Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 488 results
~
Specifies the last split mode used with line wrapping mode, so that when wrapping mode is off we still remember the split mode choice. Use "word" for wrapping at word boundaries, and "char" for wrapping at individual character boundaries.
2015-11-24
ଧାଡ଼ି ଆବରଣ ଧାରାରେ ବ୍ୟବହୃତ ଅନ୍ତିମ ପୃଥକିକରଣ ଧାରାକୁ ଉଲ୍ଲେଖ କରିଥାଏ, ଯାହାଫଳରେ ଆବରଣ ଧାରା ଅଫ୍‌ ଥିବା ସମୟରେ ମଧ୍ଯ ତାହା ପୃଥକିକରଣ ଧାରା ପସନ୍ଦକୁ ମନେ ରଖିଥାଏ। ଶବ୍ଦ ସୀମାରେ ଆବୃତ୍ତ କରିବା ପାଇଁ "ଶବ୍ଦ" ବ୍ୟବହାର କରନ୍ତୁ, ଏବଂ ପ୍ରତ୍ୟେକ ଅକ୍ଷର ସୀମାରେ ଆବୃତ୍ତ କରିବା ପାଇଁ "ଅକ୍ଷର" ବ୍ୟବହାର କରନ୍ତୁ।
~
Search highlight mode...
2015-11-10
ବିଶେଷଦର୍ଶନ ଧାରାକୁ ଖୋଜନ୍ତୁ ...
~
Error when loading '%s': No such directory
2015-11-10
'%s' କୁ ଧାରଣ କରିବା ସମୟରେ ତ୍ରୁଟି: ଏପରି କୌଣସି ଡିରେକ୍ଟୋରୀ ନାହିଁ
~
Quick Open...
2013-12-15
ଶିଘ୍ର ଖୋଲନ୍ତୁ ...
~
_Rename...
2013-12-15
ନାମ ବଦଳାନ୍ତୁ (_R)...
~
Type to search...
2012-09-28
ସନ୍ଧାନ କରିବା ପାଇଁ ଲେଖନ୍ତୁ ...
~
The file "%s" was previously saved using compression and will now be saved as plain text.
2012-09-28
ସଙ୍କୋଚନ ବ୍ୟବହାର କରି ଫାଇଲ "%s" ପୂର୍ବରୁ ସଂରକ୍ଷିତ ଏବଂ ବର୍ତ୍ତମାନ ସରଳ ପାଠ୍ୟ ଭାବରେ ସଂରକ୍ଷିତ ହେବ।
~
The file "%s" was previously saved as plain text and will now be saved using compression.
2012-09-28
ଫାଇଲ "%s" ପୂର୍ବରୁ ସରଳ ପାଠ୍ୟ ଭାବରେ ସଂରକ୍ଷିତ ଏବଂ ବର୍ତ୍ତମାନ ସଙ୍କୋଚନ ବ୍ୟବାହର କରି ସଂରକ୍ଷିତ ହେବ।
~
If true, the external tools will use the desktop-global standard font if it's monospace (and the most similar font it can come up with otherwise).
2011-05-20
ୟଦି ସତ୍ଯ, ତେବେ ବାହ୍ୟ ସାଧନଗୁଡ଼ିକ ଡେସ୍କଟପ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ଫଣ୍ଟ ଉପୟୋଗ କରିବ ୟଦି ଏହା ମନୋସ୍ପେସ ହୋଇଥାଏ, (ଏବଂ ନଚେତ୍ ଏହା ଏହାର ସମାନାନ୍ତର ଫଣ୍ଟକୁ ଆଣିବ)।
~
Whether gedit should automatically save modified files after a time interval. You can set the time interval with the "Autosave Interval" option.
