Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 79 results
~
Try changing some letters and numbers.
2018-04-06
କିଛି ଅକ୍ଷର ଏବଂ ସଂଖ୍ୟାଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ।
~
Try to use more uppercase letters.
2018-04-06
ଅଧିକ ବଡ଼ ଅକ୍ଷର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
~
Try to use more numbers.
2018-04-06
ଅଧିକ ସଂଖ୍ୟା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
~
Try to avoid reordering existing words.
2018-04-06
ସ୍ଥିତବାନ ଶବ୍ଦଗୁଡ଼ିକର କ୍ରମ ପରିବର୍ତ୍ତନକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
~
Try to avoid common words.
2018-04-06
ସାଧାରଣ ଶବ୍ଦଗୁଡ଼ିକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
~
Try to avoid some of the words included in the password.
2018-04-06
ପ୍ରବେଶ ସଂକେତରେ ଅନ୍ତର୍ଭୁକ୍ତ କିଛି ଶବ୍ଦକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
~
Try to avoid using your name in the password.
2018-04-06
ପ୍ରବେଶ ସଂକେତରେ ଆପଣଙ୍କର ନାମ ବ୍ୟବହାରକୁ ଏଡ଼ାନ୍ତୁ।
~
A password without your user name would be stronger.
2018-04-06
ବିନା ବ୍ୟବହାରକାରୀ ନାମରେ ପ୍ରବେଶ ସଂକେତଟି ଅଧିକ ଶକ୍ତିଶାଳୀ ହେବ।
~
Try changing the password a bit more.
2018-04-06
ପ୍ରବେଶ ସଙ୍କେତକୁ ଟିକିଏ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ।
~
Disable image
2018-04-06
ପ୍ରତିଛବିକୁ ନିଷ୍କ୍ରିୟ କରନ୍ତୁ
~
Try to avoid sequences like 1234 or abcd.
2018-04-06
1234 କିମ୍ବା abcd ପରି କ୍ରମକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
~
Try to avoid repeating the same type of character: you need to mix up letters, numbers and punctuation.
2018-04-06
ସମାନ ପ୍ରକାରର ଅକ୍ଷରର ବାରମ୍ବାର ବ୍ୟବହାରକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ:ଆପଣଙ୍କୁ ଅକ୍ଷର, ସଂଖ୍ୟା ଏବଂ ବିରାମ ଚିହ୍ନଗୁଡ଼ିକୁ ମିଶ୍ରଣ କରିବା ଆବଶ୍ୟକ।
~
Try to avoid repeating the same character.
2018-04-06
ସମାନ ଅକ୍ଷରର ବାରମ୍ବାର ବ୍ୟବହାରକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
~
Try to use a mixture of letters, numbers and punctuation.
2018-04-06
ଅକ୍ଷର, ସଂଖ୍ୟା ଏବଂ ବିରାମ ଚିହ୍ନଗୁଡ଼ିକର ମିଶ୍ରଣକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ।
~
Try to use more special characters, like punctuation.
2018-04-06
ଅଧିକ ବିଶେଷ ଅକ୍ଷରଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ, ଯେପରିକି ବିରାମ ଚିହ୍ନ।
~
Try to use more lowercase letters.
2018-04-06
ଅଧିକ ଛୋଟ ଅକ୍ଷର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
1.
Initial Setup
2018-04-06
ପ୍ରାରମ୍ଭିକ ବ୍ୟବସ୍ଥା
3.
_Next
2018-04-06
ପରବର୍ତ୍ତୀ (_N)
5.
_Accept
2018-04-06
ଗ୍ରହଣ କରନ୍ତୁ (_A)
6.
_Skip
2018-04-06
ଏଡାଇ ଦିଅନ୍ତୁ (_S)
7.
_Previous
2018-04-06
ପୂର୍ବବର୍ତ୍ତୀ (_P)
8.
_Cancel
2018-04-06
ବାତିଲ କରନ୍ତୁ (_C)
9.
Force existing user mode
2018-04-06
ସ୍ଥିତବାନ ବ୍ୟବହାରକାରୀ ଧାରାକୁ ବାଧ୍ଯ କରନ୍ତୁ
12.
About You
2018-04-06
ଆପଣଙ୍କ ବିଷୟରେ
13.
Failed to register account
2018-04-06
ଖାତା ପଞ୍ଜିକରଣ କରିବାରେ ବିଫଳ
14.
No supported way to authenticate with this domain
2018-04-06
ଏହି ଡମେନ ସହିତ ବୈଧିକରଣ ପାଇଁ କୌଣସି ସହାୟତା ପ୍ରାପ୍ତ ଉପାୟ ନାହିଁ
15.
