Translations by Tomáš Mráz

Tomáš Mráz has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 53 results
1.
New %s%spassword:
2014-08-30
ନୂତନ %s%s ପ୍ରବେଶ ସଙ୍କେତ:
2.
Retype new %s%spassword:
2014-08-30
ନୂତନ %s%s ପ୍ରବେଶ ସଙ୍କେତକୁ ପୁନର୍ବାର ଟାଇପ କରନ୍ତୁ:
3.
Sorry, passwords do not match.
2014-08-30
କ୍ଷମା କରିବେ, ପ୍ରବେଶ ସଙ୍କେତ ମିଶୁ ନାହିଁ।
4.
BAD PASSWORD: %s
2014-08-30
ଖରାପ ପ୍ରବେଶ ସଙ୍କେତ: %s
5.
Usage: %s [user]
2015-11-09
ବ୍ଯବହାର: %s [user]
6.
The command reads the password to be scored from the standard input.
2015-11-09
ଏହି ନିର୍ଦ୍ଦେଶଟି ପାଇବାକୁ ଥିବା ପ୍ରବେଶ ସଂକେତକୁ ମାନକ ନିବେଶରୁ ପଢ଼ିଥାଏ।
7.
Error: %s
2015-11-09
ତୃଟି: %s
8.
Could not obtain the password to be scored
2015-11-09
ପାଇବା ପାଇଁ ପ୍ରବେଶ ସଂକେତ ପାଇଲା ନାହିଁ
9.
Password quality check failed: %s
2015-11-09
ପ୍ରବେଶ ସଂକେତ ଗୁଣବତ୍ତା ଯାଞ୍ଚ ବିଫଳ ହୋଇଛି: %s
10.
Usage: %s <entropy-bits>
2015-11-09
ବ୍ୟବହାର: %s <entropy-bits>
11.
Memory allocation error when setting
2015-11-09
ବ୍ୟବସ୍ଥା କରିବା ସମୟରେ ସ୍ମୃତିସ୍ଥାନ ବଣ୍ଟନ ତୃଟି
12.
Memory allocation error
2015-11-09
ସ୍ମୃତିସ୍ଥାନ ବଣ୍ଟନ ତ୍ରୁଟି
13.
The password is the same as the old one
2015-11-09
ପ୍ରବେଶ ସଂକେତଟି ପୁରୁଣା ସହିତ ସମାନ
14.
The password is a palindrome
2015-11-09
ଏହି ପ୍ରବେଶ ସଂକେତଟି ଏକ ବିଲୋମପଦ ଅଟେ
15.
The password differs with case changes only
2015-11-09
ପ୍ରବେଶ ସଂକେତ କେବଳ ଅକ୍ଷର ପ୍ରକାର ପରିବର୍ତ୍ତନରେ ଭିନ୍ନ ହୋଇଥାଏ
16.
The password is too similar to the old one
2015-11-09
ଏହି ପ୍ରବେଶ ସଂକେତଟି ପୁରୁଣା ସହିତ ସାଦୃଶ
17.
The password contains the user name in some form
2015-11-09
ଏହି ପ୍ରବେଶ ସଂକେତରେ ବ୍ୟବହାରକାରୀଙ୍କ ନାମ ସମାନ ଆକାରରେ ଅଛି
18.
The password contains words from the real name of the user in some form
2015-11-09
ଏହି ପ୍ରବେଶ ସଂକେତରେ ବ୍ୟବହାରକାରୀର ପ୍ରକୃତ ନାମକୁ କୌଣସି ପ୍ରକାରରେ ଧାରଣ କରିଥାଏ
19.
The password contains forbidden words in some form
2015-11-09
ପ୍ରବେଶ ସଂକେତଟି କିଛି ମାତ୍ରାରେ ବାରଣ ହୋଇଥିବା ଶବ୍ଦଗୁଡ଼ିକୁ ଧାରଣ କରିଥାଏ
20.
The password contains less than %ld digits
2015-11-09
ପ୍ରବେଶ ସଂକେତଟି %ld ରୁ କମ ଅଙ୍କ ଧାରଣ କରିଅଛି
21.
The password contains too few digits
2015-11-09
ପ୍ରବେଶ ସଂକେତଟି କିଛି କମ ଅଙ୍କ ଧାରଣ କରିଛି
22.
The password contains less than %ld uppercase letters
2015-11-09
ପ୍ରବେଶ ସଂକେତରେ %ld ରୁ କମ ବଡ଼ ଅକ୍ଷର ଧାରଣ କରିଥାଏ
23.
The password contains too few uppercase letters
2015-11-09
ପ୍ରବେଶ ସଂକେତଟି ବହୁତ କମ ବଡ଼ ଅକ୍ଷର ଧାରଣ କରିଥାଏ
24.
The password contains less than %ld lowercase letters
2015-11-09
ଏହି ପ୍ରବେଶ ସଂକେତରେ %ld ରୁ କମ ଛୋଟ ଅକ୍ଷର ଅଛି
25.
The password contains too few lowercase letters
2015-11-09
ଏହି ପ୍ରବେଶ ସଂକେତରେ ଅଳ୍ପ କିଛି ଛୋଟ ଅକ୍ଷର ଅଛି
26.
The password contains less than %ld non-alphanumeric characters
2015-11-09
ଏହି ପ୍ରବେଶ ସଂକେତରେ %ld ରୁ କମ ଅକ୍ଷର କିମ୍ବା ସଂଖ୍ୟା ନଥିବା ବର୍ଣ୍ଣ ଅଛି
27.