2011-05-20
gedit କିଛି ସମୟପରେ ଆପେଆପେ ରୂପାନ୍ତରିତ ଫାଇଲଗୁଡ଼ିକୁ ସଂରକ୍ଷଣ କରିବ କି। ଆପଣ "ସ୍ବଂୟ ସଂରକ୍ଷଣର ମଧ୍ଯବର୍ତ୍ତୀ ସମୟ" ଚୟନ ଦ୍ବାରା ମଧ୍ଯବର୍ତ୍ତୀ ସମୟକୁ ନିର୍ଦ୍ଧିଷ୍ଟ କରିପାରିବେ।
~
Target directory "%s" does not exist
2011-05-20
ଲକ୍ଷ୍ଯ ଡିରେକ୍ଟୋରୀ "%s" ଟି ଅବସ୍ଥିତ ନାହିଁ
~
The archive "%s" could not be created
2011-05-20
ଅଭିଲେଖନ "%s" କୁ ସୃଷ୍ଟିକରାଯାଇପାରିବ ନାହିଁ
~
If TRUE the file browser plugin will view the directory of the first opened document given that the file browser hasn't been used yet. (Thus this generally applies to opening a document from the command line or opening it with Nautilus, etc.)
2011-05-20
ଯଦି TRUE ତେବେ ଫାଇଲ ବ୍ରାଉଜର ପ୍ଲଗଇନ ପ୍ରଥମେ ଖୋଲାଯାଇଥିବା ଦଲିଲର ଡିରେକ୍ଟରୀକୁ ଦେଖିବ ଯେଉଁଥିରେ ଫାଇଲ ବ୍ରାଉଜର ଏପର୍ଯ୍ୟନ୍ତ ଖୋଲାହୋଇନାହିଁ ବୋଲି ଉଲ୍ଲେଖ ଅଛି। (ତେଣୁ ଏହା ସାଧାରଣତଃ ପାଠ୍ୟ ନିର୍ଦ୍ଦେଶ ଧାରାରୁ କିମ୍ବା Nautilus ଇତ୍ୟାଦି ସହିତ ଗୋଟିଏ ଦଲିଲ ଖୋଲିବା ପାଇଁ ଆବଶ୍ୟକ ହୋଇଥାଏ।)
~
The archive "%s" could not be extracted
2011-05-20
ଅଭିଲେଖନ "%s" କୁ କଢ଼ାଯାଇପାରିବ ନାହିଁ
~
Specifies how to wrap long lines for printing. Use "none" for no wrapping, "word" for wrapping at word boundaries, and "char" for wrapping at individual character boundaries. Note that the values are case-sensitive, so make sure they appear exactly as mentioned here.
2011-05-20
ମୁଦ୍ରଣ ପାଇଁ ଲମ୍ବା ଧାଡ଼ିଗୁଡ଼ିକୁ ମୋଡ଼ିବାର ଧାରା ନିର୍ଦ୍ଦିଷ୍ଟ କରନ୍ତୁ। ଧାଡ଼ି ନ ମୋଡ଼ିବା ପାଇଁ "none" ବ୍ଯବହାର କରନ୍ତୁ, ଶବ୍ଦ ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "word", ଓ ଅକ୍ଷରର ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "char"। ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ।
~
Specifies how the cursor moves when the HOME and END keys are pressed. Use "disabled" to always move at the start/end of the line, "after" to move to the start/end of the line the first time the keys are pressed and to the start/end of the text ignoring whitespaces the second time the keys are pressed, "before" to move to the start/end of the text before moving to the start/end of the line and "always" to always move to the start/end of the text instead of the start/end of the line.