Failed to join domain
2018-04-06
ଡମେନରେ ଅଂଶଗ୍ରହଣ କରିବାରେ ବିଫଳ
16.
Failed to log into domain
2018-04-06
ଡମେନରେ ଲଗଇନ କରିବାରେ ବିଫଳ
17.
Enterprise Login
2018-04-06
ଆନୁଷ୍ଠାନିକ ଲଗଇନ୍‌
19.
_Domain
2018-04-06
ଡମେନ (_D)
20.
_Username
2018-04-06
ବ୍ୟବହାରକାରୀ ନାମ (_U)
21.
_Password
2018-04-06
ପ୍ରବେଶ ସଂଙ୍କେତ (_P)
22.
Enterprise domain or realm name
2018-04-06
ଆନୁଷ୍ଠାନିକ ଡମେନ କିମ୍ବା realm ନାମ
23.
C_ontinue
2018-04-06
ଆଗକୁ ବଢନ୍ତୁ (_o)
24.
Domain Administrator Login
2018-04-06
ଡମେନ ପ୍ରଶାସକ ଲଗଇନ
25.
In order to use enterprise logins, this computer needs to be enrolled in a domain. Please have your network administrator type the domain password here, and choose a unique computer name for your computer.
2018-04-06
ଆନୁଷ୍ଠାନିକ ଲଗଇନ ବ୍ୟବହାର କରିବା ପାଇଁ, ଏହି କମ୍ପୁଟରକୁ ସେହି ଡମେନରେ ନାମାଙ୍କନ କରିବାକୁ ହେବ। ଦୟାକରି ଆପଣଙ୍କର ନେଟୱର୍କ ପ୍ରଶାସକଙ୍କୁସେମାନଙ୍କର ଡମେନ ପ୍ରବେଶ ସଂକେତକୁ ଏଠାରେ ଲେଖିବାକୁ କୁହନ୍ତୁ, ଏବଂ ଆପଣଙ୍କର କମ୍ପୁଟର ପାଇଁଏକ ଅନନ୍ୟ କମ୍ପୁଟର ନାମ ବାଛିବାକୁ କୁହନ୍ତୁ।
26.
_Computer
2018-04-06
କମ୍ପୁଟର (_C)
27.
Administrator _Name
2018-04-06
ପ୍ରଶାସକ ନାମ (_N)
28.
Administrator Password
2018-04-06
ପ୍ରଶାସକ ପ୍ରବେଶ ସଂକେତ
30.
We need a few details to complete setup.
2018-04-06
ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ ଆମକୁ କିଛି ବିବରଣୀ ଆବଶ୍ୟକ।
31.
Avatar image
2018-04-06
ଅବତାର ପ୍ରତିଛବି
33.
_Full Name
2018-04-06
ପୂରା ନାମ (_F)
34.
Set Up _Enterprise Login
2018-04-06
ଆନୁଷ୍ଠାନିକ ଲଗଇନ ବ୍ୟବସ୍ଥା କରନ୍ତୁ (_E)
35.
Cannot automatically join this type of domain
2018-04-06
ଏହି ପ୍ରକାରର ଡମେନରେ ସ୍ୱୟଂଚାଳିତ ଭାବରେ ଅଂଶଗ୍ରହଣ କରିପାରିବେ ନାହିଁ
36.
No such domain or realm found
2018-04-06
ଏପରି କୌଣସି ଡମେନ କିମ୍ବା realm ମିଳିଲା ନାହିଁ
37.
Cannot log in as %s at the %s domain
2018-04-06
%s ଭାବରେ %s ଡମେନରେ ଲଗଇନ କରିପାରିବେ ନାହିଁ
38.
Invalid password, please try again
2018-04-06
ଭୁଲ ପ୍ରବେଶ ସଂକେତ; ଦୟାକରି ପୁଣି ଚେଷ୍ଟା କରନ୍ତୁ
41.
The username is too long.
2018-04-06
ଚାଳକ ନାମଟି ଅତି ବଡ଼ ଅଟେ।
45.
License Agreements
2018-04-06
ରାଜିନାମା ଅନୁମତି ପତ୍ର
46.
I have _agreed to the terms and conditions in this end user license agreement.
2018-04-06
ଏହି ବ୍ୟବହାରକାରୀ ରାଜିନାମା ସହିତ ମୁଁ ସର୍ତ୍ତ ଏବଂ ନିୟମାବଳୀଗୁଡ଼ିକ ସହିତ ସହମତ।