-12-22
ନୂତନ STRESS ପ୍ରବେଶ ସଙ୍କେତ ଭରଣ କରନ୍ତୁ:
~
Warning: your password will expire in %d day
Warning: your password will expire in %d days
2009-12-22
ଚେତାବନୀ: ଆପଣଙ୍କ ପ୍ରବେଶ ସଙ୍କେତ %d ଦିନରେ ଅକାମି ହୋଇଯିବ
ଚେତାବନୀ: ଆପଣଙ୍କ ପ୍ରବେଶ ସଙ୍କେତ %d ଦିନରେ ଅକାମି ହୋଇଯିବ
~
Retype new %s%spassword:
2009-12-22
ନୂତନ %s%s ପ୍ରବେଶ ସଙ୍କେତକୁ ପୁନର୍ବାର ଟାଇପ କରନ୍ତୁ:
~
No password supplied
2009-12-22
କୌଣସି ପ୍ରବେଶ ସଙ୍କେତ ପ୍ରଦାନ କରାଯାଇ ନାହିଁ
~
Changing STRESS password for %s.
2009-12-22
%s ପାଇଁ STRESS ପ୍ରବେଶ ସଙ୍କେତକୁ ବଦଳାଉଛି.
~
Verification mis-typed; password unchanged
2009-12-22
ଯାଞ୍ଚକରଣ ସମୟରେ ଭୂଲ ଟାଇପ କରିଛନ୍ତି, ପ୍ରବେଶ ସଙ୍କେତଟି ବଦଳି ନାହିଁ
~
Your account has expired; please contact your system administrator
2009-12-22
ଆପଣଙ୍କର ଖାତା ଅଚଳ ହୋଇଯାଇଛି; ଦୟାକରି ଆପଣଙ୍କ ତନ୍ତ୍ର ପ୍ରଶାସକଙ୍କ ସହିତ ଯୋଗାଯୋଗ କରନ୍ତୁ
~
Unable to get valid context for %s
2009-12-22
%s ପାଇଁ ବୈଧ ପ୍ରସଙ୍ଗ ପାଇବାରେ ଅସମର୍ଥ
~
No default type for role %s
2009-12-22
ଭୂମିକା %s ପାଇଁ କୌଣସି ପୂର୍ବନିର୍ଦ୍ଧାରିତ ପ୍ରକାର ନାହିଁ
~
Default Security Context %s
2009-12-22
ପୂର୍ବନିର୍ଦ୍ଧାରିତ ସୁରକ୍ଷା ପ୍ରସଙ୍ଗ %s
~
Not a valid security context
2009-12-22
ଏହା ଗୋଟିଏ ବୈଧ ସୁରକ୍ଷା ପ୍ରସଙ୍ଗ ନୁହେଁ
~
New %s%spassword:
2009-12-22
ନୂତନ %s%s ପ୍ରବେଶ ସଙ୍କେତ:
~
Password unchanged
2009-12-22
ପ୍ରବେଶ ସଙ୍କେତ ଅପରିବର୍ତ୍ତିତ ଅଛି
~
No mail.
2009-12-22
କୌଣସି ଚିଠି ନାହିଁ।
~
Too many logins for '%s'.
2009-12-22
'%s' ପାଇଁ ଅତ୍ଯଧିକ ସଂଖ୍ଯକ ଲଗଇନ।
~
Access granted (last access was %ld seconds ago).
2009-12-22
ଅଭିଗମ୍ୟତା ଗ୍ରହଣୀୟ ହୋଇଛି (ଅନ୍ତିମ ଅଭିଗମ୍ୟତା %ld ସେକଣ୍ଡ ପୂର୍ବରୁ)।
~
Account locked due to %u failed logins
2009-12-22
%u ବିଫଳ ଲଗଇନ କାରଣରୁ ଖାତା ଅପରିବର୍ତ୍ତନୀୟ ହୋଇଯାଇଛି
~
Account temporary locked (%ld seconds left)
2009-12-22
ଖାତା ଅସ୍ଥୟୀ ଭାବରେ ଅପରିବର୍ତ୍ତିତ ହୋଇଛି (%ld ସେକଣ୍ଡ ବଳିଅଛି)
1.
...Time is running out...
2009-12-22
...ସମୟ ସମାପ୍ତ ହେଉଛି...