2011-05-20
ଯେତେବେଳେ HOME ଏବଂ END କିଗୁଡ଼ିକୁ ଦବାଇଲେ ସୂଚକଟି କିପରି ଗତିକରେ ତାହା ଉଲ୍ଲେଖ କରନ୍ତୁ। ଧାଡ଼ିର ଆରମ୍ଭ/ଶେଷରେ ସର୍ବଦା ଗତି କରିବା ପାଇଁ "disabled" ବ୍ୟବହାର କରନ୍ତୁ, ପ୍ରଥମ ଥର ପାଇଁ କିକୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ସୂଚକକୁ ଗତି କରାଇବା ପାଇଁ ଏବଂ ଦ୍ୱିତୀୟ ଥର ପାଇଁ କି କୁ ଦବାଇଲେ ଧାଡ଼ିର ଆରମ୍ଭ/ଶେଷରେ ଗତି କରାଇବା ପାଇଁ "after" ବ୍ୟବହାର କରନ୍ତୁ, ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପୂର୍ବରୁ ପାଠ୍ୟର ଆରମ୍ଭ/ଶେଷରେ ଗତିକରିବା ପାଇଁ "before" ବ୍ୟବହାର କରନ୍ତୁ ଏବଂ ସର୍ବଦା ଧାଡ଼ିର ଆରମ୍ଭ/ଶେଷରେ ଗତିକରିବା ପରିବର୍ତ୍ତେ ପାଠ୍ୟର ଆରମ୍ଭ/ଶେଷରେ ଗତି କରିବା ପାଇଁ "always" ବ୍ୟବହାର କରନ୍ତୁ।
~
Specifies when to show the notebook tabs. Use "never" to never show the tabs, "always" to always show the tabs, and "auto" to show the tabs only when there is more than one tab. Note that the values are case-sensitive, so make sure they appear exactly as mentioned here.
2011-05-20
କେତେବେଳେ ଟିପାଖାତା ଟ୍ୟାବଗୁଡ଼ିକୁ ଦର୍ଶାଯିବ ତାହା ଉଲ୍ଲେଖ କରନ୍ତୁ। ଟ୍ୟାବଗୁଡ଼ିକୁ ନଦର୍ଶାଇବା ପାଇଁ "never" ବ୍ଯବହାର କରନ୍ତୁ, ଟ୍ୟାବଗୁଡ଼ିକୁ ସର୍ବଦା ଦର୍ଶାଇବା ପାଇଁ "always", ଏବଂ ଗୋଟିଏରୁ ଅଧିକ ଟ୍ୟାବ ଥିଲେ ଦର୍ଶାଇବା ପାଇଁ "auto" ବ୍ୟବହାର କରନ୍ତୁ। ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ।
~
Number of minutes after which gedit will automatically save modified files. This will only take effect if the "Autosave" option is turned on.
2011-05-20
ମିନିଟର ସଂଖ୍ଯା ଯାହାପରେ gedit ରୂପାନ୍ତରିତ ଫାଇଲଗୁଡ଼ିକୁ ଆପେଆପେ ସଂରକ୍ଷଣ କରିବ। "ସ୍ବୟଂ ସଂରକ୍ଷଣ" ଚୟନ ବଛା ହୋଇଥିଲେ ହିଁ ଏହାର ପ୍ରଭାବ ହେବ।
~
[FILE...] [+LINE[:COLUMN]]
2011-05-20
[FILE...] [+LINE[:COLUMN]]
~
File "%s" is not a valid snippets archive
2011-05-20
ଫାଇଲ "%s" ଟି ଗୋଟିଏ ବୈଧ ସୂଚନା ଅଭିଲେଖନ ନୁହଁ
~
File "%s" does not exist
2011-05-20
ଫାଇଲ "%s" ଅବସ୍ଥିତ ନାହିଁ
~
When inserting date/time...
2011-05-20
ତାରିଖ/ସମୟ ଭର୍ତ୍ତି କରିବା ସମୟରେ...
~
If true, the terminal will use the desktop-global standard font if it's monospace (and the most similar font it can come up with otherwise).
2011-05-20
ୟଦି ସତ୍ଯ, ତେବେ ଟର୍ମିନାଲ ଡେସ୍କଟପ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ଫଣ୍ଟ ଉପୟୋଗ କରିବ ୟଦି ଏହା ମନୋସ୍ପେସ ହୋଇଥାଏ, (ଏବଂ ନଚେତ୍ ଏହା ଏହାର ସମାନାନ୍ତର ଫଣ୍ଟକୁ ଆଣିବ)।
~
Imported file "%s" is not a valid snippets file
2011-05-20
ଅଣାଯାଇଥିବା ଫାଇଲ "%s" ଟି ଗୋଟିଏ ବୈଧ ସୂଚନା ଫାଇଲ ନୁହଁ
~
Target directory "%s" is not a valid directory
2011-05-20
ଲକ୍ଷ୍ଯ ଡିରେକ୍ଟୋରୀ "%s" ଟି ଗୋଟିଏ ବୈଧ ଡ଼ିରେକ୍ଟୋରୀ ନୁହଁ
~
Add or Remove...