The password contains too few non-alphanumeric characters
2015-11-09
ଏହି ପ୍ରବେଶ ସଂକେତରେ ଅଳ୍ପ କିଛି ଅକ୍ଷର କିମ୍ବା ସଂଖ୍ୟା ନଥିବା ବର୍ଣ୍ଣ ଅଛି
28.
The password is shorter than %ld characters
2015-11-09
ପ୍ରବେଶ ସଂକେତଟି %ld ଅକ୍ଷରରୁ ଛୋଟ ଅଟେ
29.
The password is too short
2015-11-09
ପ୍ରବେଶ ସଙ୍କେତଟି ଅତି ଛୋଟ ଅଟେ
30.
The password is just rotated old one
2015-11-09
ପ୍ରବେଶ ସଂକେତଟି ପୁରୁଣାଟିକୁ ଘୁରାଇଥାଏ
31.
The password contains less than %ld character classes
2015-11-09
ପ୍ରବେଶ ସଂକେତରେ %ld ରୁ କମ ଛୋଟ ଅକ୍ଷର ଅଛି
32.
The password does not contain enough character classes
2015-11-09
ପ୍ରବେଶ ସଂକେତରେ ଯଥେଷ୍ଟ ଅକ୍ଷର ଶ୍ରେଣୀ ନାହିଁ
33.
The password contains more than %ld same characters consecutively
2015-11-09
ପ୍ରବେଶ ସଂକେତରେ %ld ରୁ ଅଧିକ ସମାନ ଅକ୍ଷର ପାଖାପାଖି ଅଛି
34.
The password contains too many same characters consecutively
2015-11-09
ପ୍ରବେଶ ସଂକେତ ଅତ୍ୟଧିକ ସମାନ ଅକ୍ଷରକୁ ପାଖାପାଖି ଧାରଣ କରିଥାଏ
35.
The password contains more than %ld characters of the same class consecutively
2015-11-09
ପ୍ରବେଶ ସଂକେତରେ %ld ରୁ ଅଧିକ ସମାନ ଶ୍ରେଣୀର ଅକ୍ଷର ପାଖାପାଖି ଥାଏ
36.
The password contains too many characters of the same class consecutively
2015-11-09
ପ୍ରବେଶ ସଂକେତରେ ଅତ୍ୟଧିକ ସମାନ ଶ୍ରେଣୀର ଅକ୍ଷର ପାଖାପାଖି ଥାଏ
37.
The password contains monotonic sequence longer than %ld characters
2015-11-09
ପ୍ରବେଶ ସଂକେତରେ %ld ରୁ ଅଧିକ ଏକାପ୍ରକାର କ୍ରମ ପାଖାପାଖି ଥାଏ
38.
The password contains too long of a monotonic character sequence
2015-11-09
ପ୍ରବେଶ ସଂକେତ ଅତ୍ୟଧିକ ବଡ଼ ଏକା ପ୍ରକାରର ଅକ୍ଷର କ୍ରମଧାରଣ କରିଥାଏ
39.
No password supplied
2014-08-30
କୌଣସି ପ୍ରବେଶ ସଙ୍କେତ ପ୍ରଦାନ କରାଯାଇ ନାହିଁ
40.
Cannot obtain random numbers from the RNG device
2015-11-09
ମନଇଚ୍ଛା ସଂଖ୍ୟାଗୁଡ଼ିକୁ RNG ଉପକରଣରୁ ଧାରଣ କରିପାରିବ ନାହିଁ
41.
Password generation failed - required entropy too low for settings
2015-11-09
ପ୍ରବେଶ ସଂକେତ ସୃଷ୍ଟି ବିଫଳ ହୋଇଛି - ବିନ୍ୟାସ ପାଇଁ ଅତି କମ ଏଣ୍ଟ୍ରପି ଆବଶ୍ୟକ ହୋଇଥାଏ
42.
The password fails the dictionary check
2015-11-09
ପ୍ରବେଶ ସଂକେତ ଅଭିଧାନ ଯାଞ୍ଚକୁ ବିଫଳ କରିଥାଏ
43.
Unknown setting
2015-11-09
ଅଜଣା ସଂରଚନା
44.
Bad integer value of setting
2015-11-09
ସଂରଚନା ପାଇଁ ଖରାପ ଗଣନ ସଂଖ୍ୟା ମୂଲ୍ୟ
45.
Bad integer value
2015-11-09
ଖରାପ ଗଣନ ସଂଖ୍ୟା ମୂଲ୍ୟ
46.
Setting %s is not of integer type
2015-11-09
ସଂରଚନା %s ଟି ଗଣନ ସଂଖ୍ୟା ପ୍ରକାରର ନୁହଁ
47.
Setting is not of integer type
2015-11-09
ସଂରଚନାଟି ଗଣନ ସଂଖ୍ୟା ପ୍ରକାରର ନୁହଁ
48.
Setting %s is not of string type
2015-11-09
ସଂରଚନା %s ଟି ବାକ୍ୟ ପ୍ରକାରର ନୁହଁ
49.
Setting is not of string type
2015-11-09
ସଂରଚନାଟି ବାକ୍ୟ ପ୍ରକାରର ନୁହଁ
50.
Opening the configuration file failed
2015-11-09
ସଂରଚନା ଫାଇଲକୁ ଖୋଲିବା ବିଫଳ ହୋଇଛି