Translations by Gora Mohanty

Gora Mohanty has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 151 results
~
Maximum number of actions that gedit will be able to undo or redo. Use "-1" for unlimited number of actions.
2006-03-17
କାର୍ଯ୍ଯଗୁଡ଼ିକର ସର୍ବାଧିକ ସଂଖ୍ଯା ଯାହାକୁ ଜିଏଡିଟ୍ ପଦକ୍ଷେପ ଆଗକୁ ବା ପଛକୁ କରିପାରିବ
~
Specifies the font to use for page headers when printing a document. This will only take effect if the "Print Header" option is turned on.
2006-03-17
ଦଲିଲ ମୁଦ୍ରଣ ସମୟରେ ପୃଷ୍ଠା ଶୀର୍ଷକ ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ. "ଶୀର୍ଷକ ମୁଦ୍ରଣ କରନ୍ତୁ" ଚୟନ ଶୂନ୍ଯ ନ ହୋଇଥିଲେ ହିଁ ଏହାର ପ୍ରଭାବ ହେବ.
~
S_ort...
2006-03-17
ସଜାଡ଼ନ୍ତୁ... (_o)
~
If you don't save, changes from the last %ld second will be permanently lost.
If you don't save, changes from the last %ld seconds will be permanently lost.
2006-03-17
ସଂରକ୍ଷଣ ନ କଲେ ପୂର୍ବ %ld ସେକେଣ୍ଡର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
ସଂରକ୍ଷଣ ନ କଲେ ପୂର୍ବ %ld ସେକେଣ୍ଡଗୁଡ଼ିକର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
~
Specifies the font to use for line numbers when printing. This will only take effect if the "Print Line Numbers" option is non-zero.
2006-03-17
ମୁଦ୍ରଣ ସମୟରେ ଧାଡ଼ି ସଂଖ୍ଯା ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ. "ଧାଡ଼ି ସଂଖ୍ଯା ମୁଦ୍ରଣ କରନ୍ତୁ" ଚୟନ ଶୂନ୍ଯ ନ ହୋଇଥିଲେ ହିଁ ଏହାର ପ୍ରଭାବ ହେବ.
~
Specifies the font to use for a document's body when printing documents.
2006-03-17
ମୁଦ୍ରଣ ସମୟରେ ଦଲିଲର ମୁଖ୍ଯ ଅଂଶ ପାଇଁ ବ୍ଯବହାର କରାଯିବା ଅକ୍ଷରରୂପ ନିର୍ଦ୍ଦିଷ୍ଟ କରେ.
~
Specifies the maximum number of recently opened files that will be displayed in the "Recent Files" submenu.
2006-03-17
ସାମ୍ପ୍ରତିକ କାଳରେ ଖୋଲାଯାଇଥିବା ଫାଇଲଗୁଡ଼ିକର ସର୍ବାଧିକ ସଂଖ୍ଯା ନିର୍ଦ୍ଦିଷ୍ଟ କରେ, ଯାହାକି "ସାମ୍ପ୍ରତିକ ଫାଇଲ" ଉପମେନୁରେ ପ୍ରଦର୍ଶିତ ହେବ.
~
A custom font that will be used for the editing area. This will only take effect if the "Use Default Font" option is turned off.
2006-03-17
ଗୋଟିଏ ଇଚ୍ଛାରୂପ ଅକ୍ଷରରୂପ ଯେଉଁଟାକି ସମ୍ପାଦନ ଅଞ୍ଚଳରେ ବ୍ଯବହାର କରାଯିବ. "ପୂର୍ବନିର୍ଦ୍ଧାରିତ ଅକ୍ଷରରୂପ" ଚୟନ ବଛା ନ ହୋଇଥିଲେ ହିଁ ଏହାର ପ୍ରଭାବ ହେବ
~
If you don't save, changes from the last minute and %ld second will be permanently lost.
If you don't save, changes from the last minute and %ld seconds will be permanently lost.
2006-03-17
ସଂରକ୍ଷଣ ନ କଲେ ପୂର୍ବ ମିନିଟ୍ ଓ %ld ସେକେଣ୍ଡର ପରିବର୍ତ୍ତନଗୁଡିକ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
ସଂରକ୍ଷଣ ନ କଲେ ପୂର୍ବ ମିନିଟ୍ ଓ %ld ସେକେଣ୍ଡର ପରିବର୍ତ୍ତନଗୁଡିକ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
~
If you don't save, changes from the last %ld minute will be permanently lost.
If you don't save, changes from the last %ld minutes will be permanently lost.
2006-03-17
ସଂରକ୍ଷଣ ନ କଲେ ପୂର୍ବ %ld ମିନିଟ୍ ର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
ସଂରକ୍ଷଣ ନ କଲେ ପୂର୍ବ %ld ମିନିଟ୍ ର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
~
If you don't save, all your changes will be permanently lost.