2011-05-20
ଯୋଡ଼ନ୍ତୁ ବା କାଢ଼ନ୍ତୁ...
~
Specifies how to wrap long lines in the editing area. Use "none" for no wrapping, "word" for wrapping at word boundaries, and "char" for wrapping at individual character boundaries. Note that the values are case-sensitive, so make sure they appear exactly as mentioned here.
2011-05-20
ସମ୍ପାଦନ କ୍ଷେତ୍ରରେ ଲମ୍ବା ଧାଡ଼ିଗୁଡ଼ିକୁ ମୋଡ଼ିବାର ଧାରା ନିର୍ଦ୍ଦିଷ୍ଟ କରନ୍ତୁ। ଧାଡ଼ି ନ ମୋଡ଼ିବା ପାଇଁ "none" ବ୍ଯବହାର କରନ୍ତୁ, ଶବ୍ଦ ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "word", ଓ ଅକ୍ଷରର ସୀମାରେଖାରେ ଧାଡ଼ି ମୋଡ଼ିବା ପାଇଁ "char"। ଲକ୍ଷ କରନ୍ତୁ କି ଏହି ମୂଲ୍ଯଗୁଡ଼ିକ ଅକ୍ଷର ନିର୍ଦ୍ଦିଷ୍ଟ, ତେଣୁ ଏଗୁଡ଼ିକ ଠିକ ଏହି ପରି ଦେଖାଯିବା ଆବଶ୍ଯକ।
~
A Pango font name. Examples are "Sans 12" or "Monospace Bold 14".
2011-05-20
ଗୋଟିଏ ପାଙ୍ଗୋ ଫଣ୍ଟ ନାମ। ଉଦାହରଣଗୁଡିକ ହେଉଛି "Sans 12" କିମ୍ବା "Monospace Bold 14".
~
File "%s" is not a valid snippets file
2011-05-20
ଫାଇଲ "%s" ଗୋଟିଏ ବୈଧ ସୂଚନା ଫାଇଲ ନୁହଁ
~
If you don't save, changes from the last %ld second will be permanently lost.
If you don't save, changes from the last %ld seconds will be permanently lost.
2010-06-21
ସଂରକ୍ଷଣ ନ କଲେ ପୂର୍ବ %ld ସେକେଣ୍ଡର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
ସଂରକ୍ଷଣ ନ କଲେ ପୂର୍ବ %ld ସେକେଣ୍ଡର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
~
Are you sure you want to permanently delete "%s"?
2010-06-21
"%s"କୁ ସବୁଦିନ ପାଇଁ ଅପସାରଣ କରିବାକୁ ଚାହୁଁଛନ୍ତି ବୋଲି ଆପଣ ନିଶ୍ଚିତ କି?
~
Manage _External Tools...
2009-09-21
ବାହ୍ୟ ସାଧନଗୁଡ଼ିକୁ ପରିଚାଳନା କରନ୍ତୁ (_E)...
~
D_on't Edit
2009-09-21
ସମ୍ପାଦନ କରନ୍ତୁ ନାହିଁ (_o)
~
"%s" not found
2009-09-21
"%s" ମିଳିଲା ନାହିଁ
~
_Check Spelling...
2009-03-16
ବନାନ ଯାଞ୍ଚ କରନ୍ତୁ (_C)...
~
Whether to use the system's default fixed width font for editing text instead of a font specific to gedit. If this option is turned off, then the font named in the "Editor Font" option will be used instead of the system font.
