Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

51100 of 121 results
51.
Countdown length
2014-02-19
ଗଣନା ସମୟ
52.
The duration of the countdown before taking a photo, in seconds
2014-02-19
ଫଟୋ ନେବା ପୂର୍ବରୁ ଗଣତି ଦର୍ଶାଇବା ଅବଧି, ସେକଣ୍ଡରେ
53.
Fire flash before taking a photo
2015-01-08
ଫୋଟୋ ନେବା ପୂର୍ବରୁ ଫ୍ଲାସ ଚଲାନ୍ତୁ
54.
Set to true to fire a flash before taking a photo
2015-01-08
ଫୋଟୋ ନେବା ପୂର୍ବରୁ ଫ୍ଲାସ ଚଲାଇବା ପାଇଁ true ସେଟ କରନ୍ତୁ
55.
Camera device string indicator
2010-08-17
କ୍ୟାମେରା ଯନ୍ତ୍ର ଖଣ୍ଡ ସୂଚକ
56.
The path to the device node which points to the camera, for example /dev/video0
2014-02-19
ଉପକରଣ ନୋଡ ପାଇଁ ପଥ ଯାହାକି କ୍ୟାମେରାକୁ ସୂଚାଇଥାଏ, ଉଦାହରଣ ସ୍ୱରୂପ /dev/video0
57.
Last selected effect
2014-02-19
ଶେଷ ଥର ବଚ୍ଛିତ ପ୍ରଭାବ
58.
Name of the installed effect that was selected last
2014-02-19
ସ୍ଥାପିତ ପ୍ରଭାବର ନାମ ଯାହାକି ଶେଷ ଥର ବଛାଯାଇଥିଲା
59.
Photo width
2014-02-19
ଫଟୋ ଓସାର
60.
The width of the image captured from the camera, in pixels
2014-02-19
କ୍ୟାମେରା ରୁ ଉଠାଯାଇଥିବା ପ୍ରତିଛବିର ଓସାର, ପିକସେଲରେ
61.
Photo height
2014-02-19
ଫୋଟୋ ଉଚ୍ଚତା
62.
The height of the image captured from the camera, in pixels
2014-02-19
କ୍ୟାମେରା ରୁ ଉଠାଯାଇଥିବା ପ୍ରତିଛବିର ଉଚ୍ଚତା, ପିକସେଲରେ
63.
Video width
2014-02-19
ଭିଡିଓ ଓସାର
64.
The width of the video captured from the camera, in pixels
2014-02-19
କ୍ୟାମେରା ରୁ ଉଠାଯାଇଥିବା ଭିଡ଼ିଓର ଓସାର , ପିକସେଲରେ
65.
Video height
2014-02-19
ଭିଡିଓ ଉଚ୍ଚତା
66.
The height of the video captured from the camera, in pixels
2014-02-19
କ୍ୟାମେରା ରୁ ଉଠାଯାଇଥିବା ଭିଡ଼ିଓର ଉଚ୍ଚତା , ପିକସେଲରେ
67.
Image brightness
2015-01-08
ପ୍ରତିଛବି ଉଜ୍ଜଳତା
68.
Adjusts the brightness of the image coming from the camera
2015-01-08
କ୍ୟାମେରାରୁ ଉଠାଯାଇଥିବା ପ୍ରତିଛବିର ଉଜ୍ଜଳତା ସ୍ତରକୁ ସଜାଡନ୍ତୁ
69.
Image contrast
2015-01-08
ପ୍ରତିଛବି ବୈଷମ୍ୟ
70.
Adjusts the contrast of the image coming from the camera
2015-01-08
କ୍ୟାମେରାରୁ ଉଠାଯାଇଥିବା ପ୍ରତିଛବିର ବୈଷମ୍ୟ ସ୍ତରକୁ ସଜାଡନ୍ତୁ
71.
Image saturation
2015-01-08
ପ୍ରତିଛବି ପରିପୃକ୍ତତା
72.
Adjusts the saturation of the image coming from the camera
2015-01-08
କ୍ୟାମେରାରୁ ଉଠାଯାଇଥିବା ପ୍ରତିଛବିର ପରିପୃକ୍ତତା ସ୍ତରକୁ ସଜାଡନ୍ତୁ
73.
Image hue
2015-01-08
ପ୍ରତିଛବି ରଙ୍ଗ
74.
Adjusts the hue (color tint) of the image coming from the camera
2015-01-08
କ୍ୟାମେରାରୁ ଉଠାଯାଇଥିବା ପ୍ରତିଛବିର ରଙ୍ଗ ସ୍ତରକୁ ସଜାଡନ୍ତୁ
75.