2006-03-17
ସଂରକ୍ଷଣ ନ କଲେ ଆପଣଙ୍କର ସମସ୍ତ ପରିବର୍ତ୍ତନ ନିଶ୍ଚିତ ଭାବରେ ନଷ୍ଟ ହୋଇଯିବ.
~
In_sert Date and Time...
2006-03-17
ତାରିଖ ଓ ସମୟ ଭର୍ତ୍ତି କରନ୍ତୁ (_s)...
~
If you don't save, changes from the last hour and %d minute will be permanently lost.
If you don't save, changes from the last hour and %d minutes will be permanently lost.
2006-03-17
ସଂରକ୍ଷଣ ନ କଲେ ପୂର୍ବ ଘଣ୍ଟା ଓ %d ମିନିଟ୍ ର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
ସଂରକ୍ଷଣ ନ କଲେ ପୂର୍ବ ଘଣ୍ଟା ଓ %d ମିନିଟ୍ ର ପରିବର୍ତ୍ତନ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
~
Rendering page %d of %d...
2006-03-17
ପୃଷ୍ଠା %dରୁ %dର ଚିତ୍ରଣ କରାଯାଉଛି...
~
_Ignore
2006-03-17
ଅଗ୍ରାହ୍ଯ କରନ୍ତୁ (_I)
~
If you don't save, changes from the last minute will be permanently lost.
2006-03-17
ସଂରକ୍ଷଣ ନ କଲେ, ପୂର୍ବ ମିନିଟ୍ ର ପରିବର୍ତ୍ତନଗୁଡିକ ନିଶ୍ଚିତଭାବରେ ନଷ୍ଟ ହୋଇଯିବ.
1.
Edit text files
2006-03-17
ପାଠ୍ଯ ଫାଇଲଗୁଡ଼ିକୁ ସମ୍ପାଦନ କରନ୍ତୁ
5.
Text Editor
2006-03-17
ପାଠ୍ଯ ସମ୍ପାଦକ
10.
Use Default Font
2006-03-17
ପୂର୍ବନିର୍ଦ୍ଧାରିତ ଅକ୍ଷରରୂପକୁ ବ୍ଯବହାର କରନ୍ତୁ
13.
Editor Font
2006-03-17
ସମ୍ପାଦକର ଅକ୍ଷରରୂପ
17.
Create Backup Copies
2006-03-17
ନକଲ ସଂରକ୍ଷଣଗୁଡ଼ିକୁ ସୃଷ୍ଟି କରନ୍ତୁ
25.
Line Wrapping Mode
2006-03-17
ଧାଡ଼ି ମୋଡ଼ା ଧାରା
29.
Tab Size
2006-03-17
ଟାବ ଆକାର
30.
Specifies the number of spaces that should be displayed instead of Tab characters.
2006-03-17
ଟାବ୍ ବଦଳରେ ପ୍ରଦର୍ଶିତ କରାଯିବା ଖାଲି ସ୍ଥାନର ସଂଖ୍ଯା ନିର୍ଦ୍ଦିଷ୍ଟ କରେ.
31.
Insert spaces
2006-03-17
ଖାଲି ସ୍ଥାନ ଭର୍ତ୍ତି କରନ୍ତୁ
32.
Whether gedit should insert spaces instead of tabs.
2006-03-17
ଜିଏଡିଟ୍ ଟ୍ଯାବ ବଦଳରେ ଖାଲି ସ୍ଥାନ ଭର୍ତ୍ତି କରିବ କି.
35.
Display Line Numbers
2006-03-17
ଧାଡ଼ି ସଂଖ୍ଯାଗୁଡ଼ିକୁ ପ୍ରଦର୍ଶନ କରନ୍ତୁ
36.
Whether gedit should display line numbers in the editing area.
2006-03-17
ଜିଏଡିଟ୍ ସମ୍ପାଦନ ଅଞ୍ଚଳରେ ଧାଡ଼ି ସଂଖ୍ଯା ପ୍ରଦର୍ଶନ କରିବ କି.
38.
Whether gedit should highlight the current line.
2006-03-17
ଦଲିଲ ମୁଦ୍ରଣ ସମୟରେ ଜିଏଡିଟ୍ ବାକ୍ଯ ବିନ୍ଯାସ ବିଶେଷଦର୍ଶନ ମୁଦ୍ରଣ କରିବ କି.
41.
Display Right Margin
2006-03-17
ଡାହାଣ ମାର୍ଜିନ୍ ପ୍ରଦର୍ଶନ କରନ୍ତୁ
42.
Whether gedit should display the right margin in the editing area.
