Browsing Oriya translation

6 of 1118 results
6.
Nautilus supports all the basic functions of a file manager and more. It can search and manage your files and folders, both locally and on a network, read and write data to and from removable media, run scripts, and launch applications. It has three views: Icon Grid, Icon List, and Tree List. Its functions can be extended with plugins and scripts.
Nautilus ଫାଇଲ ପରିଚାଳନା ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ କାର୍ଯ୍ଯଗୁଡ଼ିକୁ ସହାୟତା କରିଥାଏ। ଏହା ଆପଣଙ୍କର ଫାଇଲ ଏବଂ ଫୋଲଡରଗୁଡ଼ିକୁ ସନ୍ଧାନ ଏବଂ ପରିଚାଳନା କରିପାରିବ, ଉଭୟ ସ୍ଥାନୀୟ ଭାବରେ ଏବଂ ନେଟୱର୍କ ଉପରେ, କଢ଼ାଯୋଗ୍ଯ ମେଡିଆରେ ତଥ୍ୟ ପଢ଼ିପାରିବଏବଂ ଲେଖିପାରିବ, ସ୍କ୍ରିପ୍ଟ ଚଲାଇ ପାରିବ, ଏବଂପ୍ରୟୋଗଗୁଡ଼ିକୁ ଆରମ୍ଭ କରିପାରିବ। ଏଥିରେ ତିନୋଟି ଦୃଶ୍ୟ ଅଛି: ଚିତ୍ର ସଂକେତ ଗ୍ରୀଡ, ଏବଂ ଟ୍ରୀ ତାଲିକା। ଏହାରକାର୍ଯ୍ୟଗୁଡ଼ିକୁ ପ୍ଲଗଇନ ଏବଂ ସ୍କ୍ରିପ୍ଟଗୁଡ଼ିକ ସହିତ ବିସ୍ତାର କରାଯାଇପାରିବ।
Translated by Manoj Kumar Giri
Located in data/org.gnome.Nautilus.appdata.xml.in.in:12
6 of 1118 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.