Video path
2015-01-08
ଭିଡିଓ ପଥ
77.
Photo path
2015-01-08
ଫୋଟୋ ପଥ
79.
Time between photos in burst mode
2014-02-19
ବିଚ୍ଛୁରଣ ଅବସ୍ଥାରେ ଫୋଟଗୁଡ଼ିକ ମଧ୍ଯରେ ଅନ୍ତର
80.
The length of time, in milliseconds, to delay between taking each photo in a burst sequence of photos. If the burst delay is less than the countdown duration, the countdown duration will be used instead.
2014-02-19
ସମୟ ସୀମା, ମିଲିସେକଣ୍ଡରେ, ବିଚ୍ଛୁରଣ କ୍ରମରେ ଫୋଟୋଗୁଡ଼ିକୁ ନେବା ସମୟରେ ଅନ୍ତର। ଯଦି ବିଳମ୍ବ ଅବଧି ଓଲଟା ଗଣନ ଠାରୁ କମ ହୋଇଥାଏ, ତେବେ ଓଲଟା ଗଣନ ଅବଧିକୁ ବ୍ୟବହାର କରାଯାଇଥାଏ।
81.
Number of photos in burst mode
2014-02-19
ବିଚ୍ଛୁରଣ ଅବସ୍ଥାରେ ଫୋଟଗୁଡ଼ିକର ସଂଖ୍ୟା
82.
The number of photos to take in a single burst.
2009-09-08
ଗୋଟିଏ ବିଚ୍ଛୁରଣରେ ନେବାକୁ ଥିବା ଫୋଟସଂଖ୍ୟା।
91.
_Cancel
2015-01-08
ବାତିଲ କରନ୍ତୁ (_C)
92.
_Select
2015-01-08
ବାଛନ୍ତୁ (_S)
93.
Shutter sound
2010-08-17
ଆବରଣର ଶବ୍ଦ
94.
_Take Another Picture
2015-01-08
ଅନ୍ୟ ଏକ ଛବି ନିଅନ୍ତୁ (_T)
95.
One or more needed GStreamer elements are missing:
2010-08-17
ଏକ କିମ୍ବା ଏକାଧିକ ଆବଶ୍ୟକିୟ GStreamer ଉପାଦାନ ଅନୁପସ୍ଥିତ ଅଛି:
96.
No device found
2010-08-17
କୌଣସି ଉପକରଣ ମିଳିଲା ନାହିଁ
97.
%02i:%02i:%02i
2014-02-19
%02i:%02i:%02i
98.
Device capabilities not supported
2014-02-19
ଉପକରଣ କ୍ଷମତା ସମର୍ଥିତ ନୁହଁ
2010-08-17
ଉପକରଣ କ୍ଷମତାଗୁଡ଼ିକ ସମର୍ଥିତ ନୁହଁ
99.
Unknown device
2010-08-17
ଅଜଣା ଉପକରଣ
100.
Cancellable initialization not supported
2014-02-19
ବାତିଲ ଯୋଗ୍ୟ ପ୍ରାରମ୍ଭିକରଣ ସମର୍ଥତି ନୁହଁ
2010-08-17
ବାତିଲଯୋଗ୍ୟ ପ୍ରରମ୍ଭିକରଣ ସମର୍ଥିତ ନୁହଁ
101.
Start in wide mode
2014-02-19
ପ୍ରସସ୍ତ ଧାରାରେ ଆରମ୍ଭ କରନ୍ତୁ
102.
Device to use as a camera
2014-02-19
କ୍ୟାମେରା ଭାବରେ ଉପକରଣକୁ ବ୍ୟବହାର କରନ୍ତୁ
103.
DEVICE
2014-02-19
DEVICE
104.
Output version information and exit
2014-02-19
ସଂସ୍କରଣ ସୂଚନା ଫଳାଫଳ ଦିଅନ୍ତୁ ଏବଂ ପ୍ରସ୍ଥାନ କରନ୍ତୁ
105.
Start in fullscreen mode
2014-02-19
ସମ୍ପୂର୍ଣ୍ଣ ପରଦା ଧାରାରେ ଆରମ୍ଭ କରନ୍ତୁ
106.
Webcam in use
2015-01-08
ୱେବ କାମେରା ବ୍ୟବହାର ହେଉଛି
107.
translator-credits
2009-08-10
ମନୋଜ କୁମାର ଗିରି <mgiri@redhat.com>
108.
Cheese Website
2009-08-10
Cheese ୱେବସାଇଟ