Translations by veillard

veillard has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 3913 results
1.
Address family for hostname not supported
2012-06-19
ହୋଷ୍ଟନାମ ପାଇଁ ଠିକଣା ପରିବାର ସହାୟତା ନାହିଁ
2.
Temporary failure in name resolution
2012-06-19
ନାମ ସମାଧାନରେ ଅସ୍ଥାୟୀ ବିଫଳତା
3.
Bad value for ai_flags
2012-06-19
ai_flags ପାଇଁ ଭୁଲ ମୂଲ୍ୟ
4.
Non-recoverable failure in name resolution
2012-12-24
ନାମ ସମାଧାନରେ ପୁନରୁଦ୍ଧାର ହୋଇପାରୁନଥିବା ବିଫଳତା
5.
ai_family not supported
2012-06-19
ai_family ପାଇଁ ସହାୟତା ନାହିଁ
6.
Memory allocation failure
2012-06-19
ସ୍ମୃତିସ୍ଥାନ ବଣ୍ଟନ ବିଫଳ
7.
No address associated with hostname
2012-06-19
ହୋଷ୍ଟନାମ ସହିତ କୌଣସି ଠିକଣା ସମ୍ପୃକ୍ତ ନାହିଁ
9.
Servname not supported for ai_socktype
2012-06-19
ai_socktype ପାଇଁ Servname କୁ ସହାୟତା ନାହିଁ
10.
ai_socktype not supported
2012-06-19
ai_socktype ପାଇଁ ସହାୟତା ନାହିଁ
11.
System error
2012-06-19
ତନ୍ତ୍ର ତ୍ରୁଟି
12.
Argument buffer too small
2012-06-19
ସ୍ୱତନ୍ତ୍ରଚର ବଫରଟି ଅତ୍ଯଧିକ ଛୋଟ
13.
Processing request in progress
2012-12-24
ପ୍ରକ୍ରିୟା ଅନୁରୋଧ କାର୍ଯ୍ୟକାରୀ ହେଉଛି
14.
Request canceled
2012-06-19
ଅନୁରୋଧକୁ ବାତିଲ କରାଯାଇଛି
15.
Request not canceled
2012-06-19
ଅନୁରୋଧକୁ ବାତିଲ କରାଯାଇ ନାହିଁ
16.
All requests done
2012-06-19
ସମସ୍ତ ଅନୁରୋଧ କରାଯାଇଛି
17.
Interrupted by a signal
2012-06-19
ସଂକେତ ଦ୍ୱାରା ବାଧାପ୍ରାପ୍ତ
18.
Parameter string not correctly encoded
2012-06-19
ପ୍ରାଚଳ ବାକ୍ୟଖଣ୍ଡକୁ ସଠିକ ଭାବରେ ସାଙ୍କେତିକରଣ କରାଯାଇ ନାହିଁ
27.
Success
2012-12-24
ସଫଳତା
28.
No match
2012-12-24
କୌଣସି ମେଳକ ନାହିଁ
29.
Invalid regular expression
2012-12-24
ଅବୈଧ ନିୟମିତ ଅଭିବ୍ୟକ୍ତି
30.
Invalid collation character
2014-03-06
ଅବୈଧ ବିଭାଜନ ପ୍ରକାର
2012-12-24
ଅବୈଧ ପରିତୁଳନା ଅକ୍ଷର
31.
Invalid character class name
2012-12-24
ଅବୈଧ ଅକ୍ଷର ଶ୍ରେଣୀ ନାମ
32.
Trailing backslash
2012-12-24
ଅନୁସରଣକାରୀ ବେକସ୍ଲାଶ
33.
Invalid back reference
2014-03-06
ଅବୈଧ ପଛୁଆ ସନ୍ଦର୍ଭ
2012-12-24
ଅବୈଧ ପଛୁଆ ସନ୍ଦର୍ଭ
35.