2009-03-16
gedit ରେ ଉଲ୍ଲେଖ କରାଯାଇଥିବା ଅକ୍ଷର ରୂପ ପରିବର୍ତ୍ତେ ପାଠ୍ୟ ସମ୍ପାଦନ କରିବା ପାଇଁ ତନ୍ତ୍ରର ପୂର୍ବନିର୍ଦ୍ଧାରିତ ସ୍ଥିର ଓସାରକୁ ବ୍ୟବହାର କରିବା ଉଚିତ କି ନୁହଁ। ଯଦି ଏହି ବିକଳ୍ପକୁ ଅଫ କରିଦିଆଯାଏ, "Editor Font" ବିକଳ୍ପରେ ନାମିତ ଅକ୍ଷରରୂପକୁ ତାହା ପରିବର୍ତ୍ତେ ବ୍ୟବହାର କରିବା ଉଚିତ।
~
Show the application's version
2009-03-16
ପ୍ରୟୋଗର ସଂସ୍କରଣକୁ ଦର୍ଶାନ୍ତୁ
~
Unable to find the object '%s' inside file %s.
2008-09-03
ଫାଇଲ %s ମଧ୍ଯରେ ବସ୍ତୁ '%s'କୁ ଖୋଜିବାରେ ଅସମର୍ଥ.
~
The file "%s" cannot be moved to the trash.
2008-09-03
ଫାଇଲ "%s"କୁ ଆବର୍ଜନାପାତ୍ରକୁ ପଠାଯାଇପାରିବ ନାହିଁ.
~
Run "make" in the document directory
2008-09-03
ଦଲିଲ ଡିରେକ୍ଟୋରୀରେ "make"କୁ ଚଲାନ୍ତୁ
~
Set _Language...
2008-09-03
ଭାଷା ବିନ୍ୟାସ କରନ୍ତୁ (_L)...
~
Are you sure you want to permanently delete "%s"?
2008-09-03
ଆପଣ ସବୁଦିନ ପାଇଁ "%s"କୁ ଅପସାରଣ କରିବାକୁ ଚାହୁଁଛନ୍ତି ବୋଲି ନିଶ୍ଟିତ କି?
~
Manage _Snippets...
2008-09-03
ସୂଚନାଗୁଡ଼ିକୁ ପରିଚାଳନା କରନ୍ତୁ (_S)...
~
Add a new snippet...
2008-09-03
ଗୋଟିଏ ନୂତନ ସୂଚନା ଯୋଗକରନ୍ତୁ...
~
Maximum number of actions that gedit will be able to undo or redo. Use "-1" for unlimited number of actions.
2008-09-03
ପଦକ୍ଷେପ ବାତିଲ କିମ୍ବା ପୂର୍ବ ପଦକ୍ଷେପ ପାଇଁ gedit ସକ୍ଷମ ହୋଇପାରୁଥିବା ସର୍ବାଧିକ ସଂଖ୍ୟକ ପଦକ୍ଷେପ. ଅସରନ୍ତି ପଦକ୍ଷେପ ପାଇଁ "-1"କୁ ବ୍ୟବହାର କରନ୍ତୁ.
~
Revert unsaved changes to document '%s'?
2008-09-03
ଅସଂରକ୍ଷିତ ପରିବର୍ତ୍ତନଗୁଡ଼ିକୁ ଦଲିଲ '%s' କୁ ପ୍ରତ୍ୟାବୃତ କରିବେ କି?
~
Preparing...
2008-09-03
ପ୍ରସ୍ତୁତ କରୁଅଛି...
~
List of active plugins. It contains the "Location" of the active plugins. See the .gedit-plugin file for obtaining the "Location" of a given plugin.
2008-09-03
ସକ୍ରିୟ ପ୍ଲଗଇନମାନଙ୍କର ତାଲିକା. ଏହା ସକ୍ରିୟ ପ୍ଲଗଇନମାନଙ୍କର "ସ୍ଥାନ" କୁ ଧାରଣକରିଥାଏ. ପ୍ରଦତ୍ତ ପ୍ଲଗଇନର "ସ୍ଥାନ"କୁ ପାଇବା ପାଇଁ .gedit-plugin ଫାଇଲକୁ ଦେଖନ୍ତୁ.
~
D_on't Save
2008-09-03
ସଂରକ୍ଷଣ କରନ୍ତୁ ନାହିଁ (_o)
~
Could not remove color scheme "%s".
2008-09-03
ରଙ୍ଗ ଯୋଜନା "%s"କୁ କଢ଼ାଯାଇପାରିବ ନାହିଁ.