2.
...Sorry, your time is up!
2009-12-22
...କ୍ଷମା କରିବେ, ଆପଣଙ୍କ ସମୟ ସମାପ୍ତ ହୋଇଯାଇଛି!
3.
erroneous conversation (%d)
2009-12-22
ତୃଟିପୂର୍ଣ୍ଣ କଥୋପକଥନ (%d)
4.
Password:
2009-12-22
ପ୍ରବେଶ ସଙ୍କେତ:
11.
Sorry, passwords do not match.
2009-12-22
କ୍ଷମା କରିବେ, ପ୍ରବେଶ ସଙ୍କେତ ମିଶୁ ନାହିଁ।
12.
Retype %s
2009-12-22
%sକୁ ପୁନର୍ବାର ଟାଇପ କରନ୍ତୁ
14.
login:
2009-12-22
ଲଗଇନ:
15.
Success
2009-12-22
ସଫଳତା
16.
Critical error - immediate abort
2009-12-22
ଗୁରୁତର ତୃଟି - ଏହା ବିଷୟରେ ଶୀଘ୍ର ଜଣାନ୍ତୁ
17.
Failed to load module
2009-12-22
ଏକକାଂଶକୁ ଧାରଣ କରିବାରେ ବିଫଳ
18.
Symbol not found
2009-12-22
ପ୍ରତୀକ ମିଳିଲା ନାହିଁ
19.
Error in service module
2009-12-22
ସେବା ଏକକାଂଶରେ ତୃଟି
20.
System error
2009-12-22
ତନ୍ତ୍ର ତୃଟି
21.
Memory buffer error
2009-12-22
ସ୍ମୃତି ସଞ୍ଚୟ ତୃଟି
22.
Permission denied
2009-12-22
ଅନୁମତି ଅସ୍ବୀକୃତ
23.
Authentication failure
2009-12-22
ବୈଧିକରଣ ବିଫଳ
24.
Insufficient credentials to access authentication data
2009-12-22
ବୈଧିକରଣ ତଥ୍ଯକୁ ଅଭିଗମ କରିବା ପାଇଁ ଅଯେଥଷ୍ଟ ପ୍ରମାଣ ପତ୍ର
25.
Authentication service cannot retrieve authentication info
2009-12-22
ବୈଧିକରଣ ସେବା ବୈଧିକରଣ ସୂଚନା ପୁନରୁଦ୍ଧାର କରିପାରିବ ନାହିଁ
26.
User not known to the underlying authentication module
2009-12-22
ନିମ୍ନଲିଖିତ ବୈଧିକରଣ ଏକକାଂଶକୁ ଜଣା ନ ଥିବା ଚାଳକ
27.
Have exhausted maximum number of retries for service
2009-12-22
ସେବା ପାଇଁ ସର୍ବାଧିକ ସଂଖ୍ଯକ ପୁନଃପ୍ରଚେଷ୍ଟା ପୂର୍ଣ୍ଣ ମାତ୍ରାରେ ସମାପ୍ତ ହୋଇଯାଇଛି
28.
Authentication token is no longer valid; new one required
2009-12-22
ବୈଧିକରଣ ଟୋକନ ଆଉ ଏବେ ବୈଧ ନୁହେଁ; ଗୋଟିଏ ନୂତନ ଟୋକନ ଆବଶ୍ଯକ
29.
User account has expired
2009-12-22
ଚାଳକ ହିସାବ ଖାତା ଅଚଳ ହୋଇଯାଇଛି
30.
Cannot make/remove an entry for the specified session
2009-12-22
ଉଲ୍ଲେଖିତ ଅଧିବେଶନ ପାଇଁ ଗୋଟିଏ ପ୍ରବିଷ୍ଟି ପ୍ରସ୍ତୁତ/ଅପସାରଣ କରିପାରିବ ନାହିଁ
31.
Authentication service cannot retrieve user credentials
2009-12-22
ବୈଧିକରଣ ସେବା ଚାଳକ ପ୍ରମାଣ ପତ୍ର ମାନଙ୍କୁ ପୁନରୁଦ୍ଧାର କରିପାରିବ ନାହିଁ
32.
User credentials expired
2009-12-22
ଚାଳକ ପ୍ରମାଣ ପତ୍ର ଅଚଳ ହୋଇଯାଇଛି