2006-03-17
ଜିଏଡିଟ୍ ସମ୍ପାଦନ ଅଞ୍ଚଳରେ ଡାହାଣ ମାର୍ଜିନ୍ ପ୍ରଦର୍ଶନ କରିବ କି.
43.
Right Margin Position
2006-03-17
ଡାହାଣ ମାର୍ଜିନ୍ ର ସ୍ଥିତି
44.
Specifies the position of the right margin.
2006-03-17
ଡାହାଣ ମାର୍ଜିନ୍ ର ସ୍ଥିତି ନିର୍ଦ୍ଦିଷ୍ଟ କରେ.
53.
Enable Syntax Highlighting
2006-03-17
ବାକ୍ଯ ବିନ୍ଯାସ ବିଶେଷଦର୍ଶନକୁ ସମର୍ଥ କରନ୍ତୁ
54.
Whether gedit should enable syntax highlighting.
2006-03-17
ଜିଏଡିଟ୍ ବାକ୍ଯ ବିନ୍ଯାସ ବିଶେଷଦର୍ଶନ ସମର୍ଥ କରିବ କି.
59.
Toolbar is Visible
2006-03-17
ସାଧନ ପଟି ଦେଖାଯାଉଛି
60.
Whether the toolbar should be visible in editing windows.
2006-03-17
ସମ୍ପାଦନ ୱିଣ୍ଡୋରେ ସାଧନ ପଟି ଦେଖାଯିବା ଉଚିତ କି.
63.
Status Bar is Visible
2006-03-17
ଅବସ୍ଥିତି ପଟି ଦେଖାଯାଉଛି
64.
Whether the status bar at the bottom of editing windows should be visible.
2006-03-17
ସମ୍ପାଦନ ୱିଣ୍ଡୋର ନିମ୍ନଭାଗରେ ଅବସ୍ଥିତି ପଟି ଦେଖାଯିବା ଉଚିତ କି.
67.
Maximum Recent Files
2006-03-17
ସାମ୍ପ୍ରତିକ ଫାଇଲଗୁଡ଼ିକର ସର୍ବାଧିକ ସଂଖ୍ଯା
69.
Print Syntax Highlighting
2006-03-17
ବାକ୍ଯ ବିନ୍ଯାସ ବିଶେଷଦର୍ଶନ ମୁଦ୍ରଣ କରନ୍ତୁ
70.
Whether gedit should print syntax highlighting when printing documents.
2006-03-17
ଦଲିଲ ମୁଦ୍ରଣ ସମୟରେ ଜିଏଡିଟ୍ ବାକ୍ଯ ବିନ୍ଯାସ ବିଶେଷଦର୍ଶନ ମୁଦ୍ରଣ କରିବ କି.
71.
Print Header
2006-03-17
ଶୀର୍ଷକ ମୁଦ୍ରଣ କରନ୍ତୁ
72.
Whether gedit should include a document header when printing documents.
2006-03-17
ଦଲିଲ ମୁଦ୍ରଣ ସମୟରେ ଜିଏଡିଟ୍ ଦଲିଲର ଶୀର୍ଷକ ଯୋଡ଼ିବ କି.
73.
Printing Line Wrapping Mode
2006-03-17
ଧାଡ଼ି ମୋଡ଼ା ଧାରାର ମୁଦ୍ରଣ
75.
Print Line Numbers
2006-03-17
ଧାଡ଼ି ସଂଖ୍ଯା ମୁଦ୍ରଣ କରନ୍ତୁ
76.
If this value is 0, then no line numbers will be inserted when printing a document. Otherwise, gedit will print line numbers every such number of lines.
2006-03-17
ଏହି ସଂଖ୍ଯା ଶୂନ୍ଯ ଥିଲେ ଦଲିଲ ମୁଦ୍ରଣ ସମୟରେ ଧାଡ଼ି ସଂଖ୍ଯା ଯୋଡ଼ାଯିବ ନାହିଁ. ନହେଲେ, ଜିଏଡିଟ୍ ଏତିକି ଧାଡ଼ିରେ ଥରେ ଧାଡ଼ି ସଂଖ୍ଯା ମୁଦ୍ରଣ କରିବ.
78.
Body Font for Printing
2006-03-17
ମୁଦ୍ରଣ ପାଇଁ ମୁଖ୍ଯ ଅଂଶର ଅକ୍ଷରରୂପ
81.
Header Font for Printing
2006-03-17
ମୁଦ୍ରଣ ପାଇଁ ଶୀର୍ଷକର ଅକ୍ଷରରୂପ
84.
Line Number Font for Printing
2006-03-17
ମୁଦ୍ରଣ ପାଇଁ ଧାଡ଼ି ସଂଖ୍ଯାର ଅକ୍ଷରରୂପ