Unmatched ( or \(
2012-12-24
ଅମେଳ ( ଅଥବା \(
36.
Unmatched \{
2012-12-24
ଅମେଳ \{
37.
Invalid content of \{\}
2012-12-24
\{\} ର ଅବୈଧ ବିଷୟବସ୍ତୁ
38.
Invalid range end
2014-03-06
ଅବୈଧ ପରିସର ସୀମା
2012-12-24
ଅବୈଧ ପରିସର ସମାପ୍ତି
39.
Memory exhausted
2014-03-06
ସ୍ମୃତି ସ୍ଥାନ ଶେଷ ହୋଇଛି
2012-12-24
ସ୍ମୃତିସ୍ଥାନ ଶେଷ ହୋଇଛି
40.
Invalid preceding regular expression
2012-12-24
ଅବୈଧ ଅନୁଗାମୀ ନିୟମିତ ଅଭିବ୍ୟକ୍ତି
41.
Premature end of regular expression
2012-12-24
ଅପରିପକ୍ୱ ନିୟମିତ ଅଭିବ୍ୟକ୍ତିର ସମାପ୍ତି
42.
Regular expression too big
2012-12-24
ନୟମିତ ଅଭିବ୍ୟକ୍ତିଟି ଅତ୍ୟଧିକ ବଡ଼
43.
Unmatched ) or \)
2012-12-24
ଅମେଳ ) ଅଥବା \)
44.
No previous regular expression
2012-12-24
କୌଣସି ପୂର୍ବ ନିୟମିତ ଅଭିବ୍ୟକ୍ତି ନାହିଁ
45.
Policy kit denied action %s from <anonymous>
2013-12-14
Policy kit କାର୍ଯ୍ୟ %s କୁ <anonymous> ରୁ ବାରଣ କରିଛି
46.
No UNIX process ID available
2013-12-14
କୌଣସି UNIX କାର୍ଯ୍ୟ ID ଉପଲବ୍ଧ ନାହିଁ
49.
Cannot find security driver '%s'
2013-12-14
ସୁରକ୍ଷା ଡ୍ରାଇଭର '%s' କୁ ପାଇପାରିବେ ନାହିଁ
53.
unable to init mutex
2013-12-14
mutex କୁ init କରିବାରେ ଅସମର୍ଥ
66.
only nmdm console types are supported
2015-02-08
କେବଳ nmdm କୋନସୋଲ ପ୍ରକାରଗୁଡ଼ିକ ସମର୍ଥିତ
67.
only two serial ports are supported
2015-02-08
କେବଳ ଦୁଇଟି କ୍ରମିକ ପୋର୍ଟଗୁଡ଼ିକ ସହାୟତା ପ୍ରାପ୍ତ
68.
unsupported disk type
2015-02-08
ଅସମର୍ଥିତ ଡିସ୍କ ପ୍ରକାର
69.
cdrom device without source path not supported
2015-02-08
ବିନା ଉତ୍ସ ପଥରେ cdrom ଉପକରଣ ସମର୍ଥିତ ନୁହଁ
70.
unsupported disk device
2015-02-08
ଅସମର୍ଥିତ ଡିସ୍କ ଉପକରଣ
95.
PCI bus 0 slot 1 is reserved for the implicit LPC PCI-ISA bridge
2015-02-08
PCI ବସ 0 ସ୍ଲଟ 1 କୁ LPC PCI-ISA ବ୍ରିଜ ପାଇଁ ସଂରକ୍ଷଣ କରାଯାଇଛି
96.
Unknown disk name '%s' and no address specified
2013-12-14
ଅଜଣା ଡିସ୍କ ନାମ '%s' ଏବଂ କୌଣସି ଠିକଣା ଉଲ୍ଲେଖ ହୋଇନାହିଁ
98.
Failed to register xml namespace '%s'
2014-03-06
xml namespace '%s' କୁ ପଞ୍ଜିକରଣ କରିବାରେ ବିଫଳ